ଅନ୍ତର୍ଜାତୀୟ

ସ୍ପେସ୍‌ ଷ୍ଟେଶନ୍‌ରେ ଚାଇନାର ୩ ମହାକାଶଚାରୀ

ଜିଉକ୍ୱାନ୍‌,୩୧ା୫: ଚାଇନା ଏହାର ତିଆଙ୍ଗୋଙ୍ଗ୍‌ ମହାକାଶ କେନ୍ଦ୍ରକୁ ମଙ୍ଗଳବାର ୩ ଜଣ ମହାକାଶଚାରୀଙ୍କୁ ପଠାଇଛି। ମହାକାଶକୁ ମାନବଙ୍କୁ ପ୍ରେରଣ କରିବାରେ ଚାଇନାର ଏହା ପ୍ରଥମ ଅଭିଯାନ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ମଙ୍ଗଳକୁ ମଧ୍ୟ ଅନୁରୂପ ଅଭିଯାନ ପାଇଁ ପ୍ରସ୍ତୁତି…

ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନ୍‌ଙ୍କୁ କୂଟନୈତିକ ସୁରକ୍ଷା ଦେଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ୍‌,୩୧ା୫: ୪୬୧ ଦିନ ହେଲା ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲେ, ଯାହାକି ଅଦ୍ୟାବଧି ବଳବତ୍ତର…

ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି।…

ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନଙ୍କୁ କୂଟନୈତିକ ସୁରକ୍ଷା…

କେପଟାଉନ,୩୦।୫ : ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି। ପୁଟିନ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଦିଆଯାଇଥିବା…

ଚାଇନାରେ ଦୁର୍ନୀତି ବିରୋଧରେ ଜିନପିଙ୍ଗଙ୍କ କଠୋର ପଦକ୍ଷେପ: ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା…

ବେଜିଂ,୩୦।୫ : ଦୁର୍ନୀତି ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଚାଇନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ର ପ୍ରଥମ ତ୍ରୟମାସିକରେ ଚାଇନାରେ ୧,୧୧,୦୦୦ରୁ ଅଧିକ ଲୋକଙ୍କୁ ଦୁର୍ନୀତି ଅଭିଯୋଗରେ ଜରିମାନା କରାଯାଇଛି। ଏକ…

ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା…

ମହାକାଶକୁ କବଜା କରିବା ଚାଇନାର ଲକ୍ଷ୍ୟ, ପ୍ରଥମ ଥର ପାଇଁ ପଠାଇଲା ସାଧାରଣ ମହାକାଶଚାରୀ…

ବେଜିଂ,୩୦।୫ : ମଙ୍ଗଳବାର ପ୍ରଥମ ଥର ପାଇଁ ଚାଇନା ଜଣେ ସାଧାରଣ ମହାକାଶଚାରୀଙ୍କୁ ମହାକାଶକୁ ପଠାଇଛି। ଏହାପୂର୍ବରୁ କେବଳ ସେନା ମହାକାଶଚାରୀମାନେ ଚାଇନା ପକ୍ଷରୁ ମହାକାଶକୁ ଯାଇଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୯ଟା ୩୧ରେ ଜିଗୁଆନ ସାଟେଲାଇଟ ସେଣ୍ଟରରୁ ଚାଇନା ଏହାର ମିଶନ…

ମସ୍କୋରେ ଡ୍ରୋନ୍‌ ଆକ୍ରମଣ: ବହୁ କୋଠା କ୍ଷତିଗ୍ରସ୍ତ…

ମସ୍କୋ,୩୦।୫ : ମଙ୍ଗଳବାର ସକାଳେ ରୁଷିଆର ରାଜଧାନୀ ମସ୍କୋରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ ଆକ୍ରମଣ ସମ୍ପର୍କରେ ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି। ମେୟର ଟେଲିଗ୍ରାମରେ ଏକ ପୋଷ୍ଟରେ କହିଛନ୍ତି, ଏହି ଆକ୍ରମଣରେ ବହୁ କୋଠାରେ କ୍ଷତି ଘଟିଛି,…

ଆଫଗାନିସ୍ତାନର ବାରୁଦ ସୁଡଙ୍ଗରେ ବିସ୍ଫୋରଣ, ୩ ଶିଶୁ ମୃତ

କାବୁଲ,୩୦।୫: ଆଫଗାନିସ୍ତାନର ଓ୍ବାର୍ଦକ ଅଞ୍ଚଳରେ ବାରୁଦ ସୁଡଙ୍ଗ ବିସ୍ଫୋରଣରେ ଅତି କମରେ ତିନି ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ଖାମା ପ୍ରେସ ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ। ଓ୍ବାର୍ଦକ ଅଞ୍ଚଳରେ ଏବେବି ବିଗତ ଯୁଦ୍ଧରୁ…

ଉତ୍ତର କୋରିଆ ଜୁନରେ ଉତକ୍ଷେପଣ କରିବ ପ୍ରଥମ ସାମରିକ ଗୁପ୍ତଚର ଉପଗ୍ରହ

ପୋଙ୍ଗୟାଙ୍ଗ,୩୦।୫: ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି ଯେ ନିୟୋଜିତ ଲଞ୍ଚର ଉଦ୍ଦେଶ୍ୟ…

ରୁଷିଆ ଓ୍ବାଣ୍ଟେଡ୍‌ ତାଲିକାରେ ଆମେରିକା ସିନେଟର୍‌

ମସ୍କୋ, ୩୦।୫: ଆମେରିକା ସିନେଟର ଲିଣ୍ଡ୍‌ସେ ଗ୍ରାହାମ୍‌ଙ୍କୁ ରୁଷିଆ ଗୃହ ମନ୍ତ୍ରଣାଳୟ ଓ୍ବାଣ୍ଡେଡ୍‌ ତାଲିକାରେ ରଖିଛି। ଗତ ଶୁକ୍ରବାର ଗ୍ରାହାମ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ। ଏହି ଅବସରରେ ସେ କହିଥିଲେ, ରୁଷୀୟମାନେ ମରିବା ଅବସ୍ଥାରେ। ୟୁକ୍ରେନ୍‌କୁ ଆମେରିକାର ସହାୟତା ଆମେ…

ଇଟାଲୀର ମ୍ୟାଗିଗୋର ହ୍ରଦରେ ବଡ ଦୁର୍ଘଟଣା: ନଦୀରେ ଓଲଟିଲା ଡଙ୍ଗା, ୪ ମୃତ

ରୋମ,୨୯।୫: ଇଟାଲୀରେ ଏକ ଡଙ୍ଗା ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଉତ୍ତର ଇଟାଲୀର ମ୍ୟାଗିଗୋର ହ୍ରଦରୁ ଆସିଛି। ପ୍ରବଳ ଝଡ଼ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି। ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri