ଚାଇନାରେ ଶେଷ ହୋଇନାହିଁ କରୋନା, ସତର୍କ ରହିବାକୁ ସ୍ବାସ୍ଥ୍ୟବିଭାଗର ନିର୍ଦ୍ଦେଶ

ବେଜିଂ,୨୩।୨: ଚାଇନାରେ କୋଭିଡ ମହାମାରୀ ଅଳ୍ପ ମାତ୍ରାରେ ନିୟନ୍ତ୍ରଣ ହୋଇଛି, ହେଲେ ଏହା ସମ୍ପୂର୍ଣ୍ଣ ରୂପେ ଶେଷ ହୋଇନାହିଁ। ଜାନୁୟାରୀ ୮ ତାରିଖରୁ କୋଭିଡର ଏକ ନୂଆ ଭାରିଆଣ୍ଟ ଏକ୍ସବିବି.୧.୫ ଚିହ୍ନଟ ହୋଇଛି। ଏହା ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ଏହାର ୭ଟି ମାମଲା ସାମ୍ନାକୁ ଆସିଛି। ଅଧିକାରୀମାନେ କହିଛନ୍ତି ଯେ, କୋଭିଡ ଉପରେ ନିୟନ୍ତ୍ରଣ ପାଇଁ ଚାଇନା ବିଶ୍ୱର ଏକ ଉଦାହରଣ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଏତେ ଜନସଂଖ୍ୟା ମଧ୍ୟରେ ଆମେ କୋଭିଡକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ। ଏହା ପ୍ରକୃତରେ ପ୍ରଶଂସାର ଯୋଗ୍ୟ। କୋଭିଡକୁ ହରାଇ ଆମେ ବିଜୟ ହାସଲ କରିଛୁ। ତଥାପି ଏହା ସମ୍ପୂର୍ଣ୍ଣ ହୋଇନାହିଁ, ତେଣୁ ଆମକୁ ସତର୍କ ରହିବା ଆବଶ୍ୟକ। ଗତ ସପ୍ତାହରେ ଚାଇନାର ବରିଷ୍ଠ ନେତାମାନେ କୋଭିଡ ଉପରେ ଏକ ନିର୍ଣ୍ଣାୟକ ବିଜୟ ଘୋଷଣା କରି ବିଶ୍ୱର ସର୍ବନିମ୍ନ ମୃତ୍ୟୁ ହାର ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଭଳି ସୁଧୁରିବ ଦେଶର ଅର୍ଥବ୍ୟବସ୍ଥା, ନୂଆବର୍ଷ ବାର୍ତ୍ତାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଲେ ସୂଚନା…

କଲମ୍ବୋ,୧।୧ : ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂଘେ ରବିବାର କହିଛନ୍ତି ଯେ ନଗଦ ଅର୍ଥରାଶି ପାଇଁ ୨୦୨୩ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ କାରଣ ତାଙ୍କ...

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ‘ୟୁକ୍ରେନରୁ ବାହାରୁ ରୁଷିଆ’ ମିଳିତ ଜାତିସଂଘରେ ଯୁଦ୍ଧ ବିରୋଧରେ ପ୍ରସ୍ତାବ ପାସ, ଭୋଟିଂରୁ ଦୂରେଇ ରହିଲା ଭାରତ

ନ୍ୟୁୟର୍କ,୨୪ ।୨: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ କରାଯାଇଥିବା ଆକ୍ରମଣ ମଧ୍ୟରେ ଭାରତୀୟ ସମୟ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ମିଳିତ ଜାତିସଂଘର ସାଧାରଣ ସଭା(ୟୁଏନଜିଏ)ରେ...

ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି

ବିଶକେକ୍‌,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍‌ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

ପ୍ରଥମ ବ୍ୟାଚ୍‌ କରୋନା ଟିକା ପ୍ରସ୍ତୁତି ଶେଷ, ଜାଣନ୍ତୁ କେଉଁମାନଙ୍କୁ ପ୍ରଥମେ ଦିଆଯିବ ଏହି ଟିକା

ମସ୍କୋ,୧୬ା୮: ଶନିବାର ରୁଷିଆ କରୋନା ଟିକା ପ୍ରସ୍ତୁତ ଶେଷ କରିଛି ବୋଲି କହିଛି। ଏହାପୂର୍ବରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ମଙ୍ଗଳବାର ଘୋଷଣା କରିଥିଲେ ଯେ,...

୫୯ ବର୍ଷ ଧରି ବିପଦ ଶଙ୍କୁଳ ଅବସ୍ଥାରେ ବ୍ରିଜ୍‌ ପାରି ହେଉଛନ୍ତି ଲୋକେ

ଇସଲାମାବାଦ୍‌, ୧।୬: ପାକିସ୍ତାନରେ ରହିଛି ପୃଥିବୀର ସବୁଠାରୁ ବିପଦ ଶଙ୍କୁଳ ବ୍ରିଜ୍‌। ଏହା କାଠ ପଟା ଏବଂ ଲୁହା ଜଞ୍ଜିରରେ ନିର୍ମିତ। ୧୯୬୦ରେ ଏହି ଝୁଲା...

ତୁର୍କୀ ଭୂକମ୍ପ ମୃତ୍ୟୁସଂଖ୍ୟା ୪୮୦୦୦ ଟପିଲା

ଆଙ୍କାରା,୧୯ା୨: ଭୂକମ୍ପ ପ୍ରଭାବିତ ତୁର୍କୀରେ ଥିବା ଅଳିଆ ଗଦାରୁ ଉଦ୍ଧାରକାରୀ ଦଳମାନେ ଆଜି ମଧ୍ୟ ମୃତଦେହ ଉଦ୍ଧାର କରିଚାଲିଛନ୍ତି। କିଛି ପରିବାର ଆଶା ରଖିଛନ୍ତି, ସେମାନଙ୍କ...

ୟୁକ୍ରେନ୍‌ର ୪ ଅଞ୍ଚଳରେ ଗଣଭୋଟ

କିଭ୍‌/ମସ୍କୋ,୨୪ା୯: ମସ୍କୋ ଦଖଲରେ ଥିବା ୪ ଅଞ୍ଚଳ ଡୋନେସ୍କ, ଲୁହାନ୍‌ସ୍କ, ଖେରସୋନ ଓ ଜାପୋରିଝିଆ ରୁଷିଆରେ ସାମିଲ ହେବ ନା ପୂର୍ବବତ୍‌ ୟୁକ୍ରେନ୍‌ରେ ରହିବ ତାହା...

ମହାମାରୀ ସହ କାଟିବାକୁ ପଡିବ ନୂଆବର୍ଷ: ବିଲ୍ ଗେଟ୍ସ

ୱାଶିଂଟନ,୧୧ ।୧୨: କରୋନା ମହାମାରୀକୁ ନେଇ କମ୍ପୁଟର ଜଗତର ଅଗ୍ରଣୀ କମ୍ପାନୀ ମାଇକ୍ରୋସପ୍ଟର ଫାଉଣ୍ଡର ବିଲ୍ ଗେଟ୍ସ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି...

Advertisement
Archives

Model This Week