ଆଇପିଏଲ୍‌

ଆର୍‌ଆର୍‌ର ବିଶାଳ ସ୍କୋର୍‌, ଏସଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୨୧୧ …

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ସମ୍ମୁଖରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ୨୧୧ରନ୍‌ର ବିଶାଳ ସ୍କୋର୍‌ର ବିଜୟ ଲକ୍ଷ୍ୟ ରଖିଛି। ଆର୍‌ଆର୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ୍‌ ହରାଇ ୨୧୦ ରନ୍‌ ସଂଗ୍ରହ କରିଛି।…

ଆର୍‌ଆର୍‌ ୮ ଓଭରରେ ୭୫…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ମୁକାବିଲ ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ହେଉଛି। ଆର୍‌ଆର୍‌ ଯୁବ ଅଧିନାୟକ ସଞ୍ଜୁ ସାମସନ ଏସଆର୍‌ଏଚ୍‌ର ଅଭିଜ୍ଞ ଅଧିନାୟକ କେନ…

‘ବାଦୋନି ଆମ ପାଇଁ ବେବି ଏବି’

ମୁମ୍ବାଇ,୨୯।୩ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି ଅଧିନାୟକ ଲୋକେଶ ରାହୁଲ। ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ ୨୯…

‘ ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି ଚିନ୍ତା କରି ନ ଥିଲି’

ମୁମ୍ବାଇ,୨୯।୩ : ଅନ୍ୟ କୌଣସି ଫ୍ରାଞ୍ଚାଇଜ ପାଇଁ ଖେଳିବି କଦାପି ଚିନ୍ତା କରି ନ ଥିଲି । ଏଭଳି କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)ର ପୂର୍ବତନ ସଦସ୍ୟ ୟୁଜବେନ୍ଦ୍ର ଚହଲ। ଏଥର ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବାକୁ ଯାଉଥିବା ଲେଗ୍‌…

ହୁଦା, ବାଦୋନି ଇନିଂସ ସମ୍ଭାଳିଲେ

ମୁମ୍ବାଇ, ୨୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦୁଇ ନୂଆ ଦଳ ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ମଧ୍ୟରେ ପ୍ରଥମ ମ୍ୟାଚ ସୋମବାର ଅନୁଷ୍ଠିତ ହୋଇଛି। ଦୀପକ ହୁଦା ଓ ଆୟୂଷ ବାଦୋନୀଙ୍କ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ଦଳ…

ଟସ୍‌ ଜିତି ଗୁଜରାଟର ବୋଲିଂ ନିଷ୍ପତ୍ତି

ମୁମ୍ବାଇ,୨୮।୩: ଚଳିତ ସିଜିନରେ ନୂଆ କରି ପାଦ ଥାପିଥିବା ଦୁଇ ଦଳ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସୋମବାର ପରସ୍ପରଙ୍କ ମଧ୍ୟରେ ମୁକାବିଲା ହେବ। ୱାଙ୍ଖଡେ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ମୁକାବିଲାରେ ଟସ୍‌ ଜିତି ଗୁଜରାଟ…

୧୨ ଲକ୍ଷ ଟଙ୍କା ଜୋରିମନା ଦେବେ ରୋହିତ ଶର୍ମା

ମୁମ୍ବାଇ,୨୮।୩: ଆଇପିଏଲ ୨୦୨୨ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଏହି ମ୍ୟାଚରେ ଦିଲ୍ଲୀ ସମ୍ମୁଖରେ ୧୭୮ରନ ଟାର୍ଗେଟ ରଖିଥିଲା। ଏହାର ଜବାବରେ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ…

୧୨ ବଲ୍‌ରେ ହିରୋରୁ ଜିରୋ ପାଲଟିଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୮।୩: ଆଇପିଏଲ୍‌ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଦଳର ପୁରୁଣା ଅଭ୍ୟାସ ବଦଳି ନାହିଁ। ରବିବାର ପଞ୍ଜାବ କିଙ୍ଗସ ବିପକ୍ଷରେ ୨୦୫ ରନ ସ୍କୋର କରିବା ସତ୍ତ୍ୱେ ଦଳ ମ୍ୟାଚ ହାରିଛି। ଓଡିନ ସ୍ମିଥ ମାତ୍ର ୮ଟି ବଲରେ ଅପରାଜିତ…

ପାଓ୍ବରପ୍ଲେରେ ଧୋଇଲେ ମୟଙ୍କ, ଶିଖର

ମୁମ୍ବାଇ,୨୭।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦ୍ୱାରା ଧାର୍ଯ୍ୟ ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ପଞ୍ଜାବ କିଙ୍ଗ୍ସକୁ ପାଓ୍ବାରପ୍ଲେରେ ବିସ୍ଫୋରକ ଆରମ୍ଭ ଦେଇଛନ୍ତି ଶିଖର ଧାଓ୍ବନ ଏବଂ ମୟଙ୍କ ଅଗ୍ରଓ୍ବାଲ। ଦୁହେଁ ୬ ଓଭରରେ ୬୪ ରନ୍‌ କରିଛନ୍ତି।…

ଛକା, ଚୌକା ବର୍ଷା କଲେ ଡୁ’ପ୍ଲେସି, କାର୍ତ୍ତିକ

ମୁମ୍ବାଇ,୨୭।୩: ସ୍ଥାନୀୟ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ପଞ୍ଜାବ କଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୮୮ ରନ୍‌ର ବିସ୍ଫୋରକ ପାଳି ଖେଳିଛନ୍ତି ନୂଆ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଅଧିନାୟକ ଫାଫ ଡୁ’ପ୍ଲେସି। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା…

ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍‌ ମଧ୍ୟରେ…

ମୁମ୍ବାଇକୁ ୧୭୭ରେ ପହଞ୍ଚାଇଲା ଇଶାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ମୁମ୍ବାଇ,୨୭।୩: ଚଳିତ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଚାଲିଥିବା ଲିଗ୍‌ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭଲ ଆରମ୍ଭ ଦେଇଥିଲେ ରୋହିତ ଶର୍ମା ଏବଂ ଇଶାନ କିଷନ। ଦୁହେଁ ୮ ଓଭରରେ ୬୭ ରନ୍‌ କରିଥିଲେ। କିନ୍ତୁ ରୋହିତ ଶର୍ମା (୪୧) ଆଉଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?