ଅନ୍ତର୍ଜାତୀୟ

ନିଖୋଜ ବିମାନର ଧ୍ୱଂସାବଶେଷ ମିଳିଲା

ଟୋକିଓ,୭ା୪: ଜାପାନର ଉଦ୍ଧାରକାରୀ ଦଳ ରାଡାରରୁ ଅଦୃଶ୍ୟ ହେବାର ଗୋଟିଏ ଦିନ ପରେ ସାମରିକ ହେଲିକପ୍ଟରର ଅଧିକ ଅଂଶ ଶୁକ୍ରବାର ପାଇଥିବା କୋଷ୍ଟଗାର୍ଡ କହିଛନ୍ତି। ହେଲିକପ୍ଟର ୟୁଏଚ୍‌-୬୦ ଜେଏରେ ଦୁଇଜଣ ପାଇଲଟ୍‌, ଦୁଇ ମେକାନିକ ଏବଂ ୬ ଜଣ କ୍ରୁ ସଦସ୍ୟ…

ତାଇଓ୍ବାନ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଗିଲା ଚାଇନା

ତାଇପେ,୭।୪: ତାଇଓ୍ବାନ ରାଷ୍ଟ୍ରପତି ତାଇ ଇଙ୍ଗ-ଓ୍ବେନଙ୍କ ଆମେରିକା ଗସ୍ତକୁ ନେଇ ବିଳିବିଳାଉଛି ଚାଇନା। ତାଇଓ୍ବାନ ରାଷ୍ଟ୍ରପତି ଆମେରିକା ରିପପ୍ଲିକାନ ହାଉସର ଅଧ୍ୟକ୍ଷ କଓ୍ବେିନ ମ୍ୟାକକାର୍ଥିଙ୍କ ସହ ସାକ୍ଷାତ କରିବାରୁ ଚାଇନା ଆହୁରି ରାଗି ଯାଇଛି। ରାଗ ସୁଝାଇବାକୁ ଯାଇ ଚାଇନା ଆମେରିକା…

ପାକିସ୍ତାନରେ ବଢୁଛି ଘରୋଇ ହିଂସା, ସମାଧାନ ଖୋଜୁଛନ୍ତି ମହିଳା

ଇସଲାମାବାଦ,୭।୪: ପାକିସ୍ତାନରେ ଅଳ୍ପସଂଖ୍ୟକଙ୍କ ସ୍ଥିତି ଭଳି ଦେଶର ମହିଳାଙ୍କ ଉପରେ ଭେଦଭାବ ଓ ଦୁର୍ବବ୍ୟହାରର ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଘରୋଇ ହିଂସାରେ ବୃଦ୍ଧି କାରଣରୁ ଏହାର ସମାଧାନ ପାଇଁ ଦାବି କରାଗଲାଣି। ନ୍ୟୁଜ ଇଣ୍ଟରନ୍ୟାଶନାଲ ମତରେ ସ୍ତମ୍ଭକାର ଇମାନ ସମାର…

ପୁଟିନଙ୍କ ସିକ୍ରେଟ୍‌ ଲାଇଫ୍‌ଷ୍ଟାଇଲରୁ ପର୍ଦ୍ଦା ହଟାଇଲେ ରୁଷିଆ ଅଧିକାରୀ

ମସ୍କୋ,୭ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୩ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଛି। ପରସ୍ପର ବିରୋଧରେ ସାମରିକ ସୁବିଧା ହାସଲ କରିବା ଲକ୍ଷ୍ୟରେ ଉଭୟ ଦେଶ ନିଜ ନିଜ ରଣନୀତି ଅନୁଯାୟୀ ଆଗକୁ ବଢୁଛନ୍ତି। ଏହି ସମୟରେ ରୁଷିଆ…

ଟ୍ରାନ୍ସଜେଣ୍ଡର ଆଥଲେଟଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୭।୪: ଆମେରିକା ସୁପ୍ରିମକୋର୍ଟ ଗୁରୁବାର ପଶ୍ଚିମ ଭର୍ଜିନିଆକୁ ଟ୍ରାନ୍ସଜେଣ୍ଡର ଆଥଲେଟ୍ସଙ୍କୁ ସରକାରୀ ବିଦ୍ୟାଳୟର ମହିଳା କ୍ରିଡା ଦଳରୁନିଷିଦ୍ଧ କରୁଥିବା ରାଜ୍ୟ ଆଇନ କାର୍ଯ୍ୟକାରୀ କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କୋର୍ଟ ଏହା ଉପରେ ମନ୍ତବ୍ୟ ଦେଇଛନ୍ତି। ଏହା ଏଲଜିବିଟିକ୍ୟୁର…

ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ ଜେଲ୍‌ଦଣ୍ଡ

ଓ୍ବାଶିଂଟନ,୭ା୪: ଆମେରିକାରେ ଜଣେ ଭାରତୀୟ ନାଗରିକଙ୍କୁ ୩୩ ମାସ କାରାଦଣ୍ଡରେ ଦଣ୍ଡିତ କରାଯିବା ସହ ୨.୪ ମିଲିୟନ ଡଲାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାର ବୃଦ୍ଧ ଲୋକଙ୍କୁ ପ୍ରତାରଣା କରିଥିବା ଭାରତୀୟ ନାଗରିକଙ୍କ ନାଁରେ ଅଭିଯୋଗ ହୋଇଛି। ଭାରତୀୟ ନାଗରିକ…

୨୦୦ ବିଲିୟନ ଡଲାର ସମ୍ପତ୍ତିର ଅଧିକାରୀ ବର୍ନାର୍ଡ

ଓ୍ବାଶିଂଟନ୍‌, ୬।୪: ଲୁଇସ୍‌ ଭିଟୋନ (ଏଲ୍‌ଭିଏମ୍‌ଏଚ୍‌) ଅଧ୍ୟକ୍ଷ ତଥା ସିଇଓ ବର୍ନାର୍ଡ ଅର୍ନଲ୍ଟ ଏବେ ୨୦୦ ବିଲିୟନ୍‌ ଡଲାର ସମ୍ପତ୍ତିର ମାଲିକ। ନିକଟରେ ଫୋର୍ବସ୍‌ ପକ୍ଷରୁ ପ୍ରକାଶ ପାଇଥିବା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାର ଶୀର୍ଷରେ ଥିବା ବର୍ନାର୍ଡଙ୍କ ସମ୍ପତ୍ତିରେ…

ଯୌନ ସଂଭୋଗ ଏକ ସୁନ୍ଦର ଅନୁଭବ: ପୋପ୍‌

ରୋମ୍‌, ୭।୪: ଈଶ୍ୱରପ୍ରଦତ୍ତ ଜିନିଷଗୁଡ଼ିକ ମଧ୍ୟରୁ ଯୌନ ସଂଭୋଗ ସବୁଠାରୁ ସୁନ୍ଦର ଅନୁଭବ ବୋଲି ବୁଧବାର ପ୍ରକାଶିତ ଡକ୍ୟୁମେଣ୍ଟାରିରେ ପୋପ୍‌ ଫ୍ରାନ୍ସିସ୍‌ ଉଲ୍ଲେଖ କରିଛନ୍ତି। ଗତବର୍ଷ ଡିଜ୍‌ନୀ ପ୍ଲସ୍‌ ପ୍ରଡକ୍ସନ୍‌ ପକ୍ଷରୁ ‘ଦ ପୋପ୍‌ ଆନ୍‌ସରର୍ସ’ ଡକ୍ୟୁମେଣ୍ଟାରି ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ…

ବିମାନ ଦୁର୍ଘଟଣା: ୨ ମହିଳାଙ୍କ ସମେତ ୪ ମୃତ

ଓ୍ବାଶିଂଟନ,୭ା୪: ଫ୍ଲୋରିଡାର ଗଲ୍ଫ କୋଷ୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଦୁଇ ମହିଳା ଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ମୃତଦେହ…

ହିକିକୋମୋରି: ଏକାନ୍ତବାସରେ ୧୫ ଲକ୍ଷ

ଟୋକିଓ, ୭।୪: ମହାମାରୀ କରୋନା ସଂକ୍ରମଣ ରୋକିବା ସକାଶେ ବିଭିନ୍ନ ଦେଶ ସଙ୍ଗରୋଧ ବା ଆଇସୋଲେଶନ୍‌ ନିୟମ ଅବଲମ୍ବନ କରିଥିଲେ। ପାଖାପାଖି ୨ ବର୍ଷ ପରେ ଯେତେବେଳେ କୋଭିଡ୍‌-୧୯ ସଂକ୍ରମଣ ନିୟନ୍ତ୍ରଣକୁ ଆସିଲା, ସେ ସମୟରେ ଲୋକେ ଆଇସୋଲେଶନ୍‌ରେ ନ ରହି…

କାଲିଫର୍ନିଆରେ ଭାରତୀୟ-ଆମେରିକୀୟଙ୍କ ରାଲି

ଓ୍ବାଶିଂଟନ, ୭ା୪(ପି.ଟି.): ଜାତିଭିତ୍ତିକ ପକ୍ଷପାତକୁ ସ୍ପଷ୍ଟ ଭାବେ ନିଷେଧ ଲାଗି ଆମେରିକାର କାଲିଫର୍ନିଆ ଷ୍ଟେଟ୍‌ ସିନେଟରେ ଡେମୋକ୍ରାଟିକ୍‌ ସଦସ୍ୟ ଆଣିଥିବା ବିଲ୍‌କୁ ବିରୋଧ କରି ଶତାଧିକ ଭାରତୀୟ-ଆମେରିକୀୟ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସିନେଟକୁ ନିର୍ବାଚିତ ପ୍ରଥମ ମୁସଲମାନ ତଥା…

ଚାଇନା ସ୍ବାର୍ଥରେ, ମାକ୍‌ରଁ ନିରାଶ

ବେଜିଂ/ପ୍ୟାରିସ୍‌/ଓ୍ବାଶିଂଟନ୍‌,୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଗୁରୁବାର ୟୁକ୍ରେନ୍‌ ଶାନ୍ତି ଆଲୋଚନା ପାଇଁ ଆହ୍ବାନ ଦେଇଛନ୍ତି। ବେଜିଂ ଗସ୍ତରେ ଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କ ସହ ଆଲୋଚନା ପରେ ସେ ଏହି ଶାନ୍ତି ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ରୁଷିଆକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri