ପାକିସ୍ତାନ ଆଙ୍କବାଦୀ ସଂଗଠନର ଘର: ନିକ୍କି ହେଲି…

ଓ୍ବାଶିଂଟନ,୨।୩ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମୂଳ ଭାରତୀୟ ନିକ୍କିି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନର ଘର ପାଲଟିଛି। ତେଣୁ ଏହା ଆମେରିକାରୁ ଆଦୌ ଆର୍ଥିକ ସହାୟତା ପାଇବା ଉଚିତ ନୁହେଁ।

ଏହାପୂର୍ବରୁ ସେ ପାକିସ୍ତାନକୁ ପ୍ରଦାନ କରାଯାଉଥିବା ଆମେରିକା ସହାୟତାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ଗତ ବର୍ଷ ଆମେରିକା ୪୬ ବିଲିୟନ ଆମେରିକୀୟ ଡଲାର ବିଦେଶୀ ସହାୟତା ପାଇଁ ଖର୍ଚ୍ଚ କରିଥିଲା। ଏହି ସହାୟତା ଚାଇନା, ପାକିସ୍ଥାନ ଏବଂ ଇରାକ ଭଳି ଦେଶକୁ ଯାଇଥିଲା। ସେ କହିଛନ୍ତି ଯେ ଆମେରିକୀୟ ଟିକସଦାତାଙ୍କର ଏହି ଟଙ୍କା କୁଆଡେ ଯାଉଛି ଜାଣିବାର ଅଧିକାର ଅଛି। ନିକ୍କିଙ୍କ ଅନୁଯାୟୀ, ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପାକିସ୍ତାନକୁ ସାମରିକ ସହାୟତା ଆରମ୍ଭ କରିଛନ୍ତି। ଏହି ଦେଶରେ ଅତି କମରେ ଏକ ଡଜନ ଆତଙ୍କବାଦୀ ସଂଗଠନ ଘର କରିଛନ୍ତି ଏବଂ ଏହାର ସରକାର ଚାଇନା ସହିତ ଘନିଷ୍ଠ ସମ୍ପର୍କରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ...

ଚାଇନା ସହ ସମ୍ପର୍କକୁ ନେଇ ଟିକଟକ ସିଇଓଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଚରା ଉଚରା

ୱାଶିଂଟନ,୨୪ ।୩: ଆମେରିକାରେ ବଢି ଚାଲିଥିବା ସୁରକ୍ଷା ଚିନ୍ତା ଓ ଟିକଟକ କମ୍ପାନୀ ଉପରେ ଚାଇନ ସହ ସମ୍ଭାବିତ ପ୍ରଭାବ ମଧ୍ୟରେ ଟିକଟକର ସିଇଓ ଶାଉ...

ଘଣ୍ଟାଏରେ ୨ ଥର ଥରିଲା ନେପାଳ…

କାଠମାଣ୍ଡୁ,୨୮।୧୨ : ବୁଧବାର ବିଳମ୍ବିତ ରାତିରେ ନେପାଳରେ ଏକ ଘଣ୍ଟା ମଧ୍ୟରେ ଦୁଇ ଥର ଭୂକମ୍ପ ଘଟିଛି। ନ୍ୟାଶନାଲ ଭୂକମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର...

ଆମେରିକାରେ ଜଳ ତାଣ୍ଡବ: ୩୦ ମୃତ

ନ୍ୟୁୟର୍କ, ୩ା୯:ଘୂର୍ଣ୍ଣିଝଡ଼ ‘ଇଦା’ ପ୍ରଭାବରେ ଆମେରିକାର ନ୍ୟୁୟର୍କ, ନ୍ୟୁଜର୍ସି, ପେନ୍‌ସିଲଭାନିଆ ସହରରେ ବର୍ଷା ରେକର୍ଡ ଭାଙ୍ଗିଛି। ଏଥିଯୋଗୁ ସେଠାରେ ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତାଘାଟ ଭାସି...

ଏଠାରେ ହାରୁଛି କରୋନା: ୧୦୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ

ଓ୍ବିଲିଙ୍ଗଟନ, ୯।୮: ସାରା ପୃଥିବୀରେ ପ୍ରତିଦିନ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ନ୍ୟୁଜିଲାଣ୍ଡରେ କରୋନା ପରାଜିତ ହୋଇଛି। ଗତ ୧୦୦ ଦିନ...

ଶିକ୍ଷା ବଜେଟ କମାଇଛନ୍ତି ୬୫% ଦେଶ

ନୂଆଦିଲ୍ଲୀ, ୧।୩: କରୋନା ମହାମାରୀ ପରେ ୬୫ ପ୍ରତିଶତ ନିମ୍ନ ଏବଂ ନିମ୍ନ-ମଧ୍ୟମ ଆୟକାରୀ ଦେଶ ସେମାନଙ୍କ ଶିକ୍ଷା ବଜେଟ ହ୍ରାସ କରିଛନ୍ତି। କେବଳ କମ୍‌...

ଚିନ୍ତାରେ ଏକଛତ୍ରବାଦୀ ଶାସକ କିମ

ପ୍ୟୋଙ୍ଗୟଙ୍ଗ,୧୬।୫: ଉତ୍ତର କୋରିଆରେ କରୋନା ଦ୍ରୁତ ଗତିରେ ମାଡିଚାଲିଛି। କରୋନା ବୃଦ୍ଧି ହେତୁ ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଚିନ୍ତାରେ ପଡିଯାଇଛନ୍ତି। କରୋନା ମଧ୍ୟରେ...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ ହେବ ମର୍ସ ପ୍ରତିଷେଧକ ଟୀକା: ମୂଷାଠାରେ ସଫଳତାର ସହ ପରୀକ୍ଷଣ !

ଓ୍ବାଶିଂଟନ,୮।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

Advertisement
Archives

Model This Week