୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା
ନାବଲସ୍, ୨୩।୨: ବୁଧବାର ନାବଲସ୍ରେ ଇସ୍ରାଏଲ ଟ୍ରୁପ୍ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର ବାଳକଙ୍କ ସମେତ ୩ ସାଧାରଣ ନାଗରିକ ରହିଛନ୍ତି। ୧୦୨ ଜଣ ଆହତ ହୋଇଛନ୍ତି। ଡାକ୍ତରଖାନାରେ…
ଆଫଗାନିସ୍ତାନରେ ଅନୁଭୁତ ହେଲା ୬.୭ ତୀବ୍ରତାର ଭୂକମ୍ପ, ୧୮ ମିନିଟରେ ଦୁଇଥର କମ୍ପିଲା
କାବୁଲ,୨୩ ।୨: ଆଫଗାନିସ୍ତାନରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ମପାଯାଇଛି । ଭୂକମ୍ପ ଆଫଗାନିସ୍ତାନର ଫାୟଜାବାଦରେ ସକାଳ ୬ଟା ୭ ମିନିଟରେ ଅନୁଭୁତ ହୋଇଛି । ଏହାର କେନ୍ଦ୍ର ଭୂପୃଷ୍ଠରୁ ୧୧୩…
ମାର୍ଚ୍ଚରେ ଭାରତ ଆସିବେ ରୁଷିଆ ବୈଦେଶିକ ମନ୍ତ୍ରୀ, ଜି୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ହେବେ ସାମିଲ
ମସ୍କୋ,୨୩ ।୨: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାଭରୋଭ ଆସନ୍ତା ମାସର ଆରମ୍ଭରେ ଭାରତ ଯାତ୍ରାରେ ଆସିବେ । ତାଙ୍କର ଏହି ୩ ଦିନିଆ ଭାରତ ଗସ୍ତ ସମୟରେ ସେ ୧ ଓ ୨ ମାର୍ଚ୍ଚରେ ନୂଆଦିଲ୍ଲୀରେ ଆୟୋଜିତ ଜି୨୦ ବୈଦେଶିକ…
ଆର୍ଥିକ ସଙ୍କଟରେ ବେହାଲ ପାକିସ୍ତାନ, ମନ୍ତ୍ରୀ ଅଧିକାରୀଙ୍କ ବେତନ-ଭତ୍ତାରେ ହେବ କାଟଛାଟ
ଇସଲାମାବାଦ,୨୩ ।୨: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ବେଳକୁ ବେଳ ଆହୁରି ଦେବାଳିଆ ହେବାରେ ଲାଗିଛି । ଏବେ ପାକିସ୍ତାନର ମନ୍ତ୍ରୀ ଓ ଅଧିକାରୀଙ୍କ ବେତନ ଓ ଭତ୍ତାରେ କାଟଛାଟ ହେବ ବୋଲି ଘୋଷଣା କରାଯାଇଛି ।…
ଆମେରିକାରେ ବରଫ ଝଡ଼, ୧୩୦୦ରୁ ଅଧିକ ବିମାନ ରଦ୍ଦ
ୱାଶିଂଟନ,୨୩ ।୨: ଆମେରିକାରେ ବଢିଛି ବରଫ ଝଡ଼ । ପଶ୍ଚିମ ଓ ମଧ୍ୟ ରାଜ୍ୟରେ ଏହା ଅଧିକ ପରିମାଣରେ ଦେଖାଯାଇଛି । ଏହି କାରଣରୁ ୧୩୦୦ରୁ ଅଧିକ ବିମାନକୁ ରଦ୍ଦ କରି ଦିଆଯାଇଛି ଓ ୨୦୦୦ରୁ ଅଧିକ ବିମାନ ବିଳମ୍ବରେ ଯାତ୍ରା…
ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ
ଓ୍ବାଶିଂଟନ,୨୨ା୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସାମିଲ ହୋଇଛନ୍ତି। ଭାରତୀୟ ବଂଶୋଦ୍ଭବ ଟେକ୍ ଏଣ୍ଟରପ୍ରିନ୍ୟୁର୍ ବିବେକ ରାମାସ୍ବାମୀ ବୁଧବାର ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି।…
୩ ବର୍ଷ ପରେ ବେଜିଂରେ ଭାରତ-ଚାଇନା ବୈଠକ
