ଅନ୍ତର୍ଜାତୀୟ

ଟେକ୍ସାସ୍‌ ଡେଏରି ଫାର୍ମରେ ବିସ୍ଫୋରଣ: ୧୮ ହଜାର ଗୋରୁ ମୃତ

ଟେକ୍ସାସ୍‌, ୧୪ା୪: ଆମେରିକା ଟେକ୍ସାସର ଡିମିଟ ସହରରେ ଥିବା ଡେଏରି ଫାର୍ମରେ ସୋମବାର ବିସ୍ଫୋରଣ ଘଟି ୧୮,୦୦୦ ଗୋରୁଙ୍କ ମୃତ୍ୟୁ ଘଟିଛି। ଡେଏରି ଫାର୍ମରେ ଲାଗିଥିବା ମେଶିନ ଉତ୍ତପ୍ତ ହେବା ଯୋଗୁ ଉକ୍ତ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡ ଯୋଗୁ…

ସୁରକ୍ଷା କାରଣରୁ ପାକିସ୍ତାନରେ ଥିବା ଦୂତାବାସକୁ ବନ୍ଦ କଲା ସ୍ବିଡେନ

ଇସଲାମାବାଦ,୧୩।୪: ୟୁରୋପୀୟ ଦେଶ ସ୍ବିଡେନ ପାକିସ୍ତାନରେ ଥିବା ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ କରି ଦେଇଛି। ସ୍ବିଡେନ ସଙ୍କଟଗ୍ରସ୍ତ ପାକିସ୍ତାନର ରାଜଧାନୀରେ ବର୍ତ୍ତମାନର ସୁରକ୍ଷା ସ୍ଥିତି କାରଣରୁ ତା’ର ଦୂତାବାସକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଥିବା ଘୋଷଣା କରିଛି।…

‘ମୋତେ ଦେଖି କୋର୍ଟ କର୍ମଚାରୀ କାନ୍ଦିଲେ’

ଓ୍ବାଶିଂଟନ,୧୩ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏକ ଅଜବ କଥା କହି ଟ୍ରୋଲ ହୋଇଛନ୍ତି। ସେ କହିଛନ୍ତି, ଗିରଫ ହେବା ପରେ ତାଙ୍କୁ ନ୍ୟୁୟର୍କ କୋର୍ଟରେ ହାଜର କରାଯିବାବେଳେ କୋର୍ଟ କର୍ମଚାରୀମାନେ କାନ୍ଦୁଥିଲେ। କୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷ ପ୍ରମାଣିତ ହେବା…

କେଣ୍ଟୁକି ବ୍ୟାଙ୍କ ଫାୟରିଂ ସମୟରେ ୯୧୧କୁ କଲ କରି ଲୋକେ ବଖାଣିଥିଲେ ଭୟ, ଗୁଳିକାଣ୍ଡରେ ୫ ମୃତ

ଲୁଇସଭିଲେ,୧୩।୪: ଆମେରିକାର ଟେକ୍ସାସ ଅଞ୍ଚଳରେ ଲୁଇସଭିଲେ ସହରରେ ଥିବା ଏକ ବ୍ୟାଙ୍କ ବିଲଡିଂରେ ମଙ୍ଗଳବାର ହୋଇଥିବା ଗୁଳିକାଣ୍ଡରେ କେତେଜଣ ହତାହତ ହୋଇଛନ୍ତି। ହଠାତ୍‌ କେତେଜଣ ଆକ୍ରମଣକାରୀ ବ୍ୟାଙ୍କ ଭିତରକୁ ପସି ଯାଇଥିଲେ ଓ ଆଖିବୁଜା ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ…

ନିଜର ପୂର୍ବ ଆଇନଜୀବୀଙ୍କ ବିରୋଧରେ ୫୦ କୋଟି ଡଲାରର ମାମଲା ରୁଜୁ କଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୧୩।୪ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପୂର୍ବ ଆଇନଜୀବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଖବର ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ତାଙ୍କ ପୂର୍ବତନ ଆଇନଜୀବୀ ମାଇକେଲ କୋହେନଙ୍କ ବିରୋଧରେ ୫୦ କୋଟି ଡଲାର କ୍ଷତିପୂରଣ ମକଦ୍ଦମା ଦାଏର…

ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ: ଥିଏଟର କମାଣ୍ଡକୁ ଜିନପିଙ୍ଗଙ୍କ ନିର୍ଦ୍ଦେଶ…

