ଆଇପିଏଲ୍‌

ଟେଷ୍ଟ ବଦଳରେ ଆଇପିିଏଲ୍‌ ବାଛିଲେ

ଜୋହାନ୍ସବର୍ଗ,୧୯।୩: ଆଗାମୀ ଆଇପିଏଲରେ ଖେଳିବାକୁ ଥିବା ଦକ୍ଷିଣ ଆଫ୍ରିକୀୟ ଖେଳାଳିମାନେ ଟେଷ୍ଟ ସିରିଜ୍‌କୁ ମନା କରି ଦେଇଛନ୍ତି। ଏଥି ଯୋଗୁ ଫ୍ରାଞ୍ଚାଇଜ ବନାମ ଦେଶ ଯୁକ୍ତି ପୁଣି ଥରେ ଜୋର ଧରିଛି। ଆଇପିଏଲ୍‌ ପରିବର୍ତ୍ତେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ବାଛିବାକୁ…

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ କରିଛନ୍ତି। ଏହି ନମ୍ବର ତାଙ୍କ ପାଇଁ ଲକି ନୁହେଁ ଏବଂ ସେ ଅନ୍ଧବିଶ୍ୱାସୀ ନୁହେଁ…

ଆଇପିଏଲ୍‌ରେ ସର୍ବାଧିକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି ଏହିସବୁ ବ୍ୟାଟ୍ସମ୍ୟାନ୍‌

ଆଇପିଏଲରେ, ବିଶ୍ୱର ବିଭିନ୍ନ ସ୍ଥାନରୁ ଯୁବକ ଏବଂ ଅଭିଜ୍ଞ ଖେଳାଳିମାନେ ବିଶ୍ୱ ସ୍ତରୀୟ ଖେଳାଳିଙ୍କ ସହିତ ଖେଳିବାର ସୁଯୋଗ ପାଆନ୍ତି। ଭବିଷ୍ୟତରେ ଏଠାରେ ଖେଳିବା ସେମାନଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୁଏ। ଟି -୨୦ ଫର୍ମାଟରେ ଦ୍ରୁତତମ ରନ ସ୍କୋର କରୁଥିବା…

ଆଇପିଏଲ୍‌ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍‌ରେ ଦମ୍‌ ଦେଖାଇବେ…

ମୁମ୍ବାଇ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ,…

ଏଥର ବାୟୋ ବବଲ୍‌ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍‌ରୁ ବ୍ୟାନ୍‌…

ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍‌ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍‌ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍‌କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍‌…

ପୁଣିଥରେ ଆଇପିଏଲ୍‌କୁ ଫେରିଲେ ଏହି ଅଷ୍ଟ୍ରେଲିୟ ଅଲରାଉଣ୍ଡର; ଦିଲ୍ଲୀ ଟିମ୍‌ରେ…

ମୁମ୍ବାଇ,୧୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଶେନ ଓ୍ବାଟ୍‌ସନଙ୍କୁ ନୂତନ ଦାୟତ୍ୱ ମିଳିଛି। ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସହକାରୀ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଏହାପୂର୍ବରୁ ୪୦ ବର୍ଷୀୟ ରିକି ପଣ୍ଟିଂଙ୍କୁ(ମୁଖ୍ୟ କୋଚ୍‌), ପ୍ରବୀଣ…

ଆଇପିଏଲ୍‌ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୩: ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହାପୂର୍ବରୁ ମୁମ୍ବାଇ ଇଣ୍ଡିଆନକୁ ବଡ଼ ଝଟ୍‌କା ଲାଗିପାରେ ବୋଲି କୁହାଯାଉଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଦଳର ଷ୍ଟାର ଖେଳାଳି ସୂର୍ଯ୍ୟ କୁମାର ଯାଦବ ଏପ୍ରିଲ…

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି। ଏ ନେଇ ଫ୍ରାଞ୍ଚାଇଜର ସିଇଓ କାଶି ବିଶ୍ୱନାଥନ ରବିବାର କହିଛନ୍ତି। ଦୁହେଁ…

‘ଧୋନୀଙ୍କ କ୍ୟାପଟେନଶିପ୍‌ ଷ୍ଟାଇଲ ଏବଂ ମୋ ଶୈଳୀରେ ସମାନତା ଅଛି’

ବେଙ୍ଗାଲୁରୁ,୧୩।୩: ପ୍ରଥମ ଥର ପାଇଁ ଆଇପିଏଲରେ ନେତୃତ୍ୱ ନେବାକୁ ଯାଉଛନ୍ତି ଫାଫ ଡୁ’ପ୍ଲେସିସ। ତାଙ୍କ ନେତୃତ୍ୱ ଶୈଳୀ ‘କ୍ୟାପଟେନ କୁଲ’ ଭାବେ ପରିଚିତ ମହେନ୍ଦ୍ର ସିଂ ଧୋନୀଙ୍କ ସହ ପ୍ରାୟତଃ ସମାନ ଥିବା ୩୭ ବର୍ଷୀୟ ଡୁ’ ପ୍ଲେସିସ କହିଛନ୍ତି। ୨୦୧୨ଠାରୁ…

ଉନ୍ମୋଚିତ ହେଲା ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି

ନୂଆଦିଲ୍ଲୀ, ୧୨ା୩- ମାର୍ଚ୍ଚ ୨୬ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଶନିବାର ଏହାର ନୂଆ ଜର୍ସି ଉନ୍ମୋଚନ କରିଛି। ମାର୍ଚ୍ଚ ୨୭ରେ ବ୍ରାବୋର୍ନ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଏହାର…

ଆର୍‌ସିବିର ନୂଆ ଅଧିନାୟକ ହେଲେ ଡୁ’ ପ୍ଲେସି

ବେଙ୍ଗାଲୁରୁ, ୧୨ା୩-ଆସନ୍ତା ଆଇପିଏଲ୍‌ ସଂସ୍କରଣ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଶନିବାର ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ’ପ୍ଲେସିଙ୍କୁ ସେମାନଙ୍କ ନୂଆ ଅଧିନାୟକ ଭାବେ ନିଯୁକ୍ତି ଦେଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ଡୁ’ପ୍ଲେସି ଜଣେ ସ୍ଥିର ପ୍ରଦର୍ଶନକାରୀ…

ସିଏସ୍‌କେ ପାଇଁ ବଡ଼ ଖବର

ଚେନ୍ନାଇ,୯।୩: ଆଇପିଏଲର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ବୁଧବାର ବଡ଼ ଆଶ୍ୱସନା ମିଳିଛି। ଦଳର ପ୍ରମୁଖ ଅଲରାଉଣ୍ଡର ଦୀପକ ଚହର ଚଳିତ ସିଜନରେ ଖେଳିବା ପାଇଁ ଉପଲବ୍ଧ ରହିବେ। ମିଳିଥିବା ସୂଚନା ମୁତାବକ, ଏହି ପେସରଙ୍କ ଏବେ ଅସ୍ତ୍ରୋପଚାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?