ଖୁସି ଆଣେ ହୋଲିର ରଙ୍ଗ
ବାସ୍ତୁଶାସ୍ତ୍ର ଅନୁସାରେ, ନାଲିରଙ୍ଗ ହେଉଛି ଊର୍ଜ୍ଜା ଓ ଶକ୍ତିର ପ୍ରତୀକ। ତେଣୁ ଏହି ରଙ୍ଗର ଅବିରରେ ହୋଲି ଖେଳିଲେ କୁଆଡ଼େ ସ୍ବାସ୍ଥ୍ୟ ଭଲ ରହିବା ସହ ମାନସମ୍ମାନ ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷେ ରାଗୀ ସ୍ବଭାବର ଅଥବା ଅବସାଦଗ୍ରସ୍ତ…
ହୋଲିରେ କ’ଣ କଲେ ଶୁଭ…
ରଙ୍ଗର ପର୍ବ ହୋଲିକୁ ଆହୁରି ଆନନ୍ଦମୟ କରିବା ପାଇଁ ଯଦି ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ପାଳନ କରାଯାଏ; ତା’ହେଲେ ଅନେକ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯଥା: * ହୋଲି ଖେଳିବା ପୂର୍ବରୁ ଘରେ ଯଦି ପ୍ରଭୂ…
ଆପଣଙ୍କ ଖୁସିକୁ ବରବାଦ କରୁଛି କି ଏହି ୪ ଅଭ୍ୟାସ! ଯେତେ ଶୀଘ୍ର ପାରୁଛନ୍ତି ଛାଡ଼ନ୍ତୁ…
ଜୀବନରେ ଖୁସିରେ ରହିବାକୁ ହେଲେ ନିଜକୁ ସକାରାତ୍ମକ ରଖିବା ଜରୁରୀ। ଅନେକ ଥର ଚାହୁଁ ନ ଥିଲେ ବି ନକାରାତ୍ମକ ଚିନ୍ତାଧାରା ଘେରି ବସେ। ମନରେ ନକାରାତ୍ମକ ଚିନ୍ତାଧାର ଆସିଲେ ଖୁସି ଗାଏବ ହୋଇଯାଏ। ଅନେକ ଥର ଏଭଳି ଚିନ୍ତା ପଛରେ…
ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ
ଜାତୀୟ ବିଜ୍ଞାନ ଦିବସ ଅବସରରେ ଚଳିତ ବର୍ଷ ବାର୍ତ୍ତା ରହିଛି ‘ବିଶ୍ୱ ହିତରେ ବୈଶ୍ୱିକ ବିଜ୍ଞାନ (ଗ୍ଲୋବାଲ ସାଇନ୍ସ ଫର୍ ଗ୍ଲୋବାଲ୍ ଓ୍ବେଲ୍ବିଙ୍ଗ୍)। ବିଶ୍ୱର ହିତ ସାଧନ ଉଦ୍ଦେଶ୍ୟରେ ବିଶ୍ୱର ସମଗ୍ର ବିଜ୍ଞାନୀ ସମ୍ପ୍ରଦାୟକୁ ଏହି ବାର୍ତ୍ତାରେ ଆହ୍ବାନ ପ୍ରଦାନ କରାଯାଇଛି।…
ଖରାରେ ବି ରହିବ ମେକ୍ଅପ୍
ବସନ୍ତଋତୁରେ ଗ୍ରୀଷ୍ମ ଭଳି ଖରା ହେଲାଣି। ଏମିତିରେ ଝାଳରେ ମେକ୍ଅପ୍ ଖରାପ ହୋଇଯିବାକୁ ନେଇ ଅନେକ ମହିଳାଙ୍କର ଚିନ୍ତା ବଢ଼ିଲାଣି। ତେଣୁ ଏଭଳି ଗରମରେ ବି ମେକ୍ଅପ୍କୁ କିପରି ଦୀର୍ଘ ସମୟ ରଖିପାରିବେ ଜାଣିରଖନ୍ତୁ ଟିପ୍ସ… ମେକଅପ୍ ନେବା ପୂର୍ବରୁ ମାଇଲ୍ଡ…
କୁନି ମନରେ ବଡ଼ ସ୍ବପ୍ନ
କିଏ କହେ ବଡ଼ ହେଲେ ଡାକ୍ତର ହେବି ତ କିଏ ଇଞ୍ଜିନିୟର ଆଉ ପୁଣି କାହାର ଇଚ୍ଛା ଥାଏ ସିଙ୍ଗର କିମ୍ବା ଆକ୍ଟର ହେବାକୁ । କୁନି କୁନି ମନରେ ଥାଏ ଅନେକ ବଡ଼ ସ୍ବପ୍ନ। ହେଲେ କେବେ କେବେ ଅଭିଭାବକମାନଙ୍କର…
ସୂର୍ଯ୍ୟର ଭଗ୍ନ ଅଂଶ
ଗତ କିଛି ଦିନ ହେଲା ଗୋଟିଏ ଖବର ବିଭିନ୍ନ ଗଣମାଧ୍ୟମ ଓ ଇଣ୍ଟରନେଟ୍ରେ ଚର୍ଚ୍ଚାରେ ରହି ଲୋକଙ୍କ ମଧ୍ୟରେ ଆତଙ୍କ ସୃ୍ଷ୍ଟି କରିଛି। ଆପଣମାନେ ମଧ୍ୟ ସେ ଖବର ନିଶ୍ଚିନ୍ତ ପଢ଼ିଥିବେ ବା ଦେଖିଥିବେ ବା ଶୁଣିଥିବେ। ଖବରଟି ହେଲା, ଆମ…
ରମନ୍ ପ୍ରଭାବ
ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… କଥା ୧୯୨୧ ମସିହାର। ତେତିଶ ବର୍ଷର ଜଣେ ଭାରତୀୟ ଯୁବକଙ୍କୁ କଲିକତା ବିଶ୍ୱବିଦ୍ୟାଳୟ ତରଫରୁ ୟୁରୋପ ପଠାଗଲା। ସେ…
ଖରାଦିନେ ଆଲୋଭେରା
ଆଲୋଭେରାରେ ଭରି ରହିଛି ଅନେକ ଔଷଧୀୟ ଗୁଣ; ଯାହାକୁ ବ୍ୟବହାର କରି ଖରାଦିନେ ଅନେକ ସମସ୍ୟାରୁ ମୁକ୍ତି ପାଇହେବ। ଯେମିତିକି: ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣ ଯୋଗୁ ଝାଳ ବୋହି ତ୍ୱଚା ଝାଉଁଳିଗଲା ପରି ଲାଗିଥାଏ। ସେଥିପାଇଁ ଖରାରେ ବାହାରକୁ ବାହାରିବା…
ଭିଟାମିନ୍-ବି’ ଅଭାବରେ…
ଅସନ୍ତୁଳିତ ଖାଦ୍ୟାଭ୍ୟାସ ବର୍ତ୍ତମାନ ମଡର୍ନ ଲାଇଫ୍ଷ୍ଟାଇଲ୍ର ଏକ ଅଂଶ ପାଲଟିଗଲାଣି କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦ୍ଦ୍ବାରା ଅନେକଙ୍କଠାରେ ବିଭିନ୍ନ ପୋଷକତତ୍ତ୍ୱର ଅଭାବ ହେଉଛି ଏବଂ ତତ୍ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ଜାଣିବା ଶରୀରରେ ଭିଟାମିନ୍୍-ବି’ ଅଭାବକୁ ଦୂର କରି ଫିଟ୍…
କଫି ପାଇଁ ଛାଡ଼ପତ୍ର
ଇସ୍ଲାମିକ୍ ଦେଶ ତୁର୍କୀ ନିକଟରେ ଭୟଙ୍କର ଭୂକମ୍ପର ଶିକାର ହୋଇଛି। ଏଠାରେ ବହୁତ କ୍ଷୟକ୍ଷତି ହେବା ସହ ଏବେବି ଅନେକ ମୃତକଙ୍କୁ ଠାବ କରାଯାଇପାରି ନାହିଁ। ତେବେ ସୁନ୍ଦର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ଏହି ଦେଶରେ ଏମିତି କିଛି ଅଜବ କଥା ବା…
ସାଇବର ବୁଲିଂ
ସୋସିଆଲ୍ ମିଡିଆରେ ପ୍ରତ୍ୟେକ ବର୍ଗର ଲୋକଙ୍କ ସହିତ ଯୋଗାଯୋଗ କରିବା ସହ ନିଜ ବିଚାରକୁ ସର୍ବସମ୍ମୁଖରେ ରଖିବାର ସୁବିଧା ମିଳୁଛି। ନିଜ ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ ପାଇଁ ଏହା ଏକ ବଳିଷ୍ଠ ପ୍ଲାଟଫର୍ମ ମଧ୍ୟ ସାଜିଛି। ତେବେ ଏସବୁ ସୁବିଧା ସତ୍ତ୍ୱେ…
Archives


