ନେପାଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ, ଜଣେ ମୃତ ୨୫ ନିଖୋଜ
କାଠମାଣ୍ଡୁ,୧୮।୬: ନେପାଳର ପୂର୍ବ ଭାଗରେ ବନ୍ୟା ପରିସ୍ଥିତି ଭୟଙ୍କର ରୂପ ନେଇଛି। ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅତି କମରେ ୨୫ ନିଖୋଜ ଅଛନ୍ତି । ସୂଚନା ଅନୁଯାୟୀ, ଶନିବାର ସା ଠାରୁ ୨୪ଘଣ୍ଟା ମଧ୍ୟରେ ପୂର୍ବ ନେପାଳର…
୩୮ ପିଲାଙ୍କୁ ଜାଳିଦେଲେ
କାମ୍ପାଲା,୧୮।୬: ଆଇଏସ୍ ସଂଗଠନ ସହ ଜଡ଼ିତ ଆତଙ୍କବାଦୀମାନେ ଉଗାଣ୍ଡାର କାସେସେସ୍ଥିତ ଏକ ଘରୋଇ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ଜିଅନ୍ତା ଜାଳି ହତ୍ୟା କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରେ ୩୮ ଜଣ ଛାତ୍ରଛାତ୍ରୀ ଥିବା ଉଗାଣ୍ଡା କର୍ତ୍ତୃପକ୍ଷ…
କିଙ୍ଗ୍ ଚାଲର୍ସ ଜନ୍ମଦିନ ହନର୍ସ ସୂଚୀରେ ଭାରତୀୟ ବଂଶୋଦ୍ଭବ
ଲଣ୍ଡନ,୧୮।୬: ବ୍ରିଟେନ ସରକାରଙ୍କ ପକ୍ଷରୁ କିଙ୍ଗ୍ ଚାଲର୍ସ ୩ୟଙ୍କ ପ୍ରଥମ ଜନ୍ମଦିନରେ ସମ୍ମାନିତ ହେବାକୁ ଥିବା ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହି ସୂଚୀରେ ପାଖାପାଖି ୪୦ ଜଣ ଭାରତୀୟ ବଂଶୋଦ୍ଭବଙ୍କ ନାମ ରହିଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ଡିରେକ୍ଟର ଅଫ ଗ୍ଲୋବାଲ…
ବୋରିସ୍ଙ୍କୁ ମିଳିଲା ସ୍ତମ୍ଭକାର ନିଯୁକ୍ତି
ଲଣ୍ଡନ, ୧୮ା୬: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କୁ ‘ଡେଲି ମେଲ୍’ ଖବରକାଗଜରେ ସ୍ତମ୍ଭକାର ଭାବେ ନିଯୁକ୍ତି ମିଳିଛି। ଦୀର୍ଘଦିନ ପରେ ବୋରିସ୍ ତାଙ୍କ ସାମ୍ବାଦିକତା କ୍ୟାରିୟରକୁ ଫେରିଛନ୍ତି। ସେ ପୂର୍ବରୁ ବିଭିନ୍ନ ଅଗ୍ରଣୀ ବ୍ରିଟିଶ ଖବରକାଗଜ ପାଇଁ ଲେଖୁଥିଲେ। ରାଜନୀତିକୁ…
ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ନୁହେଁ ସହଜ…
ଓ୍ବାଶିଂଟନ,୧୭।୬ : ୟୁକ୍ରେନ ପାଇଁ ନାଟୋରେ ସାମିଲ ହେବା ବାଟ ଏମେବ ସହଜ ପରିବର୍ତ୍ତେ କଠିନ ହେବାରେ ଲାଗିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ନାଟୋରେ ସାମିଲ କରିବା ଲାଗି ୟୁକ୍ରେନ ପାଇଁ…
ୟୁଏନ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯୋଗ ଦିବସ ସମାରୋହରେ ଯୋଗ ଦେବେ ୟୁଏନ୍ଜିଏ ଅଧ୍ୟକ୍ଷ
ଓ୍ବାଶିଂଟନ,୧୭।୬: ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସବରେ ସଂଯୁକ୍ତ ରାଷ୍ଟ୍ର ହେବାକୁ ଥିବା ସମାରୋହରେ ଯୋଗଦେବେ। ସଂଯୁକ୍ତ ରାଷ୍ଟ୍ର ମହାସଭା (ୟୁଏନଜିଏ)ର ୭୭ ତମ ଅଧିବେଶନର ସଭାପତି ସାବା କୋରୋସି ମଧ୍ୟ…
ଅଧିକା ଦରମାର ଚାକିରି ଛାଡି ୱେଟର, ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି ଚାଇନାର ଯୁବବର୍ଗ, କାରଣ…
ବେଜିଂ,୧୭।୬: ମୁଦ୍ରାସ୍ଫୀତି ବଢୁଥିବା ଯୁଗରେ, ଜଣେ ବ୍ୟକ୍ତି ଚାକିରି ଛାଡିବା ପୂର୍ବରୁ ଅନେକ ଥର ଚିନ୍ତା କରିବ, କିନ୍ତୁ ଚାଇନାର ଚାକିରି ଖୋଜୁଥିବା ବ୍ୟକ୍ତିମାନେ ସେମାନଙ୍କର ବୃତ୍ତିଗତ ଚାକିରି ଛାଡି ୱେଟର ଏବଂ ସଫେଇକର୍ମୀ ହେବାକୁ ପସନ୍ଦ କରୁଛନ୍ତି। ବିଜନେସ ଇନସାଇଡରର…
ଇରାନ-ସାଉଦି ଆରବ ସମ୍ପର୍କ ସୁଧୁରୁଛି
ତେହରାନ,୧୭ା୬: ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଶନିବାର ତେହେରାନରେ ପହଞ୍ଚିଛନ୍ତି। ଇରାନ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ଯେ, ସାଉଦି ଆରବର ବୈଦେଶିକ ମନ୍ତ୍ରୀ ୭ ବର୍ଷ ପରେ ପ୍ରଥମଥର ପାଇଁ ଇରାନ ଗସ୍ତ କରିଛନ୍ତି। ଫୈସଲ…
୨୦ ଦେଶର ବେଆଇନ ପ୍ରବାସୀଙ୍କ ବିରୋଧରେ ସୁନକଙ୍କ ଅଭିଯାନ: ୧୦୫ ଲୋକ ଗିରଫ…
ଲଣ୍ଡନ,୧୭।୬ : ବ୍ରିଟେନର ଗୃହ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଟାାର୍ଗେଟ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଭାଗ ନେଇଥିଲେ। ଦେଶବ୍ୟାପୀ ସର୍ଚ୍ଚ ଅପରେଶନରେ ୨୦ ଟି ଦେଶରୁ ୧୦୫ଜଣ ବିଦେଶୀ ନାଗରିକଙ୍କୁ…
ଭାରତ ପାଲଟିଛି ବିଶ୍ୱସ୍ତରୀୟ ମହାକାଶ ଶକ୍ତି: ନାସା…
ଓ୍ବାଶିଂଟନ,୧୭।୬ : ଆମେରିକାର ସ୍ପେସ ଏଜେନ୍ସି ନାସାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଶ୍ୱ ଶକ୍ତି ଏବଂ ମହାକାଶକୁ ମୁକ୍ତ ପ୍ରବେଶ କରୁଥିବା ଦେଶ ମଧ୍ୟରୁ ଭାରତ ଅନ୍ୟତମ ଏବଂ ଏହା ଆର୍ଟେମିସ ଚୁକ୍ତିନାମାର ଏକ ଅଂଶ ହେବା ଆବଶ୍ୟକ। ସେ…
ସମସ୍ତଙ୍କୁ ଖାଇବା ପାଇଁ ଦେବାକୁ କହି ବିଲ୍ ଦେଲେନି ଟ୍ରମ୍ପ
ଓ୍ବାଶିଂଟନ,୧୭ା୬: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ତଥ୍ୟକୁ ନେଇ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ଟ୍ରମ୍ପ ଫ୍ଲୋରିଡାର ମିଆମିରେ କୋର୍ଟରେ ହାଜର ହୋଇଥିଲେ। ଟ୍ରମ୍ପ କୋର୍ଟରେ ହାଜର ହେବା ପରେ ଲିଟିଲ ହାଭାନାର ଏକ କ୍ୟୁବା ରେଷ୍ଟୁରାଣ୍ଟରେ ଅଟକି ଯାଇଥିଲେ।…
ଉଗାଣ୍ଡା ସ୍କୁଲରେ ଆଇଏସ ଆତଙ୍କବାଦୀଙ୍କ ଆକ୍ରମଣ, ଗୁଳିରେ ଅତିକମରେ ୪୧ ମୃତ
କାମ୍ପାଲା,୧୭।୬: ଆଫ୍ରିକାର ଦେଶ ଉଗାଣ୍ଡାର ପଶ୍ଚିମରେ ଥିବା ଏକ ସ୍କୁଲରେ ଆଇଏସ ସହ ଜଡିତ ବନ୍ଧୁକଧାରୀ ଗୁଳି କରିବାରୁ ଅତିକମରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଘଟଣା ୧୬ ଜୁନ ବିଳମ୍ବିତ ରାତିରେ ଘଟିଛି। ଉଗାଣ୍ଡା ପୋଲିସ…
Archives


