ଯୁଦ୍ଧକୁ ଏକ ବର୍ଷ: ଆରମ୍ଭରୁ ବିରୋଧ ସତ୍ତ୍ୱେ ରୁଷିଆରେ ଆହୁରି ମଜଭୁତ ହେଲେ ପୁଟିନ
ମସ୍କୋ,୨୨ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ବର୍ଷେ ପୂରଣ ହେବାକୁ ଯାଉଛି । ଶକ୍ତିଶାଳୀ ରୁଷିଆକୁ ୟୁକ୍ରେନ୍ ଯଦିଓ କଡା ଜବାବ ଦେଇ ପାରିନି ହେଲେ ମଜଭୁତ ଭାବେ ସାମ୍ନା କରିଛି । ଆଶା କରାଯାଉଥିବା ଠାରୁ ଅଧିକ ଦିନ…
ମାଲିରେ ଜାତିସଂଘର ଶାନ୍ତି ସେନାଙ୍କ କନଭେ ଉପରେ ଆଇଇଡି ଆକ୍ରମଣ, ୩ ମୃତ ୫ ଆହତ
ବମାକୋ,୨୨ ।୨: ବିଶ୍ୱର ସବୁଠାରୁ ବିପଜ୍ଜନକ ଜାତିସଂଘର ଶାନ୍ତି ମିଶନକୁ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୨୧ରେ ବଡ ଝଟକା ଲାଗିଛି । ମଧ୍ୟ ମାଲିରେ ଜାତିସଂଘର ଶାନ୍ତି ରକ୍ଷା ସେନାଙ୍କ କନଭେ ଉପରେ ରାସ୍ତା କଡ଼ରେ ବୋମା ଫିଙ୍ଗା ଯାଇଛି ।…
ହସ୍ପିଟାଲ ଶଯ୍ୟାରେ ରହି କିପରି ୟୁକ୍ରେନ୍ ଯୁଦ୍ଧ ଜିତିବେ ପୁଟିନ୍ ?…
ମସ୍କୋ,୨୧।୨ : ଗତ ଏକ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ସେ ଅସୁସ୍ଥ ଅଛନ୍ତି। ବର୍ତ୍ତମାନ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ମାର୍ଚ୍ଚ…
ଭାରତ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀଙ୍କୁ ହତ୍ୟା କଲା ତାଲିବାନ…
କାବୁଲ,୨୧।୨ : ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ ଅହମ୍ମଦ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ। ସେ କାବୁଲ ଏବଂ ଜଲାଲାବାଦରେ ଭାରତୀୟ…
ଜମ୍ମୁ-କଶ୍ମୀର ଆତଙ୍କବାଦୀ ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦଙ୍କୁ ହତ୍ୟା …
ରାଓ୍ବଲପିଣ୍ଡି,୨୧।୨ : ଜମ୍ମୁ-କଶ୍ମୀର ଆତଙ୍କବାଦୀ ତଥା ହିଜବୁଲର ବରିଷ୍ଠ କମାଣ୍ଡର ବଶିର ଅହମ୍ମଦ ପିରଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନର ରାୱଲପିଣ୍ଡିରେ ଜଣେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ବଶିରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବଶିର ନମାଜ ପାଠ…
କିମ୍ଙ୍କ କ୍ଷେପଣାସ୍ତ୍ର ପରୀକ୍ଷଣ ନିଶା: ୧୦ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ବିକିରଣ ପ୍ରଭାବ ଆଶଙ୍କା…
ବେଜିଂ/ଟୋକିଓ/ପ୍ୟୋଙ୍ଗାୟାଙ୍ଗ,୨୧।୨ : ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଚାଇନା ଏବଂ ଜାପାନର ଲକ୍ଷ ଲକ୍ଷ ଲୋକ ବିକିରଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି। ସିଓଲ ସ୍ଥିତ…
ଶାନ୍ତି ଆଲୋଚନା ପାଇଁ ମସ୍କୋର ପ୍ରସ୍ତାବର ସକାରାତ୍ମକ ପ୍ରତିକ୍ରିୟା ଦେଇନାହିଁ ନାଟୋ: ପୁଟିନ…
ମସ୍କୋ,୨୧।୨ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ସଂସଦକୁ ମଙ୍ଗଳବାର ସମ୍ବୋଧିତ କରିଥିଲେ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ୟୁକ୍ରେନ ଗସ୍ତର ଗୋଟିଏ ଦିନ ପରେ ପୁଟିନ ଏଭଳି କରିଛନ୍ତି। ଏଥିରେ ସେ ନିଜ ଦେଶର ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱପୂର୍ଣ୍ଣ…
ୟୁକ୍ରେନକୁ ନୂଆ ସିରିଆ କରିବାକୁ ଚାହୁଁଛି ଆମେରିକା: ପୁଟିନ
ମସ୍କୋ,୨୧ ।୨: ରୁଷିଆ ୟକ୍ରେନ୍ ଯୁଦ୍ଧକୁ ଆଉ ୩ ଦିନ ପରେ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେବି ରୁଷିଆ ୟୁକ୍ରେନ୍ ଉପରେ ପ୍ରଥମ ଦିନର ଯୁଦ୍ଧ ଭଳି ଆକ୍ରମଣ କରି ଚାଲିଛି । ଏହାରି ଭିତରେ ରୁଷିଆ…
ଏକବିଂଶ ଶତାବ୍ଦୀ ପାଇଁ ଭାରତ-ଆମେରିକା ସମ୍ପର୍କ ନିର୍ଣ୍ଣାୟକ ହେବ,ଚାଇନା ସହ ମୁକାବିଲା ପାଇଁ ସହଯୋଗ ଆବଶ୍ୟକ…
ଓ୍ବାଶିଂଟନ,୨୧।୨ : ଆମେରିକାର ଜଣେ ବରିଷ୍ଠ ଆଇନଜୀବୀ କହିଛନ୍ତି ଯେ ଗଣତନ୍ତ୍ର, ବୈଷୟିକ ବିକାଶ ଏବଂ ଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ଆବଶ୍ୟକ। ଚାଇନା ସହିତ ମଧ୍ୟ ମୁକାବିଲା ପାଇଁ ଦୁଇ…
ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ଆତଙ୍କ, ମଙ୍ଗଳବାର ରାତିରେ କରିବ ଲ୍ୟାଣ୍ଡଫଲ୍…
ପୋର୍ଟ ଲୁଇସ,୨୧।୨ : ମରିସସରେ ସାମୁଦ୍ରିକ ଝଡ଼ ଫ୍ରେଡିର ତାଣ୍ଡବ ଜାରି ରହିଛି। ଏହା ଯୋଗୁ ପ୍ରବଳ ବର୍ଷା ହେବାରୁ ବହୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀ ଲୋକଙ୍କ ଆତଙ୍କିତ କରିଛି। ପାଣିପାଗ ବିଭାଗ…
ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ, ସର୍ତ୍ତ ପୂରଣ ବିଲ ପାରିତ…
ଇସଲାମାବାଦ,୨୧।୨ : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ ଆଇଏମଏଫ ଆଗରେ ନୋଇଛି। ଋଣ ସର୍ତ୍ତ ପୂରଣ ପାଇଁ ବିଲ ପାରିତ କରିବାକୁ ପ୍ରଧାନମନ୍ତ୍ରୀ…
ପୁଣି ଥରିଲା ଇରାନ
ତେହେରାନ,୨୧।୨: ଇରାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ଇରାନର ଦକ୍ଷିଣ ଉପକୂଳରେ ଏହି ଭୂକମ୍ପ ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ମାପ କରାଯାଇଛି। ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନେକ ଲୋକ…
Archives


