ଅନ୍ତର୍ଜାତୀୟ

ୟୁକ୍ରେନର ରକ୍ତଦାନ କେନ୍ଦ୍ର ଉପରେ ଆକ୍ରମଣ କଲା ରୁଷିଆ…

କିଭ,୬।୮ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବାର ୧୫ ମାସରୁ ଅଧିକ ସମୟ ବିତିଗଲାଣି। ଉଭୟ ଦେଶର ସୈନ୍ୟ କ୍ରମାଗତ ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଏହି ସମୟରେ ରୁଷିଆ ପୁଣିଥରେ ୟୁକ୍ରେନକୁ ଟାର୍ଗେଟ କରିଛି। ୟୁକ୍ରେନ…

ଆମେରିକା ମୁହାଁ ଚାଇନା: ଆଉ ୨୦ ମିଟର ଦୂରରେ…

ଓ୍ବାଶିଂଟନ/ବେଜିଂ,୬।୮ : ଆମେରିକାର ସାଉଥ କମାଣ୍ଡ ଜେନେରାଲ ଲୌରା ରିଚାର୍ଡସନ ଅଗଷ୍ଟ ୬ରେ ୱାଶିଂଟନରେ କହିଛନ୍ତି ଚାଇନା ନିଜର ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ ମାଧ୍ୟମରେ ଲାଟିନ ଆମେରିକୀୟ ଦେଶଗୁଡିକରେ ପୁଞ୍ଜି ବିନିଯୋଗ ଏବଂ ଭିତ୍ତିଭୂମି ବିସ୍ତାର କରି ଆମେରିକା ଆଡକୁ…

ରୁଷିଆ-ୟୁକ୍ରେନ ବିବାଦର ସମାଧାନ ପାଇଁ ଭାରତ ସକ୍ରିୟ: ଡୋଭାଲ…

ଜେଦା,୬।୮ : ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସାଉଦି ଆରବ ସହର ଜେଦାରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି। ତାଙ୍କ ସହ ଅନ୍ୟାନ୍ୟ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା…

ଘରେ ପଶି ମହିଳାଙ୍କ ପାଦ ଘଷୁଥିବା ଆମେରିକୀୟ ଗିରଫ

ଓ୍ବାଶିଂଟନ,୬।୮: ଘରେ ପଶି ଶୋଇଥିବା ମହିଳାମାନଙ୍କ ପାଦ ଘଷୁଥିବା ଜଣେ ଅଭିଯୁକ୍ତଙ୍କୁ ପୋଲିସ ଆମେରିକାର ନେଭାଡ଼ାରୁ ଗିରଫ କରିଛି। ମାର୍କ ଆନ୍ଥୋନୀ ଗୋଞ୍ଜାଲେସ୍‌ (୨୬) ନାମକ ଏହି ଯୁବକ ଅତୀତରେ ମଧ୍ୟ ଅନୁରୂପ ଅପରାଧ କରିଥିବା ଡୁଗ୍‌ଲାସ୍‌ କାଉଣ୍ଟି ଶେରିଫ୍‌ ବିଭାଗ…

ବାଲୁଚିସ୍ତାନରେ ଟିକାକରଣ ଟିମ ଉପରେ ଗୁଳି ବର୍ଷା କଲେ ବନ୍ଧୁକଧାରୀ…

ଇସଲାମାବାଦ,୫।୮ : ଅଶାନ୍ତ ପାକିସ୍ତାନରେ ସ୍ଥିତି କ୍ରମାଗତ ବିଗିଡ଼ିବାରେ ଲାଗିଛି। ବାଲୁଚିସ୍ତାନରେ କିଛି ଅଜଣା ବନ୍ଧୁକଧାରୀ ଟିକାକରଣ ଟିମ୍‌ ଉପରେ ଆଖିବୁଜା ଗୁଳି ବର୍ଷା କରିଛନ୍ତି। ଏହି ଘଟଣାରେ ଜଣେ ଆହତ ହୋଇଛନ୍ତି। ପୋଲିଓ ଟିକାକରଣ ଟିମ ସହିତ ଦୁଇ ଜଣ…

ଆରିଜୋନାରେ ଉତ୍ତାପ: ମହୁମାଛିଙ୍କ ଜୀବନ ବିପଦରେ, ତରଳି ଯାଉଛି ମହୁଫେଣା…

ଫିନିକ୍ସ,୫।୮ : ଅତ୍ୟଧିକ ଉତ୍ତାପ ଉଭୟ ମଣିଷ ଏବଂ ପ୍ରାଣୀଙ୍କ ଜୀବନ ଉପରେ ପ୍ରଭାବ ପକାଉଛି। ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆରିଜୋନାରେ ଅଧିକ ତାପମାତ୍ରା ଯୋଗୁ ମହୁମାଛିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଜୁନ ୩୦ ରୁ ଜୁଲାଇ ୩୦ପର୍ଯ୍ୟନ୍ତ,…