ବେଜିଂ,୨୨।୨: ସୀମାନ୍ତରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚାଇନା ମଧ୍ୟରେ ପରାମର୍ଶ ଏବଂ ସମନ୍ବୟ ପ୍ରଣାଳୀ (ଡବ୍ଲ୍ୟୁଏମ୍ସିସି)ର ୨୬ତମ ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ଦେଶର ସୀମା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥିଲା। ଖୁବ ଶୀଘ୍ର…
ସମୁଦ୍ର କୂଳରେ ବିଶାଳକାୟ ଲୁହା ବଲ୍, ସାଧାରଣରେ ଆତଙ୍କ
ଟୋକିଓ,୨୨ା୨: ଜାପାନର ହମାମାଟ୍ସୁ ସହରର ସମୁଦ୍ର ଉପକୂଳରେ ଏକ ବଡ଼ ଲୁହା ବଲ୍ ମିଳିବା ପରେ ଆତଙ୍କ ଖେଳିଯାଇଛି। ଜାପାନ ସେନା, ପୋଲିସ ଏବଂ କୋଷ୍ଟଗାର୍ଡ ସମସ୍ତେ ଏ ବିଷୟରେ ସତର୍କ ଅଛନ୍ତି। ଏହି ବିଶାଳ ବଲ୍ର ଫଟୋ ମଧ୍ୟ ସୋସିଆଲ…
ଭୁଶୁଡ଼ିଲା ଖଣି: ୨ ମୃତ, ୫୦ରୁ ଊର୍ଦ୍ଧ୍ୱ ନିଖୋଜ
ବେଜିଂ,୨୨ା୨: ବୁଧବାର ଚାଇନାର ଉତ୍ତର ଆଭ୍ୟନ୍ତରୀଣ ମଙ୍ଗୋଲିଆ ଅଞ୍ଚଳରେ ଏକ ଖଣି ଭୁଶୁଡ଼ି ପଡ଼ିଛି। ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ଆଜି ଅପରାହ୍ନରେ ଆଲକ୍ସା ଲିଗ୍ର ଏକ ଖଣି ଭୁଶୁଡ଼ି…
ପାକିସ୍ତାନକୁ ସହାୟତା ଦେଲା ଚାଇନା
ଇସଲାମାବାଦ୍,୨୨।୨: ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ମୁଦ୍ରାସ୍ଫୀତି ଆକାଶଛୁଆଁ ହେଉଛି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରରେ ୩ ବିଲିୟନ ଆମେରିକୀୟ ଡଲାରରୁ କମ ବାକି ଅଛି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବୈଦେଶିକ ମନ୍ତ୍ରଣାଳୟକୁ ବିଦେଶରେ ମିଶନ, କାର୍ଯ୍ୟାଳୟ…
ଆମେ ବିବିସି ସହିତ ଛିଡା ହୋଇଛୁ: ସଂସଦରେ କହିଲେ ବ୍ରିଟିଶ ସରକାର…
ଲଣ୍ଡନ,୨୨।୨ : ଗତ ସପ୍ତାହରେ ବିବିସିର ନୂଆଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ଚଢ଼ାଉ ପରେ ବ୍ରିଟେନ ସରକାର ସଂସଦରେ ବିବିସିର ସମ୍ପାଦକୀୟ ସ୍ବାଧୀନତାର ପ୍ରତିରକ୍ଷା କରିଛନ୍ତି। ସରକାରଙ୍କ ତରଫରୁ ଏହା କୁହାଯାଇଛି ଯେ ଯେତେବେଳେ ଲେଖା ସ୍ବାଧୀନତାରର କଥା ଆସେ…
ଭୁଟାନ ରାଜକୁମାର ହେଲେ ଦେଶର ପ୍ରଥମ ଡିଜିଟାଲ ନାଗରିକ…
ଥିମ୍ପୁ,୨୨।୨ : ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ (ଏନଡିଆଇ) ମୋବାଇଲ ୱାଲେଟ ସହ ଜଡିତ ହୋଇ ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇପାରିଛନ୍ତି। ଭୁଟାନର ଗଣମାଧ୍ୟମ ଅନୁଯାୟୀ, ନାଗରିକମାନଙ୍କୁ ସୁରକ୍ଷିତ ଏବଂ ଯାଞ୍ଚଯୋଗ୍ୟ ପରିଚୟ…
Archives


