ଆଇପିଏଲ୍‌

କୋଟିପତି ହେଲେ ପାଡିକଲ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ଅକ୍ସନର ଦ୍ୱିତୀୟ ସେଟ୍‌ ନିଲାମରେ ବାଜି ମାରିଛନ୍ତି ଦେବଦତ୍ତ ପାଡିକଲ। ତାଙ୍କୁ ରାଜସ୍ଥାନ ରୟାଲ୍ସ ୭.୭୫ କୋଟି ଟଙ୍କାରେ କିଣି ନେଇଛି। ଆଇପିଏଲ୍‌ ଲିଗ୍‌ର ଗତ ଦୁଇ ସଂସ୍କରଣରେ ଦୁଇଜଣ ଖେଳାଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।…

ପଞ୍ଜାବ ଟିମ୍‌କୁ ଗଲେ ରବାଡା, ଅଷ୍ଟ୍ରେଲିୟ ଅଧିନାୟକଙ୍କ ପାଇଁ ୩ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଲଢ଼େଇ

ବେଙ୍ଗାଲୁରୁ,୧୨।୨: ଦକ୍ଷିଣ ଆଫ୍ରିକାର ଏକ ନମ୍ବର ପେସ୍‌ ବୋଲର୍‌ କାଗିସୋ ରବାଡାଙ୍କୁ କିଣିଛି ପଞ୍ଜାବ୍‌ କିଙ୍ଗ୍ସ। ଏହି କ୍ରିକେଟର ୯.୨୫ କୋଟି ଟଙ୍କାରେ ନିଲାମ ହୋଇଛନ୍ତି। ଅପରପକ୍ଷେ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍‌ ଅଧିନାୟକ ପ୍ୟାଟ୍‌ କମିନ୍ସ ୭.୨୫ କୋଟି ଟଙ୍କାରେ ନିଲାମ…

ଜାଣନ୍ତୁ କେଉଁ ଖେଳାଳିଙ୍କ କେତେ ଦାମ୍‌

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାର ଆରମ୍ଭ ହୋଇଥିବା ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟାରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟର୍‌ ଡେଭିଡ୍‌ ୱାର୍ନରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୬.୨୫ କୋଟି ଟଙ୍କାରେ କିଣିଛି। ଏହା ପୂର୍ବରୁ ନିଲାମରେ ଭାରତ ଓପନିଂ ବ୍ୟାଟର୍‌ ଶିଖର ଧାୱନଙ୍କୁ ପଞ୍ଜାବ କିଙ୍ଗ୍ସ…

ପୁରୁଣା ଟିମ୍‌କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା ବେଳେ ଚଳିତ ଥର ୪୭ ଖେଳାଳି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ବିସ୍ଫୋରକ…

ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍‌ ଟିମ୍‌: ଜାଣନ୍ତୁ କେତେରେ ହେଲେ ବିକ୍ରି

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଓପନର୍‌ ଶିଖର ଧାଓ୍ବନ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୮.୨୫ କୋଟି…

୧୨.୫ କୋଟିରେ ଶ୍ରେୟସଙ୍କୁ ନେଲା କୋଲକାତା

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଯାଇଛି। ଅକ୍ସନର ପ୍ରଥମ ଦିନରେ ନାମୀଦାମୀ ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜ। ଭାରତର ଷ୍ଟାର୍‌ ବ୍ୟାଟର ଶ୍ରେୟସ୍‌ ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟି…

ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି

ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ୫୯୦…

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ରଣଜୀ କିମ୍ବଦନ୍ତୀ କ୍ରିକେଟରଙ୍କ ଏହି ନିଷ୍ପତ୍ତି ଆଇପିଏଲ୍‌ ୨୦୨୨ ମେଗା ନିଲାମ…

ଆଇପିଏଲ୍‌ ଅକ୍ସନ ପୂର୍ବରୁ ନାଁ ଫେରାଇନେଲେ ଏହି ବିସ୍ଫୋରକ ଅଲରାଉଣ୍ଡର

ନୂଆଦିଲ୍ଲୀ,୮।୨: ଆଇପିଏଲ୍‌ ମେଗା ଅକ୍ସନ ଫେବୃୟାରୀ ୧୨ ଏବଂ ୧୩ ରେ ହେବାକୁ ଯାଉଛି। ଦୁନିଆର ସବୁଠାରୁ ଅଧିକ ଦେଖାଯାଉଥିବା ଏହି ଲିଗ୍‌ର ନିଲାମ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହେଲେ ଏହା ପୂର୍ବରୁ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବେନ…

ଆଇପିଏଲ୍‌- ୧୪: ବିଜୟଧାରା ବଜାୟ ଲକ୍ଷ୍ୟରେ ବାଙ୍ଗାଲୋର

ମୁମ୍ବାଇ,୨୨।୪(ପି.ଟି.): ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦମ୍‌ଦାର ଆରମ୍ଭ କରିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ବାଙ୍ଗାଲୋର ପରବର୍ତ୍ତୀ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିବ। ସ୍ଥାନୀୟ ଓ୍ବାଙ୍ଖଡେ…

ରୋହିତଙ୍କୁ ୧୨ ଲକ୍ଷ ଜରିମାନା

ଚେନ୍ନାଇ, ୨୨।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ମଙ୍ଗଳବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଏହି ମ୍ୟାଚରେ ମୁମ୍ବାଇ ୯…

ମାତ୍ର କିଛି ଘଣ୍ଟା ମଧ୍ୟରେ ମାକ୍ସଓ୍ବେଲଙ୍କଠାରୁ ଅରେଞ୍ଜ୍‌ କ୍ୟାପ ଛଡାଇ ଆଣିଲେ ଶିଖର ଧାଓ୍ବନ

ମୁମ୍ବାଇ,୧୯।୪: ଆଇପିଏଲ୍‌ର ୧୪ତମ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ଓପନର ଶିଖର ଧାଓ୍ବନଙ୍କ ଚମତ୍କାର ଫର୍ମ ଜାରି ରହିଛି। ସେ ପଞ୍ଜାବ ଏକାଦଶ ପଞ୍ଜାବ ବିପକ୍ଷରେ ୯୨ ରନର୍‌ ପାଳି ଖେଳି ଦଳକୁ ଜିତାଇଥିଲେ। ଚଳିତ ଟୁର୍ନାମେଣ୍ଟରେ ଏହା ତାଙ୍କ ଦ୍ୱିତୀୟ ଅର୍ଦ୍ଧଶତକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?