ଆର୍ଜେଣ୍ଟିନାରେ ଭୂକମ୍ପ, ତୀବ୍ରତା ୬.୦…

ବ୍ୟୁଏନ୍ସ ଆରିସ,୫।୮ : ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ଶନିବାର ଆର୍ଜେଣ୍ଟିନାରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ରେକର୍ଡ କରାଯାଇଛି। ଭୂପୃଷ୍ଠର ୫୮୮ କିଲୋମିଟର ତଳେ ଭୂକମ୍ପର କେନ୍ଦ୍ର ଥିଲା। ମଧ୍ୟାହ୍ନ ୧୨ଟା…

ଇମ୍ରାନଙ୍କୁ ଗିରଫ ପରେ ପାକିସ୍ତାନରେ ସାଧାରଣ ନିର୍ବାଚନ ସ୍ଥଗିତ…

ଇସଲାମାବାଦ,୫।୮ : ପାକିସ୍ତାନରେ ତୋଶଖାନା ମାମଲାରେ ଦଣ୍ଡିତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଲାହୋରରେ ଅବସ୍ଥିତ ତାଙ୍କ ଘର ଜମାନ ପାର୍କରୁ ଇମ୍ରାନଙ୍କୁ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଖାନଙ୍କ ଗିରଫଦାରୀ ମଧ୍ୟରେ ପାକିସ୍ତାନରେ…

ଆଫଗାନିସ୍ତାନର ସଙ୍କଟ ବୃଦ୍ଧି ପାଇଲା,ବ୍ରିଟେନ ୫୯ ପ୍ରତିଶତ ସହାୟତା ହ୍ରାସ କଲା…

କାବୁଲ,୫।୮ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ଦିନଠାରୁ ସେଠାରେ ଦିନକୁ ଦିନ ସ୍ଥିତି ଖରାପ ହେବାରେ ଲାଗିଛି। ଏହି ସମୟରେ ଆଫଗାନିସ୍ତାନ ଏକ ବଡ଼ ଧରଣର ସଙ୍କଟର ସମ୍ମୁଖୀନ ହୋଇଛି। ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନକୁ ସରକାରୀ ବିକାଶ ସହାୟତା (ଓଡିଏ)…

କିଏ ହେବେ କାର୍ଯ୍ୟ ନିର୍ବାହୀ ପ୍ରଧାନମନ୍ତ୍ରୀ: ପାକିସ୍ତାନରେ ଚର୍ଚ୍ଚା…

ଇସଲାମାବାଦ,୫।୮ : ପିଏମଏଲ-ଏନ ଅଧ୍ୟକ୍ଷ ଶେହବାଜ ସରିଫ ସହଯୋଗୀ ଦଳର ନେତାଙ୍କ ସହ ଏକ ବୈଠକ କରି ଦେଶରେ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଜଣେ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀଙ୍କ ନାମ ଉପରେ ଆଲୋଚନା କରିଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,…

ଆମେରିକା ପାଇଁ ରୁଷିଆ ଅବା ଚାଇନା କିଏ ବଡ଼ ବିପଦ? ସ୍ପେସ ଫୋର୍ସର ଗୁପ୍ତଚର କଲେ ପର୍ଦ୍ଦାଫାଶ…

ଓ୍ବାଶିଂଟନ,୫।୮ : ରୁଷିଆ ଏବଂ ଚାଇନା ମଧ୍ୟରୁ ଆମେରିକା ପାଇଁ କିଏ ବଡ଼ ବିପଦ ସେ ନେଇ ସ୍ପେସ ଫୋର୍ସର ଗୁପ୍ତଚର ପର୍ଦ୍ଦାଫାଶ କରିଛନ୍ତି। ରୁଷିଆର ସ୍ପେସ ଫୋର୍ସର ଜଣେ ବରିଷ୍ଠ ଗୁପ୍ତଚର ଅଧିକାରୀ କହିଛନ୍ତି ତାଙ୍କ ଦଳ ଚାଇନା କାର୍ଯ୍ୟ…

ମୋ ବିରୋଧରେ ଯେତେ ମାମଲା ରୁଜୁ କରାଯିବ ମୋର ସେତେ ଲାଭ ହେବ: ଟ୍ରମ୍ପ…

ଓ୍ବାଶିଂଟନ,୫।୮ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ରାତିରେ ତୃତୀୟ ଥର ପାଇଁ ଅପରାଧିକ ମାମଲାରେ ହାଜର ହେବା ପରେ ଆଇନଜୀବୀମାନଙ୍କୁ କଡ଼ା ସମାଲୋଚନା କରିଥିଲେ ଏବଂ ତାଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ତାଙ୍କ ୨୦୨୪ ରାଷ୍ଟ୍ରପତି ଅଭିଯାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?