ଅନ୍ତର୍ଜାତୀୟ

ମ୍ୟାନମାରରେ ସାମରିକ ଶାସକଙ୍କ ନରସଂହାର: ୩୦ରୁ ଅଧିକ ମୃତ…

ନାପିଦ୍ୱ,୧୧।୪ : ମ୍ୟାନମାରର କେନ୍ଦ୍ରୀୟ ଅଞ୍ଚଳରେ ସାମରିକ ଶାସକଙ୍କ ନରସଂହାରରେ ୩୦ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସାମରିକ ନିୟମକୁ ବିରୋଧ କରିବା ପାଇଁ ଆନ୍ଦୋଳନକାରୀମାନେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ତେବେ ସାମରିକ ଶାସକ ବିଦ୍ରୋହୀଙ୍କ ଉପରେ…

ଡ୍ରୋନ୍‌ ମାଧ୍ୟମରେ ଚୋରା ଅସ୍ତ୍ରଶସ୍ତ୍ର କାରବାର ଆହ୍ବାନର ସମ୍ମୁଖୀନ ହେଉଛି ଭାରତ…

ଜେନେଭା,୧୧।୪ : ମିଳିତ ଜାତିସଂଘରେ ଭାରତର ପ୍ରତିନିଧୀ ରୁଚିରା କାମ୍ବୋଜ ନାମ ନ ନେଇ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ଜାତିସଂଘରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ କାରବାର ରୋକିବା ନେଇ ଚାଲିଥିବା ବିତର୍କରେ ସେ ସିଧାସଳଖ ପାକିସ୍ତାନକୁ ଘେରତଛନ୍ତି।…

ଆମେରିକା ରାଷ୍ଟ୍ରପତିଙ୍କ ଆୟାରଲ୍ୟାଣ୍ଡ ଗସ୍ତ ପୂର୍ବରୁ ଉପୁଜିଲା ହିଂସା

ଓ୍ବାଶିଂଟନ,୧୧।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉତ୍ତର ଆୟାରଲ୍ୟାଣ୍ଡ ଯାତ୍ରାର ଗୋଟିଏ ଦିନ ପୂର୍ବରୁ, ଲଣ୍ଡନଡେରିରେ ହିଂସା ଉପୁଜିଛି। ସୂଚନା ଅନୁଯାୟୀ, କେତେଜଣ ଅଜ୍ଞାତ ବ୍ୟକ୍ତି ପେଟ୍ରୋଲ ବୋମା ଓ ଅନ୍ୟ ଜିନିଷ ସହ ପୋଲିସ ଗାଡ଼ି ଉପରେ ଆକ୍ରମଣ କରିଛନ୍ତି।…

ଫେସବୁକ, ଇନଷ୍ଟାଗ୍ରାମରେ ଏବେ ସର୍କୁଲେଟ ହେବନି ୧୮ ବର୍ଷରୁ କମ ବୟସର ପିଲାଙ୍କ ଅର୍ଦ୍ଧନଗ୍ନ ଫଟୋ, ଲଞ୍ଚ ହେଲା ‘ଟେକ ଇଟ ଡାଉନ’ ଟୁଲ

ଓ୍ବାଶିଂଟନ,୧୧।୪: ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ‘ଟେକ ଇଟ ଡାଉନ’ ଟୁଲ ଲଞ୍ଚ କରି ଦେଇଛି। ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ। ଏହି ଟୁଲକୁ ନ୍ୟାଶନାଲ ସେଣ୍ଟର ଫର…

ଦେଶରେ ମୁସଲମାନଙ୍କ ସ୍ଥିତିକୁ ନେଇ ବିଶ୍ୱକୁ ଆଇନା ଦେଖାଇଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୧।୪: ଆମେରିକାର ଓ୍ବାଶିଂଟନ ଡିସିରେ ସ୍ଥିତ ଆମେରିକି ଥିଙ୍କ ଟେକ ପିଟରସନ ଇନଷ୍ଟିଚ୍ୟୁଟ ଫର ଇଣ୍ଟରନ୍ୟାଶନାଲ ଇକୋନମିକ୍ସ(ପିଆଇଆଇଇ)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭାରତର ନକରାତ୍ମକ ପଶ୍ଚିମ ‘ଧାରଣ’ର କଡା ଜବାବ ଦେଇଛନ୍ତି। ସେଠାରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ସ୍ଥିରତା ଓ…

