ଏହି ୪ ମାମଲାରେ ମହିଳା ପୁରୁଷଙ୍କଠାରୁ ଆଗରେ; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ...
ସୌନ୍ଦର୍ଯ୍ୟ ବୃଦ୍ଧିକରେ ସାଗୁଦାନା, ଏପରି କରନ୍ତୁ ପ୍ରୟୋଗ
ମହିଳାମାନେ ନିଜର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ସର୍ବଦା ଚିନ୍ତିିତ। ଏ ନେଇ ସେମାନେ ରାସାୟନିକ ଦ୍ରବ୍ୟର ବ୍ୟବହାର କରିବା ସହିତ ବିଭିନ୍ନ ଫେସ୍ ପ୍ୟାକ୍ ମଧ୍ୟ ଲଗାଇଥାନ୍ତି। ମାତ୍ର ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରିବା ଫଳରେ ପାର୍ଶ୍ୱ ପ୍ରତିକ୍ରିୟା...
ଘରେ ଅର୍ଥର ଅଭାବ ଲାଗି ରହୁଛି କି? ଏହି ଉପାୟ ଅବଲମ୍ବନ କରିଲେ ପାଇବେ ଲକ୍ଷ୍ମୀ, କୁବେରଙ୍କ କୃପା…
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନ ସହ ଜଡ଼ିତ ସମସ୍ତ ପ୍ରଶ୍ନର ଉତ୍ତର ନିଜର ନୀତିଶାସ୍ତ୍ରରେ ଦେଇଛନ୍ତି। ରାଜନୀତିଠାରୁ ଆରମ୍ଭ କରି ସାମାଜିକ ଏବଂ ଆର୍ଥିକ ବିଷୟକୁ ସେ ଭଲଭାବେ ନିରୀକ୍ଷଣ କରିଥିଲେ। ଏଣୁ ଏବେ ବି ଲୋକେ...
ଡେଟ୍ ପାନ୍କେକ୍
ଆବଶ୍ୟକ ସାମଗ୍ରୀ : ଅଟା- କପ୍ର ଏକ ଚତୁର୍ଥାଂଶ, ଖାଇବା ସୋଢ଼ା-୧ ଛୋଟ ଚାମଚ, ପାଣି-୧ କପ୍, ଅଣ୍ଡା କେଶର-୪ଟି, ଚିନି-୧ ବଡ ଚାମଚ, ମଞ୍ଜି ନ ଥିବା ଖଜରା -ଅଧା କପ୍, ତେଲ-ଆବଶ୍ୟକ ପରିମାଣ, ଅଳ୍ପ ଗୁଜୁରାତି ଗୁଣ୍ଡ।...
ଦଶହରାରେ ଦାଣ୍ଡିଆ ଗେଟ୍ଅପ୍
ଦଶହରା ଆସିଲେ ସମସ୍ତେ ନିଜ ନିଜ ସାଙ୍ଗସାଥୀ, ବନ୍ଧୁବାନ୍ଧବଙ୍କ ସହ ମଜା ମସ୍ତିରେ ମଜି ଯାଆନ୍ତି। ହେଲେ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ଅଧିକାଂଶ ମହିଳା ନିଜକୁ ଭିନ୍ନ ଭିନ୍ନ ଲୁକ୍ରେ ସଜାଇବାକୁ ଜମାରୁ ଭୁଲନ୍ତି ନାହିଁ। ବର୍ତ୍ତମାନ ଦାଣ୍ଡିଆ...
ମା’ଙ୍କ ଶରଧା ନାଲି ରଙ୍ଗରେ…
ଆଦ୍ୟାଶକ୍ତି ମା’ଦୁର୍ଗାଙ୍କ ଆଗମନ ସଭିଙ୍କ ମନରେ ଭରିଦିଏ ଆନନ୍ଦ ଓ ଉନ୍ମାଦନା ା ଦିଗ୍ବଳୟରେ ଲାଗିଯାଏ ବିଚିତ୍ର ରଙ୍ଗ ା କାଶତଣ୍ଡିଫୁଲର ମଧୁ ହିଲ୍ଲୋଳ ପୂଜାର ସୌନ୍ଦର୍ଯ୍ୟକୁ ବଢ଼ାଇ ଦିଏ। ଦିନଥିଲା, ମା’ଙ୍କୁ ଲାଲ୍ ରଙ୍ଗ ପସନ୍ଦ ବୋଲି ଧରାପୃଷ୍ଠରେ...
ବେସନ ଫେସ୍ ପ୍ୟାକ୍
ବର୍ତ୍ତମାନ ତ୍ୱଚାର ଯତ୍ନ ପାଇଁ ଅନେକେ ବ୍ୟୁଟି ପାର୍ଲର ଯିବାଠାରୁ ଆରମ୍ଭ କରି ମାର୍କେଟ୍ରେ ମିଳୁଥିବା ବିଭିନ୍ନ ପ୍ରକାରର ଫେସ୍ପ୍ୟାକ୍ ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଅନେକ ସମୟରେ ଏହା ତ୍ୱଚା ଉପରେ ନକାରାତ୍ମକ ପ୍ରଭାବ ପକାଉଥିବାର ନଜିର ରହିଛି।...
ସଚେତନତା ସହ ସନ୍ତୁଳିତ ଆହାର ଜରୁରୀ
ବୟସ ବଢ଼ିବା ସହିତ ମଣିଷର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା କମିବାରେ ଲାଗିଥାଏ। ଏଥିଯୋଗୁ ସାଧାରଣ ଭାବେ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହୁଏ। ଅବଶ୍ୟ ଏହି ଅବସ୍ଥାରେ କେତେକଙ୍କଠାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବଡ଼ ସମସ୍ୟା ଭାବେ ଦେଖାଦେଇଥାଏ। ଗଣ୍ଠି ହାଡ଼...
ବୟସ୍କ ବ୍ୟକ୍ତି ଓ ଏକଲାପଣ
ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ପରିବାର ସହ ହସ, ଖୁସି ଓ ଆନନ୍ଦରେ ରହିବାକୁ ଚାହିଁଥା’ନ୍ତି। ହେଲେ କେତେକ ପରିସ୍ଥିତିରେ ଏପରି ବ୍ୟକ୍ତିମାନେ ଏକୁଟିଆ ରହିଥାଆନ୍ତି। ଦୀର୍ଘ ମାସ କିମ୍ବା ବର୍ଷ ଧରି ଏକୁଟିଆ ରହିବା ଦ୍ୱାରା ସେମାନେ ମାନସିକ ରୋଗର...
ଏପରି ପିଲା କେବେବି ହାସଲ କରିପାରନ୍ତିନି ଶିକ୍ଷା
ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର...
ମେଦ ବୃଦ୍ଧି କରେ ମୃଦୁ ପାନୀୟ
ବର୍ତ୍ତମାନ ପରିସ୍ଥିତିରେ ମେଦବହୁଳତା ପ୍ରାୟ ଅନେକଙ୍କର ଚିନ୍ତାର କାରଣ ସାଜିଛି। ସାଧାରଣତଃ ଆବଶ୍ୟକତାଠାରୁ ଅଧିକ ଖାଇବା ଏବଂ କୌଣସି କାମ ନ କରି ବସି ରହିବା ଦ୍ୱାରା ଆମ ଶରୀରର ଓଜନ ବଢ଼ିଯାଏ। କିନ୍ତୁ ଏହା ପଛରେ ଆଉ ଏକ...
ଜଳବାୟୁ ପରିବର୍ତ୍ତନର ପୂର୍ବାନୁମାନ
ଜଳବାୟୁ ପରିବର୍ତ୍ତନ ହେଉଛି ପୃଥିବୀର ଏକ ବଡ଼ ପରିବେଶଗତ ସମସ୍ୟା। ଏହାର ଗୁରୁତ୍ୱ ଦୃଷ୍ଟିରୁ ଏହା ଉପରେ କାର୍ଯ୍ୟ କରିଥିବା କେତେଜଣ ବ୍ୟକ୍ତିଙ୍କୁ ପୂର୍ବରୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଜଳବାୟୁ ପୂର୍ବାନୁମାନ ହେଉଛି ଗୋଟିଏ ଜଟିଳ ପ୍ରକ୍ରିୟା, ଯେଉଁଥିରେ...
Archives


