ଆଇପିଏଲ୍‌

ଏଥର ଖେଳିବେନି ତଥାପି ୮ କୋଟିରେ କିଣିଲା ମୁମ୍ବାଇ

ବାଙ୍ଗାଲୋର,୧୩।୨: ଚଳିତ ମେଗା ଅକଶନରେ ମୁମ୍ବାଇ ଇଣ୍ଡିଆନ୍ସ ଇଂଲଣ୍ଡର ପେସର ଜୋଫ୍ରା ଆର୍ଚ୍ଚରଙ୍କୁ ୮ କୋଟି ଟଙ୍କାରେ କିଣିଛି। ଆହତ ସମସ୍ୟା କାରଣରୁ ଏହି ଖେଳାଳି ଚଳିତ ବର୍ଷ ଆଇପିଏଲରେ ଖେଳିବେ ନାହିଁ। ଏହାସତ୍ତ୍ୱେ ଆର୍ଚ୍ଚରଙ୍କ ପାଇଁ ମୁମ୍ବାଇକୁ କଡ଼ା ଚ୍ୟାଲେଞ୍ଜ…

ଗୋଟିଏ ଦିନରେ ଡବଲ୍‌ ଖୁସି ଖବର

ନୂଆଦିଲ୍ଲୀ,୧୩।୨:ଭାରତୀୟ ଅଲରାଉଣ୍ଡର ଶିବମ ଦୁବେଙ୍କ ପାଇଁ ଫେବୃଆରୀ ୧୩ ଅର୍ଥାତ୍‌ ଆଜିର ଦିନ ଅବିସ୍ମରଣୀୟ ହୋଇ ରହିବ। କାରଣ ଆଜି ଦୁଇଟି ଖୁସି ଖବର ମିଳିଛି। ସକାଳେ ସେ ବାପା ହୋଇଥିବାବେଳେ ଅପରାହ୍ନରେ ଚେନ୍ନାଇ ସୁପର କିଙ୍ଗ୍ସ କୋଟି କୋଟି ଟଙ୍କାରେ…

୨୦ ଲକ୍ଷରୁ ଆରମ୍ଭ ହେଲା, ୩ କୋଟିରେ ଛିଡ଼ିଲା

ବାଙ୍ଗାଲୋର,୧୩।୨: ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ଡଓ୍ବୋଲ୍ଡ ବ୍ରେଭିସ୍‌ ଓରଫ ‘ବେବି ଏବି’। ଏହି ୧୮ ବର୍ଷୀୟ କ୍ରିକେଟରଙ୍କ ବେସ୍‌ ପ୍ରାଇସ୍‌ ୨୦ ଲକ୍ଷ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩…

ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…

ବାଙ୍ଗାଲୋର,୧୩।୨: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ଥିଲେ। ତାଙ୍କ ସହ ଦୀପକ ହୁଦାଙ୍କୁ ଦଳରେ ସ୍ଥାନ ମିଳିଛି। ଗତ ବର୍ଷ…

କେଉଁ ଦଳରେ କିଏ…

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ଉପରେ ସମସ୍ତଙ୍କ ନଜର। ଚଳିତ ଥର ନୂଆ ଟିମ୍‌ ସାମିଲ ହୋଇଥିବା ଯୋଗୁ କେଉଁ ଟିମ୍‌କୁ କିଏ ଯିବେ, କାହା ପାଇଁ କିଏ ଖେଳିବେ ସେନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏପରିସ୍ଥଳେ…

ଆଜି ଦ୍ୱିତୀୟ ଦିନ: ପଞ୍ଜାବ ପାଖରେ ସବୁଠାରୁ ଅଧିକ ୨୮ କୋଟି ବାକି, ଅବଶିଷ୍ଟ ଟିମ୍‌…

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ନିଲାମର ଆଜି ଦ୍ୱିତୀୟ ଦିନ। ବିଶେଷକରି ବିକ୍ରି ହୋଇ ନ ଥିବା ପ୍ରମୁଖ ଖେଳାଳିଙ୍କୁ କେଉଁ ଦଳ ଟିମ୍‌ରେ ସ୍ଥାନ ଦେବେ ତା’ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଜାଣନ୍ତୁ ଏଯାବତ କ’ଣ ରହିଛି…

ଇତିହାସ ରଚିଲେ ଆଭେଶ ଖାଁ

ବେଙ୍ଗାଲୁରୁ,୧୩।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସରେ ସବୁଠାରୁ ମହଙ୍ଗା ଅନ୍‌କ୍ୟାପ୍ଡ କ୍ରିକେଟର ପାଲଟିଛନ୍ତି ବୋଲର୍‌ ଆଭେଶ ଖାଁ। ୧୫ତମ ସଂସ୍କରଣ ପାଇଁ ଶନିବାର ଅନୁଷ୍ଠିତ ଖେଳାଳି ନିଲାମରେ ତାଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଟିମ୍‌ ୧୦ କୋଟି ଟଙ୍କାରେ କିଣିଛି। ୨୦୨୧…

ଏଥର ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ

ବେଙ୍ଗାଲୁରୁ, ୧୨।୨: ଆଇପିଏଲ୍‌-୨୦୨୨ରେ ଏକାଠି ଖେଳିବେନି ପାଣ୍ଡ୍ୟା ବ୍ରଦର୍ସ। ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟା ପ୍ରଥମଥର ଆଇପିଏଲ୍‌ରେ ଅଲଗା ଅଲଗା ଟିମ୍‌ ପକ୍ଷରୁ ଖେଳିବେ। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ଚଳିତ ଆଇପିଏଲ୍‌ ନିଲାମରେ ନୂଆ ଫ୍ରାଞ୍ଚାଇଜି ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ…

ରାଇନାଙ୍କୁ କେହି କିଣିଲେନି !

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ନିଲାମରେ କ୍ରିକେଟର ସୁରେଶ ରାଇନାଙ୍କୁ କୌଣସି ବିଡ୍‌ ମିଳିନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିଣିବା ଲାଗି କେହି ଆଗ୍ରହ ଦେଖାଇ ନ ଥିବାରୁ ଶନିବାର ପ୍ରଥମ ରାଉଣ୍ଡରେ ସେ ଅନ୍‌ସୋଲ୍ଡ ରହିଛନ୍ତି। ତେବେ ସେ ରବିବାର ଦ୍ୱିତୀୟ ରାଉଣ୍ଡରେ…

ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଲେ ଏହି କ୍ରିକେଟର; ଯୁବରାଜଙ୍କୁ କାଟିଲେ

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌ ନିଲାମରେ ସବୁଠାରୁ ମହଙ୍ଗା ଭାରତୀୟ ଖେଳାଳି ପାଲଟିଛନ୍ତି ୨୩ ବର୍ଷୀୟ ଉଇକେଟକିପର ଈଶାନ କିଶନ। ତାଙ୍କୁ ୧୫.୨୫ କୋଟି ଟଙ୍କା ଖର୍ଚ୍ଚ କରି ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଦଳରେ ସାମିଲ କରିଛି। ଈଶାନଙ୍କ ବେସ୍‌ ପ୍ରାଇସ୍‌ ୨…

ଏହି କ୍ରିକେଟରଙ୍କ ପାଇଁ ଲଢ଼ିଲେ ଏକାଧିକ ଟିମ୍‌; ୬.୨୫ କୋଟିରେ କିଣିନେଲା…

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ମେଗା ନିଲାମରେ କିଛି ଖେଳାଳିଙ୍କ ଭାଗ୍ୟ ଚମକିଛି। ସେଭଳି ଜଣେ ହେଲେ ଭାରତର ଦ୍ରୁତ ବୋଲର ମହମ୍ମଦ ଶାମି। ଗତ କିଛି ସିଜନ୍‌ରେ ପଞ୍ଜାବ ପକ୍ଷରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି ସେ। ଏଣୁ ଶନିବାର ଆଇପିଏଲ୍‌ ଅକ୍ସନରେ ତାଙ୍କୁ…

ଆଇପିଏଲ୍‌ ମେଗା ନିଲାମ ବେଳେ ଅଘଟଣ: ହଠାତ ଚେତା ହରାଇଲେ ନିଲାମଧାରୀ

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୨ର ମେଗା ନିଲାମ ଶନିବାର ଚାଲିଥିବା ବେଳେ ଏକ ଅଘଟଣ ଘଟିଛି। ଅକ୍ସନ ବେଳେ ୬୩ ବର୍ଷୀୟ ବ୍ରିଟିଶ ନିଲାମଧାରୀ ହଗ୍‌ ଏଡ୍‌ମିଡସ୍‌ ହଠାତ ଅଚେତ ହୋଇପଡ଼ିଥିବା ଦେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?