ସାବଧାନ! ଏହି କାରଣରୁ ହୋଇଥାଏ ହୃଦ୍‌ଘାତ

ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ଚାପଗ୍ରସ୍ତ, ନିଦ୍ରାରେ ବ୍ୟାହତ ହେବା ହୃଦଘାତ୍‌ ଏବଂ ଷ୍ଟ୍ରୋକ୍‌ର କାରଣ ହୋଇପାରେ। ୟୁରୋପୀୟ ଷ୍ଟ୍ରୋକ୍‌ ସଂଗଠନ (ESO) ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ଏକ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ମୁଖ୍ୟତଃ ଡାଇବେଟିସ୍‌, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ବୃଦ୍ଧି, ଧୂମପାନ, ମେଦବହୁଳତା ଏବଂ ଶାରୀରିକ ନିଷ୍କ୍ରିୟତା ହୃଦରୋଗ ପାଇଁ ପରିବର୍ତ୍ତନଶୀଳ ବିପଦ ବୋଲି ରିପୋର୍ଟରେ କୁହାଯାଇଛି। ଅଧିକ କାର୍ଯ୍ୟ ଚାପ ଏବଂ ଶୋଇବା ସମସ୍ୟା ହୃଦରୋଗ ଭଳି ମାରାତ୍ମକ ରୋଗ ହୋଇଥାଏ। ଅଧ୍ୟୟନରୁ ଜଣାପଡ଼ିଛି ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ହିଁ ଅଧିକ ହୃଦଘାତର ଶିକାର ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ପିମ୍ପୁଡ଼ି ବାହାରୁଥିଲେ…

ବେଳେବେଳେ ଘରୁ ହଠାତ୍‌ ମେଞ୍ଚା ମେଞ୍ଚା ହୋଇ ପିମ୍ପୁଡ଼ି ବାହାରୁ ଥିବାର ଦେଖାଯାଏ। କେବେ ନାଲି ତ କେବେ କଳା ରଙ୍ଗର ପିମ୍ପୁଡ଼ି ବାହାରିଥାନ୍ତି। ଏମାନେ...

କିସ୍‌ମିସ୍‌ର ଉପକାରିତା

କିସ୍‌ମିସ୍‌ ସେବନ ଦ୍ୱାରା ବି ଆମ ଶରୀରକୁ ଅନେକ ଉପକାର ମିଳିଥାଏ। ଯେମିତିକି: ଏହା ଆଖି ପାଇଁ ବହୁତ ଉପକାରୀ। କୁହାଯାଏ, ପ୍ରତିଦିନ ୭/୮ଟି କିସ୍‌ମିସ୍‌...

କୋଲେଷ୍ଟରଲ ସମସ୍ୟା ଦୂର କରେ ଉଷୁମ ପାଣି

ଆମ ଶରୀରରେ କୋଲେଷ୍ଟରଲ ପରିମାଣ ସନ୍ତୁଳିତ ରହିବା ନିହାତି ଜରୁରୀ। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହୁଏ, ତେବେ ତାହା କେତେକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟାକୁ...

ସୁନିଦ୍ରାକୁ ପ୍ରଭାବିତ କରେ ଅଧିକ ଚା’ ପିଇବା

କ୍ଳାନ୍ତ ମନକୁ ହାଲକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଅଧିକ ସମୟ ଚା’ ପିଉଛନ୍ତି ତେବେ ଏପରି...

ଖରାଦିନେ ଫୁଡ୍‌ ପଏଜନିଂ ଆଶଙ୍କା ଅଧିକ: ଜାଣନ୍ତୁ କିଭଳି ପାଇବେ ମୁକ୍ତି

ଖରାଦିନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ସେଥିମଧ୍ୟରୁ ଶରୀରରୁ ଜଳୀୟଅଂଶ ପରିମାଣ କମ୍‌ ହେବା, ଭାଇରାଲ ଫିଭର୍‌, ଷ୍ଟ୍ରୋକ, ଫୁଡ ପଏଜନିଂ ଆଦି ଅନ୍ୟତମ।...

ସୂର୍ଯ୍ୟାସ୍ତ ପରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଫଳ; ଦେଖାଦେଇପାରେ ଏସବୁ ସ୍ବାସ୍ଥ୍ୟ ସମସ୍ୟା

ସ୍ବାସ୍ଥ୍ୟ ପାଇଁ ଫଳ ବହୁତ ଲାଭଦାୟକ। ଫଳରେ ଭିଟାମିନ୍‌, ମିନେରାଲ୍ସ ସହ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ। ଏଥିଯୋଗୁ ନିୟମିତ ଭାବେ ଏହାକୁ ସେବନ...

ପ୍ରସୂତିଙ୍କ ପାଇଁ ଉପଯୋଗୀ ଏହି ଡାଲି…

ପ୍ରସବ ପରେ ପ୍ରସୂତିଙ୍କୁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଖାଦ୍ୟପେୟରେ ଅନିୟମିତତାର ପ୍ରଭାବ ନବଜାତ ଶିଶୁ ଉପରେ ହିଁ ପଡ଼ିଥାଏ। ପ୍ରସବ ପରେ...

ଜାଣନ୍ତୁ ହେପାଇଟାଇଟିସ୍‌ ରୋଗର ଲକ୍ଷଣ, ନିରାକରଣ

ଜୁଲାଇ ୨୮କୁ ବିଶ୍ୱ ହେପାଟାଇଟିସ୍‌ ଦିବସ ଭାବେ ପାଳନ କରାଯାଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ହେପାଟାଇଟିସ୍‌ ଏମିତି ଏକ ସଂକ୍ରାମକ ରୋଗ ଯାହା ଲିଭର...

Advertisement
Archives

Model This Week