ଇମ୍ରାନ୍ଙ୍କ ଘର ପାଲଟିଲା ଯୁଦ୍ଧ କ୍ଷେତ୍ର: ପୋଲିସ-ସମର୍ଥକ ଧସ୍ତାଧସ୍ତି…
ଇସଲାମାବାଦ,୧୫।୩ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ସରକାରଙ୍କ ପାଇଁ ଏକ ସମ୍ମାନର ବିଷୟ ପାଲଟିଛି। ଏହି କାରଣରୁ ବର୍ତ୍ତମାନ ପାକିସ୍ତାନ ପୋଲିସ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଦ୍ୱିଧା କରୁନାହିଁ। ମଙ୍ଗଳବାର ସନ୍ଧ୍ୟାରେ…
ଜର୍ମାନୀ ଏବେ ବି ଦଖଲରେ, ସ୍ବତନ୍ତ୍ର ନିଷ୍ପତ୍ତି ନେବାକୁ ଅସମର୍ଥ, ନର୍ଡ ଷ୍ଟ୍ରିମ ପାଇପଲାଇନ ବିସ୍ଫୋରଣରେ ଆମେରିକାର ହାତ: ପୁଟିନ…
ମସ୍କୋ,୧୫।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବାସ୍ତବରେ, ସେ ଦାବି କରିଛନ୍ତି ଯେ ଜର୍ମାନୀ ଏବେବି ଦଖଲରେ ଅଛି ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆତ୍ମସମର୍ପଣ କରିବା ପରଠାରୁ ସ୍ବତନ୍ତ୍ର ଭାବେ ନିଷ୍ପତ୍ତି ନେବାକୁ ଅସମର୍ଥ।…
ପାର୍କରେ କୁକୁର ବୁଲାଉ ଥିବାରୁ ପ୍ରଧାନମନ୍ତ୍ରୀ ସୁନକଙ୍କୁ ତାଗିଦ୍ କଲେ ପୋଲିସ…
ଲଣ୍ଡନ,୧୫।୩ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପୋଷା କୁକୁର କାରଣରୁ ହଟହଟା ହୋଇଛନ୍ତି। ଋଷି ସୁନାକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୁର୍ତ୍ତି ସେଣ୍ଟ୍ରାଲ ଲଣ୍ଡନର ହାଇଡ ପାର୍କରେ ବିନା ବେଲ୍ଠରେ କୁକୁରରେ ବୁଲାଉଥିଲେ। ଏହି ପାର୍କରେ, ଯଦି…
ଅରୁଣାଚଳ ଉପରେ ଚାଇନାର ଦାବିକୁ ଆମେରିକା କଲା ଖଣ୍ଡନ…
ଓ୍ବାଶିଂଟନ,୧୫।୩ : ଆମେରିକା ଚାଇନା ଏବଂ ଅରୁଣାଚଳ ପ୍ରଦେଶକୁ ବିଭାଜନ କରୁଥିବା ମ୍ୟାକମାହନ ଲାଇନକୁ ଅନ୍ତର୍ଜାତୀୟ ସୀମା ଭାବରେ ବିବେଚନା କରିଛି। ଏହି ପ୍ରସଙ୍ଗରେ ଆମେରିକା ସଂସଦରେ ଏକ ଦ୍ୱିପାକ୍ଷିକ ସଂକଳ୍ପ ଉପସ୍ଥାପିତ ହୋଇଛି, ଯେଉଁଥିରେ ଅରୁଣାଚଳ ପ୍ରଦେଶ ଭାରତର ଏକ…
ମତେ ଜେଲ ପଠାଇବା ଲଣ୍ଡନ ଯୋଜନାର ଏକ ଷଡ଼ଯନ୍ତ୍ର: ନଓ୍ବାଜଙ୍କୁ ଇମ୍ରାନ୍ଙ୍କ ସମାଲୋଚନା…
ଇସଲାମାବାଦ,୧୫।୩ : ପୂର୍ବତନ ପାକିସ୍ତାନ ଇମ୍ରାନ ଖାନଙ୍କ ମୁଣ୍ଡ ଉପରେ ଏବେ ଗିରଫଦାରୀ ଖଣ୍ଡା ଝୁଲୁଛି। ଗତ ସପ୍ତାହରେ ପିଟିଆଇ ସମର୍ଥକ ଏବଂ ପାକିସ୍ତାନ ପୋଲିସ ମଧ୍ୟରେ ଇମ୍ରାନଙ୍କ ଘର ବାହାରେ ଧସ୍ତାଧସ୍ତିରେ ଦଶହଜାର ପାଖାପାଖି କାର୍ଯ୍ୟକର୍ତ୍ତା ଆହତ ହୋଇଥିଲେ ଏବଂ…
ସୁଖୋଇ-୨୭ ସହିତ ରିପର ଡ୍ରୋନ ଧକ୍କା: ରୁଷିଆ-ଆମେରିକା ମୁହାଁମୁହିଁ…
ମସ୍କୋ/ଓ୍ବାଶିଂଟନ,୧୫।୩ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ କୃଷ୍ଣ ସାଗରରେ ଘଟିଥିବା ଘଟଣା ସମଗ୍ର ବିଶ୍ୱର ନିଦ ହଜାଇ ଦେଇଛି। ବାସ୍ତବରେ ରୁଷିଆର ସୁଖୋଇ -୨୭ ବିମାନର ଅନ୍ତର୍ଜାତୀୟ ମଞ୍ଚରେ ଆମେରିକାର ରେପର୍ ଡ୍ରୋନ ସହିତ ମୁହାଁମୁହିଁ ହେବାର ଖବର ରହିଛି। ତେବେ…
ସେମାନେ ମୋତେ ଜେଲରେ ହତ୍ୟା କରିବେ
ଲାହୋର/ଇସ୍ଲାମାବାଦ,୧୫ା୩: ବହୁଚର୍ଚ୍ଚିତ ତୋଶାଖାନା ମାମଲାରେ ପାକିସ୍ତାନର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ମୁଣ୍ଡ ଉପରେ ଗିରଫଦାରି ଖଣ୍ଡା ଝୁଲୁଛି। ପୋଲିସ ଇମ୍ରାନ୍ଙ୍କୁ ଗିରଫ କରିବା ପାଇଁ ମଙ୍ଗଳବାର ଲାହୋରସ୍ଥିତ ତାଙ୍କ ଜମାନ୍ ପାର୍କ ବାସଭବନରେ ପହଞ୍ଚତ୍ଥିଲା। ସେଠାରେ ଉପସ୍ଥିତ ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍…
୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେଲେ ରୁଷୀୟ ସୈନ୍ୟ
କିଭ୍, ୧୫ା୩: ୟୁକ୍ରେନ୍ରେ ରୁଷୀୟ ସୈନ୍ୟ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ରୁଷିଆର ୨ଜଣ ସେନା ଅଧିକାରୀ ୪ ବର୍ଷର ଝିଅକୁ ଯୌନ ନିର୍ଯାତନା ଦେବା ସହ ତାଙ୍କ ମା’ଙ୍କୁ ଗଣବଳାତ୍କାର କରିଥିବା ୟୁକ୍ରେନ୍…
ଯୁଦ୍ଧ ହାରିଲେ ପଦଚ୍ୟୁତ ହେବେ ପୁଟିନ୍
ମସ୍କୋ, ୧୫ା୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ରୁଷିଆ ପରାଜିତ ହେଲେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ପଦଚ୍ୟୁତ ହେବାକୁ ପଡ଼ିବ ବୋଲି ପୂର୍ବତନ କୂଟନୀତିଜ୍ଞ ବୋରିସ୍ ବୋନ୍ଦାରେଭ ଏକ ସାକ୍ଷାତ୍କାରରେ ନିଜ ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି ଯେ, ରୁଷିଆ ପରାଜିତ ହେଲେ ପୁଟିନ୍ଙ୍କୁ…
ଡ୍ରୋନ୍ ଘଟଣା ପରେ ରୁଷିଆକୁ ଚେତାବନୀ ଦେଲା ଆମେରିକା
ଓ୍ବାଶିଂଟନ,୧୫।୩: ରୁଷିଆ ଏବଂ ଆମେରିକା ମଧ୍ୟରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ଦୁର୍ଘଟଣାକୁ ନେଇ ଆମେରିକା ରୁଷିଆକୁ ଖୋଲାଖୋଲି ଚେତାବନୀ ଦେଇଛି।…
ରୁଷିଆ ଜେଟ୍-ଆମେରିକା ଡ୍ରୋନ୍ ମଧ୍ୟରେ ମୁହାଁମୁହିଁ ଧକ୍କା
ମସ୍କୋ,୧୫।୩: ରୁଷିଆ ଏବଂ ଆମେରିକାର ତିକ୍ତତା ମଧ୍ୟରେ ଆଉ ଏକ ବଡ ଖବର ଆସିଛ। ଆମେରିକାର ସୈନ୍ୟବାହିନୀ ଅନୁଯାୟୀ, କୃଷ୍ଣ ସାଗରରେ ରୁଷିଆର ଏସ୍ୟୁ-୨୭ ଯୁଦ୍ଧ ବିମାନ ଏବଂ ଆମେରିକାର ଏମ୍କ୍ୟୁ-୯ ରେପର୍ ଡ୍ରୋନ୍ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ପରେ…
ବନ୍ଧୁକ ସଂସ୍କୃତି ରୋକିବା କାର୍ଯ୍ୟକାରୀ ଆଦେଶକୁ ମଞ୍ଜୁରୀ ଦେବେ ବାଇଡେନ…
ଓ୍ବାଶିଂଟନ,୧୪।୩ : ଆମେରିକାରେ ବଢୁଥିବା ବନ୍ଧୁକ ସଂସ୍କୃତିକୁ ରୋକିବା ପାଇଁ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ପ୍ରସ୍ତୁତ ହେଉଛନ୍ତି। ବନ୍ଧୁକ ଅପବ୍ୟବହାରକୁ ରୋକିବା ପାଇଁ ରାଷ୍ଟ୍ରପତି ଏକ କାର୍ଯ୍ୟକାରୀ ଆଦେଶରେ ଦସ୍ତଖତ କରି ଏହାକୁ ମଞ୍ଜୁରୀ ଦେବାର ଯୋଜନା ରହିଥିବା ଚର୍ଚ୍ଚା…
Archives


