ଗ୍ଲୋଡେନ ଗ୍ଲୋବ ରେସ ଜିତି ଇତିହାସ ରଚିଲେ ଅଭିଳାଷ…
ପ୍ୟାରିସ,୨୯।୪ : ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର ଅଭିଳାଷ ଟମି ଗୋଲଡେନ ଗ୍ଲୋବ ରେସରେ ଜିତି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହା ଦୁନିଆର ସବୁଠାରୁ କଠିନ ସୋଲୋ ନନ-ଷ୍ଟପ ରେସ ଭାବରେ ପରିଗଣିତ। ଅଭିଳାଷ ଆଜି ତାଙ୍କରେସକୁ ସମାପ୍ତ କରିଛନ୍ତି।…
କମ ହେଉଥିବା ଜନସଂଖ୍ୟାକୁ ଦେଖି ଚାଇନାର ବଡ ନିଷ୍ପତ୍ତି, ସିଙ୍ଗଲ ମହିଳା ନେଇପାରିବେ ଆଇଭିଏଫ ଟ୍ରିଟମେଣ୍ଟ
ବେଜିଂ,୨୯।୪: ଚାଇନାରେ ଏବେ ଜନସଂଖ୍ୟା ଦ୍ରୁତ ପରିମାଣରେ ହ୍ରାସ ହେବାରେ ଲାଗିଛି। ଏହାକୁ ଦେଖି ଏବେ ଚିନ୍ତାରେ ପଡିଯାଇଛି ଚାଇନା। ଏବେ ଚାଇନା ସରକାର ସନ୍ତାନ ପ୍ରସବ କରିବାକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ନୂଆ ନିୟମ କରୁଛନ୍ତି। ଏବେ ଆଉ…
ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ବନ୍ଦ ହେବ
ଭିଏନା,୨୯ା୪ : ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ ଭାବେ ଜଣାଶୁଣା ଅଷ୍ଟ୍ରିଆର ‘ଓ୍ବିନେର ଜେଇଟୁଙ୍ଗ୍’ ଏହାର ଛାପା ସଂସ୍କରଣ ବନ୍ଦ କରିବାକୁ ଯାଉଛି। ୧୭୦୩ରୁ ପ୍ରକାଶ ପାଇ ଆସୁଥିବା ଏହି ଖବରକାଗଜକୁ ବନ୍ଦ କରିବା ପାଇଁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି…
ଇସ୍ତଫା ଦେଲେ ବିବିସି ଅଧ୍ୟକ୍ଷ ରିଚାର୍ଡ ଶାର୍ପ
ଲଣ୍ଡନ,୨୮ା୪: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନଙ୍କ ପାଇଁ ଋଣ ମାମଲାରେ ସାର୍ବଜନିକ ନିଯୁକ୍ତି ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିବା ପରେ ବିବିସି ଅଧ୍ୟକ୍ଷ ରିଚାର୍ଡ ଶାର୍ପ ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ଲାଗି ଜୁନ୍ ଶେଷ…
ଭାରତୀୟ ଶାସ୍ତ୍ରୀୟ କଳାର ପ୍ରଶଂସା କଲା ବ୍ରିଟେନ! ଭାରତୀୟ ମୂଳ ବାସିନ୍ଦାଙ୍କୁ ସମ୍ମାନୀତ କଲେ କିଙ୍ଗ ଚାର୍ଲସ
ଲଣ୍ଡନ,୨୮।୪: ବ୍ରିଟେନର ରାଜା କିଙ୍ଗସ ଚାର୍ଲସ ଭାରତୀୟ ମୂଳ ବାସିନ୍ଦା ଡା. ଏମ.ଏନ. ନନ୍ଦକୁମାରଙ୍କୁ ଅର୍ଡର ଅଫ ଦ ବ୍ରିଟିଶ ଏମ୍ପାୟାର(ଏମବିଇ)ର ଆଓ୍ବାର୍ଡରେ ସମ୍ମାନୀତ କରିଛନ୍ତି। ନନ୍ଦକୁମାରଙ୍କୁ ଏମବିଇ ଆଓ୍ବାର୍ଡ ବ୍ରିଟେନରେ ଭାରତୀୟ ଶାସ୍ତ୍ରୀୟ କଳାରେ ଦେଇଥିବା ଯୋଗଦାନ ପାଇଁ ଦିଆଯାଇଛି।…
ଏହି ଦେଶରେ ୧୩ ବର୍ଷରୁ କମ୍ ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡିଆ
ନ୍ୟୁୟର୍କ,୨୮ା୪: ଆମେରିକା ସିନେଟରେ ଉପସ୍ଥାପିତ ହୋଇଥିବା ଏକ ନୂତନ ଦ୍ୱିପାକ୍ଷିକ ପ୍ରସ୍ତାବ ସାରା ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ଜାତୀୟ ବୟସ ସୀମା ସ୍ଥିର କରିବାକୁ ଯାଉଛି। ଫେଡେରାଲ ବିଲ୍ ୧୩ ବର୍ଷରୁ କମ୍ ପିଲାଙ୍କ ଦ୍ୱାରା ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ,…
ଅପରେଶନ କାବେରୀ: ସୁଦାନରୁ ବାହାରିଲା ଭାରତୀୟଙ୍କ ୧୦ମ ବ୍ୟାଚ
ଖାର୍ତୁମ/ନୂଆଦିଲ୍ଲୀ,୨୮।୪: ଅପରେଶନ କାବେରୀ ଜରିଆରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେଠାରୁ ଭାରତୀୟଙ୍କ ୧୦ମ ବ୍ୟାଚ ବାହାରି ସୁଦାନରୁ ସୌଦି ଆରବର ଜେଦ୍ଦାହ ସହର ଯାତ୍ରା କରିଛନ୍ତି। ଏହି ବ୍ୟାଚରେ ୧୩୫ ଯାତ୍ରୀ ରହିଛନ୍ତି। ସୂଚନାଯୋଗ୍ୟ,…
ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ଅବୁଜା,୨୮ା୪ : ଉତ୍ତର ନାଇଜେରିଆରେ ଦୁଇଟି ପୃଥକ୍ ଘଟଣା ଘଟିଛି। ଉଭୟ ଘଟଣାରେ ବନ୍ଧୁକଧାରୀମାନେ ଘରେ ପଶି ୧୫ ଜଣଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ୫ ଜଣ ସହାୟତା କର୍ମଚାରୀଙ୍କୁ ଅପହରଣ କରିନେଇଛନ୍ତି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ…
ମୋ ଝିଅ ହିଁ ସୁନକଙ୍କୁ କରିଛନ୍ତି ପ୍ରଧାନମନ୍ତ୍ରୀ: ସୁଧା ମୂର୍ତ୍ତି
ଲଣ୍ଡନ/ନୂଆଦିଲ୍ଲୀ,୨୮।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ନା କିଛି କାରଣ ପାଇଁ ରହିଥାଆନ୍ତି ଚର୍ଚ୍ଚାରେ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କୁହାଯାଇଛି କି ଋଷି ସୁନକ ପ୍ରଧାନମନ୍ତ୍ରୀ ହେବା ପଛରେ କାହାର ହାତ ରହିଛି। ପ୍ରକୃତରେ…
ଦୁଇ ସେନା ହେଲିକପ୍ଟର ଦୁର୍ଘଟଣା, ୩ ପାଇଲଟ ମୃତ
ଓ୍ବାଶିଂଟନ,୨୮ା୪: ଟ୍ରେନିଂରୁ ଫେରୁଥିବା ଆମେରିକାର ଦୁଇଟି ସାମରିକ ହେଲିକପ୍ଟର ଗୁରୁବାର ଆଲାସ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୩ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଥିବା ଶୁକ୍ରବାର ସୂଚନା ମିଳିଛି। ତେବେ ଚଳିତ ବର୍ଷ ରାଜ୍ୟରେ ସାମରିକ ହେଲିକପ୍ଟର…
ତାଇଓ୍ବାନକୁ କବ୍ଜା କରିବା ପାଇଁ ଚାଇନାର ଜୋର୍ଦାର ପ୍ରୟାସ: ୩୮ ଯୁଦ୍ଧ ବିମାନ ଉଡ଼ାଇଲା
ତାଇପେ,୨୮ା୪ ତାଇଓ୍ବାନକୁ କବ୍ଜା କରିବା ପାଇଁ ଚାଇନା କ୍ରମାଗତ ଭାବରେ ବିଭିନ୍ନ ପନ୍ଥା ଆପଣାଉଛି। ବର୍ତ୍ତମାନ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଚାଇନା ସେନା ତାଇଓ୍ବାନ ନିକଟରେ ପ୍ରାୟ ୩୮ ଯୁଦ୍ଧ…
ଇଣ୍ଡୋନେସିଆ ଡଙ୍ଗାବୁଡ଼ି ଘଟଣା: ୧୧ ମୃତଦେହ ଉଦ୍ଧାର, ଏବେ ବି ୯ ନିଖୋଜ
ଜାକର୍ତ୍ତା,୨୮ା୪: ପଶ୍ଚିମ ଇଣ୍ଡୋନେସିଆରେ ୭୮ ଜଣଙ୍କୁ ନେଇ ଏକ ସ୍ପିଡବୋଟ୍ ଯାଇଥିବା ବେଳେ କୌଣସି କାରଣ ବଶତଃ ବୁଡ଼ି ଯାଇଥିଲା। ଏହି ଘଟଣା ପରେ ଉଦ୍ଧାର କର୍ମଚାରୀମାନେ ଶୁକ୍ରବାର ସକାଳେ ସମୁଦ୍ରରେ ନିଖୋଜ ଥିବା ୯ ଜଣଙ୍କୁ ଖୋଜିବା ଆମମ୍ଭ କରିଛନ୍ତି।…
Archives


