ଜୀବନଚର୍ଯ୍ୟା

ଘର ସଜାଉଥିଲେ…

ଆପଣ ନିଜ ଘରର ମେକ୍‌ଓଭର କରିବାକୁ ଚାହୁଁଥିଲେ ଓ୍ବାଲ୍‌ପେପର ଭଲ ଅପ୍‌ସନ ହୋଇଥାଏ। ଏହା ଓ୍ବାଲ୍‌ର କଲର ବଦଳାଇବା ସହ ଘରର ଲୁକ୍‌କୁ ଡିଫରେଣ୍ଟ କରିଥାଏ। ଓ୍ବାଲ୍‌ ଡେକର ଦେବାକୁ ଚାହୁଁଥିଲେ ଓ୍ବାଲ୍‌ପେପର ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣ ନିଜ ଘରକୁ…

ମଲାଇ ସ୍ୟାଣ୍ଡଉଇଚ୍‌

ଆବଶ୍ୟକ ସାମଗ୍ରୀ: ବ୍ରେଡ୍‌, ପିଆଜ, ଗାଜର, ମଲାଇ, ଶିମ୍‌ଲା ଲଙ୍କା, ଟମାଟୋ, ଧନିଆପତ୍ର, ବନ୍ଧାକୋବି, ଲୁଣ, ଗୋଲ ମରିଚ ପାଉଡର, କଞ୍ଚାଲଙ୍କା । ପ୍ରସ୍ତୁତି ପ୍ରଣାଳୀ: ମଲାଇ ସ୍ୟାଣ୍ଡଉଇଚ୍‌ ପ୍ରସ୍ତୁତ କରିବାକୁ ହେଲେ ଆପଣଙ୍କୁ ଗାଜର, ଧନିଆପତ୍ର, ବନ୍ଧାକୋବି, ପିଆଜ, କଞ୍ଚାଲଙ୍କା,…

ବଜାୟ ରହିବ କେଶର ଚମକ

ବଦଳୁଥିବା ସମୟ ପାଇଁ କେତେକଙ୍କ କେଶ ଡ୍ୟାମେଜ୍‌ ଏବଂ ରଫ୍‌ ହେବା ଦେଖିବାକୁ ମିଳୁଛି। ଯେଉଁ କାରଣରୁ କେତେଜଣ ଯୁବତୀ ଡଲ୍‌ ଏବଂ ଡ୍ୟାମେଜ୍‌ କେଶକୁ ଆପଣାଇ ନେଉଛନ୍ତି। ବାୟୁମଣ୍ଡଳ ପ୍ରଦୂଷଣ ଏବଂ ଖରା ଯୋଗୁ କେଶ ବହୁତ ଡ୍ୟାମେଜ୍‌ ଏବଂ…

ଆତ୍ମନିର୍ଭରଶୀଳ

ସାଧାରଣତଃ ଗୃହିଣୀ ଘର କାମରେ ବ୍ୟସ୍ତ ଥାଆନ୍ତି। ଯଦି ସେମାନେ ଅବସର ସମୟକୁ ଠିକ୍‌ ଭାବେ ସଦୁପଯୋଗ କରି ନିଜର ଦକ୍ଷତା ମୁତାବକ କିଛି କାମ କରିପାରିଲେ, ତେବେ ନିଜେ ରୋଜଗାର କ୍ଷମ ହେବା ସହ ପରିବାରର ଆର୍ଥିକ ବୋଝକୁ କିଛି…

ଇୟରିଂ ଫ୍ୟାଶନ

ଏବେ କୌଣସି ପାର୍ଟି ହେଉ କି ଫଙ୍କସନ୍‌, ସବୁଥିରେ ମହିଳାମାନେ ବିଭିନ୍ନ ପ୍ରକାର ଆସେସରିଜ୍‌ ପିନ୍ଧିବାକୁ ପସନ୍ଦ କରନ୍ତି। ଏହି ଆସେସରିଜ୍‌ରେ ଇୟର ରିଂକୁ ନିଆଯାଇପାରେ। ନିଜ ଡ୍ରେସ କିମ୍ବା ଶାଢ଼ି ସହିତ ମ୍ୟାଚ୍‌ କଲାଭଳି ଇୟର ରିଂ ପିନ୍ଧନ୍ତୁ, ଯାହା…

ଫୁଲର ମହକ: ରୋଗ ନିବାରକ

ପ୍ରକୃତିର ଅନ୍ୟତମ ସୁନ୍ଦରତମ ସୃଷ୍ଟି ହେଲା ‘ଫୁଲ’। ତା’ର ସୁନ୍ଦରତା ଯେ କେବଳ ଆମକୁ ବିମୋହିତ କରେ ତାହା ନୁହେଁ, ମହକ ମଧ୍ୟ ଆମ ମନକୁ ସ୍ପର୍ଶ କରେ ଅତି ନିବିଡ଼ ଭାବେ। ଏହା ବିବିଧ ଯାଦୁକରୀ ଶକ୍ତି ଅଧିକାରୀ ହୋଇଥିବାର…

ପିଜ୍ଜା ଖାଇବା ଚାକିରି

ସମସ୍ତଙ୍କର ସ୍ବପ୍ନ ଥାଏ ଭଲ ପାଠ ପଢି ବଡ଼ ଚାକିରି କରିବା ଓ ଅୟସରେ ଜୀବନ ବିତାଇବା। ହେଲେ ଚାକିରି କରିବା ପରେ କାମର ଚାପରେ ସବୁ ସୁଖ ଯେମିତି ଦୂରେଇଗଲା ପରି ଲାଗେ। ଖାଇବାକୁ ସମୟ ନ ଥାଏ କି…

ଅନ୍ତରୀକ୍ଷରେ ଫୁଟିଲା ଫୁଲ

ଅନ୍ତରୀକ୍ଷ ଅନେକ ରହସ୍ୟରେ ଭରି ରହିଛି। ଯାହା ସମ୍ପର୍କରେ ଜାଣିବା ଲାଗି ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତା’ସହ ଅନ୍ତରୀକ୍ଷରେ ଜୀବନଧାରଣ କରିବା ସମ୍ଭବ କିଭଳି ହେବ ଓ ସେଠାରେ କିଭଳି ଫଳ, ଫୁଲ, ପନିପରିବା ଲଗା ଯାଇପାରିବ ସେ ସମ୍ପର୍କରେ…

ପୋର୍ଟେବଲ ଓ୍ବାଶ୍‌ ବେସିନ୍‌

ସଫା ତଥା ହାଇଜେନିକ ରହିବା ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ହାତକୁ ଭଲଭାବେ ସଫା ରଖିବା ନିହାତି ଜରୁରୀ। ହେଲେ ସବୁବେଳେ ଓ୍ବାଶ ବେସିନ୍‌ ପାଖରେ ନ ଥାଏ ହାତକୁ ଭଲଭାବେ ସାବୁନ୍‌ ଅବା ହ୍ୟାଣ୍ଡଓ୍ବାଶରେ ଧୋଇବାକୁ। ଏଇ ଯେମିତି ପିକ୍‌ନିକ୍‌…

ପିଆନୋ ବାଦକ କୁକୁଡ଼ା

ସଙ୍ଗୀତରେ ଏମିତି ଯାଦୁ ଥାଏ ଯାହା ସବୁ ଦୁଃଖ ଭୁଲେଇପାରେ, ମନରେ ପ୍ରେମର ଫୁଆରା ବି ସୃଷ୍ଟି କରିପାରେ ା ସେଇଥିପାଇଁ ତ ସୁମଧୁର ସଙ୍ଗୀତର ପ୍ରେମରେ ସମସ୍ତେ ପଡନ୍ତି ା ତା’ସହ ତାକୁ ଗାଉଥିବା ତଥା ଗୀତକୁ ଅଧିକ ଲାଳିତ୍ୟଭରା…

ଫୁଟବଲ୍‌ର ରଙ୍ଗ କଳା ଧଳା କାହିଁକି

ଫୁଟବଲ୍‌ ଖେଳ ଓ ଏହାର ଖେଳାଳୀଙ୍କର ସାରା ପୃଥିବୀରେ ଅନେକ ଫ୍ୟାନ୍‌ ଅଛନ୍ତି। ପୃଥିବୀ ପ୍ରସିଦ୍ଧ ଏହି ଖେଳ। ତେଣୁ ଏହି ଖେଳ କଥା ଉଠିଲେ ଆଖି ଆଗରେ ନାଚି ଉଠେ କଳା ଧଳା ରଙ୍ଗର ଏକ ବଲ୍‌। ଯାହାକୁ ନେଇ…

ଅଜବ ଉଦ୍ଭାବନ

ଆବଶ୍ୟକତା ହେଉଛି ଉଦ୍ଭାବନର ଜନନୀ। ସେଇ ଆବଶ୍ୟକତା ପାଇଁ ହିଁ ଆଜିଯାଏ ହୋଇପାରିଛି ଅନେକ ବଡ଼ ବଡ଼ ଉଦ୍ଭାବନ। ତେବେ ବେଳେବେଳେ ଏମିତି କିଛି ବି ଆବିଷ୍କାର ହୋଇଛି ଯାହା ବେଶ୍‌ ଅଜବ ଲାଗିବା ସହ ମଜାଦାର ବି ଲାଗେ। ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?