ଜୀବନଚର୍ଯ୍ୟା

ସକାରାତ୍ମକ ମାନସିକତା ଓ ଭିଡିଓ ଗେମ୍‌

ଆଜିକାଲି ଭିଡିଓ ଗେମ କେବଳ ଛୋଟ ପିଲା ନୁହେଁ ପ୍ରାୟ ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର। ଯଦି ଏହା ସୀମା ଟପିଯାଏ ତେବେ…

ମ୍ୟାଲେରିଆ ମୃତ୍ୟୁ ହାର ଶୂନ କରିବା

ମଣିଷ ସଭ୍ୟତାର ଅନ୍ୟତମ ପୁରାତନ ରୋଗ ହେଉଛି ମ୍ୟାଲେରିଆ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିବସ ପାଳନ ଅବସରରେ ଚଳିତବର୍ଷର…

ବୃହସ୍ପତି ଅଭିମୁଖେ ଜୁଇସ୍‌ ଅଭିଯାନ

ୟୁରୋପୀୟ ମହାକାଶ ସଂସ୍ଥା ଚଳିତ ବର୍ଷ ଏପ୍ରିଲ ୧୪ ତାରିଖରେ ବୃହସ୍ପତି ଓ ଏହାର ତିନୋଟି ବଡ଼ ବରଫ ଆଚ୍ଛାଦିତ ଉପଗ୍ରହର ବିଶଦ ଅଧ୍ୟୟନ ପାଇଁ ‘ଜୁଇସ୍‌’ ନାମକ ଗୋଟିଏ ମହାକାଶ ଯାନ ପଠାଇଛି। ଏହାକୁ ‘ଜୁଇସ ଅଭିଯାନ’ ନାମରେ ନାମିତ…

କଥା ସେଫ୍ଟି ପିନ୍‌ର

ଆମେରିକୀୟ ମେକାନିକ୍‌ ଓ୍ବାଲ୍ଟର ହଣ୍ଟ ହେଉଛନ୍ତି ସେଫ୍ଟି ପିନ୍‌ର ଉଦ୍ଭାବକ। ଓ୍ବାଲ୍ଟର ହଣ୍ଟ ଛୋଟ ଛୋଟ କିନ୍ତୁ ଅତି ଆବଶ୍ୟକୀୟ ଜିନିଷର ଉଦ୍ଭାବକଭାବେ ବେଶ୍‌ ପରିଚିତ। କୁହାଯାଏ ଥରେ ଓ୍ବାଲ୍ଟର ହଣ୍ଟ ଅନେକ କରଜରେ ବୁଡି ରହିଥିଲେ। ସେଇ କରଜକୁ ପରିଶୋଧ…

ଶ୍ରୀମା ଶ୍ରୀଅରବିନ୍ଦଙ୍କ ପାଇଁ ଭୋଗ କିଣିଥିଲି

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଫୁଲପାଟଣା ଗ୍ରାମର ଏକ ଯୌଥ ପରିବାରରେ ମୋ ଜନ୍ମ। ବାପା ବୈଦ୍ୟନାଥ ନାୟକ ଯେହେତୁ ସୁନ୍ଦରଗଡ଼ ଜିଲାର ରାଜଗାଙ୍ଗପୁର ସିମେଣ୍ଟ କାରଖାନାରେ ଚାକିରି କରୁଥିଲେ, ତେଣୁ ମୋ ଶିକ୍ଷାଦୀକ୍ଷା ରାଜଗାଙ୍ଗପୁର ଓ ରାଉରକେଲାରେ ହୋଇଥିଲା।…

ଖରାପାଇଁ କମଳା ଜୁସ୍‌

ଆଇରନ୍‌, ଭିଟାମିନ୍‌ ସି ଓ ଅନେକ ପ୍ରକାରର ନ୍ୟୁଟ୍ରିଏଣ୍ଟ୍ସରେ ଭରା କମଳା ବା କମଳା ଜୁସ୍‌ରେ ପୋଟାସିୟମ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ୍ସ ବି କିଛି ମାତ୍ରାରେ ଥାଏ। ତେଣୁ ଏହାକୁ ଖାଇଲେ ଅଥବା ଏହାର ଜୁସ୍‌ ପିଇଲେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି…

