ଦାନ୍ତ ସମସ୍ୟା ଥିଲେ…

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ ତାହାନୁହେଁ ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ।
ତେବେ ଜାଣନ୍ତୁ ସେ ସମମ୍ପର୍କରେ…

ଅନେକ ଲୋକ ଶୋଇବା ସମୟରେ ଦାନ୍ତରେ କାଠି କିମ୍ବା ଛୁଞ୍ଚି ପୁରାଇ ସଫା କରିଥାନ୍ତି। ଯାହା ଦାନ୍ତକୁ ଦୁର୍ବଳ କରିଥାଏ।

ସବୁ ସମୟରେ ପାଟି ଧୋଇବା ଦାନ୍ତ ଉପରେ ପ୍ରଭାବ ପକାଇଥାଏ । ଏହା କରିବା ଫଳରେ ଦାନ୍ତ ସଫା ହୋଇଥାଏ। ମାତ୍ର କମ୍‌ ଦିନରେ ଦୁର୍ବଳ ହୋଇଯାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଅତ୍ୟଧିକ ବ୍ୟାୟାମ ଦାନ୍ତକୁ ଦୁର୍ବଳ କରିପାରେ। ତୁମର ବ୍ୟାୟାମ କାର୍ଯ୍ୟସୂଚୀ ଯେତେ ଅଧିକ ହେବ, ସେତେ ଅଧିକ ଦାନ୍ତ ହଲିଥାଏ। କୁହାଯାଏ ବ୍ୟାୟାମ ସମୟରେ ପାଟିରେ ଥିବା ଲାଳ କମ ହୋଇଯାଏ, ଯାହା ଦାନ୍ତକୁ ପ୍ରଭାବିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭଡ଼ା

ଜବ୍‌, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି...

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌: ଏହିସବୁ ରୋଗରୁ ଦିଏ ମୁକ୍ତି

କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍‌ କମ୍‌ କରିବା ପାଇଁ ମଧ୍ୟ...

କାହିଁକି ପିଇବେ ଉଷୁମ ଲେମ୍ବୁ ପାଣି…

ଏବେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଯାଉଛି। ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହାର ମୁଖ୍ୟ କାରଣ। ତେବେ ଉଷୁମ ପାଣିରେ ଫାଳେ ଲେମ୍ବୁ...

ହାତ ଧରିବାର ଅନ୍ଦାଜରୁ ମାପନ୍ତୁ ସାଥୀଙ୍କ ଭଲପାଇବାର ଗଭୀରତାକୁ

ସର୍ବସାଧାରଣରେ ହାତ ଧରିବା ଅନ୍ଦାଜରୁ ଜଣାପଡ଼ିଥାଏ ପ୍ରେମୀଯୁଗଳଙ୍କ ସମ୍ପର୍କର ଗଭୀରତା ବିଷୟରେ। କଥାଟି ଅଖାଡୁଆ ଲାଗିପାରୁଥାଏ ହେଲେ ସତ। ରାସ୍ତାରେ ଚାଲୁଥିବା ସମୟରେ ହେଉ କି...

ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା...

ଦୃଷ୍ଟିଶକ୍ତି ବଢ଼ାଇବା ଖାଦ୍ୟ

ବର୍ତ୍ତମାନ ଅଧିକ ସମୟ ମୋବାଇଲ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା...

ଶୀତଦିନେ ପାଦ ଓ ଆଙ୍ଗୁଳି ପୋଡ଼ାଜଳାରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି …

ନୂଆଦିଲ୍ଲୀ: ଶୀତଦିନେ ପରିବେଶ ଶୁଷ୍କ ଏବଂ ଥଣ୍ଡା ରହିଥାଏ। ଫଳରେ ଶରୀରର ନିମ୍ନ ଅଂଶରେ ରକ୍ତ ସଞ୍ଚାଳନ କମ ହୋଇଥାଏ। ତେଣୁ କେତେକଙ୍କଠାରେ ପାଦ ଓ...

ମାଠିଆ ପାଣି

ମାଠିଆ ପାଣି ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ପ୍ରାୟ ଅନେକେ ଜାଣନ୍ତି। ତଥାପି ଏଥିରେ ଆହୁରି ଅନେକ ପ୍ରକାର ଭଲ ଗୁଣ ରହିଛି।...

Advertisement
Archives

Model This Week