ଅଧିକାର ମାଗୁଛନ୍ତି ହଲିଉଡ୍ ଲେଖକ
ଓ୍ବାଶିଂଟନ୍,୪ା୫ : ବୃହତ୍ ଷ୍ଟୁଡିଓ ତଥା ଷ୍ଟ୍ରିମିଂ ସର୍ଭିସ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଲାଏନ୍ସ ଅଫ୍ ମୋଶନ ପିକ୍ଚର୍ସ ଆଣ୍ଡ୍ ଟେଲିଭିଜନ୍ ପ୍ରଡ୍ୟୁସର୍ସ (ଏଏମ୍ପିଟିପି) ଏବଂ ୟୁନିୟନ୍ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ହଲିଉଡ୍ ଫିଲ୍ମ ଓ ଟିଭି ଶୋ’…
ପେନ୍ସନ ଆଇନ ପ୍ରତ୍ୟାହାର କର
ପ୍ୟାରିସ୍,୪ା୫: ଫ୍ରାନ୍ସରେ ନୂଆ ପେନ୍ସନ ଆଇନ ପ୍ରତିବାଦରେ ଆନ୍ଦୋଳନ ଜାରି ରହିଥିବାବେଳେ ମେ’ ୧ ଶ୍ରମିକ ଦିବସରେ ଟ୍ରେଡ୍ ୟୁନିୟନ୍ଗୁଡ଼ିକ ବଡ଼ ବିକ୍ଷୋଭ କରିଛନ୍ତି। ରାଜଧାନୀ ପ୍ୟାରିସ୍ ସମେତ ଅନ୍ୟ ସହରଗୁଡ଼ିକର ରାସ୍ତାରେ ସରକାର ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଥିବାବେଳେ ଆନ୍ଦୋଳନକାରୀଙ୍କ…
ପୁଟିନଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ଆଣିଲା ରୁଷିଆ
ମସ୍କୋ,୩।୫: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ରୁଷିଆ ଅଭିଯୋଗ କରିଛି। ରୁଷିଆ କହିଛି, ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ହତ୍ୟା କରିବା ପାଇଁ ମସ୍କୋ ଉପରେ ଡ୍ରୋନ ମାଧ୍ୟମରେ ଆକ୍ରମଣ କରିଛି। ହେଲେ ରୁଷିଆ…
ଥରିଲା ଆଫଗାନିସ୍ତାନ
କାବୁଲ,୩ା୫: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁଯାୟୀ, ଆଫଗାନିସ୍ତାନର ସ୍ଥାନୀୟ ସମୟ ଅପରାହ୍ନ ୩ଟା ୨୧ରେ କମ୍ପନ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ମାପ କରାଯାଇଛି। ଖବର ଲେଖାହେବା ସୁଦ୍ଧା…
ଆମେରିକାରେ କମିଲା ବାଇଡେନଙ୍କ ଲୋକପ୍ରିୟତା ହେଲେ ଭାରତରେ ବଢିଲା
ଓ୍ବାଶିଂଟନ/ନୂଆଦିଲ୍ଲୀ,୩।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକ ପ୍ରିୟତା ତାଙ୍କ ନିଜ ଦେଶରେ କମ ହୋଇଯାଇଛି। ହେଲେ ଭାରତରେ ବାଇଡେନଙ୍କ ଲୋକପ୍ରିୟତା ବଢି ଯାଇଛି। ଗତ ବର୍ଷ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଇଡେନ ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାକି ଭାରତରେ…
ସ୍କୁଲରେ ଗୁଳିମାଡ଼ ଘଟଣା: ୮ ଛାତ୍ରଙ୍କ ସମେତ ୯ ମୃତ
ବେଲଗ୍ରେଡ୍,୩ା୫ : ସର୍ବିଆର ରାଜଧାନୀ ବେଲ୍ଗ୍ରେଡ୍ରେ ଏକ ସ୍କୁଲରେ ବୁଧବାର ଜଣେ ୧୪ ବର୍ଷର ନାବାଳକ କିଛି ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ୮ ଜଣ ଛାତ୍ର ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାକୁ…
ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ …
ମସ୍କୋ,୩।୫ : ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ୟୁକ୍ରେନର ଏହି କାର୍ଯ୍ୟକୁ ନିନ୍ଦା କରିଛି ଏବଂ ୟୁକ୍ରେନକୁ ନାଜିଜିମ ସହିତ ତୁଳନା କରିଛି। ସୂଚନଯୋଗ୍ୟ,ୟୁକ୍ରେନର…
କତାର ଜେଲରେ ୮ ପୂର୍ବତନ ନୌସେନା ଅଧିକାରୀ, ହୋଇପାରେ ଫାଶୀ !…
ଦୋହା,୩।୫ : ୨୦୨୨ ମସିହାରେ ଗୁପ୍ତଚରୀ ଅଭିଯୋଗରେ କତାରରେ ୮ ଜଣ ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ସମସ୍ତେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ଦୋହାରେ ଅବସ୍ଥିତ କତାରର ଇଣ୍ଟେଲିଜେନ୍ସ ସର୍ଭିସ ଦ୍ୱାରା ସମସ୍ତଙ୍କୁ ଗିରଫ କରାଯାଇଥିଲା।…
ସ୍କୁଲରେ ଗୁଳିମାଡ଼ କଲେ ନାବାଳକ, ୨ ଆହତ
ବେଲଗ୍ରେଡ୍,୩ା୫ : ସର୍ବିଆର ରାଜଧାନୀ ବେଲ୍ଗ୍ରେଡ୍ରେ ଗୁଳିମାଡ଼ ହୋଇଛି। ଏଠାକାର ଏକ ସ୍କୁଲରେ ଜଣେ ୧୪ ବର୍ଷର ନାବାଳକ ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। କୁହାଯାଉଛି ଯେ, ଏହି ଗୁଳି ବିନିମୟରେ ଅତି କମ୍ରେ ଦୁଇ ଜଣ ଆହତ…
ରୁଓ୍ବାଣ୍ଡାରେ ପ୍ରବଳ ବର୍ଷା: ବନ୍ୟାରେ ୫୫ ମୃତ…
କିଗାଲି,୩।୫ : ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଶ୍ଚିମ ରୁୱାଣ୍ଡାରେ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଅନେକ ଲୋକ ନିଜ ଘରେ ବନ୍ୟା ଜଳ ଘେରରେ ରହିଛନ୍ତି। ସରକାରୀ ବରିଷ୍ଠ ଅଧିକାରୀ ବୁଧବାର ଏ ସମ୍ପର୍କରେ ସୂଚନା…
ପାକିସ୍ତାନରେ ଗୋଟିଏ ଦିନରେ ନିର୍ବାଚନ ପାଇଁ ସହମତି…
ଇସଲାମାବାଦ,୩।୫ : ପାକିସ୍ତାନ ସରକାର ଏବଂ ବିରୋଧୀ ଦଳ ପିଟିଆଇ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି। ଏହା ଅନୁସାରେ ସମଗ୍ର ଦେଶରେ ଗୋଟିଏ ଦିନରେ ନିର୍ବାଚନ କରିବାକୁ ସହମତି ପ୍ରକାଶ ପାଇଛି। ତେବେ ନିର୍ବାଚନର ତାରିଖ ନେଇ ଏପର୍ଯ୍ୟନ୍ତ ସହମତି…
ଭାରତକୁ ଘରେ ପଶି ମାରିବାକୁ ଧମକ ଦେଲେ ପାକିସ୍ତାନି ସେନା ଅଧିକାରୀ
ଇସଲାମାବାଦ,୩।୫: ପାକିସ୍ତାନର ଆର୍ଥିକ ସ୍ଥିତି ବହୁ ପୂର୍ବରୁ ଖରାପ ରହିଛି। ଏଭଳି ସ୍ଥିତି ପରେ ବି ସେ ଭାରତ ସହ ଶତ୍ରୁତା ଛାଡି ପାରୁ ନାହିଁ। ପାକିସ୍ତାନୀ ସେନାର ମିଡିଆ ଓ୍ବିଙ୍ଗ ଇଣ୍ଟର ସର୍ଭିସ ପବ୍ଲିକ ରିଲେଶନ(ଆଇଏସପିଆର)ର ଡିଜି ମେଜର ଜେନରାଲ…
Archives


