ଉତ୍ତର କୋରିଆ ଦେଖାଇଲା ପରମାଣୁ ଆକ୍ରମଣ କରିବାର କ୍ଷମତା
ସିଓଲ,୨୪ ।୨: ଉତ୍ତର କୋରିଆ ଗୁରୁବାର ପରମାଣୁ ଆକ୍ରମଣ କରିବାର କ୍ଷମତା ପ୍ରଦର୍ଶନ କରିଛି । ଉତ୍ତର କୋରିଆର କେସିଏନଏ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ଉତ୍ତର କୋରିଆ ଏକ ଅଭ୍ୟାସ ସମୟରେ ୪ଟି…
ଇଣ୍ଡୋନେସିଆରେ ୬.୩ ତୀବ୍ରତାର ଭୂକମ୍ପ
ଜାକର୍ତ୍ତା,୨୪ ।୨: ଏବେ ଭୂକମ୍ପର ନାଁ ଶୁଣିଣେ ଛାତିରେ ଛନକା ପଶିଯାଉଛି । ଏଥର ଇଣ୍ଡୋନେସିଆର ତୋବେଲୋରେ ଏକ ଭୂକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂକମ୍ପ ଆସିଛି ।…
ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ବର୍ଷେ, ଆଗକୁ ଏହା ହୋଇପାରେ ଆହୁରି ବିନାଶକାରୀ
ମସ୍କୋ/କ୍ୱିଭ,୨୪ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଶୁକ୍ରବାର ବର୍ଷେ ପୂରଣ ହୋଇଛି । ଫେବୃୟାରୀ ୨୪, ୨୦୨୨ରେ ରୁଷିଆ ୟକ୍ରେନ୍ ଉପରେ ଆକ୍ରମଣ କରିଥିବା ବେଳେ ସାରା ବିଶ୍ୱ ଏହାକୁ ନେଇ ଚିନ୍ତାରେ ପଡିଯାଇଥିଲା । ଏହାରି ଭିତରେ ବର୍ଷେ ପୂରଣ ହୋଇଯାଇଥିଲେ…
ଭୂକମ୍ପ ମୃତ୍ୟୁ ସଂଖ୍ୟା ୪୭ ହଜାରକୁ ବୃଦ୍ଧି
ଆଙ୍କାରା, ୨୩।୨: ତୁର୍କୀ- ସିରିଆରେ ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ଗୁରୁବାର ୪୭,୦୦୦କୁ ବୃଦ୍ଧି ପାଇଛି। ଗତ ୬ ତାରିଖରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ସୋମବାର ୬.୪ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପରେ ତୁର୍କୀର ହତାୟ ଅଞ୍ଚଳ ବିଶେଷ ଭାବେ…
ଅଜୟ ବାଙ୍ଗା ହେଲେ ଓ୍ବାଲର୍ଡ ବ୍ୟାଙ୍କ ମୁଖ୍ୟ
ଓ୍ବାଶିଂଟନ୍,୨୩।୨: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗାଙ୍କ ନାମ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ୍ବାଲର୍ଡ ବ୍ୟାଙ୍କ ମୁଖ୍ୟ ପଦ ପାଇଁ ଚୟନ କରିଛନ୍ତି। ଡେଭିଡ୍ ପାଲବାସ୍ ଓ୍ବାଲର୍ଡ ବ୍ୟାଙ୍କ ଚିଫ୍ ପଦରୁ ଇସ୍ତଫା ଦେବା ପରେ ବାଇଡେନ୍ ଅଜୟଙ୍କୁ ଏପଦ…
ଖଣି ଭୁଶୁଡ଼ି ପଡ଼ିବାରୁ ୫ ମୃତ, ୪୮ ନିଖୋଜ
ଆଲକ୍ସା ଲିଗ,୨୩।୨: ଚାଇନାରେ ଏକ ଖଣି ଭୁଶୁଡ଼ି ପଡ଼ିବାରୁ ୫ଜଣଙ୍କ ମୃତ୍ୟୁ ଘଟିବା ସହ ୪୮ ଜଣ ନିଖୋଜ ଅଛନ୍ତି। ଆଭ୍ୟନ୍ତରୀଣ ମଙ୍ଗୋଲିଆର ଆଲକ୍ସା ଲିଗ୍ରେ ଭୂସ୍ଖଳନ ଏବଂ ବିପଜ୍ଜନକ ସ୍ଥିତିି ଯୋଗୁ ଉଦ୍ଧାର କାର୍ଯ୍ୟ ଅଟକି ରହିଥିବା ବେଳେ ଗୁରୁବାର…
ଇରାନ କ୍ରୀଡା ମନ୍ତ୍ରୀଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ତେହରାନ,୨୩।୨: ଇରାନ କ୍ରୀଡା ମନ୍ତ୍ରୀ ହମିଦ ସଜ୍ଜାଦିଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ଇରାନର ଅଫିସିଆଲ ନ୍ୟୁଜ ଏଜେନ୍ସି ଆଇଆରଏନ୍ଏ ପକ୍ଷରୁ ସୂଚନା ଦିଆଯାଇଛି। ଗୁରୁବାର କିର୍ମନ ପ୍ରଦେଶର ବାଫ୍ଟ ସହରର ଏକ ସ୍ପୋର୍ଟସ କମ୍ପ୍ଲେକ୍ସରେ ଅବତରଣ କରିବା ସମୟରେ ହେଲିକପ୍ଟରଟି…
ଚାଇନାରେ ଶେଷ ହୋଇନାହିଁ କରୋନା, ସତର୍କ ରହିବାକୁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ
ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାର…
ପ୍ରବଳ ତୁଷାର ଝଡ଼: ୧୬୦୦ରୁ ଅଧିକ ବିମାନ ବାତିଲ, ୬୫ ହଜାର ଲୋକଙ୍କ ଘରୁ ବିଦ୍ୟୁତ୍ କାଟ୍
ଓ୍ବାଶିଂଟନ,୨୩ା୨: ଆମେରିକାର ଅନେକ ସ୍ଥାନରେ ପ୍ରବଳ ତୁଷାରପାତ ହୋଇଛି। ଏହି କାରଣରୁ ବିମାନ ଉଡ଼ାଣ ବାତିଲ ହୋଇଛି। ଏହା ବ୍ୟତୀତ ସଡ଼କ ପରିବହନ ମଧ୍ୟ ବ୍ୟାହତ ହୋଇଛି। ତୁଷାର ଝଡ଼ ଯୋଗୁ ଡ୍ରାଇଭରମାନେ କାର୍ରେ ଅଟକି ରହିଯାଇଛନ୍ତି। ହଜାର ହଜାର ଲୋକ…
ବ୍ରିଟେନରେ ପନିପରିବା ସଙ୍କଟ: ଜଣଙ୍କୁ ୨ ଟମାଟୋ-୨ କାକୁଡି କିଣିବାକୁ ସୁପର ମାର୍କେଟର ଅନୁମତି…
ଲଣ୍ଡନ,୨୩।୨ : ସମ୍ପ୍ରତି ବ୍ରିଟେନରେ ପନିପରିବା କିଣିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଲୋକମାନେ ବଜାରକୁ ଯାଉଛନ୍ତି, କିନ୍ତୁ ସେମାନଙ୍କୁ କେବଳ ସୀମିତ ପନିପରିବାରେ ସନ୍ତୁଷ୍ଟ ହେବାକୁ ପଡୁଛି। ସୀମିତ ଅର୍ଥ ଗ୍ରାହକମାନେ କେବଳ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପନିପରିବା କିଣିପାରୁଛନ୍ତି। ବିଶେଷକରି…
ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…
ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ…
ଉଡ଼ାଣର ୭ ଘଣ୍ଟା ପରେ ଅବତରଣ ନ କରି ୩୩୫ ଯାତ୍ରୀଙ୍କ ନେଇ ଫେରିଲା ବିମାନ…
ଟୋକିଓ୨୩।୨ : ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିମାନ ୩୩୫ ବିମାନ ଯାତ୍ରୀଙ୍କ ସହିତ ଉଡ଼ାଣ କରିବାର ସାତ ଘଣ୍ଟା ପରେ ପୁଣି ଉଡ଼ାଣ କରିଥିବ ବିମାନ ବନ୍ଦରରେ ଅବତରଣ କରିଛି। ବିମାନ ବନ୍ଦରରେ ପାଗ…
Archives


