ଜୀବନଚର୍ଯ୍ୟା

ଋଷିକେଶ ନୀଳକଣ୍ଠ ମହାଦେବ ମନ୍ଦିର

ଉତ୍ତରାଖଣ୍ଡର ଋଷିକେଶଠାରୁ ମାତ୍ର ୩୨ କି.ମି. ଦୂରରେ ପୌରୀ ଗଢୱାଲ ଜିଲାରେ ରହିଛି ପୁରାଣ ପ୍ରସିଦ୍ଧ ନୀଳକଣ୍ଠ ମହାଦେବଙ୍କ ମନ୍ଦିର। ସମୁଦ୍ରପତ୍ତନରୁ ପ୍ରାୟ ୧୩୩୦ ମିଟର ଉଚ୍ଚରେ ଥିବା ଏହି ମନ୍ଦିରଟି ନର-ନାରାୟଣ ପର୍ବତମାଳାରେ ପଙ୍କଜା ଏବଂ ମଧୁମତୀ ନଦୀତଟର ମଧ୍ୟବର୍ତ୍ତୀ…

ପ୍ରଥମ ଦରମା ମାଆଙ୍କୁ ଦେଇଥିଲି

ଇଞ୍ଜିନିୟରିଂ ପଢ଼ା ସରିବା ପରେ ଚାକିରି ପାଇଁ ମତେ ଷ୍ଟ୍ରଗଲ୍‌ କରିବାକୁ ପଡ଼ି ନ ଥିଲା। ମୁଁ ମୋ ଘରେ ବିଭିନ୍ନ ପ୍ରକାରର ଫୁଲଗଛ ଓ ରଙ୍ଗିନ ଗ୍ରାଫ୍ଟିଙ୍ଗ୍‌ କାକ୍‌ଟସ୍‌ ସଂଗ୍ରହ କରି ରଖିଥିଲି; ଯିଏ ବି ଦେଖୁଥିଲେ ପ୍ରଶଂସା ନ…

ସେବା, ସାହିତ୍ୟ ପ୍ରତି ସମର୍ପିତ

ସେବା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଓଡ଼ିଆ ସାହିତ୍ୟ ଜଗତରେ କେବଳ ସେ ଜଣେ ଆଗଧାଡ଼ିର ସାହିତି୍ୟକା ନୁହନ୍ତି, ଉଭୟ ଅଧ୍ୟାପନା ଓ ସମାଜ ସେବାରେ ତାଙ୍କର ରହିଛି ଯଥେଷ୍ଟ କୃତିତ୍ୱ। ସେ ହେଲେ କବୟିତ୍ରୀ ଅମିୟବାଳା…

ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜା କରିବାର ନିୟମ

ବାସ୍ତୁଶାସ୍ତ୍ର ଅନୁଯାୟୀ, ପୂଜାକୁ ସଫଳ ଓ ଫଳପ୍ରଦ କରିବାକୁ ହେଲେ ଦେବୀଦେବତାଙ୍କର ପ୍ରତିମା ସ୍ଥାପନାଠୁ ଆରମ୍ଭ କରି ତାଙ୍କୁ ଆରାଧନା କରିବା ପର୍ଯ୍ୟନ୍ତ କିଛି ନା କିଛି ନିୟମ ମାନିବାକୁ ହୋଇଥାଏ। ଯଦ୍ଦ୍ବାରା ସେମାନଙ୍କର ଆଶିଷ ଲାଭ ହେବା ସହ ଘରେ…

ମନ୍‌ସୁନ୍‌ ଆଉଟ୍‌ଫିଟ୍‌

କ’ଣ ପିନ୍ଧିବି, କ’ଣ ପିନ୍ଧିବି.. ବର୍ଷାଦିନେ ଅଧିକାଂଶ ଯୁବପିଢ଼ିଙ୍କର ଏହା ଏକ ବଡ଼ ସମସ୍ୟା। ଗୋଟେ ପଟେ ଡ୍ରେସ୍‌ ଷ୍ଟାଇଲିଶ୍‌ ହୋଇଥିବ ଓ ଆଉ ଗୋଟେ ପଟେ ତା’ ସହ ଆସେସରିଜ୍‌ ବି ମ୍ୟାଚିଂ ଦରକାର। ହେଲେ ବର୍ଷାଦିନେ କେବେ ପାଣି…

ପୁରୁଷଙ୍କଠାରୁ ଏହି ୪ ମାମଲାରେ ଆଗରେ ରହିଥାନ୍ତି ମହିଳା; ଜାଣନ୍ତୁ ଏପରି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ଭାରତର ମହାନ ରାଜନୈତିଜ୍ଞ, କୁଟନିତିଜ୍ଞ ଏବଂ ଅର୍ଥଶାସ୍ତ୍ରୀ ଥିଲେ। ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିବାରେ ଚାଣକ୍ୟଙ୍କ ବଡ଼ ଯୋଗଦାନ ଥିଲା। ଆଜିର ସମୟରେ ମଧ୍ୟ ତାଙ୍କର ନୀତି ବେଶ ପ୍ରଭାବଶାଳୀ। କୁହାଯାଏ ଯେଉଁ ବ୍ୟକ୍ତି ଏହି ନୀତିଗୁଡ଼ିକୁ ଅନୁସରଣ କରେ…

