ଅନ୍ତର୍ଜାତୀୟ

ବହୁପକ୍ଷୀୟ ବ୍ୟବସ୍ଥା ବଜାୟ ପାଇଁ ଭାରତ ଗ୍ରହଣ କରିଛି ପ୍ରମୁଖ ଭୂମିକା: କାମ୍ବୋଜ …

ଜେନେଭା,୧୬।୮ : ଭାରତର ୭୭ ତମ ସ୍ବାଧୀନତା ଦିବସ ଅବସରରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ଏବଂ ଭାରତର ସ୍ଥାୟୀ ଉତ୍ତରାଧିକାରୀଙ୍କୁ ଆଗେଇ ନେବାରେ ବିଶ୍ୱ ସଂଗଠନକୁ ଆମନ୍ତ୍ରଣ କରିଛନ୍ତି। କାମ୍ବୋଜ ଭାରତର…

ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳରେ ଏୟାର ଷ୍ଟ୍ରାଇକ କଲା ରୁଷିଆ: ୩ ମୃତ, ବହୁ ଆହତ…

କିଭ,୧୬।୮ : ରୁଷିଆ ପଶ୍ଚିମ ୟୁକ୍ରେନର ଲୁଟସ୍କ ଅଞ୍ଚଳ ଏବଂ ପୋଲାଣ୍ଡ ସୀମା ନିକଟରେ ଭୋଲିନ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଲୁଟସ୍କର ସ୍ବଡେନ ଏସକେଏଫ କାରଖାନାର ତିନିଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ…

ଲିବିୟାରେ ରକ୍ତାକ୍ତ ସଂଘର୍ଷ: ୨୭ ମୃତ, ୧୦୦ରୁ ଅଧିକ ଆହତ…

ତ୍ରିପୋଲି,୧୬।୮ : ଲିବିୟାରେ ପ୍ରତିଦ୍ୱନ୍ଦ୍ୱୀ ମିଲିସିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦୦ ରୁ ଅଧିକ ଆହତ ହୋଇଛନ୍ତି। ଲିବିୟାର ରାଜଧାନୀ ତ୍ରିପୋଲରେ ଏହି ସଂଘର୍ଷ ଘଟିଛି। ଏଠାରେ ବାସ କରୁଥିବା ଲୋକେ ବାସିନ୍ଦାମାନେ…

ଉଡାଣ ପୁର୍ବରୁ କାଠମାଣ୍ଡୁ-ଦିଲ୍ଲୀ ବିମାନରେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି

କାଠମାଣ୍ଡୁ,୧୬।୮: ଏୟାର ଇଣ୍ଡିଆର କାଠମାଣ୍ଡୁ-ଦିଲ୍ଲୀ ବିମାନ ମଙ୍ଗଳବାର କାଠମାଣ୍ଡୁ ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର ମୁଖପାତ୍ର ସୁବାସ ଝା କହିଛନ୍ତି ଯେ, ଉଡାଣ ଭରିବାକୁ ଥିବା ବିମାନର ଲ୍ୟାଡିଙ୍ଗ୍‌ ଗିଅରରେ…

ଜାତିସଂଘରେ ଆଫଗାନିସ୍ତାନ ମହିଳାଙ୍କ ପକ୍ଷରୁ ଶିକ୍ଷା ଅଧିକାର ଦାବି…

କାବୁଲ,୧୬।୮ : ଦୁଇ ବର୍ଷ ପୂର୍ବେ ତାଲିବାନ ସରକାର କ୍ଷମତାକୁ ଫେରିବା ପରେ ୧.୧ ମିଲିୟନରୁ ଅଧିକ ବାଳିକା ଓ ମହିଳାଙ୍କୁ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିବାକୁ ବାରଣ କରାଯାଇଛି। ଏନେଇ ଇଞ୍ଜିନିୟରିଂ ଛାତ୍ରୀ ସୋମାୟା ଫାରୁକି ଦୁଇ ବର୍ଷ…

ଆମେରିକୀୟ ସେନା ମଧ୍ୟରେ ଜାତିଗତ ଭେଦଭାବ: ଉତ୍ତର କୋରିଆର ଦାବି…

ପ୍ୟୋଙ୍ଗୟାଙ୍ଗ,୧୬।୮: ଜଣେ ଆମେରିକୀୟ ସୈନିକ ଉତ୍ତର କୋରିଆରେ ପ୍ରବେଶ କରିବା ମାମଲାରେ ଉତ୍ତର କୋରିଆ ଅନେକ ଦାବି କରିଛି। ପ୍ୟୋଙ୍ଗୟାଙ୍ଗ ବୁଧବାର ଦାବି କରିଛି ଆମେରିକାର ସୈନ୍ୟବାହିନୀ ମଧ୍ୟରେ ଅମାନୁଷିକ ଅସଦାଚରଣ ଏବଂ ଜାତିଗତ ଭେଦଭାବ ଯୋଗୁ ଏହି ସୈନିକ ଜଣକ…

ସ୍ତ୍ରୀଙ୍କୁ ଗୁଳି କରିବା ପରେ ସହକର୍ମୀଙ୍କୁ ମେସେଜ୍‌ ପଠାଇଲେ ବିଚାରପତି

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ରକ୍ତପାତରେ ପହଞ୍ଚିଛି। ବାସ୍ତବରେ, ଜେଫ୍ରି ଫର୍ଗ୍ୟୁଶନ ଏବଂ ତାଙ୍କ ସ୍ତ୍ରୀ ଶେରିଲ ଖାନେକୁ ବାହାରକୁ ଯାଇଥିଲେ, ସେହି ସମୟରେ ହଠାତ୍‌ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଘରକୁ ଆସିବା ପରେ…

ଯେଉଁ ଜଙ୍ଗଲରେ ନିଆଁ ଲାଗି ଯାଇଛି ୯୯ ଜଣଙ୍କର ଜୀବନ, ସେହି ସ୍ଥାନର ନାମ ଭୁଲିଗଲେ ବାଇଡେନ

ଓ୍ବାଶିଂଟନ୍‌,୧୬।୮: ଖବରଦାତାଙ୍କ ପ୍ରଶ୍ନ ଏବଂ ପ୍ରେସ କନଫରେନ୍ସ ସମୟରେ ଦେଇଥିବା ଜବାବ କାରଣରୁ ବିରୋଧୀଦଳର ଟାର୍ଗେଟରେ ରହିଆସୁଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏହାର କାରଣ ହେଉଛି ଆମେରିକାର ହୱାଇର ମାଉଇସ୍ଥିତ ଜଙ୍ଗଲରେ ନିଆଁ ଲାଗିବା…

ବିମାନରେ ବୋମା ଥିବା ନେଇ କହିବା ପଡିଲା ମହଙ୍ଗା, ଗିରଫ ହେଲେ ପାକିସ୍ତାନୀ ମୂଳ ବ୍ୟକ୍ତି

କାନବେରା,୧୬।୮: ଅଷ୍ଟ୍ରେଲିଆରେ ଜଣେ ପାକିସ୍ତାନୀ ମୂଳ ବ୍ୟକ୍ତି ମାଲେସିଆ ଏୟାରଲାଇନ୍ସର ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ବ୍ୟାଗରେ ବୋମା ଥିବା ନେଇ କହିବା ମହଙ୍ଗା ପଡିଛି। ସୋମବାର ବିମାନରେ ବୋମା ଗୁଜବ ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।…

ମସ୍କଙ୍କୁ ପୁଣି ଚ୍ୟାଲେଞ୍ଜ ଦେଲେ ଜୁକରବର୍ଗ

କାଲିଫର୍ନିଆ,୧୬।୮: ବୈଷୟିକ ଜଗତର ଦୁଇ ପ୍ରତିଷ୍ଠତା ଏଲନ ମସ୍କ ଏବଂ ମାର୍କ ଜୁକରବର୍ଗଙ୍କ ମଧ୍ୟରେ ପୁଣିଥରେ ଲଢେଇ ଆରମ୍ଭ ହୋଇଛି। ଯେଉଁଥିରେ, ‘X’ର ମାଲିକ ଜୁକରବର୍ଗଙ୍କ ଉପରେ ଚ୍ୟାଲେଞ୍ଜ ସ୍ବୀକାର କରୁନଥିବା ଅଭିଯୋଗ କରିଛନ୍ତି। ଏଥି ସହିତ ମେଟାର ମାଲିକ ମସ୍କଙ୍କୁ…

ମ୍ୟାନମାରର ଜେଡ ଖାଦାନରେ ଭୂସ୍ଖଳନ: ୨୫ ମୃତ, ୧୪ ନିଖୋଜ

ନାପିଦ୍ୱ,୧୬।୮: ମ୍ୟାନମାର ଏକ ଦୁର୍ଗମ ଅଞ୍ଚଳରେ ଥିବା ଏକ ଜେଡ ଖାଦାନରେ ଭୂସ୍ଖଳନ ଘଟି ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ମଙ୍ଗଳବାର…

ଜାପାନରେ ଟାଇଫୁନ ଲାନ ତାଣ୍ଡବ: ୯୦୦ରୁ ଅଧିକ ଉଡ଼ାଣ ବାତିଲ…

ଟୋକିଓ,୧୫।୮ : ଶକ୍ତିଶାଳୀ ଟାଇଫୁନ ଲାନ ଜାପାନରେ ତାଣ୍ଡବ ରଚିଛି। ଟାଇଫୁନ ଯୋଗୁଁ ଜାପାନରେ ପ୍ରାୟ ୯୦୦ରୁ ଅଧିକ ବିମାନର ଉଡ଼ାଣକୁ ବାତିଲ କରାଯାଇଛି। ଏହା ବ୍ୟତୀତ ୨ ଲକ୍ଷ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?