ପୁଣି ଭୁଲ କଲେ ବାଇଡେନ, କହିଲେ ଇରାକ ଯୁଦ୍ଧରେ ହାରିବେ ପୁଟିନ
ଓ୍ବାଶିଂଟନ,୨୯।୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣି ଥରେ ଏକ ଭୁଲ କରିଛନ୍ତି। ଏଥର ସେ ୟୁକ୍ରେନକୁ ଇରାକ ବୋଲି କହଛନ୍ତି। ସେ କହିଛନ୍ତି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ପଷ୍ଟ ଭାବେ ଇରାକରେ ଯୁଦ୍ଧରେ ହାରିଯାଉଛନ୍ତି ଏବଂ ସେ…
ଓ୍ବାଟରଲୁ ବିଶ୍ୱିଦ୍ୟାଳୟରେ ଛୁରାମାଡ ୩ ଛାତ୍ର ଆହତ
ଟରଣ୍ଟୋ,୨୯।୬: କାନାଡାର ଓ୍ବାଟରଲୁ ସହରରେ ଏକ ବିଶ୍ୱବିଦ୍ୟାଳୟରେ ଛୁରାମାଡ ହୋଇଥିବା ଘଟଣା ଜଣାପଡିଛି। ଏଥିରେ ୩ ଛାତ୍ର ଆହତ ହୋଇଛନ୍ତି। ଏହି ଘଟଣାରେ ପୋଲିସ ଜଣକୁ ଗିରଫ କରିଛି। ୱାଟରଲୁ ବିଶ୍ୱବିଦ୍ୟାଳୟର ଛାତ୍ର ୟୁସୁଫ କୟାମକ କହିଛନ୍ତି ଯେ କ୍ଲାସ ଚାଲଇଥିବା…
ହୁଆନ ଅନୁସନ୍ଧାନକାରୀଙ୍କ ଖୁଲାସା, କୋରନାକୁ ଜୈବିକ ଅସ୍ତ୍ର ଭାବେ ବ୍ୟକହାର କରିଛି ଚାଇନା
ବେଜିଙ୍ଗ,୨୯।୬:କୋଭିଡ ଭୂତାଣୁ ନିଜେ ସୃଷ୍ଟି କରିଥିବା ବିଷୟରେ ଚାଇନା ସବୁବେଳେ ପ୍ରସଙ୍ଗକୁ ଏଡାଉଥିଲେ ମଧ୍ୟ ଏହାର ସତ୍ୟତା ପ୍ରମାଣିତ ହୋଇଛି। ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଚାଇନାର ଅନୁସନ୍ଧାନକାରୀ ଦାବି କରିଛନ୍ତି ଯେ, ଚାଇନା କରୋନା ଜୀବାଣୁକୁ ନିଜ…
ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତର ମୁସଲମାନଙ୍କୁ ନେଇ ଟିପ୍ପଣୀରେ ବର୍ଷିଲେ ବାଇଡେନ ପ୍ରଶାସନ, କହିଲେ ଓବାମାଙ୍କ ହ୍ବାଇଟ ହାଉସ୍ ସହ କୌଣସି ସମ୍ଫର୍କ ନାହିଁ
ଓ୍ବାଶିଂଟନ୍.୨୯।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତର ମୁସଲମାନଙ୍କ ଉପରେ କରିଥିବା ଟିପ୍ପଣୀରେ ରାଜନୀତି ସରଗରମ ରହିଛି । ତେବେ ଏନେଇ ଓବାମାଙ୍କ ଏହି ମନ୍ତବ୍ୟରେ ବାଇଡେନ ପ୍ରଶାସନ ତାଙ୍କୁ ଟାର୍ଗେଟ କରିଛି। ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି…
ଟାଇଟାନର ୫କୋଟିପତିଙ୍କ ମିଳିଲା ମୃତଦେହ, ଚିହ୍ନିବା ହେଉଛି କଷ୍ଟକର
ଓ୍ବାଶିଂଟନ୍,୨୯।୬:ଟାଇଟାନିକ ଦେଖିବାକୁ ଯାଇଥିବା ଟାଇଟାନ୍ ଅଥଳ ପାଣି ଭିତରେ ଅନ୍ତସ୍ଫୋଟ ହୋଇଛି। ସେଥିରେ ଥିବା ପୃଥିବୀର ପାଞ୍ଚ କୋଟିପତିଙ୍କ ମୃତ୍ୟୁ ହୋଇଛି। ତେବେ ଟାଇଟାନ ଧ୍ୱଂସାବଶେଷରୁ ମଣିଷଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଆମେରିକାର ତଟରକ୍ଷୀ ସୂଚନା ଦେଇଛନ୍ତି ଆମେରିକାର ତଟରକ୍ଷୀ…
ଜଳୁଛି ଫ୍ରାନ୍ସ: ଟ୍ରାଫିକ ନିୟମ ନ ମାନିବାରୁ କିଶୋରଙ୍କ ଉପରକୁ ଗୁଳି ଚଳାଇଥିଲା ପୋଲିସ
ପ୍ୟାରିସ,୨୯।୬: ଫ୍ରାନ୍ସର ଜଣେ କିଶୋରଙ୍କ ହତ୍ୟା ପରେ ସେଠାରେ ହିଂସା ଉପୁଜିଛି। ଲୋକେ ପୋଲିସ ଓ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। କିଛି ଗାଡିକୁ ପୋଡି ଦିଆଯାଇଥିବା ବେଳେ ସ୍ଥିତି ସଙ୍କିନ ରହିଛି। ଏହି ହିଂସା ଘଟଣାରେ ପୋଲିସ ଏବେ ପର୍ଯ୍ୟନ୍ତ…
ଆମେରିକା ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ, ୨ମୃତ୍ୟୁ
ରିୟାଦ,୨୯।୬:ସାଉଦି ଆରବର ଜେଡ୍ଡାସ୍ଥିତ ଆମେରିକାର ଦୂତବାସ ସମ୍ମୁଖରେ ଗୁଳିକାଣ୍ଡ ଘଟିଛି। ଗୁଳି ବିନିମୟରେ ଉଭୟ ସୁରକ୍ଷାକର୍ମୀ ଏବଂ ବନ୍ଧୁକଧାରୀଙ୍କ ମୃତ୍ୟୁ ଘଟିଛି। ପୋଲିସ କହିଛିି ଯେ, ବନ୍ଧୁକଧାରୀ ଦୂତବାସ ବିଲଡିଂ ସମ୍ମୁଖରେ ଏକ କାର୍ରୁ ବାହାରି ଗୁଳି ଚଳାଇଥିଲେ। ସେଠାରେ ଉପସ୍ଥିତ…
ଓସ୍କାର ବିଜୟୀ କେଭିନ୍ଙ୍କ ବିରୋଧରେ ୧୨ ଯୌନ ନିର୍ଯାତନା ମାମଲା
ଲଣ୍ଡନ,୨୯।୬: ହଲିଉଡ୍ରର ଜଣାଶୁଣା ଅଭିନେତା କେଭିନ୍ ସ୍ପେସିଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ମାମଲା ନେଇ ଲଣ୍ଡନର ସାଉଥ୍ଓ୍ବର୍କ କ୍ରାଉନ୍ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ବୁଧବାର ସକାଳ ୯ଟାବେଳେ କେଭିନ୍ (୬୩) ଏକ କଳା ରଙ୍ଗର ଟାକ୍ସିରେ କୋର୍ଟରେ ପହଞ୍ଚତ୍ଥିଲେ।…
୨୦ ବର୍ଷ ପରେ ଆମେରିକାରେ ୫ ମ୍ୟାଲେରିଆ ରୋଗୀ ଚିହ୍ନଟ
ଓ୍ବାଶିଂଟନ,୨୮ା୬: ଫ୍ଲୋରିଡା ଏବଂ ଟେକ୍ସାସରେ ଗତ ଦୁଇ ମାସ ମଧ୍ୟରେ ୫ଟି ମ୍ୟାଲେରିଆ ମାମଲା ଚିହ୍ନଟ ହୋଇଛି। ଏହି ସମସ୍ତ ରୋଗୀ କୌଣସି ବିଦେଶ ଭ୍ରମଣରେ ଯାଇ ନ ଥିବା ଜଣାପଡ଼ିଛି। ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି,…
ସାଉଥ କୋରିଆରେ ରାତାରାତି ୨-୩ ବର୍ଷ କମିଗଲା ଲୋକଙ୍କ ବୟସ
ସିଓଲ,୨୮।୬: ଦକ୍ଷିଣ କୋରିଆରେ ୫.୧ କୋଟି ଲୋକଙ୍କର ବୟସ ୧ ଅବା ୨ ବର୍ଷ କମ ହୋଇଯାଇଛି। ଦକ୍ଷିଣ କୋରିଆର ଲୋକଙ୍କ ବୟସ ହଠାତ କମ ହେବାର କାରଣ ହେଉଛି ଏଠାରେ ବୟସର ଗଣନାକୁ ନେଇ ଜାରି କରାଯାଇଥିବା ନୂଆ ନିୟମ।…
ଗୃହଯୁଦ୍ଧ ଟଳିବା ପରେ ପୁଣି ୟୁକ୍ରେନର ୨ଟି ସହରକୁ ମିସାଇଲ ମାଡ କଲା ଋଷ, ୪ମୃତ
ମସ୍କୋ,୨୮।୬:ଓ୍ବାଗନ ଗୋଷ୍ଠୀ ସହ ଋଷ ସେନାର ଗୃହଯୁଦ୍ଧ ଥମିବା ପରେ ପୁଣି ୟୁକ୍ରେନକୁ ଟାର୍ଗେଟ କରିଛି ମସ୍କୋ । ମଙ୍ଗଳବାର ସଂଧ୍ୟାରେ ଋଷ ସୈନ୍ୟ ୟୁକ୍ରେନର ଦୁଇଟି ସହର ଉପରେ ଜୋରଦାର ମିସାଇଲ ମାଡ କରିଛନ୍ତି। ଲଗାତାର ମିସାଇଲ ମାଡ଼ରେ ଥରି…
ଅଫିସିଆଲ ଫାଇଲ୍ ଲୁଚାଇବା ମାମଲାରେ ଟ୍ରମ୍ପଙ୍କ ଅଡିଓ ଭାଇରାଲ; ଇରାନ ଉପରେ ଆକ୍ରମଣ କରିବା ନେଇ କରୁଥିଲେ ଯୋଜନା
ଓ୍ବାଶିଂଟନ୍,୨୮।୬:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ମିନିଟର ଅଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଅଫିସିଆଲ ଫାଇଲରେ ଥିବା ତଥ୍ୟକୁ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଜାଣିବାକୁ ମିଳିଛି। ଅଡିଓରେ ଟ୍ରମ୍ପ ଇରାନ ଉପରେ ଆକ୍ରମଣ ଯୋଜନା ବିଷୟରେ…
Archives


