ଅନ୍ତର୍ଜାତୀୟ

ସ୍ପେସ୍‌ଏକ୍ସରେ ୧୪ ବର୍ଷୀୟ ଇଞ୍ଜିନିୟର

କାଲିଫର୍ନିଆ, ୧୨।୬: ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସରେ କାମ କରିବେ ଜଣେ ୧୪ ବର୍ଷୀୟ ବାଳକ। କାଇରାନ କ୍ୱାଜି ନାମକ ଏହି ବାଳକ ସ୍ପେସ୍‌ଏକ୍ସରେ ସଫ୍ଟ୍‌ଓ୍ବେର୍‌ ଇଞ୍ଜିନିୟର ଭାବେ କାର୍ଯ୍ୟ କରିବେ। ଇଞ୍ଜିନିୟର ଚୟନ ଲାଗି କରାଯାଇଥିବା ଟେକ୍‌ନିକାଲି ଚ୍ୟାଲେଞ୍ଜିଙ୍ଗ୍‌ ଏବଂ ଫନ୍‌…

ହାର୍ଭାର୍ଡ ଛାତ୍ରରୁ ସିରିଏଲ୍‌ କିଲର

ଓ୍ବାଶିଂଟନ୍‌,୧୨ା୬: ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା କୁଖ୍ୟାତ୍‌ ଗଣିତଜ୍ଞ ଟେଡ୍‌ କଜିନ୍‌ସ୍କିଙ୍କ ଶନିବାର ୮୧ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଆମେରିକାର ନର୍ଥ କାରୋଲିନା ଜେଲରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ୟୁନାବମ୍ବର ନାମରେ କୁଖ୍ୟାତ୍‌ ଏହି ସିରିଏଲ୍‌ କିଲର…

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏଲ ନିନୋ ସକ୍ରିୟ: ଭାରତର ମୌସୁମୀକୁ କରିପାରେ ଦୁର୍ବଳ,ବୈଜ୍ଞାନିକ ଦେଲେ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୧।୬ : ଆମେରିକାର ବୈଜ୍ଞାନିକମାନେ ଏଲ ନିନୋ ଆରମ୍ଭକୁ ନିଶ୍ଚିତ କରିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପୃଥିବୀର ପାଣିପାଗ ଉପରେ ପ୍ରଭାବ ପକାଇପାରେ ଏବଂ ଭାରତର ମୌସୁମୀକୁ ଦୁର୍ବଳ କରିପାରେ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ପୃଥିବୀର ତାପମାତ୍ରାକୁ ବୃଦ୍ଧି କରିପାରେ…

ଜର୍ମାନୀରେ ନାରୀ ନିର୍ଯାତନା: ଏକ ତୃତୀୟାଂଶ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା…

ବର୍ଲିନ,୧୧।୬ : ବିକଶିତ ଦେଶ ତାଲିକାରେ ଥିବା ଜର୍ମାନୀରୁ ଏକ ଲଜ୍ଜାଜନକ ଖବର ଆସିଛି। ଜର୍ମାନୀରେ କରାଯାଇଥିବା ଏକ ସର୍ଭେ ପରେ ଏହା ଜଣାପଡିଛି ଦେଶର ଏକ ତୃତୀୟାଂଶରୁ ଅଧିକ ପୁରୁଷଙ୍କ ପାଇଁ ମହିଳା ହିଂସା ସାଧାରଣ କଥା।ମହିଳାଙ୍କ ପ୍ରତି ହେଉଥିବା…

ଇରାନ ଆଣବିକ ଅସ୍ତ୍ର ବିକଶିତ କରିବାକୁ ଚାହିଁଲେ କେହି ରୋକି ପାରିବେ ନାହିଁ…

ତେହେରାନ,୧୧।୬ : ଆମେରିକା ସହିତ ପରମାଣୁ ଚୁକ୍ତି ସଂପର୍କରେ ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପଶ୍ଚିମ ଦେଶ ସହ ଆଣବିକ ଚୁକ୍ତିରେ କିଛି ଭୁଲ ନାହିଁ ବୋଲି ସେ କହିଛନ୍ତି। ତେବେ ଇରାନର…

ଚାଇନାକୁ ନାଟୋର ଗୁପ୍ତ ସୂଚନା ଦେଉଛନ୍ତି ଜର୍ମାଜୀ ପାଇଲଟ…

ବର୍ଲିନ,୧୧।୬ : ଜର୍ମାନୀର ଅବସରପ୍ରାପ୍ତ ପାଇଲଟମାନେ ଏବେ ଚାଇନା ବାୟୁସେନାର ପାଇଲଟମାନଙ୍କୁ ତାଲିମ ଦେଉଛନ୍ତି। ଏହି ସମୟ ମଧ୍ୟରେ, ଏହି ଜର୍ମାନ ପାଇଲଟମାନେ ମୋଟା ମୋଟା ଅର୍ଥ ବଦଳରେ ନାଟୋ ବିଷୟରେ ଅନେକ ଗୁପ୍ତ ତଥ୍ୟ ମଧ୍ୟ ଚାଇନାକୁ ଶେୟାର କରିଛନ୍ତି।…

ବଡ଼ ପ୍ରକଳ୍ପ ନେଇ ତାଲିବାନରେ କଳହ: ଜାତିସଂଘ ରିପୋର୍ଟ…

କାବୁଲ,୧୧।୬ : ଆଫଗାନିସ୍ତାନରେ ତାଲିବାନ ଦ୍ୱାରା ନିଯୁକ୍ତ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ପ୍ରମୁଖ ଅର୍ଥନୈତିକ ପ୍ରକଳ୍ପର ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ବୋଲି ସୂଚନା ଦେଇଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି…

ପାକିସ୍ତାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ: ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ପେଶାଓ୍ବର,୧୧ା୬: କାଳବୈଶାଖି ପ୍ରଭାବରେ ପାକିସ୍ତାନର ଖାଇବର ପଖତୁନ୍‌ଖ୍ବା ପ୍ରଦେଶରେ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଯୋଗୁ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି। ଏପରିକି ୧୧୦ରୁ ଅଧିକ ଆହତ ଲୋକ ଆହତ ହୋଇଛନ୍ତି। ବନ୍ନୁ, ଦିଖାନ, ଲାକ୍କି ମାରଓ୍ବାତ୍‌ ଏବଂ କାରାକ…

ଯିବାର ଥିଲା ଅହମ୍ମଦାବାଦ, ପହଞ୍ଚିଗଲା ଲାହୋରରେ

ଇସଲାମାବାଦ,୧୧ା୬: ଅମୃତସରରୁ ଅହମ୍ମଦାବାଦ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଖରାପ ପାଗ ଯୋଗୁ ପାକିସ୍ତାନର ଲାହୋରରେ ପହଞ୍ଚିଥିଲା। ସୂଚନାନୁସାରେ, ଭାରତୀୟ ବିମାନକ୍ଷେତ୍ରକୁ ଫେରିବା ପୂର୍ବରୁ ଏହା ଗୁଜରାନଓ୍ବାଲାରେ ପହଞ୍ଚିଥିଲା। ଅବଶ୍ୟ ଏହି ସମୟ ମଧ୍ୟରେ ବିମାନରେ କିଛି ଅଘଟଣ ଘଟି…

ଥରିଲା ଜାପାନ

ଟୋକିଓ,୧୧ା୬: ରବିବାର ଅପରାହ୍ନରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଛି। ଏଠାରେ ଥିବା ହୋକାଇଡୋରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ମାପ କରାଯାଇଥିବା ଜାପାନ ପାଣିପାଗ ବିଭାଗ ସୂଚନାରୁ ପ୍ରକାଶ। ଭୂକମ୍ପର କେନ୍ଦ୍ରସ୍ଥଳ ଉରାକାଓ୍ବା ସହର…

ଖାଇବର ପସ୍ତୁନଖ୍ବା-ପଞ୍ଜାବରେ ପ୍ରବଳ ବର୍ଷା, ୨୮ ମୃତ, ୧୪୦ରୁ ଅଧିକ ଆହତ…

ଇସଲାମାବାଦ,୧୧।୬ : ପାକିସ୍ତାନର ଖାଇବର ପସ୍ତୁନଖ୍ବା ଏବଂ ପଞ୍ଜାବ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ୨୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪୦ ରୁ ଅଧିକ ଆହତ ହୋଇଛନ୍ତି। ବର୍ଷା ଯୋଗୁ ଅନେକ ଘର ନଷ୍ଟ ହୋଇଯାଇଛି। ବହୁ ଗଛ ଉପୁଡ଼ି…

ବୋଝ ଉପରେ ନଳିତା ବିଡ଼ା: ବାଂଲାଦେଶରେ ଆର୍ଥିକ ସଙ୍କଟ ସହିତ ବିଦ୍ୟୁତ କାଟ୍‌, ଗରମରେ ଲୋକେ ଛଟପଛ…

ଢାକା,୧୧।୬ : ବାଂଲାଦେଶରେ ଗୋଟିଏ ପରେ ଗୋଟିଏ ସମସ୍ୟା ବୋଝ ଉପରେ ନଳିତା ବିଡ଼ା ପରି ଲଦି ହେବାରେ ଲାଗିଛି। ଆର୍ଥିକ ସଙ୍କଟ ଦେଇ ଜତି କରୁଥିବା ଦେଶରେ ଏବେ ବିଦ୍ୟୁତ ଶକ୍ତିର ଅଭାବ ଦେଖାଦେଇଛି। ଫଳରେ ଖରାଦିନେ ଦେଶରେ ମାତ୍ରାଧିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri