ପ୍ରେମିକଙ୍କ ପାଇଁ ପାକିସ୍ତାନରେ ପହଞ୍ଚିଲେ ଚାଇନା ମହିଳା
ଇସଲାମାବାଦ,୨୭।୭: ଆଜିକାଲି ସୀମା ପାର୍ର ପ୍ରେମ କାହାଣୀ ଲାଇମଲାଇଟ୍ରେଅଛି। ପ୍ରଥମେ ସୀମା ହାୟଦାର ଏବଂ ଅଞ୍ଜୁ ପରେ ବର୍ତ୍ତମାନ ଜଣେ ଚାଇନା ମହିଳାଙ୍କ ମାମଲା ସାମ୍ନାକୁ ଆସିଛି। ପାକ୍ ପୋଲିସ ଗୁରୁବାର କହିଛି ଯେ ଜଣେ ଚାଇନା ମହିଳା ନିଜ ପ୍ରେମିକଙ୍କୁ…
ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ, ୭ ଆହତ
ମସ୍କୋ,୨୭ା୭: ସାଇବେରିଆରେ ଗୁରୁବାର ରୁଷିଆର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିବା ରୁଷିଆର ଜରୁରୀକାଳିନ ଅଧିକାରୀ ସୂଚନା ଦେଇଛନ୍ତି। ରୁଷିଆର ଜରୁରୀକାଳିନ ମନ୍ତ୍ରଣାଳୟର ଅଲଟାଇ ଶାଖା କହିଛି, ଦକ୍ଷିଣ ସାଇବରିଆର…
ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣି ଦେଲେ ପାକିସ୍ତାନର ପ୍ରତିରକ୍ଷାମନ୍ତ୍ରୀ
ଇସଲାମାବାଦ,୨୭।୭: ସଂସଦର ମିଳିତ ଅଧିବେଶନରେ ପାକିସ୍ତାନର ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ର ମହିଳା ନେତାଙ୍କ ବିରୋଧରେ ଯୌନ ସମ୍ପର୍କ ତଥା ଅପମାନଜନକ ମନ୍ତବ୍ୟ ଦେଇ ସମାଲୋଚନା କରିଛନ୍ତି। ଡନ…
ସିନିଆଦ-ଓ-କର୍ନରଙ୍କ ପରଲୋକ
ଡବଲିନ,୨୭।୭: ଆଇରିସ ସିଙ୍ଗର ଓ ସଙ୍ଗ ରାଇଟର ସିନୈଡ ମେରି ବର୍ନାଡିଜ ଓ କର୍ନରଙ୍କ ପରଲୋକ ହୋଇଛି। ସେ ‘ଲାୟନ ଆଣ୍ଡ ଦ କୋବରା’ ଆଲବମ ଜରିଆରେ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ପରିବାର ସୂଚନା ଦେଇଛନ୍ତି ଯେ ୫୬ ବର୍ଷିୟ…
୩୦୦୦ କାର ନେଇ ଯାଉଥିବା ମାଲବାହୀ ଜାହାଜରେ ଲାଗିଲା ନିଆଁ, ବୁଡିଯିବା ସମ୍ଭାବନା, ଜଣେ ଭାରତୀୟ ମୃତ, ୨୦ ଆହତ
ଲଣ୍ଡନ,୨୭।୭: ନେଦରଲ୍ୟାଣ୍ଡସ ଉପକୂଳରେ ପ୍ରାୟ ୩୦୦୦ କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ନେଦରଲ୍ୟାଣ୍ଡସ କୋଷ୍ଟଗାର୍ଡଙ୍କ ପକ୍ଷରୁ ଚେତାବନୀ…
ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ କିମ ଜୋନ ଉନ
ସିଓଲ,୨୭।୭: ଉତ୍ତର କୋରିଆ ନେତା କିମ ଜୋନ ଉନ ସାମରିକ ପ୍ରସଙ୍ଗ ଓ ଆଞ୍ଚଳିକ ସୁରକ୍ଷାକୁ ନେଇ ଚର୍ଚ୍ଚା କରିବାକୁ ରୁଷିଆ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁଙ୍କୁ ଭେଟିଛନ୍ତି। କୋରିଆ ଗଣମାଧ୍ୟମ ଗୁରୁବାର କହିଛି ଯେ ଉତ୍ତର କୋରିଆରେ ବିଜୟ ଦିବସ…
କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା ୪୧ ଲକ୍ଷ ଟଙ୍କାରେ ହେଉଛି ନିଲାମ
ଓ୍ବାଶିଂଟନ,୨୭।୭: ବିଶ୍ୱର ନାଁ କରା ଇଲକ୍ଟ୍ରୋନିକ କମ୍ପାନୀ ଏପଲ ୧୯୯୦ ଦଶକରେ ତା’ର କର୍ମଚାରୀଙ୍କ ପାଇଁ ଜୋତା ତିଆରି କରିଥିଲା। ସେହି ଜୋତା ଏବେ ୪୧ ଲକ୍ଷ ଟଙ୍କାରେ ନିଲାମ ହେଉଛି। କର୍ମଚାରୀଙ୍କ ପାଇଁ ଏପଲ କମ୍ପାନୀ ତିଆରି କରିଥିବା ଜୋତା…
ଜଳବାୟୁ ପରିବର୍ତ୍ତନ ପ୍ରଭାବ: ପ୍ରତିବର୍ଷ ୮୧ ବିଲିୟନ ଡଲାର ସାମୁଦ୍ରିକ କାରବାର ସଙ୍କଟରେ…
ଓ୍ବାଶିଂଟନ,୨୭।୭ : ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ବନ୍ଦରଗୁଡିକ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛନ୍ତି। ବିଶ୍ୱର ୮୦ ପ୍ରତିଶତ ବାଣିଜ୍ୟ ବନ୍ଦର ମାଧ୍ୟମରେ ହୋଇଥାଏ । ଅନେକ ବନ୍ଦର ବିପର୍ଯ୍ୟୟ ଯୋଗୁ ବ୍ୟାଘାତର ସମ୍ମୁଖୀନ ହୋଇଥାନ୍ତି। ଫଳସ୍ବରୂପ ଆର୍ଥିକ…
ପିଟିଆଇ ନେତା ଜୁଲଫି ବୁଖାରୀଙ୍କ ବାସଭବନରେ ଚଢାଉ
ଇସଲାମବାଦ,୨୭।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ କଟକଣା ଜାରି କରି ପୋଲିସ ଇସଲାମାବାଦରେ ପିଟିଆଇ ଦଳର ନେତା ଜୁଲଫି ବୁଖାରୀଙ୍କ ବାସଭବନକୁ ଚଢାଉ କରିଛି।ଚଢାଉ କରିବା ପରେ ତାଙ୍କ ବାସଭବନକୁ ସିଲ କରାଯାଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଚଢାଉ…
ୟୁଏଫ୍ଓ-ଏଲିଅନ ସୂଚନା ଲୁଚାଉଛି ଆମେରିକା, ପୂର୍ବ ବାୟୁସେନା ଅଧିକାରୀ କଲେ ପର୍ଦ୍ଦାଫାଶ…
ଓ୍ବାଶିଂଟନ,୨୭।୭ : ଆମେରିକାର ବାୟୁସେନାର ଜଣେ ପୂର୍ବତନ ଗୁପ୍ତଚର ଅଧିକାରୀ ପ୍ରକାଶ କରିଛନ୍ତି ଦଶନ୍ଧି ଧରି ଆମେରିକା ଏଲିଅନ ଏବଂ ୟୁଏଫ୍ଓ ସହ ଜଡିତ ତଥ୍ୟ ଲୁଚାଇ ରଖିଛି। ୟୁଏଫ୍ଓ ଗୁଡ଼ିକୁ ବର୍ତ୍ତମାନ ଆମେରିକା ସରକାର ୟୁଏପି ବା ଅଜ୍ଞାତ ଉଡ଼ାଣ…
ଭୋକ ସୂଚକାଙ୍କ: ପୃଥିବୀରେ ୮୨.୮ କୋଟି ଲୋକ ଭୋକିଲା, ତାଲିକାରେ ପାକିସ୍ତାନ ୯୯ ତମ ସ୍ଥାନରେ…
ଓ୍ବାଶିଂଟନ,୨୭।୭ : ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ(ଜିଏଚଆଇ)ରେ ପାକିସ୍ତାନର ମାନ୍ୟତା ୨୦୦୬ରେ ୩୮.୧ ରୁ ୨୦୨୨ ରେ ୨୬.୧ କୁ ଖସି ଆସିଛି। ଦେଶ ତଥା ଏହାର ଲୋକଙ୍କ ଉପରେ କେତେ ସଙ୍କଟ ଅଛି ତାହା ଏଥିରେ ଦର୍ଶାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ…
ନାଇଜରରେ କ୍ଷମତା ଦଖଲ, କାରାଗାରରେ ରାଷ୍ଟ୍ରପତି…
ନିଆମେ,୨୭।୭ : ଆଫ୍ରିକୀୟ ଦେଶ ନାଇଜରରେ ସେନା କ୍ଷମତା ଦଖଲ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କ ସରକାରକୁ ହଟାଇ ଦିଆଯାଇଛି ବୋଲି ନାଇଜର ସେନା ଦାବି କରିଛି। ସେମାନେ ରାଷ୍ଟ୍ରପତି ବାଜୁମଙ୍କୁ କାରାଗାରରେ ରଖିଛନ୍ତି। ଜାତିସଂଘ-ଆମେରିକାର ହସ୍ତକ୍ଷେପକୁ ସୈନିକମାନେ ବିରୋଧ କରିଥିଲେ…
Archives


