ଆମେରିକାରେ ନିର୍ମଳା ସୀତାରମଣ: ଓ୍ବାଲର୍ଡ ବ୍ୟାଙ୍କ-ଆଇଏମଏଫ ବୈଠକରେ ଯୋଗଦେବେ…
ଓ୍ବାଶିଂଟନ,୯।୪ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନ୍ୟୁୟର୍କର ଜେଏଫକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏହି ସମୟରେ ତାଙ୍କୁ ଭାରତର କନସୁଲ ଜେନେରାଲ ରଣଧିର ଜୟୱାଲ ସ୍ବାଗତ କରିଥିଲେ। ଏହି ଗସ୍ତ ସମୟରେ ଅର୍ଥମନ୍ତ୍ରୀ ଓ୍ବାଲର୍ଡ ବ୍ୟାଙ୍କ ଗ୍ରୁପ, ଅନ୍ତର୍ଜାତୀୟ ମୁଦ୍ରା…
ପାକିସ୍ତାନରେ ପିଏଚଡି ଛାତ୍ରଙ୍କୁ ୧୧ ରାଉଣ୍ଡ ଗୁଳି
ଇସଲାମାବାଦ,୯।୪: ପାକିସ୍ତାନର ଇନଷ୍ଟିଚ୍ୟୁଟ ଅଫ ବିଜନେସ ଆଡମିନିଷ୍ଟ୍ରେଶନ(ଆଇବିଏ) ସହ ଜଡିତ ପ୍ରମୁଖ ପିଏଚଡି ସ୍କଲାର ଡା. ଅଜମଲ ସାଓ୍ବଂଦଙ୍କ ଉପରକୁ ସିନ୍ଧ ଅଞ୍ଚଳରେ ଆଦିବାସୀ ଝଗଡ଼ାରେ ଗୁଳି କରି ହତ୍ୟା କରାଯାଇଛି। ଏହି ସୂଚନା ଏଆରଓ୍ବାଇ ନ୍ୟୁଜ ରବିବାର ଦେଇଛି। ଏକ…
ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ମୂଳ ଭାରତୀୟ ପ୍ରାର୍ଥୀ…
ଲଣ୍ଡନ,୯।୪ : ବ୍ରିଟେନର ଲିସେଷ୍ଟର ସହରର ମେୟର ପଦବୀ ପାଇଁ ୨ ଜଣ ମୂଳ ଭାରତୀୟ ବ୍ୟକ୍ତି ଦୌଡ଼ରେ ଅଛନ୍ତି। ଆସନ୍ତା ମାସରେ ବ୍ରିଟେନରେ ସ୍ଥାନୀୟ ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ମୂଳ ଭାରତୀୟ ସଞ୍ଜୟ ମୋଧୱାଡିଆ ଲିସେଷ୍ଟର ସହରର କଞ୍ଜରଭେଟିବ…
ତାଇଓ୍ବାନ ଚାରିପଟେ ଚାଇନା ବିମାନ-ଯୁଦ୍ଧପୋତ: ସମରାଭ୍ୟାସ ଉପରେ ଆମେରିକା ନଜର…
ତାଇପେ/ବେଜିଂ,୯।୪ : ତାଇୱାନର ରାଷ୍ଟ୍ରପତିଙ୍କ ଆମେରିକୀୟ ଗସ୍ତ ଯୋଗୁଁ ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଯଥେଷ୍ଟ ବୃଦ୍ଧି ପାଇଛି। ତାଇୱାନ ଗଣମାଧ୍ୟମ ଦାବି କରିଛି, ତାଇୱାନ ସୀମାରେ ୭୧ ଟି ଚାଇନା ସାମରିକ ବିମାନ ଏବଂ ୯ ଟି ଜାହାଜ…
କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୨୦ ମୃତ
କିଂଶାସା,୯।୪: ମଧ୍ୟ ଆଫ୍ରିକା ଦେଶ କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟର ପୂର୍ବ ଭାଗରେ ଗୋଟିଏ ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଇସଲାମିକ ଷ୍ଟେଟ ଏଥିପାଇଁ ନିଜକୁ ଦାୟୀ କରିଛି। ମିଡିଆ ରିପୋର୍ଟ…
ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଉଛି କରୋନା ଭାଇରସ, ବ୍ରେନ ଡେଡ ସହ ଜନ୍ମ ନେଇ ୨ ଶିଶୁ: ରିସର୍ଚ୍ଚ
ଓ୍ବାଶିଂଟନ,୯।୪: ଆମେରିକାର ମିୟାମି ବିଶ୍ୱବିଦ୍ୟାଳୟର ଗବେଷକ ଗୁରୁବାର କହିଛନ୍ତି କି ସାର୍ସ-ସିଓଭି-୨ରେ ପୀଡ଼ିତ ଦୁଇ ଜଣ ମହିଳା ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ହେଲେ ଉଭୟଙ୍କ ଶିଶୁ ବ୍ରେନ ଡ୍ୟାମେଜ ସହ ଜନ୍ମ ନେଇଛନ୍ତି। କରୋନା ଯୋଗୁ ଶିଶୁଙ୍କ ବ୍ରେନ ଡ୍ୟାମେଜ…
ଆମେରିକା ଫୁଡ କୋଟରେ ଫୁଟିଲା ଗୁଳି, ୩ ଆହତ
ଓ୍ବାଶିଂଟନ,୯।୪: ଆମେରିକାର ଡେଲାଭେୟର ସ୍ଥିତ ମଲରେ ଶନିବାର ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗୁଳି କରାଯାଇଥିବା ବେଳେ ଏମାନେ ଆହତ ହୋଇଥିବା ଜଣାପଡିଛି। ସିଏନଏନର ରିପୋର୍ଟ ଅନୁଯାୟୀ, ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ କ୍ରିଷ୍ଟିଆନା ମଲ ପହଞ୍ଚିଥିଲା।…
ଶେହବାଜଙ୍କ ଘରେ ପଶିଗଲେ ସନ୍ଦିଗ୍ଧ ବ୍ୟକ୍ତି
ଇସଲାମାବାଦ,୯ା୪: ଆଫଗାନିସ୍ତାନର ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପାକିସ୍ତାନରେ ଗିରଫ କରାଯାଇଛି। ପ୍ରକୃତରେ ଏହି ସନ୍ଦିଗ୍ଧ ବ୍ୟକ୍ତି ଶନିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଘରେ ପ୍ରବେଶ କରିଥିଲେ। ତେବେ ତାଙ୍କୁ ଠିକ୍ ସମୟରେ ଗିରଫ କରାଯାଇ କାଉଣ୍ଟର ଆତଙ୍କବାଦ ବିଭାଗକୁ ହସ୍ତାନ୍ତର…
ତାଇଓ୍ବାନ୍କୁ ଚାରିପଟୁ ଘେରିଲା ଚାଇନା
ବେଜିଂ, ୯।୪: ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍ଏ) ଶନିବାର ତାଇଓ୍ବାନ୍ ଚାରିପଟେ ବିପୁଳ ସଂଖ୍ୟାରେ ଯୁଦ୍ଧଜାହାଜ ମୁତୟନ କରିବା ସହ ଫାଇଟର ଜେଟ୍ ଉଡ଼ାଇଛି। ତାଇଓ୍ବାନ୍ ରାଷ୍ଟ୍ରପତି ସାଇ ଇଙ୍ଗ୍-ଓ୍ବେନ୍ଙ୍କ ଆମେରିକା ଗସ୍ତ ଏବଂ ହାଉସ୍ ସ୍ପିକର କେଭିନ୍ ମାକାର୍ଥତ୍ଙ୍କୁ ଭେଟିବା…
ତରଳିଲାଣି ୫୭୦ ନିୟୁତ ହାତୀ ଓଜନର ହିମବାହ
ଲଣ୍ଡନ, ୯।୪: ତାପମାତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରକୃତି ବ୍ୟାପକ ପ୍ରଭାବିତ ହେବାରେ ଲାଗିଛି। ଏଥିଯୋଗୁ ସମଗ୍ର ପ୍ରାଣୀଜଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। କ୍ରମବର୍ଦ୍ଧିଷ୍ଣୁ ତାପମାତ୍ରା ହେତୁ ହିମବାହ ତରଳିବାରେ ଲାଗିଛି। କେନ୍ଦ୍ରୀୟ ହିମାଳୟର ହିମବାହ ଦ୍ରୁତ…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୦ ମୃତ, ୧୦ ଆହତ
ଡୋଡୋମା,୮ା୪: ଶନିବାର ପଶ୍ଚିମ କେନିଆର ତାଞ୍ଜାନିଆ ସୀମା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅତି କମ୍ରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମିଗୋରୀ ସହରର ରାଜପଥରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ପଥଚାରୀ, ମୋଟରସାଇକେଲ ଏବଂ ଟ୍ୟାକ୍ସି ଉପରେ ମାଡ଼ିଗଲା।…
ଶେହବାଜଙ୍କୁ ଝଟକା: ସିଜେପିଙ୍କ ଅଧିକାର ହ୍ରାସ ପ୍ରସ୍ତାବ ପୁନର୍ବିଚାର ପାଇଁ ଫେରାଇଲେ ରାଷ୍ଟ୍ରପତି…
ଇସଲାମାବାଦ,୮।୪ : ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି। ଅଲଭି କହିଛନ୍ତି ଯେ ପ୍ରସ୍ତାବିତ ଆଇନ ଦ୍ୱାରା ଅଧିକାର ପରିସର…
Archives


