ମା’ କାଳୀଙ୍କ ଆପତ୍ତିଜନକ ଫଟୋ ଟୁଇଟ କରିବା ପରେ କ୍ଷମା ମାଗିଲା ୟୁକ୍ରେନ
କ୍ୱିଭ,୨।୫: ରୁଷିଆ ସହ ୟୁକ୍ରେନର ଏକ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ଯୁଦ୍ଧ ମଧ୍ୟରେ ଏବେ ୟୁକ୍ରେନ ଏମିତି ଏକ କାମ କରିଛି ଯାହା ଭାରତୀୟଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି। ଏବେ କିନ୍ତୁ ସେ ଏହି କାର୍ଯ୍ୟ…
ଧୂଳି ଝଡ଼ରେ ୬ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
ଓ୍ବାଶିଂଟନ,୨।୫: ଆମେରିକାରେ ଧୂଳି ଝଡ଼ ଯୋଗୁଁ ଆନ୍ତ ରାଜ୍ୟ ରାଜପଥରେ ଅନେକ ଗାଡି ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି…
ଦିଲ୍ଲୀ ଏମ୍ସରେ ଚିକିତ୍ସା ହେଲେ ନେପାଳ ରାଷ୍ଟ୍ରପତି
କାଠମାଣ୍ଡୁ,୧।୫: ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ ଥିଲା। ଅନେକ ଥର ତାଙ୍କୁ ଶ୍ୱାସ ନେବାରେ ଅସୁବିଧା ହୋଉଥିଲା। ତେବେ ତାଙ୍କୁ…
ଜିକା ଭାଇରସ ପାଇଁ ଏହି ଦେଶରେ ଆରମ୍ଭ ହେଲା ପ୍ରଥମ ମାନବ ପରୀକ୍ଷଣ
ଲଣ୍ଡନ,୧।୫: କରୋନା ଭାଇରସ ପୂର୍ବରୁ ଦେଶରେ ଭୟାବହ ସୃଷ୍ଟି କରିଥିବା ଜିକା ଭାଇରସ ପାଇଁ କୌଣସି ପ୍ରଭାବଶାଳୀ ଟିକା ପ୍ରସ୍ତୁତ କରାଯାଇ ନାହିଁ। ତେବେ ବର୍ତ୍ତମାନ ଏହାର ଟିକାକରଣର ପ୍ରଥମ ମାନବ ପରୀକ୍ଷଣ ଗ୍ରେଟ ବ୍ରିଟେନ (ଯୁକ୍ତରାଜ୍ୟ)ର ଏକ ବିଶ୍ୱବିଦ୍ୟାଳୟରେ ଆରମ୍ଭ…
ବିଦ୍ୟୁତ ସରବରାହ ବନ୍ଦ: ୪୦ ବିମାନର ଉଡାଣ ବାତିଲ…
ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ବିଦ୍ୟୁତ ସରବରାହ ବନ୍ଦ ହେବାର କାରଣ…
ପାଠ ପଢ଼ାଇବେ ଜ୍ୟାକ୍ ମା
ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍ ଜ୍ୟାକ୍ ମା’ ‘ୟୁନିଭର୍ସିଟି ଅଫ୍ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ ଶିକ୍ଷାଦାନ କରିବେ ବୋଲି ବିଶ୍ବବିଦ୍ୟାଳୟ ଓ୍ବେବ୍ସାଇଟ୍ରୁ ଜଣାପଡ଼ିଛି। ଜ୍ୟାକ୍ ମା ଗବେଷଣା କ୍ଷେତ୍ରରେ…
ମେ’ ୬ରେ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକ, ଲୋକେ ନେବେ ରାଜପରିବାର ପ୍ରତି ନିଷ୍ଠାର ଶପଥ…
ଲଣ୍ଡନ,୧।୫ : କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି। ଏହା ପରେ ଚାଲର୍ସ ଆନୁଷ୍ଠାନିକ ଭାବରେ ବ୍ରିଟେନର ରାଜା ହେବେ।ରାଜ୍ୟାଭିଷେକକୁ ଦେଖୁଥିବା ଲୋକଙ୍କୁ ରାଜା ଏବଂ ତାଙ୍କ ଉତ୍ତରାଧିକାରୀମାନଙ୍କ ନିକଟରେ ଶପଥ…
ଏସ୍ସିଏସ୍ରେ ଔଦ୍ଧତ୍ୟ ଦେଖାଅନି
ଓ୍ବାଶିଂଟନ୍,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର ହ୍ବାଇଟ୍ ହାଉସ୍ରେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟରଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ…
ଆଇଏସ୍ଆଇଏସ୍ ମୁଖ୍ୟଙ୍କୁ ହତ୍ୟା
ଆଙ୍କାରା,୧ା୫: ସିରିଆରେ ଆଇଏସ୍ଆଇଏସ୍ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି। ସେ କହିଛନ୍ତି, ‘ମୁଁ ପ୍ରଥମ ଥର ଏଠାରେ ଏଠାରେ କହୁଛି। ରବିବାର ଏମ୍ଆଇଟି ଦ୍ୱାରା କରାଯାଇଥିବା ଅପରେଶନରେ ଏହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି।…
ଦୁଇ ବିମାନ ଧକ୍କା: ୪ ମୃତ
ମାଡ୍ରିଡ୍,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣା ପରେ ବିମାନବନ୍ଦରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବାର୍ସିଲୋନାର…
୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ…
ଲଣ୍ଡନ,୩୦।୪ : ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ। ବ୍ରିଟେନ ଗସ୍ତରେ ଆସିଥିବା କେନ୍ଦ୍ର…
ଆମେରିକାରେ ସାଇବର କର୍ମଚାରୀଙ୍କ ଅପେକ୍ଷା ୫୦ ପ୍ରତିଶତ ଅଧିକ ଚାଇନା ହ୍ୟାକର: ଏଫବିଆଇ ରିପୋର୍ଟ…
ଓ୍ବାଶିଂଟନ,୩୦।୪ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ)ର ନିର୍ଦ୍ଦେଶକ କ୍ରିଷ୍ଟୋଫର୍ ରେ ଏକ ବଡ଼ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଚାଇନାର ହ୍ୟାକରଙ୍କ ସଂଖ୍ୟା ଏଫବିଆଇର ସାଇବର କର୍ମଚାରୀଙ୍କ ସଂଖ୍ୟାର ଅନୁପାତ ୫୦:୧ ଅଟେ। ଏହି କାରଣରୁ,…
Archives


