ଜୀବନଚର୍ଯ୍ୟା

ଏଇଠୁ ଆରମ୍ଭ କଲେଜ ଜୀବନ

ସରିଛି ସ୍କୁଲ୍‌ ପାଠପଢ଼ା। ଏକ ନୂଆ ଆଶା ଆଉ ଭବିଷ୍ୟତର ଲକ୍ଷ୍ୟ ନେଇ କଲେଜରେ ପାଦ ଥାପିବାକୁ ପ୍ରସ୍ତୁତ ଛାତ୍ରୀଛାତ୍ର। ଏହା ସଭିଙ୍କ ଜୀବନର ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟ, ଯେଉଁଠୁ ନିର୍ମାଣ ହୋଇଥାଏ ଉତ୍ତମ ଭବିଷ୍ୟତର ଭିତ୍ତିଭୂମି। ତେଣୁ...

ନାଚୁରାଲ ଆଣ୍ଟିବାୟୋଟିକ

ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଗଲେ ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ରହିଥାଏ। ସେଥିପାଇଁ ଅନେକେ ଏହି ଶକ୍ତିକୁ ବଢାଇବା ପାଇଁ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ନାମୀଦାମୀ ଔଷଧ କିଣି ସେବନ କରିଥାନ୍ତି। କେତେବେଳେ ଏହା କାମ ଦେଇଥାଏ...

ଘର ଶିଢ଼ି ତଳେ କରନ୍ତୁ ନାହିଁ ଏସବୁ, ମଝି ଭାଗରେ…

* ବାସ୍ତୁଶାସ୍ତ୍ର ଅନୁଯାୟୀ, ପ୍ରଭୁ ହନୁମାନ ହେଉଛନ୍ତି ସୁ-ସ୍ବାସ୍ଥ୍ୟର ସ୍ବୀମୀ। ତେଣୁ ଘରେ ପ୍ରଭୁ ହନୁମାନଙ୍କର ଫଟୋ ହେଉ ଅବା ମୂର୍ତ୍ତି ରଖିଲେ ଘର ସଦସ୍ୟଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ ବୋଲି ବିଶ୍ୱାସ କରାଯାଏ। * ସେହିପରି ଘରେ ଯଦି...

ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା ଶନି ସର୍ବଦା ଲୋକଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ଯଦି ସେ କାହା...

କାଜୁ ଖାଉଥିଲେ…

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ...

ପ୍ରେମରେ ପଡ଼ିଛନ୍ତି? ଏହି ୪ଟି କଥା ମନେରଖିଲେ ହେବେ ସଫଳ ପ୍ରେମୀ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ ନେଇ। ଏହି ନୀତିକୁ ଅନୁସରଣ କଲେ ଜଣେ ସଫଳ ପ୍ରେମୀ ହୋଇପାରିବ ଏଥିରେ...

ବାଥରୁମ୍‌ରେ ରଖନ୍ତୁ ଏହି ରଙ୍ଗର ବାଲ୍‌ଟି; ଘରେ ବୃଦ୍ଧି ପାଇବ ସୁଖ ସମୃଦ୍ଧି…

ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପଡ଼ିଥାଏ। ଏଥିରେ ଦିଗ ଏବଂ ରଙ୍ଗର ପ୍ରମୁଖ ଭୂମିକା ରହିଛି। ସଠିକ ରଙ୍ଗ ଚୟନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ପ୍ରକାରର ଅସୁବିଧାରୁ ମୁକ୍ତି ମିଳିଥାଏ। ଏଥିସହ ବାସ୍ତୁ ଦୋଷ...

ଭଲ ବନ୍ଧୁକୁ ବି କୁହନ୍ତୁ ନାହିଁ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ବ୍ୟବସାୟ ସହ ଜଡିତ ଅଧିକାଂଶ କଥା ଅନ୍ୟକୁ କହିବା ଉଚିତ ନୁହେଁ ବୋଲି କହିଛନ୍ତି । କାରଣ ଏହା କରିବା ଦ୍ୱାରା ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥାଏ। ବିଶେଷକରି ସେ ପାଞ୍ଚ ଜଣଙ୍କୁ ବ୍ୟବସାୟ କଥା ବାଣ୍ଟିବାକୁ...

ଜୀବନରେ ଖରାପ ସମୟ ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟ କହିଥିବା ଏହି ୫ ଉପାୟ

ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଖରାପ ସମୟ ଆସିଲେ ବ୍ୟକ୍ତିକୁ ପ୍ରଥମେ ନିଜର ଭୟକୁ ଦୂର କରିବାକୁ ପଡିବ। କାରଣ ଭୟ ଆମକୁ ଦୁର୍ବଳ କରିଦିଏ ଏବଂ ଏହା ଧୀରେ ଧୀରେ ଆମ ଜୀବନରେ ପ୍ରାଧାନ୍ୟ ଦେବା ଆରମ୍ଭ କରିଥାଏ। କେବଳ...

ଖାଇବା ଧାରାକୁ ପ୍ରଭାବିତ କରେ ମୃଦୁ ପାନୀୟ

ମୃଦୁ ପାନୀୟ ପିଇବା ଅନେକଙ୍କର ଏକ ଅଭ୍ୟାସ। ବିଶେଷଭାବରେ ଗ୍ରୀଷ୍ମ ଋତୁରେ ଏହାର ଚାହିଦା ବେଶୀ। କିନ୍ତୁ ଏହା ଏକ ଅଭ୍ୟାସରେ ପରିଣତ ହୋଇଗଲେ ତାହା ସଂପୃକ୍ତ ବ୍ୟକ୍ତିଙ୍କର ଖାଇବା ଧାରାକୁ ପ୍ରଭାବିତ କରିଥାଏ ବୋଲି ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି।...

କିଡ୍‌ନୀ ଡାଏଲିସିସ୍‌

ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା କାମ ତୁଲେଇଥାଏ। ତା’ସହ ରକ୍ତରେ ଥିବା କୋଷିକା ଓ ପ୍ରୋଟିନ୍‌ ଅଣୁ...

ନିଶା ନୁହେଁ ମହୌଷଧି

ପ୍ରକୃତି ଏବଂ ପ୍ରାକୃତିକର ବିକଳ୍ପ ନାହିଁ। ପ୍ରକୃତି ତାହାର ସନ୍ତାନମାନଙ୍କର ସମସ୍ତ ଆବଶ୍ୟକତା ଓ ସମସ୍ୟାର ସମାଧାନ ପାଇଁ ନିଜ କୋଳରେ ସମସ୍ତ ସାମଗ୍ରୀ ମହଜୁଦ ରଖିଛି। ପୁଣି ଏହା ପାର୍ଶ୍ୱପ୍ରତିକ୍ରିୟାବିହୀନ ଏବଂ ପଞ୍ଚଭୂତାତ୍ମକ ଶରୀର ପାଇଁ ପ୍ରଯୁଜ୍ୟ। ମାତ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri