ଅନ୍ତର୍ଜାତୀୟ

ଚାଇନାର ପ୍ରତିନିଧୀମଣ୍ଡଳଙ୍କୁ ଭେଟିଲେ କିମ୍‌

ବେଜିଂ,୨୯।୭: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ଚାଇନା ପ୍ରତିନିଧୀମଣ୍ଡଳଙ୍କୁ ଭେଟିଛନ୍ତି। କୋରିଆ ଯୁଦ୍ଧର ସମାପ୍ତି ‘ବିଜୟ ଦିବସ’ର ୭୦ତମ ବାର୍ଷିକୀ ପାଳନ କରିବାକୁ ଚାଇନାର ଏକ ପ୍ରତିନିଧୀମଣ୍ଡଳ ପ୍ୟୋଙ୍ଗୟାଙ୍ଗରେ ପହଞ୍ଚିଛନ୍ତି। ଉତ୍ତର କୋରିଆର ରାଜ୍ୟ ଗଣମାଧ୍ୟମ ରିପୋର୍ଟ…

ଅରବପତି ସୋସିଆଲ ମିଡିଆ ସେଲିବ୍ରିଟିଙ୍କ କଟା ମୃତଦେହ ଜବତ, ଏକ ସପ୍ତାହ ହେବ ଥିଲେ ନିଖୋଜ

ବ୍ୟୁନସ ଆୟର୍ସ,୨୯।୭: କିଛିଦିନ ହେବ ନିଖୋଜ ଥିବା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ତଥା ଅରବ ପତି କ୍ରିପ୍ଟୋ ବ୍ୟବସାୟୀ ଫର୍ନାଡୋ ପେରେଜ ଅଲଗାବାଙ୍କ କ୍ଷତ ବିକ୍ଷତ ମୃତ ଦେହ ଜବତ କରାଯାଇଛି। ତାଙ୍କ ମୃତ ଦେହ ବୁଧବାର ଏକ ନାଳ ନିକଟରେ…

ଗୋପନୀୟ ଦସ୍ତାବିଜ ମାମଲାରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ ଚ୍ୟାଲେଞ୍ଜ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋପନୀୟ ଡକ୍ୟୁମେଣ୍ଟ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାକୁ ପ୍ରସ୍ତୁତ ହେଉଛନ୍ତି। ଏହା ଅଧୀନରେ ଟ୍ରମ୍ପ ମାର୍‌-ଇ-ଲାଗୋ ମାମଲାରେ ଗୋପନୀୟ ଦଲିଲ ଦେଖିବାକୁ ଦାବି କରୁଛନ୍ତି। ଟ୍ରମ୍ପ ତାଙ୍କ ଓକିଲଙ୍କ ମାଧ୍ୟମରେ ଷ୍ଟାଣ୍ଡାର୍ଡ ପ୍ରୋଟୋକଲକୁ…

ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା

ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି ବାସ୍ତୁକାର ଜଣଙ୍କ ଦୁବଇରେ କାମ କରନ୍ତି। ପୁରସ୍କାର ଘୋଷଣା ହେବା ପରେ ଏବେ ତାଙ୍କୁ…

ଫିଲିପାଇନ୍ସରେ ବୋଟ୍‌ ଦୁର୍ଘଟଣା: ୨୭ ମୃତ

ମାନିଲା,୨୯ା୭: ଫିଲିପାଇନ୍ସର ଏକ ହ୍ରଦରେ ବୋଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ିଯିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବୋଟ୍‌ରେ ସାମର୍ଥ୍ୟଠାରୁ ଅଧିକ ଯାତ୍ରୀ ଥିବା ଜାଣି ମଧ୍ୟ ଏହାକୁ ଚଳାଇବା ପାଇଁ କ୍ୟାପ୍‌ଟେନ୍‌ ନିଷ୍ପତ୍ତି ନେଇଥିଲେ ବୋଲି ତଟସୁରକ୍ଷା ମୁଖ୍ୟ କହିଛନ୍ତି। ଏମ୍‌/ବି…

ଡ୍ରୋନରେ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶରିଫଙ୍କ ପରାମର୍ଶଦାତାଙ୍କ ସ୍ବୀକାର

ଇସଲାମାବାଦ,୨୯।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସ୍ବତନ୍ତ୍ର ପ୍ରତିରକ୍ଷା ପରାମର୍ଶଦାତା ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଘନିଷ୍ଠ ସହଯୋଗୀ ମାଲିକ ମହମ୍ମଦ ଅହମ୍ମଦ ଖାନ କ୍ୟାମେରାରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରୁ ଡ୍ରୋନ…

ଜୁଲାଇରେ ବରଫପାତ, ବୈଜ୍ଞାନିକ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୮ା୭: ଜୁଲାଇ ଶେଷ ହେବାକୁ ଥିବାବେଳେ କାଲିଫର୍ନିଆର ପର୍ବତଗୁଡ଼ିକ ବରଫରେ ଆଚ୍ଛାଦିତ ହୋଇରହିଛି। ଯାହା ଦେଖି ପାଣିପାଗ ବିଜ୍ଞାନୀମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ପାଣିପାଗ ବିଜ୍ଞାନୀମାନେ ଜୁନ୍‌ ୧କୁ ଗ୍ରୀଷ୍ମର ପ୍ରଥମ ଦିନ ବୋଲି ବିବେଚନା କରନ୍ତି। କିନ୍ତୁ ଗ୍ରୀଷ୍ମ…

ବିଶ୍ୱର ପ୍ରଥମ ସୁପରସୋନିକ ବିମାନ ଉଡ଼ାଣ ଭରିବାକୁ ପ୍ରସ୍ତୁତ

ଓ୍ବାଶିଂଟନ୍‌,୨୮।୭: ନାସା X-୫୯ ନାମକ ଏକ ସୁପରସୋନିକ ବିମାନ ତିଆରି କରିଛି, ଯାହା ଉଡ଼ାଣ ଭରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନାସା ଦାବି କରିଛି ଯେ X-୫୯ ପୃଥିବୀର ଯେକୌଣସି ଦୁଇଟି ପଏଣ୍ଟ ମଧ୍ୟରେ ପ୍ରାୟ ୨ଘଣ୍ଟା ମଧ୍ୟରେ ଯାତ୍ରା କରିପାରିବ। ଏପରି…

ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଉଛି ଚାଇନା, ଆମେରିକା ଗୁଇନ୍ଦା ବିଭାଗର ଦାବି

ଓ୍ବାଶିଂଟନ,୨୮।୭: ରୁଷିଆ ଓ ଚାଇନାର ବନ୍ଧୁତ୍ୱ ଏବେ ପଦାରେ ପଡିଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଚାଇନା ବିନା କୌଣସି ଦ୍ୱିଧାରେ ରୁଷିଆକୁ ସହଯୋଗ କରିଛି। ହେଲେ ଚାଇନା କହିଛି ଯେ ସେ ଯୁଦ୍ଧ ପାଇଁ ରୁଷିଆକୁ ସେନା ଉପକରଣ ଦେଇ ନାହିଁ। ଆମେରିକାର…

ଆମେରିକାରେ ଘୋଷଣା ହୋଇପାରେ ଦୀପାବଳି ଛୁଟି, ବିଲ ଉପସ୍ଥାପନ କଲେ ଗ୍ରେସ ମେଙ୍ଗ

ଓ୍ବାଶିଂଟନ୍‌,୨୮।୭: ଦୀପାବଳି ଏପରି ଏକ ପର୍ବ, ଯାହା କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ପାଳନ କରାଯାଏ। ଏଭଳି ପରିସ୍ଥିତିରେ ଦୀପାବଳି ଦିନକୁ ଫେଡେରାଲ ଛୁଟି ଘୋଷଣା କରିବାକୁ ଆମେରିକାର ସାଂସଦ ଗ୍ରେସ ମେଙ୍ଗ ଦାବି କରିଛନ୍ତି। ସେ କହିଛନ୍ତି ଯେ,…

ନ୍ୟାୟିକ ସୁଧାର ଆଇନକୁ ନେଇ ତୀବ୍ର ହୋଇପାରେ ବିରୋଧ ପ୍ରଦର୍ଶନ, ଶାନ୍ତି ପାଇଁ ଜନତାଙ୍କୁ ଅପିଲ କଲେ ରାଷ୍ଟ୍ରପତି

ଜେରୁଜେଲମ,୨୮।୭: ଇସ୍ରାଏଲ ସଂସଦ ସୋମବାର ଅର୍ଥାତ୍‌ ଜୁଲାଇ ୨୪ରେ ବିବାଦସ୍ପଦ ନ୍ୟାୟିକ ସୁଧାର ବିଲକୁ ଆଇନର ରୂପ ଦେଇଦେଇଛନ୍ତି। ଏହି ବିଧେୟକକୁ ଶାସକ କଟ୍ଟର ଦକ୍ଷିଣପନ୍ଥି ମେଣ୍ଟର ସମସ୍ତ ୬୪ ସାଂସଦ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏପଟେ ବିରୋଧି ସାଂସଦମାନେ ଏହାକୁ…

ଚାଇନାରେ ତାଣ୍ଡବ ରଚିବ ‘ଡୋକସୁରି’! ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼

ବେଜିଂ,୨୮।୭: ପ୍ରଶାନ୍ତ ମହାସାଗରେ ରବିବାର ସୃଷ୍ଟି ହୋଇଥିବା ‘ଡୋକସୁରି’ ଘୂର୍ଣ୍ଣିଝଡ଼ ଚାଇନାରେ ତାଣ୍ଡବ ରଚିବାକୁ ପ୍ରସ୍ତୁତ ହୋଇଗଲାଣି। ଏବେ ଚାଇନାରେ ଖୁବ ଜୋରରେ ପବନ ବହିବା ସହ ବର୍ଷା ଲାଗି ରହିଛି। କୁହାଯାଉଛି କି ଶୁକ୍ରବାର ଚଳିତ ବର୍ଷର ପଞ୍ଚମ ଘୂର୍ଣ୍ଣିଝଡ଼…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri