ଆତଙ୍କବାଦୀ ଅସନ୍ତୁଷ୍ଟ: ଆଫଗାନିସ୍ଥାନରେ ଚାଇନା ବିବେଶରେ ବାଧା…
କାବୁଲ,୨୮।୧ : ପୁଞ୍ଜି ନିବେଶ ନେଇ ଆଫଗାନିସ୍ତାନରେ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସ୍ଥାନୀୟ ଆତଙ୍କବାଦୀ ସଂଗଠନ ଚାଇନାକୁ ଟାର୍ଗେଟ କରୁଥିବାରୁ ପୁଞ୍ଜି ନିବେଶ କରିବାରେ ବାଧା ସୃଷ୍ଟି ହୋଇଛି। ଚାଇନା କମ୍ପାନୀ ଶିନଜିଆଙ୍ଗ ସେଣ୍ଟ୍ରାଲ ଏସିଆ ପେଟ୍ରୋଲିୟମ ଆଣ୍ଡ...
ତ୍ରିଭୁବନ ବିମାନ ବନ୍ଦରରେ ଉଡ଼ାଣ ବନ୍ଦ…
କାଠମାଣ୍ଡୁ,୨୮।୧ : ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମସ୍ତ ବିମାନ ଉଡ଼ାଣ ହଠାତ ବନ୍ଦ ହୋଇଯାଇଛି। ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ବିମାନବନ୍ଦର ବ୍ୟବସ୍ଥାରେ କିଛି ଖରାପ କାରଣରୁ ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ତେବେ ବିମାନବନ୍ଦରରେ ଇମିଗ୍ରେଶନ ସର୍ଭରରେ...
ଅଫିସରେ ଅଧିକ ସମୟ କାମ କରିପାରିବେ ବିଦେଶୀ ଛାତ୍ରୀଛାତ୍ର !…
ଲଣ୍ଡନ,୨୮।୧ : ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ଛାତ୍ରୀଛାତ୍ରମାନଙ୍କୁ ବ୍ରିଟେନରେ ଅଧିକ ସମୟ କାମ କରିବାକୁ ଅନୁମତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏକ ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଅଭାବକୁ ପୂରଣ କରିବା...
ଲଣ୍ଡନରେ ଭଡ଼ାରେ ରହିବା ହେଲା ମହଙ୍ଗା: ଘରଭଡ଼ା ମାସକୁ ଅଢ଼େଇରୁ ୩ ଲକ୍ଷ…
ଲଣ୍ଡନ,୨୮।୧ : ବ୍ରିଟେନର ରାଜଧାନୀ ଲଣ୍ଡନରେ ଭଡ଼ାରେ ରହିବା ବର୍ତ୍ତମାନ ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଗୋଟିଏ ଘରର ହାରାହାରି ଭଡା ମାସକୁ ଅଢ଼େଇରୁ ତିନି ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଆଗାମୀ ଦିନରେ...
ଆଇଏମଏଫରୁ ଋଣ ପାଇଁ ଆମେରିକାର ସହାୟତା ଲୋଡିଲା ପାକିସ୍ତାନ…
ଇସଲାମାବାଦ,୨୮।୧ : ବଢୁଥିବା ଅର୍ଥନୈତିକ ଅସୁବିଧା ମଧ୍ୟରେ ପାକିସ୍ତାନ ପୁଣି ଥରେ ଆମେରିକାର ସହାୟତା ଲୋଡିଛି। ତୁରନ୍ତ ପାକିସ୍ତାନକୁ ଋଣ ଦେବା ପାଇଁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) କୁ ମନାଇବା ପାଇଁ ସେ ଆମେରିକାର ଅଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି।...
ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତା: ରୁଷିଆ ଅସ୍ତ୍ରଶସ୍ତ୍ରର ବିିକଳ୍ପ ପାଇଁ ଭାରତର ସହାୟତା ଲୋଡୁଛିି ଆମେରିକା…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୮।୧ : ୟୁକ୍ରେନ ଉପରେ ଲଗାତାର ରୁଷିଆ ଆକ୍ରମଣରେ ଅସୁବିଧା ଭୋଗୁଥିବା ଆମେରିକା ଏବେ ଆଶା ସହିତ ଭାରତ ଆଡକୁ ଚାହିଁଛି। ଯଦିଓ ଏହି ଆଶାରେ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନର କିଛି ଷଡ଼ଯନ୍ତ୍ର ନା ବାଧ୍ୟବାଧ୍ୟକତ ଅଛି ତାହା...
ଏଲଏସି ପ୍ରସଙ୍ଗରେ ଏକତରଫା କାର୍ଯ୍ୟକୁ ଆମେରିକାର ବିରୋଧ…
ଓ୍ବାଶିଂଟନ,୨୮।୧ : ଭାରତ ଏବଂ ଚାଇନା ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକାର ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ସାମ୍ନାକୁ ଆସିଛି। ଆମେରିକା କହିଛି ଯେ କୌଣସି ପ୍ରକାରର ଏକତରଫା କାର୍ଯ୍ୟ କିମ୍ବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ ଉପରେ ଅନୁପ୍ରବେଶକୁ...
ଭାରତ-ଚାଇନା ଆମେରିକା ୟୁରୋପୀୟ ଦେଶଠାରୁ ଆଗୁଆ: ରୁଷିଆ…
ମସ୍କୋ/ନୂଆଦିଲ୍ଲୀ,୨୮।୧ : ରୁଷିଆ ପୁଣିଥରେ ଭାରତ ଏବଂ ଚାଇନାକୁ ପ୍ରଶଂସା କରିଛି। ଏହାକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକର ଚିନ୍ତା ବଢ଼ିବାରେ ଲାଗିଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଚାଇନା ଏବଂ ଭାରତ ଅନେକ...
ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ବଡ ବୟାନ
ଇସଲାମାବାଦ,୨୮ ।୧: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଥିଲେ ବି ଏବେ ପର୍ଯ୍ୟନ୍ତ ତା’ର ମନ୍ତ୍ରୀଙ୍କର ବୟାନ ବାଜି ବନ୍ଦ ହେଉନାହିଁ । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଡାର ଧାର୍ମିକ କାର୍ଡ ଖେଳିଥିବା ଦେଖାଯାଇଛି ।...
ଜେଫ ଜେଣ୍ଟସ୍ ହ୍ୱାଇଟ ହାଉସର ‘ଚିଫ୍ ଅଫ ଷ୍ଟାଫ’ ନିଯୁକ୍ତ
ୱାଶିଂଟନ,୨୮ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଶୁକ୍ରବାର ଜେଫ ଜେଣ୍ଟସଙ୍କୁ ହ୍ୱାଇଟ ହାଉସର ନୂଆ ‘ଚିଫ ଅଫ୍ ଷ୍ଟାଫ୍’ ନିଯୁକ୍ତ କରିଛନ୍ତି । ସେ ଦୀର୍ଘଦିନ ଧରି ବାଇଡେନଙ୍କ ସହଯୋଗୀଙ୍କ ସହ କାମ କରିଥିଲେ । ଓବାମାଙ୍କ ସରକାରରେ...
ଗାଜା ଉପରେ ଇସ୍ରାଏଲ୍ର ବିମାନ ଆକ୍ରମଣ
ଜେରୁଜେଲମ,୨୮।୧: ଇସ୍ରାଏଲ୍ ସେନା ଆକ୍ରମଣରେ ୪ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟା ବୃଦ୍ଧା ଓ ୭ ଜଣ ଉଗ୍ରପନ୍ଥୀ ଅଛନ୍ତି। ପ୍ରଥମେ ଗାଜା ଦୁଇଟି ରକେଟ ମାଡ଼ କରିବା ପରେ ଇସ୍ରାଏଲ୍ ସେନା ଏହାର...
ୟୁକ୍ରେନ୍ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୧୧ ମୃତ
କିଭ୍,୨୮।୧: ୟୁକ୍ରେନ୍ ଉପରେ ଗୁରୁବାର ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନ୍ୟ ୧୧ ଜଣ ଆହତ ହୋଇଥିବା ୟୁକ୍ରେନ୍ ଜରୁରୀ ସେବା ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟତଃ ୟୁକ୍ରେନ୍ର ବିଦ୍ୟୁତ୍ ଭିତ୍ତିଭୂମିକୁ ଟାର୍ଗେଟ...
Archives