ବେଜିଂ,୧୩।୪ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି। ଏହା ସହିତ ସେ ଦକ୍ଷିଣ ଚାଇନା ସାଗରରେ ବଢୁଥିବା ଉତ୍ତେଜନା ମଧ୍ୟରେ ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ…

ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ,୧୩।୪ : ଆମେରିକା ଏବଂ ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ଗୁରୁବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆ ସୈନିକଙ୍କ ଉଦ୍ଧେଶ୍ୟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଉତ୍ତେଜନା ସ୍ବରୂପ…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୨।୪: ଇଣ୍ଡୋନେସିଆର ତାନିମ୍ବର ଦ୍ୱୀପପୁଞ୍ଜରେ ଗୁରୁବାର ସକାଳ ପ୍ରାୟ ୪.୩୭ରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ଏହି ଭୂକମ୍ପର ଗଭୀରତା ୭୦.୨ କିଲୋମିଟର ଥିଲା । ବର୍ତ୍ତମାନ ସୁଦ୍ଧା ଭୁକମ୍ପ ଫଳରେ…

ରୁଷିଆ ସମ୍ପତ୍ତି ଜବତ କରିବାକୁ ବିଶ୍ୱବ୍ୟାଙ୍କକୁ ଅନୁରୋଧ କଲେ ଜେଲେନସ୍କି…

କିଭ,୧୩।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆଇଏମଏଫ ଏବଂ ବିଶ୍ୱବ୍ୟାଙ୍କର ମୁଖ୍ୟମାନଙ୍କୁ ୟୁକ୍ରେନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ସାରା ବିଶ୍ୱରେ କାର୍ଯ୍ୟ କରୁଥିବା ରୁଷିଆର ସେଣ୍ଟ୍ରାଲ ବ୍ୟାଙ୍କର ସମ୍ପତ୍ତି ଜବତ କରାଯିବା ଉଚିତ। ଏଥି…

ୟୁକ୍ରେନ୍‌ ସୈନ୍ୟଙ୍କ ଗଳା କାଟିଲେ ରୁଷିଆ ସୈନ୍ୟ…

ମସ୍କୋ/କିଭ୍‌,୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଉଭୟ ଦେଶର ବହୁ ସଂଖ୍ୟକ ସୈନିକ ନିହତ ହୋଇଛନ୍ତି। ଏହି ସମୟରେ, ଜଣେ ୟୁକ୍ରେନ ସୈନିକଙ୍କ ମୁଣ୍ଡ କାଟିବାର…

୧ ବିଲିୟନ୍‌ ଡଲାର ଠକେଇ ମାମଲାରେ ୨ ଭାରତୀୟ ବଂଶୋଦ୍ଭବ ଦୋଷୀ

ନ୍ୟୁୟର୍କ, ୧୩।୪: ଆମେରିକା ଶିକାଗୋସ୍ଥିତ ଏକ ଷ୍ଟାର୍ଟଅପ୍‌ କମ୍ପାନୀର ୨ ଭାରତୀୟ ବଂଶୋଦ୍ଭବ ଏକ୍‌ଜିକ୍ୟୁଟିଭ୍‌ ୧ ବିଲିୟନ୍‌ ଡଲାର ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠକେଇ ସ୍କିମ୍‌ରେ କମ୍ପାନୀର ଗ୍ରାହକ, ନିବେଶକଙ୍କଠାରୁ ଏହି ଅର୍ଥ ନିଆଯାଇଥିବା ଆମେରିକାର ଫେଡେରାଲ୍‌ ଜ୍ୟୁରି…

ଠିକ୍‌ ଲୋକ ମିଳିଲେ ଟୁଇଟର ବିକିଦେବି: ମସ୍କ

ଓ୍ବାଶିଂଟନ୍‌, ୧୩।୪: ୪୪ ବିଲିୟନ୍‌ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍‌ ଟୁଇଟର୍‌ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି ବୈଦ୍ୟୁତିକ କମ୍ପାନୀ ଟେସ୍‌ଲା ମାଲିକ ଏଲନ୍‌ ମସ୍କ କହିଛନ୍ତି। ଏଥିସହ ଉପଯୁକ୍ତ ବ୍ୟକ୍ତି ମିଳିଲେ ସେ ଟୁଇଟର୍‌କୁ ବିକିବେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri