ଅନ୍ତର୍ଜାତୀୟ

ପାକିସ୍ତାନରେ ଗୋଟିଏ ମାସରେ ଦ୍ୱିତୀୟ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା

ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର ବିରବଲ ଜେନାନି କିଲ୍‌ୟାରିଙ୍କୁ ଏକ୍ସପ୍ରେସ ୱେ ନିକଟରେ ଗୁଳି କରାଯାଇଛି । ଫଳରେ…

ଟ୍ରମ୍ପଙ୍କ ବିରୋଧରେ ଚାଲିବ ମାମଲା

ନ୍ୟୁୟର୍କ,୩୧।୩: ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ମାମଲାରେ ଟ୍ରମ୍ପଙ୍କ ଅଡୁଆ ଆହୁରି ବୃଦ୍ଧି ପାଇଛି। ଏହି ମାମଲାରେ ଏବେ ତାଙ୍କ ନାଁରେ ମୋକଦ୍ଦମା ଚାଲିବ। ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି, ଯିଏ ଅପରାଧିକ ମାମଲାର ସମ୍ମୁଖୀନ ହୋଇଛନ୍ତି।…

୩ ମାସ ପରେ ବ୍ରାଜିଲ ଫେରିଲେ ପୂର୍ବତନ ରାଷ୍ଟ୍ରପତି

ବ୍ରାସିଲିଆ, ୩୦।୩: ପୂର୍ବତନ ରାଷ୍ଟ୍ରପତି ଜୈର ବଲସୋନାରୋ ଗୁରୁବାର ବ୍ରାଜିଲ ଫେରିଛନ୍ତି। ୩ ମାସ ଫ୍ଲୋରିଡାରେ ରହି ଫେରିବା ପରେ ବର୍ତ୍ତମାନ ବ୍ରାଜିଲ୍‌ର ରାଜନୈତିକ ମହୋଲ ସରଗରମ ହେବାରେ ଲାଗିଛି। ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ବଲସୋନାରୋ ଆମେରିକା ଚାଲିଯାଇଥିଲେ। ଗତ…

୨ ସେନା ହେଲିକପ୍ଟର ଧକ୍କା: ଚାଲିଗଲା ୯ ଜୀବନ

ଫର୍ଟ କ୍ୟାମ୍ପବେଲ୍‌, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ କେଣ୍ଟୁକିଠାରେ ଏହି ଦୁର୍ଘଟଣା ଘଟିଥିବା ସାମରିକ ମୁଖପାତ୍ର ନୋଣ୍ଡିସ୍‌ ଥୁର୍‌ମାନ କହିଛନ୍ତି। ଦୁର୍ଘଟଣାର…

କୋଭିଡ ପଜିଟିଭ୍‌ ସତ୍ତ୍ୱେ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା, ୩୦ ଦିନ ଯାଏ ସଂସଦରୁ ନିଲମ୍ବିତ

ଲଣ୍ଡନ,୩୦।୩: ବ୍ରିଟେନର ଏମ୍‌ପି ମାର୍ଗେଟ ଫେରିଅର୍‌ କରୋନାରେ ଆକ୍ରାନ୍ତ ଥିବା ସତ୍ତ୍ୱେ ଲଣ୍ଡନରୁ ଗ୍ଲାସ୍‌ଗୋକୁ ଟ୍ରେନରେ ଯାତ୍ରା କରିବା ପଡିଲା ମହଙ୍ଗା। ତାଙ୍କୁ ଲୋକ ସଭାରୁ ୩୦ ଦିନ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସଂସଦର ମାନକ କମିଟି କହିଛି ଯେ, ମାର୍ଗେଟ…

ଗୁପ୍ତଚର ଅଭିଯୋଗରେ ଖବରଦାତା ଅଟକ

ମସ୍କୋ,୩୦ା୩: ଗୁପ୍ତଚର ସନ୍ଦେହରେ ଆମେରିକାର ଖବରକାଗଜ ଓ୍ବାଲ ଷ୍ଟ୍ରିଟ୍‌ ଜର୍ନାଲର ଜଣେ ଖବରଦାତାଙ୍କୁ ଗୁରୁବାର ଅଟକ ରଖାଯାଇଥିବା ରୁଷିଆର ସୁରକ୍ଷା ଏଜେନ୍ସି ଏଫ୍‌ଏସ୍‌ବି କହିଛି। ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଏହା ବିଦେଶୀ ଖବରଦାତାଙ୍କ ବିରୋଧରେ ଏକ ପ୍ରମୁଖ ପଦକ୍ଷେପ ବୋଲି…

ରାହୁଲଙ୍କୁ ଧମକ ଦେଲେ ଲଳିତ ମୋଦି

ନୂଆଦିଲ୍ଲୀ/ଲଣ୍ଡନ,୩୦।୩: ମୋଦି ସାଙ୍ଗିଆକୁ ନେଇ ରାହୁଲ ଗାନ୍ଧୀ ଦେଇଥିବା ଆପତ୍ତିଜନକ ଟିପ୍ପଣୀକୁ ବିରୋଧ କରିଛନ୍ତି ଆଇପିଏଲ୍‌ର ପୂର୍ବତନ ମୁଖ୍ୟ ଲଳିତ ମୋଦି। ସେ ଇଂଲଣ୍ଡର ଅଦାଲତରେ ମାମଲା ରୁଜୁ କରିବେ ବୋଲି ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଲଳିତ ମୋଦି ଟୁଇଟ୍‌…

ଖଲିସ୍ତାନ ହିଂସା ମାମଲାରେ ୩ ଗିରଫ

ମେଲବୋର୍ନ,୩୦ା୩: ମେଲବୋର୍ନ ଇଷ୍ଟ ନେବରିଂ ପୋଲିସ ଟିମ୍‌ ୩ ଜଣଙ୍କୁ ଗିରଫ କରିଥିବା ଗୁରୁବାର ସୂଚନା ଦେଇଛି। ଜାନୁୟାରୀ ୨୯ରେ ଫେଡେରେଶନ ସ୍କୋୟାରରେ ଚାଲିଥିବା ଖଲିସ୍ତାନ ଉପନିର୍ବାଚନ କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତ ଥିବା ବେଳେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।…

ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍‌ ସଂସ୍କରଣ ପାଇଁ…

ଆମେରିକାରେ ୨ ସେନା ହେଲିକପ୍ଟର ମୁହାଁମୁହିଁ, ଟ୍ରେନିଂ ସମୟରେ ଦୁର୍ଘଟଣା…

ଓ୍ବାଶିଂଟନ,୩୦।୩ : ଆମେରିକାର କେଣ୍ଟୁକି ରାଜ୍ୟରେ ଦୁଇଟି ସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟଛି। ନ୍ୟୁୟର୍କ ଟାଇମ୍ସ ଗୁରୁବାର ସୈନ୍ୟବାହିନୀ ସୂଚନା ଆଧାରରେ ଏହି ଖବର ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି।…

ମୋବାଇଲ ଫୋନର ବ୍ୟବହାର ଆବଶ୍ୟକତାଠାରୁ ଅଧିକ କରୁଛନ୍ତି ଲୋକେ: ମୋବାଇଲ ଉଦ୍ଭାବକ ମାର୍ଟିନ କୁପର…

ଓ୍ବାଶିଂଟନ,୩୦।୩ : ମୋବାଇଲ ଫୋନ ଏକ ଅତ୍ୟନ୍ତ ଉପଯୋଗୀ ଉପକରଣ, କିନ୍ତୁ ଏହାର ସମସ୍ୟା ହେଉଛି ଲୋକମାନେ ଏହାକୁ ଆବଶ୍ୟକତାଠାରୁ ଅତ୍ୟଧିକ ବ୍ୟବହାର କରୁଛନ୍ତି। ୫୦ ବର୍ଷ ପୂର୍ବେ ମୋବାଇଲ ଫୋନ ଉଦ୍ଭାବନ କରିଥିବା ଆମେରିକୀୟ ଇଞ୍ଜିନିୟର ମାର୍ଟିନ କପୁର୍‌ କହିଛନ୍ତି।…

ଆମେରିକାର କୋର୍ଟରେ ୨୬/୧୧ ମୁମ୍ବାଇ ଆକ୍ରମଣ ମୁଖ୍ୟ ଅଭିଯୁକ୍ତ ତହଓ୍ବୁର ରାଣା…

ଓ୍ବାଶିଂଟନ,୩୦।୩ : ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ପାକିସ୍ତାନୀ-କାନାଡିୟ ବ୍ୟବସାୟୀ ତାହଓ୍ବୁର ରାଣା ୨୦ ମାସରୁ ଅଧିକ ସମୟ ଧରି ଭାରତକୁ ତାଙ୍କ ପ୍ରତ୍ୟର୍ପଣ ଆଦେଶକୁ ଅପେକ୍ଷା କରିବା ପରେ ଆମେରିକାର କୋର୍ଟରେ ପହଞ୍ଚିଛନ୍ତି। ଇଟାଲୀର ଡେଭିଡ କୋଲେମାନ ହେଡଲିଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri