ରୁଷିଆର ଉତ୍ତର କାକେଶସରେ ଫୁଟିଲା ଗୁଳି, ୩ ପୋଲିସ ମୃତ, ୮ ଆହତ
ଉତ୍ତର କାକେଶସ,୬।୪: ରୁଷିଆର ଉତ୍ତର କାକେଶସରେ ଗୁଳି ଫୁଟିଥିବା ଖବର ଆସିଛି। ରୁଷିଆ ସମାଚାର ଏଜେନ୍ସି ଗୁରୁବାର କହିଛି କି ରୁଷିଆର ଉତ୍ତର କାକଶେସ ଗଣରାଜ୍ୟ ଇଙ୍ଗୁଶେତିଆରେ ଗୁଳି ଫୁଟିଥିବା ଖବର ଆସିଛି। ଏହି ଘଟଣାରେ ୩ ପୋଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା…
୧୧୦୦୦ ଫୁଟରେ ଉଡୁଥିଲା ବିମାନ, କକ୍ପିଟରେ ସାପ ଦେଖି ଜରୁରୀ ଅବତରଣ କରାଇଲେ ପାଇଲଟ
ପ୍ରିଟୋରିଆ,୬ା୪: ଦକ୍ଷିଣ ଆଫ୍ରିକାର ପାଇଲଟଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାଇଲଟ ରୁଡୋଲ୍ଫ ଏରସ୍ମସ୍ଙ୍କ ପାଇଁ ଏହା ଏକ ନିତିଦିନିଆ ବିମାନ ଥିଲା। ଯେପର୍ଯ୍ୟନ୍ତ ସେ ଅନୁଭବ କଲେ ଯେ, ବିମାନଟି ଆଉ ଜଣେ ଯାତ୍ରୀଙ୍କୁ ନେଇ ଯାଉଛି। ଅର୍ଥାତ୍…
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭେଟିଲେ ଜିନପିଙ୍ଗ
ବେଜିଂ,୬।୪: ଚାଇନାର ରାଜଧାନି ବେଜିଂରେ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋନଙ୍କୁ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ଔପଚାରିକ ସାକ୍ଷାତ୍ କରିଛନ୍ତି। ଏହି ସୂଚନା ଏଏଫପି ପକ୍ଷରୁ ଦିଆଯାଇଛି। ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା…
ପାକିସ୍ତାନୀ ସେନା-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ …
ଇସଲାମବାଦ,୬।୪ : ଖାଇବର ପସ୍ତୁନଖ୍ବା ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ରାତାରାତି ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେନାର ଗଣମାଧ୍ୟମ ଆଇଏସପିଆର (ଆନ୍ତଃ…
ମାଗଣା ରାଶନ ବଣ୍ଟାରେ ହେରଫେର ନେଇ ପାକିସ୍ତାନ ଲୋକେ କଲେ ଅଭିଯୋଗ…
ଇସଲାମାବାଦ,୬।୪ : ମାଗଣା ରାଶନ ବଣ୍ଟନ କରୁଥିବାବେଳେ ପାକିସ୍ତାନର ମନସେହରା ଗାଁର ଲୋକମାନେ ପ୍ରଶାସନ ନିକଟରେ ଏଥିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ କରିଛନ୍ତି। ଗ୍ରାମବାସୀ କହିଛନ୍ତି,ସରକାର ଅଭାବୀ ପରିବାରକୁ ମାଗଣାରେ ଅଟା ବଣ୍ଟନ କରନ୍ତି। କିନ୍ତୁ କିଛି ଲୋକ ଏହାକୁ…
ଜାତିସଂଘ ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ…
ଜେନେଭା,୬।୪ : ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିଛି। ଚାରି ବର୍ଷ ପାଇଁ ମିଳିତ ଜାତିସଂଘର ପରିସଂଖ୍ୟାନ ଆୟୋଗକୁ ଭାରତ ନିର୍ବାଚିତ ହୋଇଛି। ଚାଇନା ସମେତ ଅନ୍ୟ ଦେଶକୁ ପଛରେ ପକାଇ ଭାରତ ଏହି ସଫଳତା ହାସଲ କରିଛି। ଭାରତର…
ଭାରତର ଡିଜିଟାଲ ଭିତ୍ତିଭୂମିକୁ ପ୍ରଶଂସା କଲା ଆଇଏମଏଫ…
ଜେନେଭା,୬।୪ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ )ଭାରତର ଡିଜିଟାଲ ଅଭିଯାନକୁ ପ୍ରଶଂସା କରିଛି। ଆଇଏମଏଫ ଏକ ଓ୍ବାର୍କିଂ ପେପରରେ କହିଛି , ଏକ ବିଶ୍ୱସ୍ତରୀୟ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ବିକାଶରେ ଭାରତର ଯାତ୍ରା ଅନ୍ୟ ଦେଶମାନଙ୍କ ପାଇଁ ଡିଜିଟାଲ ରୂପାନ୍ତର…
ଗୋପନୀୟ ତଥ୍ୟ ବିକ୍ରି ହେଉଥିବା ବଜାରରେ ୟୁରୋପୋଲ ପକାଇଲା ତାଲା…
ଦ ହେଗ୍,୬।୪ : ଅନ୍ତର୍ଜାତୀୟ ପୋଲିସ ସବୁଠୁ ବିପଜ୍ଜନକ ବଜାରରେ ତାଲା ପକାଇଛି। ଏହି ବଜାରରେ ଲୋକଙ୍କ ଗୋପନୀୟ ତଥ୍ୟ ଚୋରି କରି ସାରା ବିଶ୍ୱର ହ୍ୟାକର୍ସମାନଙ୍କୁ ବିକ୍ରି କରାଯାଉଥିଲା। ୧୭ ଟି ଦେଶ ସହ ଜଡିତ ଏହି ଆଇନ ପ୍ରଣୟନକାରୀ…
ଅଭିଯୋଗକୁ ରାଜନୈତିକ ଅସ୍ତ୍ର କରି ରାଷ୍ଟ୍ରପତି ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଟ୍ରମ୍ପ…
ଓ୍ବାଶିଂଟନ,୬।୪ : ଡୋନାଲ୍ଡ ଟ୍ରମ୍ପ ନିଜ ବିରୋଧରେ ଅଭିଯୋଗକୁ ଏକ ରାଜନୈତିକ ଅସ୍ତ୍ର କରି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଜାଣନ୍ତି ସେମାନେ କେବେ ମଧ୍ୟ ଏଭଳି…
ସୁରକ୍ଷା ପରିଷଦ ବୈଠକ ଡକାଇଲା ରୁଷିଆ: ଆମେରିକା-ବ୍ରିଟେନ କଲେ ଗୃହତ୍ୟାଗ…
ମସ୍କୋ,୬।୪ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବର୍ତ୍ତମାନ ରୁଷିଆ କରୁଛି। ୟୁକ୍ରେନ ସହିତ ଯୁଦ୍ଧ ଜାରି ରହିଥିବା ସମୟରେ ରୁଷିଆ ସୁରକ୍ଷା ପରିଷଦର ସଭାପତିତ୍ୱ ପାଇଛି। ନିଜର ଅଧ୍ୟକ୍ଷତାରେ ରୁଷିଆ ସୁରକ୍ଷା ପରିଷଦର ଏକ ବୈଠକ ଡକାଇଛି। ୟୁକ୍ରେନର…
ପୁଣି ହିନ୍ଦୁ ମନ୍ଦିରକୁ ଟାର୍ଗେଟ: କାନାଡ଼ାରେ ଭଙ୍ଗାରୁଜା…
ଅଟଓ୍ବା,୬।୪ : କାନାଡ଼ାରେ ପୁଣି ଥରେ ହିନ୍ଦୁ ମନ୍ଦିରଗୁଡିକ ଟାର୍ଗେଟ କରାଯାଇଛି। ଏଠାରେ ୱିଣ୍ଡସରରେ ଏକ ହିନ୍ଦୁ ମନ୍ଦିରକୁ କିଛି ମାସ୍କେଡ ଆକ୍ରମଣକାରୀ ଆକ୍ରମଣ କରିଥିଲେ। ମନ୍ଦିରକୁ ଭଙ୍ଗାରୁଜା କରି କାନ୍ଥରେ ହିନ୍ଦୁ ବିରୋଧୀ ଏବଂ ଭାରତ ବିରୋଧୀ ସ୍ଲୋଗାନ ଲେଖିଥିଲେ।…
ଜାତି ଆଧାରିତ ଭେଦଭାବ ଆଇନକୁ ବିରୋଧ କଲେ ମୂଳ ଭାରତୀୟ…
ଓ୍ବାଶିଂଟନ,୬।୪ : ବହୁ ସଂଖ୍ୟାରେ ମୂଳ ଭାରତୀୟ-ଆମେରିକୀୟମାନେ ଜାତି ଭିତ୍ତିକ ଭେଦଭାବ ଆଇନ ବିରୋଧରେ କାଲିଫର୍ନିଆରେ ଏକ ଶାନ୍ତିପୂର୍ଣ୍ଣ ରାଲି କରିଛନ୍ତି। ରାଜ୍ୟ ସିନେଟରେ ଜାତି ଭିତ୍ତିକ ଭେଦଭାବକୁ ସ୍ପଷ୍ଟ ଭାବେ ନିଷିଦ୍ଧ କରିବାକୁ ଏକ ବିଲ ଆଗତ କରି ଏକ…
Archives


