ଚାଇନା-ଆମେରିକା ଯୁଦ୍ଧ ପୃଥିବୀ ପାଇଁ ହେବ ବିନାଶକାରୀ…
ବେଜିଂ,୫।୬ : ପୃଥିବୀର ଦୁଇଟି ଶକ୍ତିଶାଳୀ ସୈନ୍ୟବାହିନୀ ଥିବା ଆମେରିକା ଏବଂ ଚାଇନା ମଧ୍ୟରେ ିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ଏକ ସପ୍ତାହ ପୂର୍ବରୁ ଯେତେବେଳେ ଆମେରିକା ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ତାଙ୍କ ଚାଇନେ ପ୍ରତିପକ୍ଷଙ୍କୁ ଏକ ବୈଠକ ପାଇଁ…
ସୁରକ୍ଷା ପରିଷଦ ବୈଠକକୁ ବିରୋଧ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୫।୬ : ଜାତିସଂଘ ସୁରକ୍ଷା ପରିଷଦ ବୈଠକକୁ ଉତ୍ତର କୋରିଆ ଦୃଢ଼ ବିରୋଧ କରିଛି ଏବଂ ପ୍ରତ୍ୟାଖ୍ୟାନ କରିଛି। ପ୍ୟୋଙ୍ଗୟାଙ୍ଗର ବିଫଳ ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ…
ମହାତ୍ମା ଗାନ୍ଧୀ, ପଟେଲ, ସୁବାଷ ବୋଷ ଥିଲେ ଏନଆରଆଇ: ରାହୁଲ…
ଓ୍ବାଶିଂଟନ୫।୬ : ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି। ସୋମବାର ସେ ମୂଳ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଭାରତର ବିକାଶରେ ଏନଆରଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଦୁନିଆ ଉପରେ ଖୋଲା ମତ ରଖିଛନ୍ତି।…
ଆମେରିକୀୟ ଯୁଦ୍ଧ ପୋତକୁ ନିକଟରେ ଅତିକ୍ରମ କଲା ଚାଇନା ଜାହାଜ, ଆମେରିକାର ଚେତାବନୀ ସତ୍ତ୍ୱେ ଚାଇନା ଚୁପ…
ଓ୍ବାଶିଂଟନ,୫।୬ : ଚାଇନା ଏହାର ଆପତ୍ତିଜନକ କାର୍ଯ୍ୟ ବନ୍ଦ କରୁ ନାହିଁ। ଫଳରେ ତାଇଓ୍ବାନର ବିବାଦୀୟ ଅଞ୍ଚଳରେ ଆମେରିକା ସହିତ ସ୍ଥିତି ମୁହାଁମୁହିଁ ହେବାରେ ଲାଗିଛି। ଚାଇନା କ୍ରମାଗତ ଭାବରେ ଆମେରିକାକୁ ଉତ୍ତେଜିତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା…
ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ…
କାଠମାଣ୍ଡୂ,୫।୬ : ନାଗରିକତ୍ୱ ବିଲ କାର୍ଯ୍ୟକାରୀ ନ କରିବାକୁ ନେପାଳୀ ସୁପ୍ରିମକୋର୍ଟ ଏକ ସ୍ବଳ୍ପକାଳୀନ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ମୁଖପାତ୍ର ବିମଲ ପାଉଡେଲ କହିଛନ୍ତି ସୁପ୍ରିମକୋର୍ଟର ଜଷ୍ଟିସ ମନୋଜ ଶର୍ମାଙ୍କ ଏକକ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନ…
ନେପାଳରେ ହିନ୍ଦୁଙ୍କ ସଂଖ୍ୟା କମିଲା…
କାଠମାଣ୍ଠୁ,୫।୬ : ଗତ ଦଶନ୍ଧିରେ ନେପାଳରେ ହିନ୍ଦୁ ଏବଂ ବୌଦ୍ଧଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବାବେଳେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ବୃଦ୍ଧି ପାଇଛି। କେନ୍ଦ୍ରୀୟ ପରିସଂଖ୍ୟାନ ବ୍ୟୁରୋ ସ୍ବାରା ପ୍ରକାଶିତ ଜନଗଣନା -୨୦୨୧ ରିପୋର୍ଟ ଅନୁଯାୟୀ ନେପାଳର ଅଧିକାଂଶ ହିନ୍ଦୁ…
ଏଆଇର କମାଲ, ତିଆରି ହେଲା ଏଲନ ମସ୍କଙ୍କର ପିଲା ଦିନର ଫଟୋ, ସୋସିଆଲ ମିଡ଼ିଆରେ ଭାଇରାଲ…
ଓ୍ବାଶିଂଟନ,୫।୬ : ଏଲନ ମସ୍କ ବର୍ତ୍ତମାନ କିଛି ସମୟ ପାଇଁ ହେଡଲାଇନରେ ରହିଆସିଛନ୍ତି। ଜଣେ ଭାରତୀୟ ବର ଭାବରେ ପୋଜ କରୁଥିବା ଏକ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଉତ୍ପାଦିତ ପ୍ରତିଛବି ଉପରେ ପ୍ରତିକ୍ରିୟା କରିବା ପରେ, ଏଲନ ମସ୍କ ପୁନର୍ବାର ତାଙ୍କ ଫଲୋର୍ସମାନଙ୍କୁ…
ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା, ତୈଳ ଉତ୍ପାଦନ ହ୍ରାସ ଘୋଷଣା କଲା ସୌଦି ଆରବ…
ରିୟାଦ,୫।୬ : ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆଶଙ୍କା ଦେଖାଦେଇଛି। ମାନ୍ଦା ଅବସ୍ଥା ଆଶଙ୍କା ସତ୍ତ୍ୱେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିଦିନ ତୈଳ ଉତ୍ପାଦନକୁ ଆହୁରି ଏକ ମିଲିୟନ ବ୍ୟାରେଲ ହ୍ରାସ କରିବ ବୋଲି ସୌଦି ଆରବ ଘୋଷଣା…
ଆମେରିକା ଆକାଶରେ ରହସ୍ୟମୟ ବିମାନ, ଫାଇଟର ଜେଟ କଲା ପିଛା …
ଓ୍ବାଶିଂଟନ,୫।୬ : ଆମେରିକାର ଫାଇଟର ଜେଟ ଦିନ ୱାଶିଂଟନ ଅଞ୍ଚଳରେ ଉଡ଼ୁଥିବା ଏକ ରହସ୍ୟମୟ ବିମାନର ପିଛା କରିଥିଲା। ପରେ ରହସ୍ୟମୟ ବିମାନଟି ଭର୍ଜିନିଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଅଧିକାରୀଙ୍କ କହିବାନୁସାରେ, ଆମେରିକାର ରାଜଧାନୀ ୱାଶିଂଟନ ଡିସି ଆକାଶ ମାର୍ଗରେ ଏଭଳି ଘଟିଛି।…
ଆଫଗାନିସ୍ତାନରେ ୮୦ ଛାତ୍ରୀଙ୍କୁ ଦିଆଗଲା ଜହର …
କାବୁଲ,୫।୬ : ଆଫଗାନିସ୍ତାନରେ ପ୍ରାୟ ୮୦ ସ୍କୁଲ ଛାତ୍ରୀଙ୍କୁ ଜହର ଦିଆଯାଇଛିି। ଏନେଇ ତାଲିବାନ ଉପରେ ସନ୍ଦେହ କରାଯାଉଛି। କିନ୍ତୁ ତାଲିବାନ ଏହି ଘଟଣାରେ କୌଣସି ସମ୍ପୃକ୍ତିକୁ ଅସ୍ବୀକାର କରିଛି। ଉତ୍ତର ଆଫଗାନିସ୍ତାନର ପ୍ରାଥମିକ ବିଦ୍ୟାଳୟ ଉପରେ ଦୁଇଟି ପୃଥକ ଘଟଣାରେ…
କିମ୍ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍ ଅଡ଼ୁଆରେ
ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍ ଜଙ୍ଗ୍ ଉନ୍ଙ୍କୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅଭିନନ୍ଦନ ଜଣାଇ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ଦଳ ରିପବ୍ଲିକାନ୍…
ମାସକରେ ୪,୦୦୦ ଚାକିରି ନେଇଛି ଏଆଇ
ଓ୍ବାଶିଂଟନ, ୫ା୬ : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଆମେରିକାରେ ମେ’ ମାସରେ ପ୍ରାୟ ୪,୦୦୦ ଲୋକଙ୍କ ଚାକିରି ଛଡ଼ାଇନେଇଛି। ଚ୍ୟାଲେଞ୍ଜର, ଗ୍ରେ ଆଣ୍ଡ କ୍ରିଷ୍ଟମାସ୍ ପକ୍ଷରୁ ଜାରି ମାସିକ ରିପୋର୍ଟରେ ଏହା କୁହାଯାଇଛି। ୩,୯୦୦ କର୍ମଚାରୀ ଛଟେଇ ପାଇଁ ଏଆଇ ଦାୟୀ…
Archives


