ଇଣ୍ଡୋନେସିଆର ମାଉଣ୍ଟ ମେରାପି ଜ୍ୱାଳାମୁଖି ଫାଟିବାରୁ ଗାଁ, ସଡ଼କରେ ଧୂଆଁ ଆଉ ନିଆଁ

ଜାକର୍ତ୍ତା,୧୨ ।୩: ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖି ମଧ୍ୟରୁ ଅନ୍ୟତମ ଇଣ୍ଡୋନେସିଆର ମାଉଣ୍ଟ ମେରାପି ଶନିବାର ଫାଟି ଯାଇଛି । ଫଳରେ ଏହା ନିକଟରେ ଥିବା ଗାଁରେ ଧୂଆ ଓ ନିଆଁ ଖେଳେଇ ହୋଇଯାଇଛି । ଏକ ରିପୋର୍ଟ ଅନୁଯାୟୀ, ମେରାପି ଜ୍ୱାଳାମୁଖି ବୈଧଶାଳା ଅନୁମାନ ଲଗାଇଛି ଯେ ନିଆଁର ବାଦଲ ଶିଖରରୁ ୯,୬୦୦ ଫୁଟ (୩,୦୦ ମିଟିର) ଉପରକୁ ଚାଲିଯାଇଥିଲା ।
ସ୍ଥାନିୟ ଟେଲିଭିଜନରେ ପ୍ରସାରିତ ଛିତ୍ରରେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ନିକଟ ଜାଭା ଦ୍ୱିପରେ ଫାଟିଥିବା ଏହି ଜ୍ୱାଳାମୁଖି ନିକଟରେ ଥିବା ଏକ ଗାଁରେ ଥିବା ଘର ଓ ସଡ଼କ ପାଉଁଶରେ ଘୋଡାଇ ହୋଇଯାଇଥିବା ଦେଖାଯାଇଥିଲା । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ମୁଖପାତ୍ର ଅବୁଲ ମୁହରି କହିଛନ୍ତି, ଗରମ ବାଦଲର ଏକ ସ୍ତମ୍ଭ ୧୦୦ ମିଟର ଆକାଶକୁ ଉଠିଥିଲା । ବିସ୍ଫୋରଣ ପରେ ଅଧିକାରୀମାନେ କ୍ରେଟରେ ସାତ କିଲୋମିଟରର ଏକ ପ୍ରତିବନ୍ଧିତ କ୍ଷେତ୍ର ସ୍ଥାପନ କରିଥିଲେ, ଯାହା ଦିନ ୧୨ଟା ୧୨ ସୂଚନା ଦେଇଥିଲା ।
ଏଜେନ୍ସିର ପ୍ରବକ୍ତା ଅବଦୁଲ ମୁହରିି ଏକ ବୟାନରେ କହିଛନ୍ତି ମାଉଣ୍ଟ ମୋରାପି ବିସ୍ଫୋରଣରେ ସମ୍ଭାବିତ ବିପଦର ଅନୁମାନ ଲଗାଇବାକୁ, ଜନତାଙ୍କୁ ସମ୍ଭାବିତ ବିପଦ ଥିବା ଅଞ୍ଚଳରେ କୌଣସି ପ୍ରକାର ଗତିବିଧିକୁ ଅଟକାଇବାକୁ ପରାମର୍ଶ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍‌ଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଇମ୍ରାନ ସରକାର ଦେବେ ୧୦କୋଟି ଟଙ୍କା

ଇସ୍‌ଲାମାବାଦ,୨୪।୬: ପାକିସ୍ତାନର ଇସ୍‌ଲାମାବାଦରେ ପ୍ରଥମ ଥର ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ପ୍ରାୟ ୧୦କୋଟି ଟଙ୍କାରେ ତିଆରି ହେବାକୁ ଥିବା କୃଷ୍ଣଙ୍କ ମନ୍ଦିରର ନିର୍ମାଣ...

ଇରାନ ସମର୍ଥିତ ଇସ୍‌ଲାମିକ ଜେହାଦ

ତେଲ ଆଭିଭ୍‌, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍‌ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ...

ଚାଇନାରେ କରୋନା ଅଣାୟତ୍ତ, ମାତାପିତାଙ୍କଠାରୁ ପିଲାଙ୍କୁ ଅଲଗା କରୁଛନ୍ତି ସରକାର…

ବେଜିଂ, ୨।୪ : ଚାଇନାକୁ ପୁଣି ୨ ବର୍ଷ ପରେ କରୋନା ଫେରିଛି। ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣ ବଢୁଥିବାରୁ ସରକାର...

ଇସଲାମାବାଦରେ ପୁଣି ବିସ୍ଫୋରଣ: ଜଣେ ପୋଲିସ କର୍ମୀ ନିହତ

ଇସଲାମାବାଦ,୨୩ା୧୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ନିହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେବାର...

ଅମ୍ଫନ୍‌ ବାତ୍ୟା ଯୋଗୁ ଭାରତ-ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ ହେବା ଆଶଙ୍କା: ୟୁନିସେଫ୍‌

ଜେନେଭା,୨୧।୫: ବୁଧବାର ଅମ୍ଫନ୍‌ ବାତ୍ୟା ଭାରତ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟା ଯୋଗୁ ଭାରତ ଏବଂ ବାଂଲାଦେଶରେ କୋଟିଏ ୯୦ ଲକ୍ଷ ଶିଶୁ ପ୍ରଭାବିତ...

ଘର ଶିଡ଼ିରୁ ଖସି ପଡ଼ିଲେ ପୁଟିନ୍‌…

ମସ୍କୋ,୪।୧୨ : ରୁଷିଆର ରାଷ୍ଟ୍ରପତି ୭୦ ବର୍ଷ ବୟସ୍କ ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କେତେକ ରିପୋର୍ଟରେ ତାଙ୍କୁ କର୍କଟ ରୋଗରେ...

ଚାଇନାକୁ ଚେତାବନୀ ଦେଲା ପେଣ୍ଟାଗନ, ରୁଷିଆକୁ ସାହାଯ୍ୟ କଲେ ବିନାଶକାରୀ ହେବ ଫଳାଫଳ

ୱାଶିଂଟନ,୨ ।୩: ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗାନ କହିଛି, ସୂଚନା ମିଳିଛି କି ଚାଇନା ୟୁକ୍ରେନ ବିରୋଧ ଯୁଦ୍ଧରେ ରୁଷିଆକୁ ସହଯୋଗ କରିବାକୁ ବିଚାର କରୁଛି...

ମାଗଣାରେ ଖାଇବାକୁ ଡେଟ୍‌ରେ ଯାଆନ୍ତି ଯୁବତୀ

କାଲିଫର୍ନିଆ: ବିବାହ ବା ରିଲେଶପଶିପରେ ରହିବା ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ପୁଅ-ଝିଅ ଡେଟିଂରେ ଯାଉଥିବା କଥା କିଛି ନୂଆ ନୁହେଁ। ଅନ୍‌ଲାଇନ୍‌ ଡେଟିଂ ଆପ୍‌ରୁ...

Advertisement
Archives

Model This Week