ଜୀବନଚର୍ଯ୍ୟା

କାଲି ଗଣେଶ ଚତୁର୍ଥୀ: ରାଶି ଅନୁସାରେ ଜାଣନ୍ତୁ କ’ଣ କରିବେ ଭୋଗ…

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ବୁଧବାର ଅର୍ଥାତ ଅଗଷ୍ଟ ୩୧ ତାରିଖରେ ଏହା ପଡ଼ୁଛି। କରୋନା କଟକଣା ହଟିଥିବାରୁ ବିଘ୍ନବିନାଶକଙ୍କ ଉପାସନା ଧୁମଧାମରେ କରାଯିବ ବୋଲି କୁହାଯାଉଛି। ତେବେ…

ରେନିଡେ ମେକ୍‌ଅପ୍‌

ଯୁବତୀ ହୁଅନ୍ତୁ ଅବା ମହିଳା, କାହାକୁ ବିନା ମେକ୍‌ଅପ୍‌ରେ ଦେଖିବା ମୁସ୍କିଲ୍‌। ମେକ୍‌ଅପ୍‌ ବିନା ଯେମିତି ସେମାନଙ୍କ ପର୍ସନାଲିଟିରେ ଆଞ୍ଚ ଆସିଥାଏ। ତେବେ ବର୍ଷାଦିନେ ପାଣି ସଂସ୍ପର୍ଶରେ ଆସି ମେକ୍‌ଅପ୍‌ ଧୋଇଯାଉଥିବାରୁ ଅନେକଙ୍କର ଚିନ୍ତା ବଢ଼ିଯାଇଥାଏ। ଏମିତିରେ କେଉଁଭଳି ମେକ୍‌ଅପ୍‌ ନେଲେ…

ଫଙ୍ଗାଲ୍‌ ଇନ୍‌ଫେକ୍ସନ୍‌ର ଘରୋଇ ଉପଚାର…

ବର୍ଷାଦିନେ ଅନେକଙ୍କଠାରେ ଫଙ୍ଗାଲ ଇନ୍‌ଫେକ୍ସନ ସମସ୍ୟା ଦେଖାଦିଏ। ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ବିଶେଷ କରି ଜଙ୍ଘ କଡ଼ରେ ଫଳିଯାଇ କୁଣ୍ଡେଇ ହୋଇଥାଏ। କେତେକ ଘରୋଇ ଉପଚାର ଦ୍ୱାରା ଏଭଳି ସମସ୍ୟା ଦୂର କରାଯାଇପାରିବ… ଜଙ୍ଘ କଡ଼ରେ କୁଣ୍ଡାଇ ହେବା ମୁଖ୍ୟତଃ…

ବର୍ଷାଦିନେ ଶିଶୁର ଯତ୍ନ

ବର୍ଷାଦିନେ ପାଣି ଏବଂ ଥଣ୍ଡା ପାଗ ସଭିଙ୍କ ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ହେଲେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଶିଶୁମାନେ। ତେଣୁ ଏହିଦିନେ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନେବେ ସେ ସମ୍ପର୍କରେ ଜାଣିରଖନ୍ତୁ… ପରିଚ୍ଛନ୍ନତା…

ନିଦ୍ରା ଅଭାବ ଲୋକଙ୍କୁ ଅଧିକ ସ୍ବାର୍ଥ୍ୟପର କରିଥାଏ

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଜୀବନରେ ନିଦ୍ରାର ଆବଶ୍ୟକ ରହିଛି। ଯଦି ସଠିକ୍‌ ମାତ୍ରାରେ ନ ଶୋଇବା ତା’ହେଲେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି କରିପାରେ। ଯେପରିକି ଉଦାସିନତା ଏବଂ ଚିନ୍ତା, ମାନସିକ ଅଶାନ୍ତି ଏବଂ…

ଉଜ୍ଜ୍ୱଳ ତ୍ୱଚା ଲାଗି ପିଆଜ

ପିଆଜର ଅନେକ ଉପକାରୀ ଗୁଣ ରହିଛି। ତେବେ ଏହା ଅନେକ ସମୟରେ ତ୍ୱଚା ମସମ୍ୟାକୁ ଦୂର କରିଥାଏ। ଅନେକ ଜଣ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର…

ଏମାନଙ୍କ ପାଖେ ରହନ୍ତି ନାହିଁ ଲଷ୍ମୀ

ଭଲରେ ରହିବା ପାଇଁ ଅନେକ ସମୟରେ ଟଙ୍କା ଆବଶ୍ୟକ। ତେବେ ଏପରି ବହୁତ ଲୋକ ଅଛନ୍ତି ଯେଉଁମାନେ ବହୁତ ରୋଜଗାର କଲେ ସୁଦ୍ଧା ସଞ୍ଚୟ କରିପାରନ୍ତି ନାହିଁ। ଏହାକୁ ନେଇ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଉଲ୍ଲେଖ କରିଛନ୍ତି ଯେ, କେଉଁ ପ୍ରକାରର…

ଏହି ୫ଟି ଯୋଗାସନ କରିବା ଦ୍ୱାରା ସୁସ୍ଥ ରହିଥାଏ ହାର୍ଟ

ସ୍ବାସ୍ଥ୍ୟ ଏବଂ ସୁସ୍ଥତା ବଜାୟ ରଖିବା ପାଇଁ ଯୋଗ ହିଁ ନିତ୍ୟାନ୍ତ ଆବଶ୍ୟକ। ଯୋଗ ଅଭ୍ୟାସ ଦ୍ୱାରା ଉଭୟ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମୁକାବିଲା କରିବାରେ ସାହାଯ୍ୟ କରିଥାଏ। ଚାପମୁକ୍ତି ଏବଂ ଚିନ୍ତାର ମୁକାବିଲା, ଏବଂ…

ଥାର୍ଡ ହ୍ୟାଣ୍ଡ ଧୂଆଁ

”ଆପଣ ବାଲ୍‌କୋନୀରେ ନିଜ ଘର ବାହାରେ ଧୂମପାନ କଲେ ମଧ୍ୟ ଆପଣଙ୍କ ପିଲାମାନେ ଧୂମପାନ କରିବାର ଆଶଙ୍କାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଏକ ଘରେ ରହୁଛନ୍ତି, ଯେଉଁଥିରେ ପୂର୍ବ ଭଡ଼ାଟିଆ ଯିଏ ପୂର୍ବରୁ ଧୂମପାନ କରୁଥିଲେ, ତେବେ ଆପଣ…

ଉତ୍ତମ ସ୍ବାସ୍ଥ୍ୟ ଅନ୍ତରାଳେ..

ଋତୁଚକ୍ର ଓ ପୃଥିବୀ ପରିକ୍ରମା ଅନୁଯାୟୀ ଭିନ୍ନ ଭିନ୍ନ ଜଳବାୟୁ ପରିଲକ୍ଷିତ ହୋଇଥାଏ। ଆମ ଦେଶରେ ମଧ୍ୟ ଏଥିଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ବର୍ତ୍ତମାନ ଆମେ ନିଜର ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ସଚେତନ ରହିବା ନିହାତି ଜରୁରୀ। ଏ ନେଇ ଖାଦ୍ୟପେୟ…

ଦେହ ପାଇଁ ଉପକାରୀ ଟମାଟୋ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଏହାକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ… -ଟମାଟୋରେ କ୍ୟାଲସିୟମ ଓ ଫସ୍‌ଫରସ ରହିଥାଏ। ଏହା ହାଡ଼କୁ ମଜଭୁତ କରିଥାଏ। -ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ…

ଆସୁଛି ଗଣେଶ ପୂଜା,କିଭଳି ନିଜକୁ ଦେବେ ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଆକର୍ଷଣୀୟ ଲୁକ୍‌ ପାଇବାକୁ ସମସ୍ତଙ୍କର ଇଚ୍ଛା ଥାଏ। ତେବେ ଏଥିପାଇଁ କିଛି ସିମ୍ପଲ ଟିପ୍ସ ଆପଣେଇଲେ ଫେଷ୍ଟିଭ୍‌ ଲୁକ୍‌ ପାଇପାରିବେ… * ଶାଢ଼ି : ଅଲ୍‌ ଟାଇମ୍‌ ସୋବର୍‌ ଲୁକ୍‌ ଦେଇଥାଏ ଶାଢ଼ି। ତେଣିକି ସେ ପାର୍ବଣ ଋତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?