ଆମେରିକାରେ ଶେଷ ହେଲା କରୋନା ପାଇଁ ଲାଗିଥିବା ଜରୁରୀ କାଳୀନ ପରିସ୍ଥିତି

ଓ୍ବାଶିଂଟନ,୧୧।୪: ପ୍ରାୟ ୩ ବର୍ଷ ପୂର୍ବେ ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା କରୋନା ମହାମାରୀ । ଏହାକୁ ନେଇ ସାରା ବିଶ୍ୱର ପ୍ରାୟ ସବୁ ଦେଶରେ ଅନେକ କଟକଣା ଲାଗୁ କରାଯାଇଥିଲା। ଏବେ ଆମେରିକା ସରକାର ଦେଶରେ ଲାଗୁ ହୋଇଥିବା କୋଭିଡ…

ଆମେରିକାର ସାମରିକ ଦସ୍ତାବିଜ୍‌ ପ୍ରଘଟ

ଓ୍ବାଶିଂଟନ୍‌, ୧୧।୪: ୟୁକ୍ରେନ୍‌ ଯୁଦ୍ଧ ଉପରେ ଆମେରିକାର ଅତ୍ୟନ୍ତ ଗୋପନ ଦସ୍ତାବିଜ୍‌ ସୋସିଆଲ ମିଡିଆରେ ଲିକ୍‌ ହୋଇଯାଇଥିବା ଏହାର ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି। କେହି ଜଣେ ଦସ୍ତାବିଜ୍‌ର ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟେଲିଗ୍ରାମରେ ଛାଡ଼ିଛନ୍ତି। ଉକ୍ତ ପ୍ଲାଟଫର୍ମର ୫୦…

୨୦୨୪ ନିର୍ବାଚନ ଲଢ଼ିବାକୁ ବାଇଡେନ୍‌ଙ୍କ ଯୋଜନା

ଓ୍ବାଶିଂଟନ, ୧୧।୪: ୨୦୨୪ ନିର୍ବାଚନ ଲଢ଼ିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୋଜନା କରୁଥିବା କହିଛନ୍ତି। ତେବେ ସେ ଏନେଇ ଘୋଷଣା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି। ସେ ୨୦୨୪ ରାଷ୍ଟ୍ରପତି ନିର୍ବାଚନ…

ଜାମସେଦପୁରରେ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ, ୧୧ା୪: ରାମନବମୀ ପତାକାକୁ ଅପବିତ୍ର କରାଯିବା ଅଭିଯୋଗକୁ ନେଇ ରବିବାର ଝାଡ଼ଖଣ୍ଡର ଜାମସେଦପୁର ଅନ୍ତର୍ଗତ ଶାସ୍ତ୍ରୀନଗର ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଯାଇଛି। ଦୁଇ ଗୋଷ୍ଠୀର ଲୋକେ ପରସ୍ପରକୁ ଟେକାମାଡ଼ କରିବା ସହ ଅସ୍ଥାୟୀ ଦୋକାନ ଓ କେତେକ ଗାଡ଼ି ଜାଳିଦେଇଥିଲେ।…

ଚାଇନା ଲଢ଼ିବା ପାଇଁ ପ୍ରସ୍ତୁତ

ତାଇପେଇ, ୧୧ା୪ : ତାଇଓ୍ବାନ୍‌ ଚାରିପଟେ ଚାଇନାର ତିନିଦିନିଆ ସମରାଭ୍ୟାସ ସୋମବାର ଶେଷ ହୋଇଛି। ସମରାଭ୍ୟାସ ଶେଷ ହେବା ପରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ଚାଇନା ସୈନ୍ୟବାହିନୀ ଘୋଷଣା କରିଛି। ଗତ ସପ୍ତାହରେ ତାଇଓ୍ବାନ୍‌ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ…

ପାକିସ୍ତାନର କ୍ୱେଟାରେ ବୋମା ବିସ୍ଫୋରଣ: ୪ ମୃତ, ୧୫ ଆହତ

ଇସଲାମାବାଦ,୧୦।୪: ପାକିସ୍ତାନର କ୍ୱେଟାର କନ୍ଧାରୀ ବଜାରରେ ଏକ ବୋମା ବିସ୍ଫୋରଣ ଘଟିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ତେବେ ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ଜଣାପଡିଛି। ଅନ୍ୟପଟେ, ଆହତଙ୍କୁ ସିଟି ହସ୍ପିଟାଲରେ…

ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

ଓ୍ବାଶିଂଟନ୍‌,୧୦।୪: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ମାଇକ୍ରୋବ୍ଲଗିଂ ସାଇଟ ଟୁଇଟରର ମାଲିକ ଏଲନ ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କରିବା ଆରମ୍ଭ କରିଦେଇଛନ୍ତି। ସମଗ୍ର ଦୁନିଆରେ କେବଳ ୧୯୫ଜଣ ଅଛନ୍ତି, ଯେଉଁମାନଙ୍କୁ ଏଲୋନ ମସ୍କ ଫଲୋ କରିଥାନ୍ତି। ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri