ଅନ୍ତର୍ଜାତୀୟ

କେମୋଥେରାପି ବେଳେ ପୁଟିନ୍‌ଙ୍କୁ ହତ୍ୟା କରିବେ ନିଜ ଲୋକ

ମସ୍କୋ,୧୫।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କର୍କଟ ରୋଗ ପାଇଁ କେମୋଥେରାପି ନେଉଛନ୍ତି। ଏହି ଚିକିତ୍ସା ବେଳେ ତାଙ୍କୁ ନିଜ ଲୋକ ହତ୍ୟା କରିପାରନ୍ତି। ପେଣ୍ଟାଗନ୍‌ ଡକ୍ୟୁମେଣ୍ଟରେ ଏ ସମ୍ପର୍କିତ ଯୋଜନାର ପ୍ରଘଟ ହୋଇଛି। ‘ଟପ୍‌ ସିକ୍ରେଟ୍‌’ ଭାବେ ବର୍ଗୀକୃତ ଉକ୍ତ…

ପ୍ରଘଟକାରୀ ଜ୍ୟାକ୍‌ ଟେକ୍ସେରା ଗିରଫ

ଓ୍ବାଶିଂଟନ୍‌,୧୫ା୪: ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ୍‌’ର ଗୋପନୀୟ ଦସ୍ତାବିଜ ପ୍ରଘଟ ଖବର ବିଶ୍ୱ ଗଣମାଧ୍ୟମରେ ଛାଇଯାଇଛି। ଏହି ମାମଲାରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ଫେଡେରାଲ ଇନ୍‌ଭେଷ୍ଟିଗେଶନ୍‌ ବ୍ୟୁରୋ (ଏଫ୍‌ବିଆଇ) ୨୧ ବର୍ଷୀୟ ଜ୍ୟାକ୍‌ ଡୋଗ୍‌ଲାସ୍‌ ଟେକ୍ସେରାଙ୍କୁ ମାସାଚ୍ୟୁସେଟ୍ସର ଡିଘଟନ୍‌ରୁ ଗିରଫ…

ବିଦେଶରେ ଚାଳୁଥିବା ଭାରତ ନିର୍ମିତ ଟ୍ରେନ୍‌ ବସିଲେ ଜୟଶଙ୍କର

ନୂଆଦିଲ୍ଲୀ,୧୪ା୪: ମୋଜାମ୍ବିକ୍‌ ଗସ୍ତରେ ଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସେଠାରେ ଭାରତ ନିର୍ମିତ ଟ୍ରେନ୍‌ରେ ଯାତ୍ରା କରିଛନ୍ତି। ତାଙ୍କ ସହ ମୋଜାମ୍ବିକ୍‌ର ପରିବହନ ମନ୍ତ୍ରୀ ମାଟେଅସ୍‌ ମାଗାଲା ଏବଂ ଆଇଆଇଟିଇଏସ୍‌ର ସିଏମ୍‌ଡି ରାହୁଲ ମିତ୍ତଲ ମାପୁଟୋରୁ ଟ୍ରେନ୍‌ରେ ଯାତ୍ରା…

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା, ୧୪ା୪: ଇଣ୍ଡୋନେସିଆର ଜାଭା ଏବଂ ବାଲି ଦ୍ୱୀପରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ୭.୦ ରହିଛି। ଭୂକମ୍ପ ଯୋଗୁ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ତେବେ କ୍ଷୟକ୍ଷତି ସମ୍ପର୍କରେ କୌରଓି ତଥ୍ୟ ମିଳିପାରି ନାହିଁ।…

ଇ-ମେଲ୍‌ରେ ତୁଟିଗଲା ବିବାହ

ଓ୍ବାଶିଂଟନ୍‌: ଆମେରିକୀୟ ବ୍ୟବସାୟୀ ରୁପର୍ଟ ମୁର୍ଡୋଚ୍‌ ସ୍ତ୍ରୀ ଜେରୀ ହାଲଙ୍କ ସହ ବିବାହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି। ରୁପର୍ଟ ଜେରୀଙ୍କୁ ୧୧ଟି ଶବ୍ଦରେ ଏକ ଇ-ମେଲ୍‌ ପଠାଇ ବିବାହ ବିଚ୍ଛେଦର ସୂଚନା ଦେଇଥିବାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ୨୦୧୬ରେ ରୁପର୍ଟ…

ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ ପାକିସ୍ତାନ ଉପରେ ପଡୁଥିବା ଦେଖାଯାଇଛି। ଭାରତରେ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନ…

ଦଲାଇ ଲାମାଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛି ଚାଇନା

ବେଜିଂ,୧୪।୪: ଦଲାଇ ଲାମାଙ୍କ ଦ୍ୱାରା ଶିଶୁଙ୍କୁ ଚୁମ୍ବନ ଦେବା ମାମଲା ଥଣ୍ଡା ହେବାର ନଜର ଆସୁନାହିଁ। ଏବେ ଭାରତରେ କେନ୍ଦ୍ରୀୟ ତିବ୍ବତ ପ୍ରଶାସନର ଜଣେ ଶୀର୍ଷ ରାଜନେତ ଚାଇନା ଉପରେ ଅଭିଯୋଗ କରି କରିଛନ୍ତି, ନିକଟରେ ଭାଇରାଲ ହୋଇଥିବା ଭିଡିଓକୁ ନେଇ…

୪୭ ବର୍ଷ ପରେ ଆସିଲା ବିମାନ ଦୁର୍ଘଟଣାର କାରଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନେତା

କୁଆଲା ଲମପୁର,୧୪।୪: ମାଲେସିଆର ଏକ ଟପ ସିକ୍ରେଟ ଫାଇଲକୁ ୪୭ ବର୍ଷ ପରେ ସାର୍ବଜନିନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୬ରେ ମାଲେସିଆରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଅନେକ ରାଜନେତା ଓ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣା ପରଠାରୁ…

ଦୁନିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛି ଏସ୍‌.ରାଜାମୌଲୀ ଏବଂ ଶାହାରୁଖଙ୍କ ନାଁ

ନ୍ୟୁୟର୍କ,୧୪ା୪: ଫିଲ୍ମ ନିର୍ଦ୍ଦେଶକ ଏସ୍‌ ରାଜାମୌଲୀ ଏବଂ ଅଭିନେତା ଶାହାରୁଖ ଖାନ୍‌ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି। ଟାଇମ୍‌ ମାଗାଜିନ୨୦୨୩ ପାଇଁ ଉଭୟଙ୍କ ନାମକୁ ଅନ୍ତର୍ଭୁକ୍ତ କରିଛି। ଏହି ତାଲିକାରେ ଲେଖକ ସଲମାନ ରୁଶ୍‌ଦୀ ଏବଂ ଟିଭି ହୋଷ୍ଟ…

ଚାଇନାକୁ ଲକ୍ଷେ ମାଙ୍କଡ଼ ବିକିବ ଶ୍ରୀଲଙ୍କା

କଲୋମ୍ବୋ, ୧୪।୪: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତର ପଡ଼ୋଶୀ ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କା। ଏଥିଯୋଗୁ ଦେଶବାସୀ ନାହିଁ ନ ଥିବା ଅସୁବିଧା ଦେଇ ଗତି କରୁଛନ୍ତି। ଦେଶର ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ପାଇଁ ସରକାରଙ୍କ ପକ୍ଷରୁ…

ଇରାନ୍‌ରେ ଫାଶୀ ଦଣ୍ଡାଦେଶ ୭୫% ବଢ଼ିଛି

ପ୍ୟାରିସ୍‌,୧୪।୪: ଗତବର୍ଷ ଇରାନ୍‌ରେ ଦଣ୍ଡାଦେଶ ୭୫% ବୃଦ୍ଧି ପାଇଛି। ଲୋକଙ୍କ ମଧ୍ୟରେ ଭାୟର ବାତାବରଣ ସୃଷ୍ଟି କରିବା ପାଇଁ ଇରାନ୍‌ ସରକାର ଏପରି କରିଥିବା ମାନବ ଅଧିକାର ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ୨୦୨୧ରେ ଦେଶରେ ମୋଟ ୩୩୩ ଜଣଙ୍କୁ ଫାଶୀ ଦଣ୍ଡରେ…

ସାମରିକ ନିଯୁକ୍ତି ନିୟମ ବଦଳାଇଲା ଚାଇନା

ବେଜିଂ, ୧୪ା୪: ତାଇଓ୍ବାନ୍‌କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଚାଇନା ଏହାର ଯୁଦ୍ଧ ସମୟର ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛି। ଏଥିରେ ବର୍ଷୀୟାନଙ୍କୁ ପ୍ରାଥମିକତା ଦିଆଯିବ। ତାଇଓ୍ବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା ବିଶେଷଜ୍ଞମାନେ କହିଛନ୍ତି। ଚାଇନା ଷ୍ଟେଟ୍‌ କାଉନସିଲ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri