ଅନ୍ତର୍ଜାତୀୟ

ସିଲିକନ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହେବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଚିନ୍ତିତ …

ଜେରୁଜେଲମ,୧୨।୩ : ଆମେରିକାର ସିଲିକନ ଭ୍ୟାଲି ବ୍ୟାଙ୍କ (ଏସଭିବି)ର ଦେବାଳିଆ ଖବର ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଏହା ଆମେରିକାର ୧୬ ତମ ବୃହତ୍ତମ ବ୍ୟାଙ୍କ ଥିଲା। ୨୦୦୮ର ମହାମାନ୍ଦାବସ୍ଥା ସମୟରେ ୱାଶିଂଟନ ମ୍ୟୁଚୁଆଲ ଏବଂ ଲେହମାନ ବ୍ରଦର୍ସଙ୍କ ପତନ…

ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ସଙ୍କଟ: ସପ୍ତାହରେ ୨ ଲକ୍ଷରୁ ଅଧିକ ଅସୁସ୍ଥ…

ବ୍ୟାଙ୍କକ,୧୨।୩ : ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହା ଯୋଗୁ ଆକାଶରେ କୁହୁଡ଼ିର ଏକ ଆସ୍ତରଣ ବ୍ୟାପିଛି। ଲୋକମାନେ ବିଷାକ୍ତ ବାୟୁରେ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି । ଦେଶରେ ବାୟୁ ପ୍ରଦୂଷଣ ଏତେ ଖରାପ ହୋଇଛି…

୨୦୨୭ରେ ତାଇଓ୍ବାନ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି…

ବେଜିଂ,୧୨।୩ : ତାଇୱାନକୁ ନେଇ ଆମେରିକା ସହିତ ତିକ୍ତତା ବୃଦ୍ଧି ମଧ୍ୟରେ ଚାଇନା ସୈନ୍ୟମାନେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଆଇନ ପାଇଁ ଦାବି କରୁଛନ୍ତି। ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ହଂକଂର ଖବରକାଗଜ…

ରୁଷିଆକୁ ଝଟ୍‌କା: ୨୪ ଘଣ୍ଟାରେ ୨୨୧ ସୈନ୍ୟ ମୃତ,୩୧୪ ଆହତ…

ମସ୍କୋ,୧୨।୩ : ଗତ ୨୪ଘଣ୍ଟା ମଧ୍ୟରେ ପୂର୍ବ ୟୁକ୍ରେନ ସହର ବାଖମୁତରେ ରୁଷିଆ ସେନାକୁ ବଡ଼ ଝଟ୍‌କା ଲାଗିଛି। ଏଠାରେ ୫୦୦ରୁ ଅଧିକ ରୁଷିଆ ସୈନିକ ନିହତ କିମ୍ବା ଆହତ ହୋଇଛନ୍ତି। ୟୁକ୍ରେନ ସେନାର ମୁଖପାତ୍ର ଏନେଇ ସୂଚନା ପ୍ରଦାନ କରିଛନ୍ତି।…

ଚାଇନା ଉପରେ ଲାଗିବ ଲଗାମ: ମାର୍ଚ୍ଚ ୧୩ରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ ଔକସ ଚୁକ୍ତି…

ଓ୍ବାଶିଂଟନ/ମେଲବୋର୍ନ/ ଲଣ୍ଡନ,୧୨।୩ : ମାର୍ଚ୍ଚ ୧୩ରେ ଆମେରିକା ଏବଂ ବ୍ରିଟେନ ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି। ଚାଇନାକୁ ରୋକିବା ପାଇଁ ଏହି ଦୁଇ ଦେଶ ଅଷ୍ଟ୍ରେଲିଆକୁ ବିପଜ୍ଜନକ ଅସ୍ତ୍ର ଯୋଗାଇ ଦେବେ। ଏହି ବୁଡ଼ାଜାହାଜ ଚୁକ୍ତିରେ ଆମେରିକାର ରାଷ୍ଟ୍ରପତି ଜୋ…

ଫ୍ରାନ୍ସ ସିନେଟରେ ବିବାଦୀୟ ପେନସନ ବିଲକୁ ମଞ୍ଜୁରୀ…

ପ୍ୟାରିସ,୧୨।୩ : ପେନସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାର ଆଣିଥିବା ବିଲକୁ ସିନେଟ ଅନୁମୋଦନ କରିଛି। ଶନିବାର ବିଳମ୍ବିତ ରାତିରେ ସିନେଟ ଏହି ସଂସ୍କାର ବିଲ ଅନୁମୋଦନ କରିବାକୁ ଭୋଟ ଦେଇଥିଲା। ମାକ୍ରୋନଙ୍କର ଦ୍ୱିତୀୟ…

୩ ବର୍ଷ ମଧ୍ୟରେ ଚାଇନା ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ରୁହନ୍ତୁ ଅଷ୍ଟ୍ରେଲିଆ ସରକାର…

ମେଲବୋର୍ନ,୧୨।୩ : ଅଷ୍ଟ୍ରେଲିଆରେ ପ୍ରକାଶିତ ଦୁଇଟି ପ୍ରମୁଖ ଖବରକାଗଜର ମିଳିତ ରିପୋର୍ଟରେ ପ୍ରଧାନମନ୍ତ୍ରୀ ଆଲବାନେ ସରକାରଙ୍କୁ ଚାଇନା ସହିତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି। ସିଡନୀ ମର୍ନିଂ ହେରାଲ୍ଡ ଏବଂ ଦ ଏଜର ଏହି ରିପୋର୍ଟର ନାମ ‘ରେଡ…

ତାଇଓ୍ବାନକୁ ନେଇ ଚାଇନା-ଆମେରିକା ମୁହାଁମୁହିଁ, ଚାଇନା ଜାହାଜ ବୁଡ଼ାଇବାକୁ ଯୋଜନା…

ବେଜିଂ/ଓ୍ବାଶିଂଟନ,୧୨।୩ : ଆମେରିକାର ଜଣେ ବରିଷ୍ଠ ଜେନେରାଲ ପରାମର୍ଶ ଦେଇଛନ୍ତି ଯେ ଚାଇନା ତାଇୱାନକୁ ଘେରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଆମକୁ ଚାଇନାର ଜାହାଜକୁ ସମୁଦ୍ରରେ ବୁଡ଼ାଇବାକୁ ପଡ଼ିବ। ଆମେରିକାର ପ୍ରଶାନ୍ତ ବାୟୁସେନାର କମାଣ୍ଡର ଜେନେରାଲ କେନେଥ ୱିଲବାକ ଏପରି…

‘ଭାରତ ଖୁସିରେ ଘୋଷଣା କରୁଛି ପାକିସ୍ତାନର ବିନାଶ’, ଇମ୍ରାନ କହିଲେ ଆମ ପିଲାଙ୍କର ଭବିଷ୍ୟତ ନାହିଁ

ଇସଲାମାବାଦ,୧୨ ।୩: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ମୁଖ୍ୟ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶନିବାର ଜିଲ-ଏ-ଶାହର ଇସାଲ-ଏ-ସବାବ ପାଇଁ ଏକ ସଭାକୁ ସମ୍ବୋଧିତ କରି ଭାରତୀୟ ଟେଲିଭିଜନ ମିଡିଆ ସମ୍ପର୍କରେ କଥା ହୋଇଛନ୍ତି । ସେ କହିଛନ୍ତି ପାକିସ୍ତାନର ପରିସ୍ଥିତି…

ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ର‌୍ୟାପର କୋଷ୍ଟା ଟିଚଙ୍କ ପରଲୋକ, ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଭିଡିଓ

ଜୋହାନସବର୍ଗ,୧୨ ।୩: ଦକ୍ଷିଣ ଆଫ୍ରିକାର ର‌୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି । ତାଙ୍କୁ ମାତ…

ସାଂସଦଙ୍କ ଦାବି, ପ୍ରତିବର୍ଷ ୭୦ ହଜାର ଆମେରିକୀୟଙ୍କୁ ହତ୍ୟା କରୁଛି ଚାଇନା

ୱାଶିଂଟନ,୧୨ ।୩: ଆମେରିକା ସାଂସଦ ମାଇକ ଗାଲାଗହେର ଦାବି କରିଛନ୍ତି ଯେ ପ୍ରତିବର୍ଷ ଚାଇନା ୭୦,୦୦୦ ଆମେରିକୀୟଙ୍କୁ ହତ୍ୟା କରୁଛି । ତିବ୍ୱତ ଉପରେ ଚାଇନାର ଆକ୍ରମଣ ବିରୋଧରେ ଚାଇନା ଦୂତାବାସ ବାହାରେ ୱାଶିଂଟନରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ…

ଇଣ୍ଡୋନେସିଆର ମାଉଣ୍ଟ ମେରାପି ଜ୍ୱାଳାମୁଖି ଫାଟିବାରୁ ଗାଁ, ସଡ଼କରେ ଧୂଆଁ ଆଉ ନିଆଁ

ଜାକର୍ତ୍ତା,୧୨ ।୩: ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖି ମଧ୍ୟରୁ ଅନ୍ୟତମ ଇଣ୍ଡୋନେସିଆର ମାଉଣ୍ଟ ମେରାପି ଶନିବାର ଫାଟି ଯାଇଛି । ଫଳରେ ଏହା ନିକଟରେ ଥିବା ଗାଁରେ ଧୂଆ ଓ ନିଆଁ ଖେଳେଇ ହୋଇଯାଇଛି । ଏକ ରିପୋର୍ଟ ଅନୁଯାୟୀ, ମେରାପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri