ଅନ୍ତର୍ଜାତୀୟ

କରୋନା ମହାମାରୀର ପ୍ରଥମ ବର୍ଷରେ ୩୦ ଲକ୍ଷରୁ ଅଧିକ ଭାରତୀୟ ଶିଶୁ ସମୟ ପୂର୍ବରୁ ହୋଇଛନ୍ତି ଜନ୍ମ…

ନୂଆଦିଲ୍ଲୀ/ଜେନେଭା,୧୦।୫ : କରୋନାର ପ୍ରଥମ ବର୍ଷରେ ଭାରତରେ ୩୦ ଲକ୍ଷରୁ ଅଧିକ ଶିଶୁ ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ୨୦୨୦ ମସିହାରେ, ସମଗ୍ର ବିଶ୍ୱରେ ପ୍ରାୟ ୧୩.୪୦ କୋଟି ପିଲା ସମୟ ପୂର୍ବରୁ ଜନ୍ମ ହୋଇଥିଲେ। ସେମାନଙ୍କୁ ଅପରିପକ୍ୱ ଶିଶୁ କୁହାଯାଏ…

ଯୌନ ନିର୍ଯାତନା ମାମଲାରେ ଟ୍ରମ୍ପ ଦୋଷୀ, ୫ ନିୟୁତ ଡଲାର ଜରିମାନା…

ଓ୍ବାଶିଂଟନ,୧୦।୫ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମାନହଟନ ଫେଡେରାଲ କୋର୍ଟରେ ଯୌନ ନିର୍ଯାତନା ତଥା ମାନହାନୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟ ପାଞ୍ଚ ନିୟୁତ ଆମେରିକୀୟ ଡଲାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଟ୍ରମ୍ପ ୧୯୯୦…

ଇମ୍ରାନଙ୍କ ଗିରଫ ନେଇ ଆମେରିକାର ପ୍ରତିକ୍ରିୟା: ଆଇନର କରାଯାଉ ପାଳନ…

ଓ୍ବାଶିଂଟନ,୧୦।୫ : ମଙ୍ଗଳବାର ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଏହା ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଇମ୍ରାନଙ୍କ ଗିରଫଦାରୀକୁ ନେଇ ଆମେରିକା ପ୍ରତିକ୍ରିୟା ରଖିଛି। ପାକିସ୍ତାନରେ ହୋଇଥିବା ଅନୈତିକତାକୁ ନେଇ ଆମେରିକା…

୧୪୪ ଧାରା ଜାରି, ଇଣ୍ଟରନେଟ୍‌ ସେବା ବନ୍ଦ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯିବା ପରେ ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି। ଏପରିକି ତାଙ୍କ ସମର୍ଥକମାନେ ବିଭିନ୍ନ ସହରରେ ବିକ୍ଷେପ ପ୍ରଦର୍ଶନ କରିଛନ୍ତି। ଇମ୍ରାନଙ୍କୁ ଗିରଫ କରାଯିବା ପରେ…

କ୍ୟାରୋଲିନ୍‌ଙ୍କୁ ପୁଲିଜର ପୁରସ୍କାର

ଓ୍ବାଶିଂଟନ୍‌,୧୦ା୫: ସାମ୍ବାଦିକତା ଓ କଳା କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ପାଇଁ ୧୯୧୭ ମସିହାରୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ ସଙ୍ଗୀତ କ୍ଷେତ୍ରର ୨୩ଟି ବର୍ଗରେ ଏହି ମର୍ଯ୍ୟାଦାଜନକ ବାର୍ଷିକ ପୁରସ୍କାର ଦିଆଯାଇଥାଏ। ଚଳିତବର୍ଷ ସାମ୍ବାଦିକତା…

ପାଶ୍ଚାତ୍ୟ କରୁଛି ଅସଲ ଯୁଦ୍ଧ: ପୁଟିନ୍‌

ମସ୍କୋ,୧୦ା୫: ରୁଷିଆ ବିରୋଧରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ‘ଅସଲ ଯୁଦ୍ଧ’ ଆରମ୍ଭ କରିଦେଇଛନ୍ତି ବୋଲି ବିଜୟ ଦିବସ ପରେଡ୍‌ ଅବସରରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ପ୍ରକାଶ କରିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀର ନାଜିଙ୍କ ପରାଜୟକୁ ମନେପକାଇ ରୁଷିଆ ପ୍ରତିବର୍ଷ ମେ’ ୯ରେ ଭିକ୍ଟ୍ରି…

ସାମରିକ ଶାସନ ମୁହାଁ ପାକିସ୍ତାନ,ପୋଲିସ ବଦଳରେ ରେଞ୍ଜର୍ସ କାହିଁକି ଇମ୍ରାନଙ୍କୁ କଲେ ଗିରଫ?…

ଇସଲାମାବାଦ,୯।୫ : ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ବିଶେଷ କଥା ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ପୋଲିସ ଆସି ନ ଥିଲା, କିନ୍ତୁ ପାକିସ୍ତାନୀ ରେଞ୍ଜର୍ସ…

ଶେଷ ହେଉଛି ଯୁଦ୍ଧ ସରଞ୍ଜାମ: ୭୦ ବର୍ଷ ପୁରୁଣା ଟ୍ୟାଙ୍କକୁ ଲଢ଼େଇରେ ସାମିଲ କଲା ରୁଷିଆ…

ମସ୍କୋ,୯।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏକ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଏଥିରେ ଭ୍ଲାଡିମୀର ପୁଟିନଙ୍କ ସେନା ବହୁ କ୍ଷତି ସହିଛି। ରୁଷିଆର ସେନା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି। ଏହି ସମୟରେ, ଖବର ମିଳିଛି…

ଇମ୍ରାନ ଗିରଫ…

ଇସଲାମାବାଦ,୯।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅସୁବିଧା ବୃଦ୍ଧି ପାଇଛି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି। ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି। ପାକିସ୍ତାନୀ ଖବରକାଗଜ ଡନ ନ୍ୟୁଜ ଏ…

ମହାକାଶରେ ଗୁପ୍ତଚରୀ ନେଇ ଚାଇନା-ଆମେରିକା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୯।୫ : ଚଳିତ ବର୍ଷ ଜାନୁଆରୀ-ଫେବୃଆରୀରେ ଆମେରିକାର ଆକାଶରେ ଚାଇନାର ବେଲୁନ ଉଡ଼ାଣକୁ ନେଇ ବିବାଦ ପରେ ଚାଇନା ବର୍ତ୍ତମାନ ଆମେରିକା ବିରୋଧରେ ମହାକାଶରେ ଗୁପ୍ତଚରୀ ଅଭିଯୋଗ ଆଣିଛି। ବିଶେଷଜ୍ଞମାନେ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ହେବାର…

ମହାକାଶରେ ୨୭୬ ଦିନ ରହିବା ପରେ ପୃଥିବୀକୁ ଫେରିଲା ଚାଇନାର ରହସ୍ୟମୟ ଯାନ…

ବେଜିଂ,୯।୫ : ପୃଥିବୀର କକ୍ଷପଥରେ ୨୭୬ ରହିବା ପରେ ଚାଇନାର ଏକ ରହସ୍ୟମୟ ମହାକାଶଯାନ ପୃଥିବୀକୁ ସୋମବାର ଫେରିଛି। ଚାଇନା ସରକାରୀ ଗଣମାଧ୍ୟମ ଏହାକୁ ଏକ ଐତିହାସିକ ମିଶନ ବୋଲି ବର୍ଣ୍ଣନା କରିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦେଶ ପୁନଃବ୍ୟବହାର ଯୋଗ୍ୟ…

ପାଶ୍ଚାତ୍ୟ ଦେଶର ଚାକର ପାଲଟିଛି ୟୁକ୍ରେନ: ପୁଟିନ…

ମସ୍କୋ,୯।୫ : ମଙ୍ଗଳବାର ରୁଷିଆର ରାଜଧାନୀ ମସ୍କୋରେ ବିଜୟ ଦିବସ ପରେଡ ଆୟୋଜନ କରାଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଭ୍ଳାଡିମୀର ପୁଟିନ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପୁଟିନ କହିଥିଲେ, ସଭ୍ୟତା ପରିବର୍ତ୍ତନ ପଥରେ ଅଛି। ରୁଷିଆ ବିରୋଧରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri