ବାସ୍ତୁ ଅନୁସାରେ ଏପରି ହେବା ଦରକାର ପିଲାଙ୍କ ରୁମ୍
କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା...
ସ୍ମାର୍ଟ ଓ୍ବାଚ୍ ଫ୍ୟାଶନ୍ ସହ ଫିଟ୍ନେସ୍
ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍ ସହ ମ୍ୟାଚ୍ କରି କେବେ ଚେନ୍ ତ କେବେ ଲେଦର ପୁଣି କେବେ ଭଳିକି ଭଳି କଲରଫୁଲ୍ ପ୍ଲାଷ୍ଟିକ୍ ବ୍ୟାଣ୍ଡ୍ ଥିବା ଘଣ୍ଟା ପାଲଟିଲା ଷ୍ଟାଇଲ୍...
ଦୂରାନ୍ତୁ ଫଙ୍ଗାଲ୍ ଇନ୍ଫେକ୍ସନ…
ଖରାଦିନେ ଝାଳ ଲାଗି ଶରୀରର ବିଭିନ୍ନ ସ୍ଥାନରେ ବିଶେଷକରି ଜଙ୍ଘ ଏବଂ କାଖ ଆଦି ସ୍ଥାନରେ କୁଣ୍ଡାଇ ହେବା ସମସ୍ୟା ଅନେକଙ୍କଠାରେ ଦେଖାଦେଇଥାଏ। ଏହାକୁ ଅନେକେ ଅଣଦେଖା କରନ୍ତି ଅବା ପାଉଡର ପକାଇ କମାଇବାକୁ ଚେଷ୍ଟା କରନ୍ତି। ହେଲେ...
ସମର ଫ୍ୟାଶନ୍
ଋତୁ ଅନୁସାରେ ସବୁବେଳେ ଫ୍ୟାଶନ୍ ବଦଳିଥାଏ। ଖରାଦିନେ ସାଧାରଣତଃ ହାଲ୍କା ରଙ୍ଗର ଆରାମଦାୟକ ପୋଷାକ ପିନ୍ଧିବାକୁ ଭଲ ଲାଗେ। ଏହି ଦୃଷ୍ଟିରୁ ଏବେ ଫ୍ୟାଶନ୍ ଟ୍ରେଣ୍ଡରେ କେଉଁ ସବୁ ପୋଷାକ ଆରାମଦାୟକ ହେବା ସହ ଷ୍ଟାଇଲିସ୍ ଲାଗିବ ଜାଣି ରଖନ୍ତୁ…...
ମେଥି ହେୟାର ମାସ୍କ
କେଶକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାରର ଦାମୀ ପ୍ରଡକ୍ଟ ବ୍ୟବହାର କରାଯାଏ। କିନ୍ତୁ ଘରୋଇ ଉପାୟରେ ମେଥି ବ୍ୟବହାର କରି ସୁନ୍ଦର ଘନ କେଶ ପାଇ ହେବ… ମେଥି ହେୟାର ମାସ୍କ ଲଗାଇବା ଫଳରେ କେଶ ଝଡ଼ିବା, କେଶ...
କହିବା ଆଗରୁ…
କହିବାର କଳା ତ ପ୍ରାୟ ସମସ୍ତେ ଜାଣନ୍ତି କିନ୍ତୁ ନ କହିବା ବି ଏକ ସୁନ୍ଦର କଳା ଏକଥାକୁ ହୁଏତ କେତେଜଣ ଜାଣନ୍ତି। ଆଉ ଥରେ ଏଇ କଳା ଜାଣିଗଲେ ପରିବାରରେ ସୁଖଶାନ୍ତି ଆସିବା ସହିତ ଢେର୍ ମଧୁର ହୋଇଥାଏ...
ଆବେଲ ପୁରସ୍କାର
ଆବେଲ ପୁରସ୍କାର ହେଉଛି ଗଣିତର ଶ୍ରେଷ୍ଠ ଓ ସମ୍ମାନଜନକ ପୁରସ୍କାର। ଏହାକୁ ନୋବେଲ ପୁରସ୍କାର ସହିତ ସମାନ ଭାବେ ବିବେଚନା କରାଯାଏ। ସୂଚନାଯୋଗ୍ୟ ଯେ ଗଣିତ ପାଇଁ ନୋବେଲ ପୁରସ୍କାର ନାହିଁ। ନରଓ୍ବେ ସରକାର ୨୦୦୧ରେ ସେହି ଦେଶର ବିଶିଷ୍ଟ...
ଅଂଶୁଘାତ ସତର୍କତା
ଧରାପୃଷ୍ଠରେ ମନୁଷ୍ୟ ସମାଜ, ବୃକ୍ଷଲତା, କୀଟପତଙ୍ଗ ଆଦି ସମଗ୍ର ପ୍ରାଣୀଜଗତ ତିଷ୍ଠି ରହିବା ନିମନ୍ତେ ଯେତେ ଶକ୍ତି ରହିଛି, ତନ୍ମଧ୍ୟରୁ ସୌରଶକ୍ତି ହିଁ ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ କିରଣ ବିନା ପୃଥିବୀ ପୃଷ୍ଠରେ ଜୀବଜଗତ ତିଷ୍ଠି...
ସେଦିନ ପଣା ସଂକ୍ରାନ୍ତିରେ
ଆଉ ମାତ୍ର ତିନି ଦିନ ପରେ ହେବ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି। ଏହାକୁ ଆମେ ପାଳନ କରିଥାଉ ଓଡ଼ିଆ ନବବର୍ଷ ଭାବେ। ଏହିଦିନ କେଉଁଠି ଦେଖିବାକୁ ମିଳେ ଝାମୁଯାତ୍ରା ତ ଆଉ କେଉଁଠି ଦଣ୍ଡନାଟ। ପୁଣି ମନ୍ଦିରଠୁ ଆରମ୍ଭ...
ନେକ୍ ଡିଜାଇନ୍ ଓ ନେକଲେସ୍
ଶାଢି, ଡ୍ରେସ୍ ହେଉ ଅବା ଲେହେଙ୍ଗା ଏସବୁ ସହ କେଉଁ ନେକ୍ଲେସ୍ ପିନ୍ଧିଲେ ପରଫେକ୍ଟ ଲୁକ୍ ମିଳିବ ଅନେକ ସମୟରେ ଜାଣି ହୁଏନା। ତେବେ ଯଦି ବ୍ଲାଉଜ୍ ଓ ଡ୍ରେସ୍ର ନେକ ଡିଜାଇନ୍ ଅନୁସାରେ ନେକଲେସ୍ ବାଛିବେ, ଏହି କାମ...
ଉପକାରୀ ଅଁଳା ଗଛ; ଘରର ଉତ୍ତର ଦିଗରେ ଲଗାନ୍ତୁ…
ଅଁଳା ଗଛ ଏକ ପବିତ୍ର ଗଛ ଏବଂ ଏହି ଗଛରେ ଭରି ରହିଥାଏ ଅନେକ ଔଷଧୀୟ ଗୁଣ। ଆଧ୍ୟାତ୍ମିକ ମତରେ ପ୍ରତିଦିନ ସ୍ନାନ ସାରି ଅଁଳା ଗଛ ମୂଳରେ ଜଳ ଅର୍ପଣ କଲେ ପ୍ରଭୁ କୃପା ଲାଭ ହେବା ସହ...
ମୁଖ୍ୟ ଦ୍ୱାରରେ ଶୁଭ କଳସ ରଖୁଛନ୍ତି କି, ଜାଣି ରଖନ୍ତୁ ନିୟମ…
କୁହାଯାଏ, ଘରୁ ବାହାରିବା ସମୟରେ ଶୁଭ କଳସ ବା ଜଳପୂର୍ଣ୍ଣ କୁମ୍ଭ ଦେଖିକି ଗଲେ କାର୍ଯ୍ୟସିଦ୍ଧି ହୋଇଥାଏ। ସେଥିପାଇଁ ଅନେକେ ଘରର ମୁଖ୍ୟଦ୍ୱାର ନିକଟରେ ଶୁଭ କଳସ ରଖିଥାନ୍ତି। ତେବେ ଏହି ଶୁଭ କଳସ ରଖିବାକୁ ନେଇ ମଧ୍ୟ କିଛିଟା...
Archives