ଫିଟ୍‌ନେସ୍‌ର ନୂଆ ମନ୍ତ୍ର ଜୁମ୍ବା

ଟିଟୁ ଛୋଟରାୟ ହେଉଛନ୍ତି ଜଣେ ସାର୍ଟିଫାଏଡ୍‌ ଜୁମ୍ବା ଟ୍ରେନର୍‌। ତାଙ୍କ ଫିଟ୍‌ନେସ୍‌ ସେଣ୍ଟର୍‌ର ନାଁ ହେଉଛି ବି ଫିଟ୍‌ ଜିମ୍‌; ଯେଉଁଠାରେ ପ୍ରାୟ ୧୫ ବର୍ଷ ହେବ ସେ ଆଗ୍ରହୀ ଯୁବପିଢ଼ିଙ୍କୁ ଫିଟ୍‌ନେସ୍‌ ଉପରେ ଟ୍ରେନିଂ ଦେଇ ଆସୁଛନ୍ତି। ତାଙ୍କର ଏହି…

ଡ୍ୟାନ୍ସ ଥେରାପି

ଡ୍ୟାନ୍ସ ଥେରାପି ବା ନୃତ୍ୟ ଚିକିତ୍ସା ହେଉଛି ଭାବନାତ୍ମକ, ସୃଜନାତ୍ମକ ତଥା ଶାରିରୀକ ସୁସ୍ଥତା ପାଇଁ ଉପଯୋଗ ହେଉଥିବା ଏକ ନୃତ୍ୟଶୈଳୀ; ଯାହା ଉଭୟ ଶରୀର ଓ ମନକୁ ସୁସ୍ଥ ରଖିଥାଏ। ଅନେକ ରୋଗର ନିରାକରଣ ଡ୍ୟାନ୍ସ ଥେରାପି: ଦିନଯାକର ପରିଶ୍ରମ…

କଦଳୀ ଖାଇଲେ ମିଳିଥାଏ ଏହି ୫ ଉପକାର

ପାଚିଲା କଦଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ। କଦଳୀରେ ଅନେକ ପୁଷ୍ଟିକର ଉପାଦାନ ଏବଂ ଭିଟାମିନ ମିଳିଥାଏ। ଯାହା ମଣିଷକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। କଦଳୀରେ ଭିଟାମିନ ସି, ଡାଏଟାରୀ ଫାଇବର ଏବଂ ମାଙ୍ଗାନିଜ ଭରପୂର ପରିମାଣରେ ରହିଛି।…

ବୃହସ୍ପତି ଚଳନ: ଏସବୁ ରାଶିବ ବଦଳିବ ଭାଗ୍ୟ, ଜୀବନରେ ହେବ ବଡ଼ ପରିବର୍ତ୍ତନ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗମନାଗମନକୁ ଅଧିକ ଗୁରୁତ୍ୱ ଦିଆଯାଏ। ଯାହାକି ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି। ଏପ୍ରିଲ ୨୩ ପୂର୍ବାହ୍ନ ୩ଟା ୩୩ରେ ବୃହସ୍ପତି ଚଳନ କରିବେ। ତେବେ ବୃହସ୍ପତି ମୀନ ରାଶି ଛାଡ଼ି ମେଷ ରାଶିରେ ପ୍ରବେଶ…

ଫ୍ରିଜରେ ରହିଥିବା ତରଭୁଜ ରୋଗର ଗନ୍ତାଘର

ଗ୍ରୀଷ୍ମ ଆସିଗଲେ ଆମେ ଭାବିଥାଉ ସବୁ ଫଳ ପନିପରିବା ଫ୍ରିଜରେ ରଖିଦେଲେ ଏହା ବହୁ ସମୟ ପର୍ଯ୍ୟନ୍ତ ନଷ୍ଟ ନ ହୋଇ ତାଜା ରହିଥାଏ। ହେଲେ ସବୁ କ୍ଷେତ୍ରରେ ଏହା ଠିକ ନୁହେଁ। ବିଶେଷ କରି ଫଳକୁ ଫ୍ରିଜରେ ରଖି ଖାଇବା…

ସରକାରୀ ଅଫିସରଙ୍କ ପାଇଁ ଜିନ୍ସ, ଟି-ଶାର୍ଟ ବ୍ୟାନ୍‌

ପାଟନା: ବର୍ତ୍ତମାନ ସମୟରେ ଲୋକଙ୍କ ଆରାମଦାୟକ ପୋଷାକ ହେଉଛି ଜିନ୍ସ, ଟି-ଶାର୍ଟ, ଯାହା ଅଧିକାଂଶ ଲୋକଙ୍କ ପସନ୍ଦ ଥିବାବେଳେ ତାକୁ ପିନ୍ଧି ଲୋକେ କୌଣସି ବି ସ୍ଥାନକୁ ଯାତ୍ରା କରିଥାନ୍ତି। ହେଲେ ବିହାର ସାରନ ଜିଲାରେ ମାଜିଷ୍ଟ୍ରେଟ୍‌ ସରକାରୀ ଚାକିରି କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri