ଜୀବନଚର୍ଯ୍ୟା

ବୟସ୍କ ବ୍ୟକ୍ତି ଓ ଏକଲାପଣ

ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ ମାସ କିମ୍ବା ବର୍ଷ ଧରି ଏକୁଟିଆ ରହିବା ଦ୍ୱାରା ସେମାନେ ମାନସିକ ରୋଗର ଶିକାର…

ଏପରି ପିଲା କେବେବି ହାସଲ କରିପାରନ୍ତିନି ଶିକ୍ଷା

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ…

ମେଦ ବୃଦ୍ଧି କରେ ମୃଦୁ ପାନୀୟ

ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏହା ପଛରେ ଆଉ ଏକ କାରଣ…

ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ

ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ପୂର୍ବାନୁମାନ ହେଉଛି ଗୋଟିଏ ଜଟିଳ ପ୍ରକ୍ରିୟା, ଯେଉଁଥିରେ ଅନେକ…

ରୋଗଣା ମନ

ପ୍ରତିବର୍ଷ ଆମ ଭିତରୁ ପ୍ରତି ଚାରିଜଣରେ ଜଣେ ମାନସିକ ସ୍ବାସ୍ଥ୍ୟ ଦୃଷ୍ଟିରୁ ବିଶେଷ ନିରାପଦ ରହିପାରୁନାହାନ୍ତି। ସେହି ଜଣକ ବି ହୋଇପାରନ୍ତି ଆମ ପରିବାରର ସଦସ୍ୟ, ଆମର ଅନ୍ତରଙ୍ଗ ବନ୍ଧୁ, ସହକର୍ମୀ କିମ୍ବା ହୋଇପାରନ୍ତି ଆପଣ ନିଜେ। ସମାଜରେ ପାରସ୍ପରିକ ସହଯୋଗର…

ଆପଣଙ୍କର ଅଛି କି ମଧୁମେହ ସମସ୍ୟା …

ଭାରତର ପ୍ରାୟ ଅଧିକାଂଶ ଲୋକ ମଧୁମେହ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ଏହି ସମସ୍ୟା ଲାଗି ଅନେକ ଦୁରାରୋଗ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ଉପଶମ ପାଇଁ ରୋଗୀ ଇନ୍‌ସୁଲିନ୍‌ ନେଇଥାଆନ୍ତି। ମାତ୍ର ଖାଦ୍ୟପେୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଏହି ସମସ୍ୟାକୁ କମ୍‌…

ମନକୁ ଖୁସି ରଖିବ ୮ ଅଭ୍ୟାସ

ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ ବି ତୁଚ୍ଛ ଲାଗେ। ମନ ଭଲ ରହିବା ପାଇଁ ଶରୀରରେ କ୍ଷରଣ ହେଉଥିବା କେତେକ…

କାର୍ଯ୍ୟାଳୟରେ ସକର୍ମୀମାନଙ୍କ ସହିତ ବଢ଼ୁଛିକି ବିତର୍କ

ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, କାର୍ଯ୍ୟାଳୟ ଏବଂ କାର୍ଯ୍ୟ କ୍ଷେତ୍ର ଉପରେ ବିଶେଷ ଧ୍ୟାନ ଦେବା କଥା। ଅଫିସର ବାସ୍ତୁ ଖରାପ ହେତୁ ଆର୍ଥିକ ପ୍ରତିବନ୍ଧକ ଏବଂ ସହକର୍ମୀମାନଙ୍କ ସହିତ ବିତର୍କ ସମ୍ମୁଖୀନ ହେବାକୁ ପଡିପାରେ। ତେଣୁ, ଏହା ମନେ ରଖିବା ଆବଶ୍ୟକ…

ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅକ୍ଟୋବର ୩୦ ଯାଏ ରହିବ ଲକ୍ଷ୍ମୀଙ୍କ କୃପା, ଧନଧାନ୍ୟରେ ପୂରି ଉଠିବ ଘର…

ଅକ୍ଟୋବର ୭ ଗୁରୁବାରରୁ ଆରମ୍ଭ ହୋଇଛି ନବରାତ୍ରି। ଠିକ୍‌ ୮ ଦିନ ପରେ ଅର୍ଥାତ ଅକ୍ଟୋବର ୧୪ରେ ଏହା ଶେଷ ହେବ। ନବରାତ୍ରିରେ ମା’ ଦୁର୍ଗାଙ୍କ ନଅ ରୂପର ପୂଜା କରାଯାଇଥାଏ। ଏହି ସମୟରେ କିଛି ରାଶିର ଜାତକଧାରୀଙ୍କ ଉପରେ ମା’…

ଏହି ୪ ରାଶିରେ ଜନ୍ମିତ ଯୁବତୀ କରିଥାନ୍ତି ପ୍ରେମ ବିବାହ ! ଦେଖନ୍ତୁ ଆପଣ ଏଥିରେ…

ଦିନ ଥିଲା ଲୋକେ ପରିବାରର ଇଚ୍ଛା ଅନୁସାରେ ଜୀବନସାଥୀଙ୍କ ମୁହଁ ନ ଦେଖି ବିବାହ କରିନେଉଥିଲେ। ହେଲେ ବର୍ତ୍ତମାନ ସମୟରେ ଜୀବନସାଥୀ ବାଛିବା ପୂର୍ବରୁ ଲୋକେ ବହୁତ ଚିନ୍ତା କରୁଛନ୍ତି। ଆଜି ବି କିଛି ଲୋକ ଆରେଞ୍ଜ ମ୍ୟାରେଜ୍‌ରେ ବିଶ୍ୱାସ ରଖୁଥିବା…

ମା’ଙ୍କୁ ଡରନ୍ତି ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ

  ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ୟୁପି ଏବଂ ବିହାରରେ ତାଙ୍କର ନୃତ୍ୟ ଏବଂ ଅଭିନୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି।…

ଏମିତି ବନ୍ଧୁ ହୋଇଥାନ୍ତି ସବୁଠାରୁ ଭୟଙ୍କର

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ ଭୟଙ୍କର ହୋଇଥାନ୍ତି। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ପ୍ରକୃତ ବନ୍ଧୁଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri