ଅନ୍ତର୍ଜାତୀୟ

ପାକିସ୍ତାନର ପାଟୋକି ଶସ୍ୟ ମଣ୍ଡିରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ରୁ ଅଧିକ ଦୋକାନ ପୋଡି ପାଉଁଶ

ଲାହୋର,୨୦।୮: ପାକିସ୍ତାନର କସୁର ଜିଲାରେ ଶନିବାର ଏବଂ ରବିବାର ମଧ୍ୟ ରାତିରେ ପାଟୋକିର ପୁରୁଣା ଧାନ ବଜାରରେ ନିଆଁ ଲାଗି ୫୦ରୁ ଅଧିକ ଦୋକାନରେ ନିଆଁ ଲାଗିଯାଇଥିଲା। ନ୍ୟୁଜ ଏଜେନ୍ସି ଏଏନଆଇ ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଆଧାରରେ ଏହି…

ଚନ୍ଦ୍ରରେ ପହଞ୍ଚିବା ଆଶା ମଉଳିଲା: ରୁଷିଆର ଲୁନା-୨୫ ଦୁର୍ଘଟଣାଗ୍ରସ୍ତ …

ମସ୍କୋ,୨୦।୮ : ରୁଷିଆର ଲୁନା-୨୫ ମିଶନ ଚନ୍ଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୁଷିଆର ସ୍ପେସ ଏଜେନ୍ସି ରସକୋମୋସ ଏହି ସୂଚନା ଦେଇଛି। ଉଲ୍ଲେଖନୀୟ କଥା ହେଉଛି, ଗୋଟିଏ ଦିନ ପୂର୍ବରୁ, ଲୁନା-୨୫ ମହାକାଶଯାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ରୁଷିଆର ସ୍ପେସ…

ଚର୍ଚ୍ଚରେ ପର୍ନ ଫିଲ୍ମ ଦେଖି ଧରାପଡିଲେ ପାଦ୍ରି, କର୍ମଚାରୀ

ବର୍ଲିନ୍‌,୨୦।୮: ଜର୍ମାନୀର ଏକ ଚର୍ଚ୍ଚରେ ରହୁଥିବା ପାଦ୍ରି ଏବଂ କର୍ମଚାରୀଙ୍କ ବିରୋଧରେ ଫର୍ନ ଫିଲ୍ମ ଦେଖୁଥିବା ଅଭିଯୋଗ ହୋଇଛି। କୋଲୋନ ସହରରେ ଅବସ୍ଥିତ ଏକ ଚର୍ଚ୍ଚର କମ୍ପ୍ୟୁଟରରେ ଅଶ୍ଲୀଳ ଓ୍ବେବସାଇଟ୍‌ ଖୋଲାଯାଉଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ, ଚର୍ଚ୍ଚର ପାଦ୍ରି ଏବଂ କର୍ମଚାରୀମାନେ…

ଚଳନ୍ତା ବସରେ ଲାଗିଲା ନିଆଁ, ପୋଡି ହୋଇ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ

ଇସଲାମାବାଦ,୨୦।୮: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ପ୍ରଦେଶର ପିଣ୍ଡି ଭାଟିୟାନ ସହରରେ ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିଭଳି ପ୍ରାୟ ୭ଜଣ…

ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ…

ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…

ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍‌। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍‌ ଆଖିରୁ ରାତିର…

ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ…

ଇସଲାମାବାଦ,୨୦।୮: ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ ରାଜନୀତି…

ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ…

ଆତଙ୍କବାଦୀ ଆକ୍ରମଣରେ ଦୁଇ ଇସ୍ରାଏଲ ନାଗରିକ ନିହତ, ବାପା-ପୁଅଙ୍କ ଉପରେ ଅତି ନିକଟରୁ ଗୁଳି ଚାଳନା…

ତେଲ ଅଭିବ,୨୦।୮ : ପାଲେଷ୍ଟାଇନର ହୁୱାରା ଗାଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିଲେ। ଦୁହିଁଙ୍କୁ ୬୦ ବର୍ଷିୟ ଶାୟ ସିଲାସ ନିଗ୍ରେକର ଏବଂ ତାଙ୍କର ୨୮ ବର୍ଷର ପୁଅ ଆଭିଆଡ ବୋଲି…

ଆମେରିକା, ଜାପାନ ,ଦକ୍ଷିଣ କୋରିଆ ମିଳିତ ଭାବେ ଚାଇନା ବିରୋଧରେ ଲଢ଼ିବେ…

ଓ୍ବାଶିଂଟନ,୨୦।୮ : ଚାଇନାର ବିପଜ୍ଜନକ ତଥା ଆକ୍ରମଣାତ୍ମକ ଆଚରଣ ବିରୋଧରେ ଆମେରିକା ଜାପାନ ଏବଂ ଦକ୍ଷିଣ କୋରିଆ ସହ ମିଳିତ ଲଢ଼େଇ ଘୋଷଣା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୋନ ସୁକ ୟୋଲ ଏବଂ ଜାପାନ…

ପାକିସ୍ତାନରେ ବୋମା ବିସ୍ଫୋରଣ, ୧୧ ଶ୍ରମିକ ମୃତ…

ଇସଲାମାବାଦ,୨୦।୮ : ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ପୋଲିସ ମୁଖପାତ୍ର କହିଛନ୍ତି ଏହି ବୋମା ବିସ୍ଫୋରଣ ଉତ୍ତର ୱାଜିରିସ୍ତାନର ଏକ…

ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ପାଇଁ ପ୍ରସ୍ତୁତି: ଚିନ୍ତାରେ କିମ୍‌…

ସିଓଲ,୨୦।୮: ଦକ୍ଷିଣ କୋରିଆ ଏବଂ ଆମେରିକା ଚଳିତ ସପ୍ତାହରେ ମିଳିତ ସମରାଭ୍ୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଉତ୍ତର କୋରିଆରୁ ବଢୁଥିବା ସାମରିକ ବିପଦ ବିରୋଧରେ ଉଭୟ ଦେଶ ମିଳିତ ପ୍ରସ୍ତୁତି ବୃଦ୍ଧି ପାଇଁଚେଷ୍ଟା କରୁଛନ୍ତି। ପୂର୍ଣ୍ଣ ଯୁଦ୍ଧ ପରିସ୍ଥିତି ଉପରେ ଆଧାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?