ଅନ୍ତର୍ଜାତୀୟ

ନିକୋସ ଖ୍ରୀଷ୍ଟୋଡୁଲାଇଡସ ସାଇପ୍ରସର ରାଷ୍ଟ୍ରପତି…

ନିକୋସିଆ,୧୩।୨ : ସାଇପ୍ରସର ପୂର୍ବତନ ବୈଦେଶିକ ମନ୍ତ୍ରୀ ନିକୋସ ଖ୍ରୀଷ୍ଟୋଡୁଲାଇଡସ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଣ୍ଡ୍ରିଆସ ମାଭ୍ରୋୟାନିସଙ୍କୁ ପରାସ୍ତ କରିଛନ୍ତି। ଆଣ୍ଡ୍ରିଆସ ୪୮.୧ ପ୍ରତିଶତ ଭୋଟ ପାଇଥିବାବେଳେ ଖ୍ରୀଷ୍ଟୋଡୁଲାଇଡସ ୫୧.୯ ପ୍ରତିଶତ…

୨୦୩୫ ସୁଦ୍ଧା ଆଣବିକ ଅସ୍ତ୍ର ସଂଖ୍ୟାକୁ ୯୦୦କୁ ବୃଦ୍ଧି କରିବ ଚାଇନା…

ବେଜିଂ,୧୩।୨ : ତାଇୱାନ ପ୍ରସଙ୍ଗରେ ଆମେରିକା ସହ ଚାଲିଥିବା ବିବାଦ ମଧ୍ୟରେ ଚାଇନା ଆଣବିକ ଭଣ୍ଡାର ବୃଦ୍ଧି କରିବାକୁ ଯୋଜନା କରୁଛି। କାଇଡୋ ନ୍ୟୁଜ ସୂତ୍ରରୁ ପ୍ରକାଶ ଯେ ୨୦୩୫ ସୁଦ୍ଧା ଚାଇନା ଆଣବିକ ଅସ୍ତ୍ର ସଂଖ୍ୟାକ ୁ୯୦୦ କୁ ବୃଦ୍ଧି…

ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବ ଚନ୍ଦ୍ର ଧୂଳି…

ଓ୍ବାଶିଂଟନ,୧୩।୨ : ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ରରେ ଉଡ଼ୁଥିବା ଧୂଳି ପୃଥିବୀକୁ ଜଳବାୟୁ ପରିବର୍ତ୍ତନରୁ ରକ୍ଷା କରିବାରେ ସହାୟକ ହୋଇପାରେ। ସେମାନେ କହିଛନ୍ତି ଯେ ଚନ୍ଦ୍ର ପୃଷ୍ଠର ଧୂଳି ମହାକାଶକୁ ବିସ୍ତାର କରି ଏହା ପୃଥିବୀକୁ ଆସୁଥିବା ସୌର ବିକିରଣ ପାଇଁ ଢାଲ…

ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କଲା ଆମେରିକା

ୱାଶିଂଟନ,୧୩ ।୨: ଆମେରିକା ଆକାଶରେ ଆଉ ଏକ ଫ୍ଲାଇଙ୍ଗ ଅବଜେକ୍ଟ ମିଳିଥିବା ସୂଚନା ରହିଛି । ରବିବାର ଆମେରିକା ଏହି ଫ୍ଲାଇଙ୍ଗ ଅବଜେକ୍ଟକୁ ନଷ୍ଟ କରିଦେଇଛି । ମିଡିଆ ରିପୋର୍ଟ ଅନୁଯାୟୀ, ଫ୍ଲାଇଙ୍ଗ ଅବଜେକ୍ଟ ଆମେରିକା-କାନାଡା ସୀମା ଉପରେ ଦେଖାଯାଇଥିଲା ।…

ପୁଣି ଛଟେଇ ହୋଇପାରନ୍ତି ମେଟା କର୍ମଚାରୀ

ୱାଶିଂଟନ,୧୩ ।୨: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଆଗକୁ ଆଉ କେତେଜଣ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି କୁହାଯାଉଛି । କମ୍ପାନୀ ଏହି ଉଦ୍ଦେଶ୍ୟରେ ରହିଛି କି ଚଳିତ ବର୍ଷ ସେ କମ୍ପାନୀରେ ରହିଥିବା କର୍ମଚାରୀଙ୍କୁ ନେଇ ବିଜନେସକୁ ଆଗକୁ ବଢାଇପାରେ…

ତାଲିବାନ ସ୍କୁଲରେ ଟ୍ରେନିଂ ନେଇଥିବା ପାଇଲଟଙ୍କ ଭିନ୍ନ ରୂପ

କାବୁଲ,୧୩ ।୨: ଯେବେଠାରୁ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେଲାଣି ସେବେଠାରୁ ସେଠାରେ ସଲାମିକ ରଙ୍ଗଢଙ୍ଗର କଥା ଅଧିକ ହେଉଛି । ତାଲିବାନି ନେତା ଦେଶର ଇସଲାମିକ କାଇଦା କଟକଣାକୁ କଡାକଡି ଭାବେ ପାଳନ କରୁଥିବା ବେଳେ ଏବେ ଏହି ପରିବର୍ତ୍ତନ…

ତୁର୍କୀରେ ପୁଣିଥରେ ଭୂକମ୍ପ, ଏଥର ରିକ୍ଟର ସ୍କେଲରେ ତୀବ୍ରତା ୪.୭

ଅଙ୍କାରା,୧୩ ।୨: ଭୂକମ୍ପର ଆଁରେ ଏକ ପ୍ରକାର ବିଲିନ ହୋଇଯାଇଥିବା ତୁର୍କୀ ଏବେ ପୁଣିଥରେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛି ସତ । ହେଲେ ଭୂକମ୍ପ ଯେମିତି ତା’ର ପିଛା ଛାଡୁନାହିଁ । ପୁଣିଥରେ ଭୂକମ୍ପ ଥରାଇ ଦେଇଛି ତୁର୍କୀକୁ ।…

ମୁଁ ଆମେରିକା ବିରୋଧୀ ନୁହେଁ: ଇମ୍ରାନ

ଇସଲାମାବାଦ୍‌,୧୩।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକାକୁ ନେଇ ନିଜ ମତ ବଦଳାଇଛନ୍ତି। ତାଙ୍କର ଆମେରିକୀୟ ବିରୋଧୀ ଭାବମୂର୍ତ୍ତିର ବିପରୀତ ଭାବେ ଇମ୍ରାନ କହିଛନ୍ତି ଯେ, ଅନ୍ତର୍ଜାତୀୟ ସମ୍ପର୍କ ବ୍ୟକ୍ତିଗତ ଇଗୋ ଉପରେ ଆଧାରିତ ନୁହେଁ। ମୋ ବିଷୟରେ ମିଥ୍ୟା…

ତିବ୍ୱତରେ ବିକାଶ ନାଁରେ ସେନା ଢାଞ୍ଚାକୁ ବଢାଉଛି ଚାଇନା, ନୂଆ ରେଲୱେ ଲାଇନ, ବିମାନ ବନ୍ଦର ପ୍ରସ୍ତୁତ

ବେଜିଂ,୧୩ ।୨: କୁଟିଳତା ଓ ଚାଲକିରେ ସମସ୍ତଙ୍କୁ ପଛରେ ପକାଇ ଦେଉଥିବ ଚାଇନା ଏବେ ତିବ୍ୱତରେ ପଇନ୍ତରା ଆରମ୍ଭ କରିଦେଇଛି । ବିକାଶ ନାଁରେ ତିବ୍ୱତରେ ଦ୍ରୁତ ଗତିରେ ସେନା ଢାଞ୍ଚାକୁ ବଢାଇବାରେ ଲାଗିଛି ଚାଇନା । ଏହା ପୂର୍ବରୁ ଚାଇନା…

ତୁର୍କୀ, ସିରିଆ ଭୂକମ୍ପ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିବା ଆଶଙ୍କା : ଜାତିସଂଘ

ନ୍ୟୁୟର୍କ,୧୨।୨: ତୁର୍କୀ ଓ ସିରିଆ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଥମିବାର ନାଁ ନେଉନାହିଁ। ରବିବାର ମୃତ୍ୟୁ ସଂଖ୍ୟା ୩୩,୦୦୦ ଛୁଇଁଛି। ମୃତ୍ୟୁସଂଖ୍ୟା ୫୦ ହଜାର ଟପିବା ନେଇ ଜାତିସଂଘ ଆଶଙ୍କା ବ୍ୟକ୍ତ କରିଛି। ଭୂକମ୍ପ ମୃତ୍ୟୁସଂଖ୍ୟା ୫୦ ହଜାରରୁ ଯଥେଷ୍ଟ ଅଧିକ…

ବାଂଲାଦେଶର ଆଗାମୀ ରାଷ୍ଟ୍ରପତି ହେବେ ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ

ଢାକା,୧୨।୨: ବାଂଲାଦେଶର ୨୨ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ମହମ୍ମଦ ସହାବୁଦ୍ଦିନ ଚୁପ୍ପୁ। ପାର୍ଲାମେଣ୍ଟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ଥିବା ଶାସକ ଦଳ ଆଓ୍ବାମି ଲିଗ୍‌ ଚୁପ୍ପୁଙ୍କୁ ଦେଶର ଏହି ସର୍ବୋଚ୍ଚ ପଦବୀ ଲାଗି ମନୋନୀତ କରିଛି। ସାଧାରଣ ସମ୍ପାଦକ ଓବୈଦୁଲ କ୍ୱାଦେରଙ୍କ ନେତୃତ୍ୱରେ…

ସିରିଆରେ ଆତଙ୍କବାଦୀ ଆକ୍ରମଣ, ୧୧ ମୃତ

ଦାମାସକସ୍‌,୧୨।୨: କେନ୍ଦ୍ରୀୟ ସିରିଆରେ ଆତଙ୍କବାଦୀ ଆକ୍ରମଣ। ଏଥିରେ ଅତି କମ୍‌ରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ର ହାତ ଥିବା ସନ୍ଦେହ କରାଯାଉଛି। ସିରିଆର ଅବଜରଭେଟରୀ ଫର୍‌ ହ୍ୟୁମାନ ରାଇଟ୍ସ କହିଛି, ଆଇଏସ୍‌ଆଇଏସ୍‌ ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri