ଅନ୍ତର୍ଜାତୀୟ

ଭାରତକୁ ପ୍ରଶଂସା କଲା ରୁଷିଆ

ମସ୍କୋ,୧୬ା୮: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଭାରତକୁ ପ୍ରଶଂସା କରିଛନ୍ତି। ଏଥିସହ ଅନ୍ୟାନ୍ୟ ଗ୍ଲୋବାଲ ସାଉଥ୍‌ ଦେଶକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତର ନିରପେକ୍ଷ ଏବଂ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରଶଂସା କରି ଲାଭ୍ରୋଭ କହିଛନ୍ତି, ଯୁଦ୍ଧର ସମାଧାନ ଖୋଜିବାରେ ଭାରତ…

ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୬।୮: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ମୋରାରି ବାପୁଙ୍କ ରାମକଥାରେ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି। ସ୍ବାଧୀନତା ଦିବସରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ପ୍ରସିଦ୍ଧ କଥାବାଚକ ରାମକଥା ଆୟୋଜିତ ହୋଇଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ହଠାତ୍‌ ରାମକଥାରେ ପହଞ୍ଚିଥିଲେ। ଭାରତର ସାଧୁଙ୍କର ସରଳତାକୁ ବହୁତ…

୧୭ ନାଇଜର ସେନା ମୃତ

ନିୟାମେ,୧୬ା୮: ବୁର୍କିନା ଫାସୋ ସୀମାନ୍ତରେ ଥିବା ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୭ ନାଇଜର ସେନା ପ୍ରାଣ ହରାଇଛନ୍ତି। ଏନେଇ ବୁଧବାର ନାଇଜରର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଟୋରୋଡି କମ୍ୟୁନିଟି ନିକଟରେ ନାଇଜର ସେନାର…

ଇମ୍ରାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି, ଘରକୁ ଯିବାକୁ ଅନୁମତି ଦେଲେ କୋର୍ଟ

ଇସଲାମବାଦ,୧୬।୮: ଇସଲାମାବାଦ ହାଇକୋର୍ଟ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ସହଯୋଗୀଙ୍କୁ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ଦୁହିଁଙ୍କୁ ଘରକୁ ଯିବାକୁ ଅନୁମତି ଦେଇଛନ୍ତି। ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର ଅର୍ଡିନାନ୍ସ ଅଧୀନରେ ତାଙ୍କୁ ଦୀର୍ଘ ସମୟ ଧରି ଅଟକ ରଖାଯାଇଥିଲା।…

ପିଏଲଏରେ ବଡ ପରିବର୍ତ୍ତନ: ବାୟୁସେନା ନୌସେନା ବିମାନକୁ କଲା ଅଧିଗ୍ରହଣ, ଫିଲିପାଇନ୍ସକୁ ଅଟକାଇବା ପାଇଁ ଏକଜୁଟ…

ବେଜିଂ,୧୬।୮ : ଚାଇନାର କମ୍ୟୁନିଷ୍ଟ ପାର୍ଟିର ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ) ହେଉଛି ବିଶ୍ୱର ସବୁଠାରୁ ବଡ ସେନା। ସମ୍ପ୍ରତି ପିଏଲଏରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏକାଧିକ ସଶସ୍ତ୍ର ସେବା ମଧ୍ୟରେ ମିଳିତ କାର୍ଯ୍ୟ ପାଇଁ ଦକ୍ଷିଣ ଚାଇନା ସାଗରରେ…

ଲାଇଭ୍‌ ଶୋ’ରେ ଋଷ ଡ୍ରମରଙ୍କୁ ସ୍ବାଗତ କରିବାରୁ କ୍ଷମା ମାଗିଲା ଆମେରିକାର ଲୋକପ୍ରିୟ ରକ୍‌ ବ୍ୟାଣ୍ଡ

ଓ୍ବାଶିଂଟନ୍‌,୧୬।୮: ଆମେରିକାର ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଲୋକପ୍ରିୟ ରକ୍‌ ବ୍ୟାଣ୍ଡ ଦି କିଲର୍ସ ସୋସିଆଲ ମିଡିଆରେ କ୍ଷମା ମାଗିଛି। ଭୂଲ ଏତିକି ଯେ, ଦି କିଲର୍ସ ବ୍ୟାଣ୍ଡ ଜର୍ଜିଆରେ ଏକ ଲାଇଭ ଶୋ ସମୟରେ ଋଷ ଡ୍ରମରମାନଙ୍କୁ ଷ୍ଟେଜ ଉପରେ…

ଅର୍ଥନୈତିକ ସମ୍ପର୍କିତ ବହୁ ତଥ୍ୟ ଲୁଚାଉଛି ଚାଇନା, ଏକ ପଞ୍ଚମାଂଶ ଯୁବବର୍ଗ ଛଟେଇ…

ବେଜିଂ,୧୬।୮ : ଚାଇନାର ଆକସ୍ମିକ ନିଷ୍ପତ୍ତି ଏହି ସପ୍ତାହରେ ବୃଦ୍ଧି ପାଉଥିବା ଯୁବ ବେରୋଜଗାରୀ ହାର ଉପରେ ତଥ୍ୟ ପ୍ରକାଶକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ବେଦନଶୀଳ ସୂଚନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜୁନ ମାସରେ ୨୧.୩ ପ୍ରତିଶତ ରେକର୍ଡ…

ରୁଷିଆକୁ ଡ୍ରୋନ ନ ଦେବାକୁ ଇରାନକୁ ମନା କଲା ଆମେରିକା…

ଓ୍ବାଶିଂଟନ,୧୬।୮ : ୱାଶିଂଟନ ଏବଂ ତେହେରାନ ମଧ୍ୟରେ ବଢୁଥିବା ତିକ୍ତତାକୁ କମାଇବା ପାଇଁ ବ୍ୟାପକ ଲିଖିତ ବୁଝାମଣା ଉପରେ ଆଲୋଚନାର ଏକ ଅଂଶ ଭାବରେ ଆମେରିକା ରୁଷିଆକୁ ସଶସ୍ତ୍ର ଡ୍ରୋନ ବିକ୍ରୟ ବନ୍ଦ କରିବା ଲାଗି ଇରାନକୁ ମନା କରିଛି। ବୁଧବାର…

ଇମ୍ରାନଙ୍କ ଜାମିନ ଖାରଜ କଲେ କୋର୍ଟ

ଇସଲାମବାଦ,୧୬।୮: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଅଡୁଆ ବଢିବାରେ ଲାଗିଛି। ଜିଲା ଓ ଅଧିବେଶନ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଖାରଜ କରିଦେଇଛନ୍ତି। ଜଜ ମହମ୍ମଦ ସୋହେଲ ଶୁଣାଣି କରି କହିଛନ୍ତି ଯେ, ଗତ ବର୍ଷ ସଂସଦୀୟ ଭୋଟ ମାଧ୍ୟମରେ…

ଚାଇନାର ପ୍ରଜନନ ହାର ସର୍ବନିମ୍ନ ରେକର୍ଡ ସ୍ତରରେ…

ବେଜିଂ,୧୬।୮ : ୨୦୨୨ ମସିହାରେ ଚାଇନାର ପ୍ରଜନନ ହାର ସର୍ବନିମ୍ସ ସ୍ତରକୁ ଖସି ଆସିଛି। ଏହା ରେକର୍ଡସ୍ତର ୧.୦୯ ପ୍ରତିଶତକୁ ଖସି ଆସିଥିବା ଆକଳନ କରାଯାଉଛି। ଏହା ସହିତ ୧୦୦ ମିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରେ ଚାଇନାର ପ୍ରଜନନ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ଇସଲାମବାଦ,୧୬।୮: ଆର୍ଥିକ ସଙ୍କଟରେ ଯୁଝୁଥିବା ପଡୋଶୀ ଦେଶ ପାକିସ୍ତାନରେ ଅତ୍ୟାବଶକୀୟ ଦରଦାମ ଆକାଶଛୁଆଁ ହୋଇଛି। ସେହିପରି ଅଧ ରାତିରେ ଦରବୃଦ୍ଧି ବୋମା ବିସ୍ଫୋରଣ ଭଳି ବିସ୍ଫୋଟ ହୋଇଛି। ପାକିସ୍ତାନ ସରକାର ହଠାତ୍‌ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଆହୁରି ୧୮ ଟଙ୍କା…

ମାଉଇ ଜଙ୍ଗଲରେ ନିଆଁ: ୧୦୧ ମୃତ

ଓ୍ବାଶିଂଟନ୍‌,୧୬।୮: ଆମେରିକାରେ ୧୦୦ବର୍ଷ ମଧ୍ୟରେ ସବୁଠାରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହାୱାଇର ମାଉଇ ଦ୍ୱୀପରେ ଜଙ୍ଗଲରେ ନିଆଁ ଲାଗି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ନିଆଁରେ ଏପର୍ଯ୍ୟନ୍ତ ୧୦୧ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?