ବାସ୍ତୁଦୋଷ ଥିଲେ ଲାଗି ରହେ ଘରେ କଳହ, ଜାଣନ୍ତୁ କ’ଣ କଲେ ପାଇହେବ ମୁକ୍ତି…

ବାସ୍ତୁଶାସ୍ତ୍ର କହେ, ଘରେ ବାସ୍ତୁଦୋଷ ଥିଲେ କଳହ ଲାଗି ରହେ। ଘରର ଉନ୍ନତି ପଥରେ ବାରମ୍ବାର ବାଧା ଉପୁଜିବା ସହ ରୋଜଗାର ତୁଳନାରେ ଖର୍ଚ୍ଚ ବଢିଯାଏ, ରୋଗବ୍ୟାଧି ଲାଗି ରହେ ଇତ୍ୟାଦି। ତେଣୁ କ’ଣ କଲେ ଏସବୁରୁ ମୁକ୍ତି ପାଇହେବ ଜାଣନ୍ତୁ…

ଟମାଟୋ ଖାଉଥିଲେ ଜାଣି ରଖନ୍ତୁ

ଟମାଟୋ ଖାଇବା ଶରୀର ପାଇଁ ହିତକର। ଅନେକ ପ୍ରକାର ରୋଗରେ ଟମାଟୋକୁ ଔଷଧ ଭାବେ ଗ୍ରହଣ କରାଯାଏ। ଜାଣନ୍ତୁ ସେ ସମ୍ପର୍କରେ। -ଟମାଟୋରେ କ୍ୟାଲ୍‌ସିୟମ ଓ ଫସ୍‌ଫରସ୍‌ ରହିଥାଏ। ଏହା ହାଡ଼କୁ ମଜଭୂତ କରିଥାଏ। -ଟମାଟୋରେ ଭିଟାମିନ୍‌ ଏ ପ୍ରଚୁର ମାତ୍ରାରେ…

ଧନ ଆସିବା ପରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଭୁଲ, ହଜିଯିବ ସୁଖ-ଶାନ୍ତି

ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି ଟଙ୍କା ପାଇଥାଏ ସେ ନିଜର ଖରାପ ଦିନଗୁଡ଼ିକୁ ଭୁଲିଯାଏ। ଫଳରେ ଏପରି କିଛି ଭୁଲ କରନ୍ତି, ଯାହା ତାଙ୍କୁ ପୁନର୍ବାର ଦାରିଦ୍ର୍ୟ ଆଡକୁ ଟାଣି ନେଇଥାଏ। ସେଭଳି ଭୁଲ କରନ୍ତୁ ନାହିଁ। –…

ଜୀବନରୁ ସମସ୍ତ ସମସ୍ୟାକୁ ଦୂର କରିଦେବ ଚାଣକ୍ୟଙ୍କ ଏହି ୪ ଉପାୟ, କେବେ ବି ହାରିବେ ନାହିଁ…

ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନକୁ ସଫଳ କରିବା ଲାଗି ଅନେକ କିଛି ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା ଫଳରେ ଜଣେ ଶତ୍ରୁ, ମିତ୍ରକୁ ଜାଣିବା ସହ ଅସଫଳତାକୁ ସଫଳତାରେ ପରିବର୍ତ୍ତନ କରିପାରିବ। ତାଙ୍କର ନୀତିକୁ ଆପଣାଇ ଜୀବନରେ…

ଖରାପ ସମୟ ଚାଲିଛି କି? ଚାଣକ୍ୟଙ୍କ ଏହି ୩ କଥାକୁ ଧ୍ୟାନ ରଖିଲେ ଜିତିଯିବେ…

ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କ ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ନିଜର ଚିନ୍ତାଧାରା ଏବଂ କୁଶଳ ରଣନୀତି ଯୋଗୁ ଚନ୍ଦ୍ରଗୁପ୍ତଙ୍କୁ ସୁଶାସକ ଭାବେ ପ୍ରତିଷ୍ଠିତ କରାଇବାରେ ସହାୟତା କରିଥିଲେ। ଚାଣକ୍ୟ ରାଜନୀତି ସହ କୁଟନୀତିରେ ପାରଙ୍ଗମ ଥିଲେ। ସେ ଜୀବନରେ ନିଜର ଅଭିଜ୍ଞତା…

କୃତ୍ରିମ ମେଧା-କିଛି କଥା

‘ଏଆଇ’ର ଆଉ ଗୋଟିଏ ଲକ୍ଷ୍ୟ ହେଲା କ୍ୟାମେରା ଦ୍ୱାରା ଉଠା ଯାଇଥିବା ଚିତ୍ର ବା ଭିଡିଓରୁ ପାରିପାର୍ଶ୍ୱିକ ବସ୍ତୁସବୁକୁ ଚିହ୍ନିବା ଓ ସେଗୁଡ଼ିକର ପାରସ୍ପରିକ ଅବସ୍ଥାନ ବିଷୟରେ ଧାରଣା କରିବା। ଗୋଟିଏ ରୋବଟର ଏହି କ୍ଷମତାର ବିଶେଷ ପ୍ରୟୋଜନ ହୁଏ, କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?