ଅନ୍ତର୍ଜାତୀୟ

ଆଣବିକ ଆକ୍ରମଣ କଲେ କିମ୍‌ଙ୍କ ସରକାରଙ୍କ ଅନ୍ତ ଘଟିବ: ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୨୭।୪ : କିମ ଜୋଙ୍ଗ ଉନଙ୍କ ଶାସନକୁ ଅନ୍ତ କରିବାକୁ ଦକ୍ଷିଣ କୋରିଆ ଏବଂ ଆମେରିକା ଚେତାବନୀ ଦେଇଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ କହିଛନ୍ତି, ଯଦି ଉତ୍ତର କୋରିଆ ଆଣବିକ ଅସ୍ତ୍ର…

ପୃଥିବୀର ଭବିଷ୍ୟତ ପାଇଁ ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୨୭।୪ : ଭାରତରେ ନୂତନ ଭାବେ ନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ଏରିକ ଗାର୍ସେଟି କହିଛନ୍ତି ପୃଥିବୀର ଭବିଷ୍ୟତ ପାଇଁ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଭୟ ଦେଶ ଅନେକ ପ୍ରସଙ୍ଗରେ ଏକାଠି କାମ କରୁଛନ୍ତି ଏବଂ ଏହା…

ଜମ୍ମୁ-କଶ୍ମୀର ଭାରତର ଅଭିନ୍ନ ଅଙ୍ଗ: ଜାତିସଂଘରେ ଭାରତର ଜବାବ…

ଜେନେଭା,୨୭।୪ : ମିଳିତ ଜାତିସଂଘରେ ସ୍ଥାୟୀ ମିଶନରେ ଭାରତର ପରାମର୍ଶଦାତା ପ୍ରତୀକ ମାଥୁର କହିଛନ୍ତି, ଜମ୍ମୁ-କଶ୍ମୀର ଏବଂ ଲଦାଖର ୟୁନିଅନ ଟେରିଟୋରୀ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ରହିଛି ଏବଂ ରହିବ ମଧ୍ୟ। କୌଣସି ଦେଶ ଭୁଲ ତଥ୍ୟ, ବାକ୍ୟ…

ବିଭିନ୍ନ ଗାଁରେ ନରସଂହାର: ୬୦ ମୃତ ଦେହ ମିଳିଲା…

କୀନସାସା,୨୭।୪ : ପୂର୍ବ କଙ୍ଗୋର ଉତ୍ତର କିଭୁ ପ୍ରଦେଶର କେତେକ ଗ୍ରାମରେ ୬୦ ଜଣଙ୍କ ମୃତଦେହ ମିଳିଛି। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବିଦ୍ରୋହୀମାନେ ଏହି ଲୋକଙ୍କୁ ହତ୍ୟା କରିଛନ୍ତି। ବିୱିଟୋ ଅଞ୍ଚଳର ଡେପୁଟି ଗଭର୍ନର ଆଇଜାକ କିବିରା…

ବିଶପ୍‌ ବୈଠକରେ ମହିଳାଙ୍କୁ ମିଳିଲା ଭୋଟ ଅନୁମତି

ଭାଟିକାନ୍‌ ସିଟି,୨୭ା୪: ବିଶପ୍‌ମାନଙ୍କ ଆଗାମୀ ବୈଠକରେ ମହିଳାମାନଙ୍କୁ ଭୋଟ ଅଧିକାର ଦେବା ପାଇଁ ପୋପ୍‌ ଫ୍ରାନ୍ସିସ୍‌ ନିଷ୍ପତ୍ତି ନେଇଛନ୍ତି। କାଥୋଲିକ୍‌ ଚର୍ଚ୍ଚରେ ମହିଳାମାନଙ୍କୁ ବଡ଼ ନିଷ୍ପତ୍ତି ନେବାର ଦାୟିତ୍ୱ ଦେବା ପାଇଁ ପୋପ୍‌ ଆଶା ରଖିଥିବା ଉପରୋକ୍ତ ନିଷ୍ପତ୍ତିରୁ ପ୍ରତିଫଳିତ ହୋଇଛି।…

୧ କେଜି ଗଞ୍ଜେଇ ପାଇଁ ଫାଶୀ

ସିଙ୍ଗାପୁର,୨୭ା୪ : ଏକ କିଲୋଗ୍ରାମ ଗଞ୍ଜେଇ ଚୋରା ଚାଲାଣ ଷଡ଼ଯନ୍ତ୍ରରେ ଦୋଷୀସାବ୍ୟସ୍ତ ଜଣେ ବନ୍ଦୀଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେଇଛନ୍ତି। ଏପରିକି ଅନ୍ତର୍ଜାତୀୟ ସ୍ତରରେ ଫାଶୀଦଣ୍ଡ ବନ୍ଦ ଲାଗି ଆହ୍ବାନ ସତ୍ତ୍ୱେ ସିଙ୍ଗାପୁର ଏହାକୁ ଭ୍ରୂକ୍ଷେପ କରିନାହିଁ। ଜାତିସଂଘ ମାନବାଧିକାର…

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଯୋଗଦେବେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

କେମ୍ବ୍ରିଜ୍‌,୨୭ା୪ : ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେର୍ନ ଚଳିତ ବର୍ଷ ଶେଷ ଭାଗରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ସାମୟିକ ଭାବେ ଯୋଗଦେବେ। କେନେଡି ସ୍କୁଲ୍‌ ଡିନ୍‌ ଡୋଗ୍‌ଲାସ ଏଲ୍‌ମେଣ୍ଡୋର୍ଫ ଏହି ସୂଚନା ଦେଇଛନ୍ତି। ଆର୍ଡେର୍ନ ବାମଦଳର ବିଶ୍ୱ ଆଇକନ୍‌ ଏବଂ ମହିଳାମାନଙ୍କ…

ଜେଲେନ୍‌ସ୍କିଙ୍କୁ ଫୋନ୍‌ କଲେ ଜିନ୍‌ପିଙ୍ଗ୍‌

ବେଜିଂ,୨୭ା୪: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ବୁଧବାର ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ଆଣବିକ ଯୁଦ୍ଧରେ କେହି ବିଜେତା ହୁଅନ୍ତି ନାହିଁ ବୋଲି ଜିନ୍‌ପିଙ୍ଗ୍‌ ତାଙ୍କୁ ଚେତାଇଦେଇଥିବା ଚାଇନାର ଏକ ସରକାରୀ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।…

ଚନ୍ଦ୍ର ମୃତ୍ତିକାରୁ ଅମ୍ଳଜାନ ବାହାର କଲେ ନାସା ବୈଜ୍ଞାନିକ

ଓ୍ବାଶିଂଟନ,୨୭ା୪: ଆମେରିକାର ମହାକାଶ ଗବେଷଣା ସଂସ୍ଥା (ନାସା) ଆର୍ଟେମିସ୍‌ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠକୁ ମହାକାଶଚାରୀଙ୍କୁ ପ୍ରେରଣ କରିବା ଲାଗି ଉଦ୍ୟମ ଚଳାଇଥିବାବେଳେ ଏହାର ବୈଜ୍ଞାନିକମାନେ ଚନ୍ଦ୍ର ମୃତ୍ତିକା ଅନୁରୂପ ପଦାର୍ଥରୁ ଅମ୍ଳଜାନ ବାହାର କରିବାରେ ସଫଳ ହୋଇଛନ୍ତି। ଚନ୍ଦ୍ରର ଉପରିଭାଗରେ ରହିଥିବା…

ପାକିସ୍ତାନକୁ ଭାରତର ସର୍ଜିକାଲ ଷ୍ଟ୍ରାଇକ୍‌ ଭୟ

ଇସଲାମାବାଦ,୨୬ା୪: ଜମ୍ମୁ କଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଅବଦୁଲ ବସିତ ଭାରତ ପାକିସ୍ତାନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ କରିପାରେ ବୋଲି ଆଶଙ୍କା କରିଛନ୍ତି। ଅବଦୁଲ ଏକ ଭିଡିଓରେ କହିଛନ୍ତି, ବର୍ତ୍ତମାନ ପାକିସ୍ତାନର…

ଭାରତ ଆସିବେ ନାହିଁ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ, ୨୬।୪: ଭାରତରେ ଅନୁଷ୍ଠିତ ଥିବା ଏସ୍‌ସିଓ ବୈଠକରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ମହମ୍ମଦ ଆଶିଫ ସାମିଲ ହେବେ ନାହିଁ। ଏସ୍‌ସିଓର ଏହି ବୈଠକ ୨୭-୨୮ ଏପ୍ରିଲରେ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକ ପାଇଁ ଭାରତ…

ଦୁନିଆର ସବୁଠୁ ଗରିବ ଆଉ ହିଂସାର ଦେଶ ସୁଦାନ

ଜେନେଭା,୨୬ା୪: ସ୍ବାଧୀନତା ପରବର୍ତ୍ତୀ ସୁଦାନର ଅଧିକାଂଶ ସମୟ ସାମରିକ ଶାସନ ଏବଂ ଗୃହଯୁଦ୍ଧ ମଧ୍ୟରେ ବିବାଦ ମଧ୍ୟରେ ଚାଲିଆସିଛି। ଏହି ଦେଶ ୧ ଜାନୁୟାରୀ ୧୯୫୬ରେ ସ୍ବାଧୀନ ହୋଇଥିଲା। ସେହି ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦେଶ ଗଣତନ୍ତ୍ରର ଲଢ଼େଇ କରୁଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri