ଅନ୍ତର୍ଜାତୀୟ

ଏସସିଓରେ ଭାରତ ଆତଙ୍କବାଦ କଥା ଉଠାଇବାରୁ ବିଲାଓ୍ବଲ କହିଲେ, କୁଟନୈତିକ ଲାଭ ପାଇଁ ଏହାକୁ ଅସ୍ତ୍ର କରା ନ ଯାଉ

ପଣଜି,୫।୫: ଗୋଆରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ(ଏସସିଓ)ର ବହିର୍ବାପ୍ୟାର ମନ୍ତ୍ରୀଙ୍କ ବୈଠକରେ ଭାରତ ଆତଙ୍କବାଦ ଉପରେ କଡା ପ୍ରହାର କରିଛି। ଏହାରି ଭିତରେ ସିଧାସିଧା ଭାବେ କଥାଟି ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଜୁଟ୍ଟୋଙ୍କୁ ଯାଇ ଲାଗିଛି। ପାକିସ୍ତାନର ବର୍ହିବ୍ୟାପାର ମନ୍ତ୍ରୀ…

ଥରିଲା ଜାପାନ

ଟୋକିଓ,୫ା୫: ପଶ୍ଚିମ ଜାପାନର ଇଶିକାଓ୍ବାରେ ଶୁକ୍ରବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଥିଲା। ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପ ପରେ ସୁନାମୀ ସମ୍ପର୍କରେ କୌଣସି ସୂଚନା ନାହିଁ। ଗତ ମାସରେ ମଧ୍ୟ ୬.୧ ତୀବ୍ରତାର ଏକ ଭୂକମ୍ପ…

ତୁର୍କିରେ ରୁଷିଆ ପ୍ରତିନିଧିଙ୍କୁ ପିଟିଲେ ୟୁକ୍ରେନ ସାଂସଦ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଅଙ୍କାରା,୫।୫: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ଏକ ବର୍ଷରୁ ଅଧିକ ସମୟ ହେଲା ଜାରି ରହିଛି। ଏବେ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ଏତେ ବଢିଯାଇଛି କି ପରସ୍ପରର ନାଗରିକ ନିଜ ଭିତରେ ଆକ୍ରମଣ କରିବା…

ସିଡନୀର ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା: ପାଚେରି ଭାଙ୍ଗିଲେ ଖଲିସ୍ତାନ ସମର୍ଥକ, ଗେଟରେ ଲଗାଇଲେ ପତାକା

ମେଲବର୍ନ,୫।୫: ଅଷ୍ଟ୍ରେଲିଆରେ ପୁଣିଥରେ ମନ୍ଦିରରେ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି। ପଶ୍ଚିମ ସିଡନୀର ରୋଜହିଲ ଉପନଗରରେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ସକାଳେ ବାପ୍ସ ସ୍ବାମୀନାରାୟଣ ମନ୍ଦିରରେ ଖଲିସ୍ତାନ ସମର୍ଥକମାନେ ଭଙ୍ଗାରୁଜା କରିଥିଲେ। ଏହାସହ…

ସଂଘର୍ଷରତ ମା’ କାନ୍ଧରେ ପରିବାର ବୋଝ

ହଂକଂ,୫ା୫:ଜୟମାଳା ଦେବୀଙ୍କୁ ୧୪ ବର୍ଷ ବୟସରେ ବାହା କରାଇଥିଲେ ମା’ବାପା। ତାଙ୍କ ଉପରେ ସ୍ବାମୀ ଚାପ ପକାଇଚାଲିଥିଲେ ପୁଅ ଜନ୍ମ କରିବାକୁ। ଦୁଇ ପୁଅଙ୍କୁ ଜନ୍ମ ଦେବା ପରେ ଆଗକୁ ବଢ଼ିବା ନାହିଁ ବୋଲି ସେ କହୁଥିଲେ। ଏପରି ଭାବେ ଜୟମାଳା…

କିଙ୍ଗ ଚାଲର୍ସ ତୃତୀୟଙ୍କ ରାଜ୍ୟାଭିଷେକରେ ସାମିଲ ହେବେ ଉପରାଷ୍ଟ୍ରପତି ଜଗଦୀପ ଧନଖର

ନୂଆଦିଲ୍ଲୀ/ଲଣ୍ଡନ,୫।୫: ଭାରତ ସରକାରଙ୍କ ପକ୍ଷରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ଶୁକ୍ରବାର ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ରାଜ୍ୟାଭିଷେକରେ ଯୋଗ ଦେବେ। କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନରେ ୬ ମେ’ ଶନିବାରରେ ରାଜ୍ୟାଭିଷେକ ହେବ। ତେବେ ରାଜ୍ୟାଭିଷେକ ସମାରୋହରେ ରାଜ୍ୟ ଓ ସରକାରୀ…

ସର୍ବିଆରେ ଗୁଳିକାଣ୍ଡ: ୮ ମୃତ

ବେଲଗ୍ରେଡ,୫।୫: ସର୍ବିଆର ମ୍ଲାଡେନୋଭାକ ସହରର ଡୁବୋନା ଅଞ୍ଚଳରେ ବିଳମ୍ବିତ ରାତିରେ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଗୁଳି ଚଳାଇଥିବା ଅଭିଯୁକ୍ତ ଫେରାର ଥିବା ଜଣାପଡିଛି।…

ଚାଇନା ବହିର୍ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର

ବେନାଉଲିମ, ୫।୫: ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁରୁବାର ଚାଇନା ବହିର୍ବ୍ୟାପାର ମନ୍ତ୍ରୀ କିନ୍‌ ଗାଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ସମ୍ପର୍କରେ ଦୁଇ ରାଷ୍ଟ୍ରର ପ୍ରତିନିଧି କଥା ହୋଇଥିବା କୁହାଯାଉଛି। ଗୋଆର…

ବିଦ୍ୟାଳୟରେ ଗୁଳିକାଣ୍ଡ, ୭ ଶିକ୍ଷକ ମୃତ

କାବୁଲ,୪ା୫: ଆଫଗାନିସ୍ତାନ ସୀମା ନିକଟ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ବିଦ୍ୟାଳୟରେ ଗୁରୁବାର ଗୁଳିମାଡ଼ ହେବାରୁ ୭ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାରାଚିନାର ଆଦିବାସୀ ଜିଲାରେ ଘଟିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ବର୍ତ୍ତମାନ ସୁଦ୍ଧା ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ।

ଡ୍ରୋନ୍‌ ଆକ୍ରମଣ ପଛରେ ଆମେରିକାର ହାତ ଥିବା କହିଲା ରୁଷିଆ

ମସ୍କୋ,୪ା୫: କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ ପଛରେ ଆମେରିକାର ହାତ ରହିଛି। କିଭ୍‌ ଆମେରିକାର ଆଦେଶରେ ଏହି ଆକ୍ରମଣ କରିଥିଲା। ରୁଷିଆ ଗୁରୁବାର ଏହି ବଡ ଅଭିଯୋଗ ଆଣିଛି। ପ୍ରକୃତରେ କିଭ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ଅଭିଯୋଗ…

ଗୋଆ ପହଞ୍ଚିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ

ପଣଜୀ,୪।୫: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବିଲାଓ୍ବଲ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଏଠାରେ ସେ ଚାଇନାର ଅନୁଗାମି ସାଂଘାଇ କୋଅପରେଶନ ଅର୍ଗାନାଇଜେଶନ(ଏସସିଓ)ର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଯୋଗଦେବେ। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର…

ଜର୍ମାନ ଏୟାରଲାଇନ୍ସ ଉପରେ ଗୋ ଫାଷ୍ଟ ଭଳି ସଙ୍କଟ

ବର୍ଲିନ/ନୂଆଦିଲ୍ଲୀ,୪।୫: ଗୋ ଫାଷ୍ଟ ଏୟାର ଲାଇନ୍ସ ମେ’ ୯ ପର୍ଯ୍ୟନ୍ତ ତା’ର ଉଡାଣକୁ ରଦ୍ଦ କରିଦେଇଛି। ଏହି ଗୁରୁତର ସଙ୍କଟ ପାଇଁ ଏୟାରଲାଇନ୍ସ ଆମେରିକା କମ୍ପାନୀ ପ୍ରେଡ ଏଣ୍ଡ ହ୍ବିଟନିକୁ ଦାୟୀ କରିଛି। ଏବେ ଜର୍ମାନ ଏୟାରଲାଇନ୍ସ ଲୁଫଥାଂସା ବି ଗୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri