ଅନ୍ତର୍ଜାତୀୟ

ଦୁଇ ବର୍ଷ ଧରି ଭାରତରେ ଆମେରିକାର ରାଷ୍ଟ୍ରଦୂତଙ୍କ ପଦ ଖାଲି: ଏରିକ ଗାର୍ସେଟ୍ଟିଙ୍କ ନାମଙ୍କ ନାମକୁ ନେଇ ବିବାଦ…

ଓ୍ବାଶିଂଟନ,୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଏରିକ ଗାର୍ସେଟ୍ଟି ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହୋଇପାରିବେ। ତେବେ ତାଙ୍କ ନାମରେ ଆମେରିକା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୋଟ…

ରାଜ ମହଲରୁ ବେଦଖଲ ହେଲେ ହ୍ୟାରି-ମେଘାନ…

ଲଣ୍ଡନ,୨।୩ : ବ୍ରିଟେନର ରାଜପ୍ରାସାଦ ୱିଣ୍ଡସର ଇଷ୍ଟେଟରୁ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନଙ୍କୁ ବେଦଖଲ କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ବର୍ତ୍ତମାନ ବ୍ରିଟେନରେ ପ୍ରିନ୍ସ ହ୍ୟାରିଙ୍କର ରହିବା ପାଇଁ କୌଣସି ସ୍ଥାନ ନାହିଁ। ପ୍ରିନ୍ସ ହ୍ୟାରି…

ପାକିସ୍ତାନ ଆଙ୍କବାଦୀ ସଂଗଠନର ଘର: ନିକ୍କି ହେଲି…

ଓ୍ବାଶିଂଟନ,୨।୩ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମୂଳ ଭାରତୀୟ ନିକ୍କିି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ…

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଜବାବ ଦିଅନ୍ତୁ, ସୁରକ୍ଷା ପରିଷଦରେ କହିଲେ ରୁଚିରା…

ଜେନେଭା,୨।୩ : ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦ ବିସ୍ତାରକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚିନ୍ତା ପ୍ରକଟ କରିଛି। ଭାରତ ଜୋର ଦେଇଛି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶମାନଙ୍କୁ ଡକାଯାଇ ଏବଂ ସେମାନଙ୍କଚ ଏହି କାର୍ଯ୍ୟ ପାଇଁ ଉତ୍ତରଦାୟୀ…

ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ତାଙ୍କ ପ୍ରେମିକାଙ୍କ ସହ ଏକ…

ବୋଲା ଟିନୁବୁ ନାଇଜେରିଆ ରାଷ୍ଟ୍ରପତି

ଅବୁଜା, ୨।୩: ନାଇଜେରିଆର ଶାସକ ଅଲ୍‌ ପ୍ରୋଗ୍ରେସିଭ୍‌ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍‌ ଫାଦର୍‌’ ଭାବେ ପରିଚିତ ଏହି ୭୦…

ଦିନକୁ ୧୧ ମିନିଟ୍‌ ଚାଲିଲେ ଅକାଳ ମୃତ୍ୟୁ ଭୟ କମିବ

ଲଣ୍ଡନ୍‌, ୨।୩: ବୟସ ହେବା ପୂର୍ବରୁ ଘଟୁଥିବା ମୃତ୍ୟୁକୁ ଅକାଳ ବିୟୋଗ କୁହାଯାଏ। ବର୍ତ୍ତମାନ ସମୟରେ ଯୁବକ ତଥା ଯୁବତୀଙ୍କ ଅକାଳମୃତ୍ୟୁକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି। ଏ ପ୍ରକାର ବିପଜ୍ଜନକ ସ୍ଥିତିରୁ ନିଜକୁ ସୁରକ୍ଷିତ ରଖିବା ସକାଶେ…

କିଙ୍ଗ୍‌ ଚାଲର୍‌ସଙ୍କ ରାଜାଭିଷେକ ପାଇଁ ସଜଡ଼ା ହେଲା ୭୦୦ ବର୍ଷ ପୁରୁଣା ସିଂହାସନ

ଲଂଣ୍ଡନ, ୨।୩: ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ କରୋନେଶନ୍‌ କାର୍ଯ୍ୟକ୍ରମ ପାଇଁ ୭୦୦ ବର୍ଷ ପୁରୁଣା ରାଜକୀୟ ସିଂହାସନକୁ ସଜଡ଼ା ଯାଇଥିବା ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୬ରେ ଆବେଠାରେ କିଙ୍ଗ ଚାଲର୍‌ସ ଏବଂ କୁଇନ୍‌ କନସର୍ଟ…

୨ ଟ୍ରେନ୍‌ ଧକ୍କା: ୪୦ ମୃତ

ଲାରିସା,୨ା୩: ଗ୍ରୀସ୍‌ର ଲାରିସା ସହର ନିକଟରେ ମଙ୍ଗଳବାର ମଧ୍ୟରାତ୍ରିରେ ଦୁଇଟି ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୫ ଆହତ ହୋଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହାକୁ ଦେଶର ସବୁଠୁ…

ଆମେରିକା ବୈଦେଶିକ ବିଭାଗର ଚେତାବନୀ, ଟିଟିପିର ଲକ୍ଷ୍ୟ ପାକିସ୍ତାନ ସରକାରଙ୍କୁ ଖେବର ପଖତୁନଖ୍ୱାରୁ ବାହାର କରିବା

ଇସଲାମାବାଦ,୨ ।୩: ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି କି ତହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ଲକ୍ଷ୍ୟ ରହିଛି ପାକିସ୍ତାନ ସରକାରଙ୍କୁ ଖେବର ପଖତୁନଖ୍ୱାରୁ ବାହାର କରିଦେବା । ଏହାସହ ସେନା ଓ ସରକାର ବିରୋଧରେ ଆତଙ୍କବାଦୀ ଅଭିଯାନ କରି ସରିୟା ଆଇନର…

ଚାଇନାକୁ ଚେତାବନୀ ଦେଲା ପେଣ୍ଟାଗନ, ରୁଷିଆକୁ ସାହାଯ୍ୟ କଲେ ବିନାଶକାରୀ ହେବ ଫଳାଫଳ

ୱାଶିଂଟନ,୨ ।୩: ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗାନ କହିଛି, ସୂଚନା ମିଳିଛି କି ଚାଇନା ୟୁକ୍ରେନ ବିରୋଧ ଯୁଦ୍ଧରେ ରୁଷିଆକୁ ସହଯୋଗ କରିବାକୁ ବିଚାର କରୁଛି । ପେଣ୍ଟାଗନର ପ୍ରେସ ସଚିବ ବ୍ରିଗେଡିୟର ଜେନରାଲ ପ୍ୟାଡ ରାଇଡର କହିଛନ୍ତି, ଏହା ବିନାଶକାରୀ…

କଏଦୀଙ୍କୁ ଅଶ୍ଳୀଳ ଫଟୋ ପଠାଉଥିଲେ ମହିଳା ପୋଲିସ, ପ୍ରତିବଦଳରେ ନେଇଛନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ,୧ା୩: କଏଦୀମାନଙ୍କୁ କିପରି ଜେଲ୍‌ ଭିତରକୁ ମୋବାଇଲ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭିତରେ ଥାଇ ଅପରାଧ ଦୁନିଆରେ ଆତଙ୍କ ସୃଷ୍ଟି କରୁଛନ୍ତି, ତାହା ବହୁବାର ଦେଖିଥିବେ ବା ଶୁଣିଥିବେ। ବ୍ରିଟେନରେ ଠିକ୍‌ ଏହିଭଳି ଏକ ଘଟଣା ଘଟିଛି। ଯାହା ସମସ୍ତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri